Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ଏହି ପୋଷ୍ଟରେ ୧୦ଟି ଅନୁଚିନ୍ତା ବିଷୟରେ ଆଲୋଚନା କରିବା । ଯାହାକି ଆପଣଙ୍କ ଜୀବନ ପରିବର୍ତ୍ତନ କରିଦେବ । (ଭାଗ-୧୩)

ସେୟାର୍ କରନ୍ତୁ

ବିଛା ଡାହାଣ ସାଇଟ ଅଂଶକୁ ଦଂଶନ କଲେ ତାର ବିପରୀତ ଆଖିରେ ଲୁଣ ପାଣି ପକାଇଲେ ବିଷ ସମ୍ପୂର୍ଣ ହରଣ ହୋଇଥାଏ।

ସର୍ପ ଦଂଶନ କଲେ ସଙ୍ଗେ ସଙ୍ଗେ ୧୨ ବର୍ଷରୁ ଅଧିକ ହୋଇଥିବା ପୁରୁଷର ପରିଶ୍ରା ପିଆଇ ଦିଅନ୍ତୁ।

ଛୁଆ ଜନ୍ମ ଠାରୁ ବର୍ଷକ ପର୍ଯ୍ୟନ୍ତ ଥଣ୍ଡା ଲାଗି ରହିଲେ ତୁଳସୀ ପତ୍ର, ମହୁ ଛୁଆକୁ ଦିଅନ୍ତୁ। ଏବଂ ଛୁଆର ମା ବର୍ଷକ ପର୍ଯ୍ୟନ୍ତ ନଡ଼ିଆ ଏବଂ ଦହି ଖାଇବେ ନାହିଁ।

ମାର କ୍ଷୀର ନହେଉ ଥିଲେ କପା ପତ୍ରର ରସ ଦୁଇ ଚାମଚ ସାତ ଦିନ ଖାଇଲେ କ୍ଷୀର ହୋଇଥାଏ।

ଯଦି ଛୁଆ ଅନବରତ କାନ୍ଦୁ ଥାଏ ତେବେ ତାର ଶୋଇବା ସେଜକୁ ମୟୁରପୂଛରେ କିଛି ଦିନ ଘସନ୍ତୁ। ଏବଂ କୁଶ ଆସନରେ ବିଛଣା କରି ଛୁଆକୁ ଶୋଇବାକୁ ଦିଅନ୍ତୁ।

Google

ସେଓ ସହିତ ଅଳ୍ପ ଲୁଣ ମିଶାଇ କିଛି ଦିନ ଖାଇବା ଦ୍ୱାରା ମୁଣ୍ଡବିନ୍ଧା ରୋଗ ଭଲ ହୋଇଥାଏ।

ଆଖୁ, ପାଣି, କ୍ଷୀର, ପାନ, ଫଳ, ଔଷଧ ଏହି ୬ ଟି ଦ୍ରବ୍ୟ ଯେକୌଣସି ଉପବାସ ବା ଓଷାରେ ଖାଇଲେ କୌଣସି ଅପରାଧ ହୁଏ ନାହିଁ।

ଭଗବାନ ଶିବ ମନ୍ଦିରରେ ଅକ୍ଷୁର୍ଣ୍ଣ ତ୍ରିଶାଖା ବେଲ ପତ୍ର ଅର୍ପଣ କରନ୍ତୁ ଏବଂ ବେଲ ପତ୍ରର ଡେମ୍ପ ଛିଡ଼ାଇ କରି ଅର୍ପଣ କରିବା ଉଚିତ।

ଗୁରୁବାରରେ ହଳଦୀ ଗୁଣ୍ଡ ମିଶାଇ ଜଳରେ ସ୍ନାନ କରନ୍ତୁ। ସୂର୍ଯ୍ୟ କିରଣରେ ଗରମ ହୋଇଥିବା ଜଳରେ ସ୍ନାନ ନକରି ସେଥିରେ ଏକ ଦୁବ ପକାଇ ସ୍ନାନ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ମଙ୍ଗଳ ହେବ।

Google

ସକାଳୁ ନିଦରୁ ଉଠି ସମୟରେ ୫ ଜଣଙ୍କ ମୁହଁ ଦେଖିବା ମନା। ସେମାନେ ହେଲେ ଦଚାରୁଣୀ ସ୍ତ୍ରୀ, ଲଙ୍ଗଳା ଛୁଆ, ଏକ ଆଖିଆ ଲୋକ, କୃପଣ ଲୋକ ଏବଂ ଭିକାରୀ ଲୋକ।  ସକାଳୁ ପ୍ରଥମେ ନିଜର ଦୁଇ ହାତକୁ ଦେଖିବା ଅତ୍ୟନ୍ତ ଶୁଭ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *