Excuse Me Odisha

ଯାହା କହିବୁ ସତ କହିବୁ

ଝିଅ ମାନଙ୍କ ବସିବା ଷ୍ଟାଇଲରୁ ବି ଜଣା ପଡିଥାଏ ତାଙ୍କର ଗୁପ୍ତ ରାଜ, ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣେଇବୁ ଝିଅ ମାନଙ୍କର ବସିବା ଷ୍ଟାଇଲରୁ ଜାଣି ପାରିବେ ତାଙ୍କର ସବୁ ଗୁପ୍ତ ରାଜ।

ଆପଣ ଏହି ଫୋଟରେ ଦେଖୁଛନ୍ତି ଏହି ୪ ଗୋଟି ଷ୍ଟାଇଲ। ଯେଉଁଥିରେ ଆପଣ ତାଙ୍କର ସବୁ ଗୁପ୍ତ ରାଜ ବିଷୟରେ ଜାଣିପାରିବେ। କୁହାଯାଏ ଯେ ମଣିଷର ଏପରି କିଛି ଷ୍ଟାଇଲ ରହିଥାଏ ଯାହା ସାମ୍ନା ବାଲାଙ୍କୁ ତାଙ୍କ ବିଷୟରେ ଜଣାଇ ଥାଏ। ଯେପରି ସାମ୍ନା ବାଲାଙ୍କର ବସିବା ଷ୍ଟାଇଲରୁ ଜଣା ପଡିଥାଏ। ସମସ୍ତଙ୍କର ବସିବା ଷ୍ଟାଇଲ ଅଲଗା ଅଲଗା ହୋଇଥାଏ। ଯେପରିକି ଝିଅମାନେ ଗୋଡ଼ ଉପରେ ଗୋଡ଼ ପକାଇ ବସି ଥାଆନ୍ତି ଏବଂ ପୁଅ ମାନେ ଗୋଡ଼ ଖୋଲି ବସିଥାନ୍ତି। ଏହାତ ଗୋଟିଏ ଟ୍ରେଣ୍ଡ ହୋଇ ଗଲାଣି। ଏହା ବ୍ୟତୀତ ଝିଅ ମାନେ ବସିବାର ଅଲଗା ଅଲଗା ଷ୍ଟାଇଲ ରହିଛି। ଏହା ଦେଖି ସେମାନଙ୍କ ବିଷୟରେ ବହୁତ କିଛି କଥା ଜାଣି ହୋଇଥାଏ।

Google

ତ ଯଦି ଆପଣ ପ୍ରଥମ ନମ୍ବରର ଚିତ୍ର ପରି କେହି ବସିବାର ଦେଖନ୍ତି ତ ସେହିଭଳି ମହିଳାମାନେ ଅଧିକାଂଶ ସମୟ ଚିନ୍ତାରେ ରହିଥାନ୍ତି ଏବଂ ସବୁବେଳେ ସେମାନେ କିଛିନା କିଛି ନୂଆ ଚିନ୍ତା କରିଥାନ୍ତି। ଏବଂ କିଛି ବିଷୟରେ ଭାବୁଥାନ୍ତି। ଏବଂ ସେମାନେ ଅତ୍ୟନ୍ତ ଚିନ୍ତାଶୀଳ ନାରୀ ହୋଇଥାଆନ୍ତି।

ଯେଉଁ ଝିଅ ମାନେ ୨ ନମ୍ବର ଚିତ୍ର ପରି ବସିଥାନ୍ତି ସେମାନେ ବହୁତ କୋମଳ ସ୍ୱଭାବରେ ହୋଇଥାଆନ୍ତି। ସେମାନେ ନିଜ ଜୀବନରେ ବହୁତ confident ରହିଥାନ୍ତି।

ଯେଉଁ ଝିଅମାନେ ୩ ନମ୍ବର ଚିତ୍ର ପରି ବସିଥାନ୍ତି ସେମାନେ ଜୀବନରେ ଆଗକୁ ବଢ଼ିବା ଜାଣିଥାନ୍ତି। ଯେଉଁ ଝିଅମାନଙ୍କୁ ଲାଗେ ଯେ ଜୀବନରେ ଆସିବା ସମସ୍ୟାକୁ ଅଣଦେଖା କରିବା ଦରକାର ଏବଂ ସେମାନେ ଏପରି ହିଁ କରନ୍ତି ତେବେ ସମସ୍ୟା ଆପେ ଆପେ ଦୂର ହୋଇଯାଇଥାଏ।

Google

ଯେଉଁ ଝିଅମାନେ ୪ନମ୍ବର ଚିତ୍ର ପରି ବସିଥାନ୍ତି ସେମାନେ ବହୁତ ଶାନ୍ତ ସ୍ୱଭାବରେ ହୋଇଥାଆନ୍ତି। ଏବଂ ସେମାନେ କୌଣସି କଠିନ କାମକୁ ବହୁତ ସହଜରେ କରିଥାନ୍ତି। ସେମାନେ ସବୁବେଳେ ନିଜେ ଶାନ୍ତରେ ହିଁ ସମସ୍ୟାକୁ ନିୟନ୍ତ୍ରଣ ବା ସମାଧାନ କରିଥାନ୍ତି।

ଆଜିତ ଜାଣିଲେ ଏହି ୪ ପ୍ରକାରର ଷ୍ଟାଇଲରେ ବସୁଥିବା ଝିଅ ମାନଙ୍କ ସ୍ୱଭାବ ବିଷୟରେ। ତେବେ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢିଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *