Excuse Me Odisha

ଯାହା କହିବୁ ସତ କହିବୁ

ରାମଭକ୍ତ ହନୁମାନଙ୍କ ଆଶୀର୍ବାଦ ଦ୍ଵାରା ଏହି ତିନିଟି ରାଶିର ଲୋକଙ୍କ ସ୍ବପ୍ନ ପୂରଣ ହେବ।

ସେୟାର୍ କରନ୍ତୁ

ଜ୍ୟୋତିଷ ଗଣନା ଅନୁସାରେ ଗ୍ରହ ନକ୍ଷତ୍ରଙ୍କ ଲଗାତାର ବଦଳୁଥିବା ସ୍ଥିତି ମନୁଷ୍ୟ ଜୀବନରେ ଭିନ୍ନ ଭିନ୍ନ ପ୍ରକାରର ପ୍ରଭାବ ପକେଇ ଥାଏ। କେତେବେଳେ ବ୍ୟକ୍ତି ଜୀବନରେ ସୁଖ ଆସିଥାଏ ତ ଆଉ କେବେ ବ୍ୟକ୍ତିର ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ। ବ୍ୟକ୍ତିର ରାଶିରେ ଯେଭଳି ଭାବରେ ଗ୍ରହ ମାନଙ୍କର ସ୍ଥିତି ରହିଥାଏ, ସେହି ପ୍ରକାରର ଫଳ ବ୍ୟକ୍ତିକୁ ମିଳିଥାଏ। ଗ୍ରହ ନକ୍ଷତ୍ରର ଚଳନ ଲଗାତାର ବଦଳିବା ଦ୍ଵାରା ବ୍ୟକ୍ତିର ଜୀବନରେ ଅନେକ ସମସ୍ୟା ଦେଖା ଦେଇ ଥାଏ।

ଜ୍ୟୋତିଷ ଗଣନା ଅନୁସାରେ ଗ୍ରହ ନକ୍ଷତ୍ର ର ଶୁଭ ପ୍ରଭାବ ରାଶି ଉପରେ ପଡିଥାଏ , ଯାହାଦ୍ବାରା ଶୋଇଥିବା ଭାଗ୍ୟ ଜାଗ୍ରତ ହୋଇଥାଏ। ଏହି ରାଶିର ଲୋକଙ୍କ ଉପରେ ରାମଭକ୍ତ ହନୁମାନଙ୍କ ବିଶେଷ କୃପା ଦୃଷ୍ଟି ରହିବ। ସବୁ ସ୍ବପ୍ନ ପୂରଣ ହେବ।

ଆସନ୍ତୁ ଜାଣିବା କେଉଁ ରାଶି ଉପରେ ରହିବ ରାମଭକ୍ତ ହନୁମାନଙ୍କ ଆଶୀର୍ବାଦ –

କର୍କଟ ରାଶି:-

କର୍କଟ ରାଶିର ଲୋକଙ୍କ ଉପରେ ରାମଭକ୍ତ ହନୁମାନଙ୍କ ଆଶୀର୍ବାଦ ରହିବ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟବସାୟରେ ଲାଭ ମିଳିବ। ଆମଦାନୀରେ ବୃଦ୍ଧି ହେବ। ଆୟ ଅନୁସାରେ ଆଗକୁ ବଢିବେ। କୌଣସି ରିସ୍କ ନେବା ପାଇଁ ସାହସ ରଖିବେ। ସରକାରୀ ଚାକିରୀ କରୁଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ଲାଭ ମିଳିବ।

Google

କନ୍ୟା ରାଶି:-

କନ୍ୟା ରାଶିର ଲୋକଙ୍କ ପାଇଁ ଆସୁଥିବା ସମୟ ଫାଇଦା ଆଣିଦେବ। ଆପଣଙ୍କର ଅଧୁରା ଇଛା ପୂରଣ ହେବ। ସମ୍ପତ୍ତି ସମ୍ବନ୍ଧିତ ସମସ୍ୟା ଦୂର ହେବ। କାର୍ଯ୍ୟ ମାମଲାରେ କରିଥିବା ପ୍ରୟାସ ସାର୍ଥକ ରହିବ। ଘରୋଇ ସୁଖ ସୁବିଧାରେ ବୃଦ୍ଧି ହେବ। ପୁରୁଣା ନିବେଶରୁ ଲାଭ ମିଳିପାରେ। ପାରିବାରିକ ଦାୟିତ୍ୱ ଉଚିତ ଢଙ୍ଗରେ ପୂରଣ କରିବେ।

କୁମ୍ଭ ରାଶି:-

କୁମ୍ଭ ରାଶିର ଲୋକଙ୍କ ଉପରେ ଭଗବାନ ହନୁମାନଙ୍କ ବିଶେଷ କୃପା ଦୃଷ୍ଟି ରହିବ। ଘରୋଇ ଖର୍ଚ୍ଚ କମ୍ ହେବ। ପୁରୁଣା ନିବେଶରେ ଭାରୀ ଲାଭ ମିଳିବାର ସମ୍ଭାବନା ରହିଛି।ଆୟରେ ବୃଦ୍ଧି ହେବା ଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସମସ୍ୟା ଦୂର ହେବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ମଧ୍ୟରେ ନିକଟତା ବୃଦ୍ଧି ପାଇବ।

ଆସନ୍ତୁ ଜାଣିବା ବାକି ରାଶି ଉପରେ କିପରି ରହିବ ପ୍ରଭାବ –

Google

ମେଷ ରାଶି:-

ମେଷ ରାଶିର ଲୋକଙ୍କର ଜରୁରୀ କାର୍ଯ୍ୟ ପୂରଣ ହେବ। କାର୍ଯ୍ୟରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଆବଶ୍ୟକ। ଆପଣଙ୍କର କିଛି କାର୍ଯ୍ୟ ବିଳମ୍ବ ହୋଇପାରେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସାମାନ୍ୟ ରହିବ। ଜୀବନସାଥୀଙ୍କ ଭାବନାକୁ ବୁଝିବା ପାଇଁ ପ୍ରୟାସ କରିବେ। ଅଚାନକ ସମ୍ପର୍କୀୟଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ଅଫିସ କାର୍ଯ୍ୟରେ ଆପଣ ଯାତ୍ରା କରି ପାରନ୍ତି। ଧର୍ମ କର୍ମରେ ଆପଣଙ୍କର ଅଧିକ ମନ ଲାଗିବ। ଈଶ୍ୱରଙ୍କ ପ୍ରତି ଆପଣଙ୍କର ଭାବନା ବିକଶିତ ହେବ।

ବୃଷ ରାଶି:-

ବୃଷ ରାଶିରେ ଲୋକଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ। ଘର ପରିବାର ଲୋକଙ୍କ ମଧ୍ୟରେ ଉତ୍ତମ ତାଳମେଳ ରଖିବେ। ଭାଗ୍ୟ ଉପରେ ଭରସା ନରଖି ନିଜ ପରିଶ୍ରମ ଉପରେ ଭରସା କରନ୍ତୁ। ହାଲକା ଆଘାତ ଲାଗିପାରେ। ଆପଣଙ୍କ ସ୍ଵଭାବରେ ପରିବର୍ତ୍ତନ ଆସିପାରେ। ଟଙ୍କାପଇସା ଦେବା ନେବା ସମୟରେ ସାବଧାନ ରୁହନ୍ତୁ। ଚାକିରୀ କ୍ଷେତ୍ରରେ କାର୍ଯ୍ୟ ଭାର ରହିପାରେ, ଏହା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇ ପାରେ।

ମିଥୁନ ରାଶି:-

ମିଥୁନ ରାଶିର ଲୋକଙ୍କୁ ଆସୁଥିବା ସମୟରେ ସମାଧାନ ରହିବାର ଆବଶ୍ୟକତା ରହିଛି। ଅଚାନକ ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ଚାକିରୀ କ୍ଷେତ୍ରରେ ଆପଣଙ୍କର ସହକର୍ମୀଙ୍କ ସହିତ ମତଭେଦ ହୋଇପାରେ। ଜୀବନସାଥୀଙ୍କ ତରଫରୁ ସବୁ କ୍ଷେତ୍ରରେ ସହଯୋଗ ପ୍ରାପ୍ତ ହେବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସମସ୍ୟା ଦୂର ହେବ। ବ୍ୟାପାର କରୁଥିବା ଲୋକେ କୌଣସି କାର୍ଯ୍ୟରେ ଲିପ୍ତ ରହିବେ, ଯାହାଦ୍ବାରା ଏମାନଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ ରାଶି:-

Google

ସିଂହ ରାଶିର ଲୋକଙ୍କୁ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି। କୌଣସି କାର୍ଯ୍ୟରେ ଉଚିତ ପରିଣାମ ପ୍ରାପ୍ତ କରିବେ। ବ୍ୟାପାରରେ କୌଣସି ପ୍ରକାରର ପରିବର୍ତ୍ତନ କରିବା ଉଚିତ ନୁହେଁ । ନିବେଶ କରିବା ପୂର୍ବରୁ ଭଲ ଭାବରେ ବିଚାର କରିବା ଆବଶ୍ୟକ ଏବଂ ଅନୁଭବୀ ₹ଙ୍କ ପରାମର୍ଶ ନିଅନ୍ତୁ। ବ୍ୟବସାୟ ପାର୍ଟନରଙ୍କ ସହିତ ଆପଣଙ୍କୁ ଉତ୍ତମ ସମ୍ବନ୍ଧ ବନେଇ ରଖିବା ଆବଶ୍ୟକ। ବିଦ୍ୟାର୍ଥୀ ମାନଙ୍କୁ ପାଠପଢ଼ା ରେ ଧ୍ୟାନ ରଖିବା ଆବଶ୍ୟକ।

ତୁଳା ରାଶି:-

ତୁଳା ରାଶିର ଲୋକଙ୍କ ପାଇଁ ଆସୁଥିବା ସମୟ ଠିକ୍ ଠାକ୍ ରହିବ। କୌଣସି ଧାର୍ମିକ ଯାତ୍ରାରେ ଯିବା ପାଇଁ ବିଚାର କରି ପାରନ୍ତି। କୌଣସି ବିଶେଷ କାମରେ ଆପଣ କଠିନ ପରିଶ୍ରମ କରିବେ। ଯାହାର ଉଚିତ ପରିଣାମ ଆପଣଙ୍କୁ ମିଳିବ। ପ୍ରେମ ଜୀବନରେ ସମସ୍ୟା ଦେଖା ଦେଇପାରେ ଏହାକୁ ଆପଣ ଦୂର କରିବା ପାଇଁ ପ୍ରୟାସ କରିବେ। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ଆବଶ୍ୟକ। ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଶିକ୍ଷକଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ସାମାଜିକ କାର୍ଯ୍ୟରେ ରୁଚି ରଖିବେ।

ବିଛା ରାଶି:-

ବିଛା ରାଶିର ଲୋକଙ୍କୁ ନିଜ ଶରୀର ପ୍ରତି ଧ୍ୟାନ ରଖିବାର ଆବଶ୍ୟକତା ରହିଛି। କୌଣସି ପୁରୁଣା ବେମାରୀ ଦେଖା ଦେଇପାରେ। ପୈତୃକ ସମ୍ପତ୍ତି ରୁ ଆପଣଙ୍କୁ ଲାଭ ମିଳିବ । ଆପଣଙ୍କର କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ବିଳମ୍ବ ହୋଇପାରେ। ବ୍ୟକ୍ତିଗତ ଜୀବନରେ ଉତ୍ଥାନ ପତନ ଦେଖିବାକୁ ମିଳିପାରେ । ଗାଡି ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ନଚେତ ଦୁର୍ଘଟଣା ଘଟିପାରେ। ବନ୍ଧୁଙ୍କ ସହିତ ମନୋରଞ୍ଜନରେ ସମୟ ଅତିବାହିତ କରିବେ। କାର୍ଯ୍ୟରେ ଅଧିକାରୀ ଆପଣଙ୍କ ଉପରେ କ୍ରୋଧିତ ରହି ପାରନ୍ତି।

ଧନୁ ରାଶି:-

ଧନୁ ରାଶିର ଲୋକଙ୍କୁ ନିଜ ଜୀବନରେ ଠିକ୍ ଠାକ୍ ପରିଣାମ ମିଳିବ। କୌଣସି କାର୍ଯ୍ୟ କରିବା ପୂର୍ବରୁ ଶୀଘ୍ରତା କରନ୍ତୁ ନାହିଁ। ନଚେତ କାର୍ଯ୍ୟ ବିଗିଡି ପାରେ। ଆପଣଙ୍କୁ ନିଜ ପରିଶ୍ରମ ଦ୍ବାରା ଫଳ ପ୍ରାପ୍ତ ହେବ। ଚାକିରୀ କ୍ଷେତ୍ରରେ ଥିବା ଲୋକେ ବଦଳି ହୋଇ ପାରନ୍ତି। ନିବେଶ ନକରିବା ଲାଭଦାୟକ ରହିବ। ଅଚାନକ କୌଣସି ଅନୁଭବୀଙ୍କ ସହିତ ଦେଖାସାକ୍ଷାତ ହେବା ଲାଭଦାୟକ ସାବ୍ୟସ୍ତ ହେବ।

ମକର ରାଶି:-

ମକର ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଘର ପରିବାରରେ ସୁଖଶାନ୍ତି ବାତାବରଣ ରହିବ। ଆପଣଙ୍କୁ ନିଜ ପରିଶ୍ରମ ଦ୍ବାରା ଉଚିତ ପରିଣାମ ପ୍ରୋର ହେବ। ଅଚାନକ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ମାତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ କରି ପାରନ୍ତି।

Google

ମୀନ ରାଶି:-

ମୀନ ରାଶିର ଲୋକଙ୍କୁ ନିଜ କ୍ରୋଧ ପ୍ରତି ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି।ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଆପଣଙ୍କ ଅନୁଭବ କାମରେ ଆସିବ। ବ୍ୟବସାୟ ରେ ଥିବା ଲୋକଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ବନ୍ଧୁଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ରୋମାନ୍ସ ଭରି ରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ ” ଅବଶ୍ୟ ଲେଖି ଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ସବୁ ଦୁଃଖ ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *