Excuse Me Odisha

ଯାହା କହିବୁ ସତ କହିବୁ

ଚନ୍ଦ୍ରର ବୃଷ ରାଶିରେ ହେବା ଦ୍ବାରା ବନିଲା ସ୍ଥିର ଯୋଗ , ଏହି ରାଶିର ବନିବ କାମ, ସମ୍ପର୍କରେ ଆସିବ ମିଠାପଣ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲଗାତାର ଗ୍ରହ ନକ୍ଷତ୍ରର ସ୍ଥିତିରେ ପରିବର୍ତ୍ତନ ହେବାଦ୍ବାରା ଆକାଶମଣ୍ଡଳରେ ବହୁତ ଶୁଭ ଯୋଗ ଏବଂ ଅଶୁଭ ଯୋଗ ବନୁଛି। ଯାହାଦ୍ବାରା ୧୨ ଟି ରାଶି ଉପରେ ପ୍ରଭାବ ପଡିଥାଏ। ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀରେ ଯୋଗ ଠିକ୍ ନାହିଁ, ତାହେଲେ ଜୀବନରେ କଠିନ ସମସ୍ୟା ଉପୁଜି ପାରେ। ଜ୍ୟୋତିଷ ଗଣନା ଅନୁସାରେ ଆଜି ବୃଷ ରାଶିରେ ଚନ୍ଦ୍ରମା ପ୍ରବେଶ କରିଛନ୍ତି। ଏହାସହିତ କୃତ୍ତିକା ନକ୍ଷତ୍ର , ଯାହାଦ୍ବାରା ସ୍ଥିର ନାମର ଶୁଭ ଯୋଗ ବନୁଛି। ଏହି ଶୁଭ ଯୋଗ କେଉଁ ରାଶିର ଲୋକଙ୍କ ଉପରେ ଶୁଭ ପ୍ରଭାବ ପଡ଼ିବ ଏବଂ କେଉଁ ରାଶି ଉପରେ ଅଶୁଭ ପ୍ରଭାବ ରହିବ ? ଆଜି ଆମେ ସେହି ବିଷୟରେ କହିବାକୁ ଯାଉଛୁ ।

ଆସନ୍ତୁ ଜାଣିବା ସ୍ଥିର ଯୋଗର କେଉଁ ରାଶି ଉପରେ ପଡ଼ିବ ଶୁଭ ଯୋଗ –

ମେଷ ରାଶି:- ମେଷ ରାଶିର ଲୋକଙ୍କ ଜୀବନରେ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଅତ୍ୟନ୍ତ ଶୁଭ ସମୟ ରହିଛି। ରୋଜଗାର ନଥିବା ଲୋକଙ୍କୁ ଚାକିରୀ ମିଳିବାର ସମ୍ଭାବନା ରହିଛି । ସରକାରୀ ପରୀକ୍ଷା ପାଇଁ ପ୍ରସ୍ତୁତି କରି ପାରନ୍ତି। ବିଦ୍ୟାର୍ଥୀ ମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଘର ପରିବାରରେ ବାତାବରଣ ସୁଖମୟ ରହିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

ବୃଷ ରାଶି:- ବୃଷ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ବ୍ୟବସାୟ ରେ କରିଥିବା ପ୍ରୟାସ ସଫଳ ରହିବ।ଆଧୁନିକ ମାଧ୍ୟମରେ ସଫଳତା ମିଳିବ। ଅଚାନକ ପରିବାର ସଦସ୍ୟଙ୍କ ଠାରୁ ସୁଖଦ ସମାଚାର ମିଳିପାରେ। ଧନ ପ୍ରାପ୍ତି ହୋଇପାରେ। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।

ମିଥୁନ ରାଶି:- ମିଥୁନ ରାଶିର ଲୋକଙ୍କ ଭାଗ୍ୟ ସୁଦୃଢ ରହିବ। ଆପଣଙ୍କର ବିଗିଡି ଥିବା କାର୍ଯ୍ୟ ସମ୍ପନ୍ନ ହେବ। ବିବାହ ଯୋଗ୍ୟ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଆପଣଙ୍କ ବିଚାର ଧାରା ସକାରାତ୍ମକ ରହିବ। ଉଚ୍ଚ ଅଧିକାରୀ ଆପଣଙ୍କ କାର୍ଯ୍ୟ ପ୍ରଣାଳୀ ଦେଖି ପ୍ରସନ୍ନ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ। ସାମାଜିକ ସ୍ତରରେ ମାନସମ୍ମାନ ବୃଦ୍ଧି ପାଇବ।

Google

କନ୍ୟା ରାଶି:- କନ୍ୟା ରାଶିର ଲୋକଙ୍କୁ ଶୁଭ ଯୋଗର ଉଚିତ ପରିଣାମ ପ୍ରାପ୍ତ ହେବ। ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ଘରର ମାହୋଲ ସୁଖମୟ ରହିବ। ବ୍ୟବସାୟରେ ଦ୍ଵିଗୁଣ ବୃଦ୍ଧ ହେବ। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହେବ। ବିଦ୍ୟାର୍ଥୀ ମାନଙ୍କୁ ଉଚିତ ଶିକ୍ଷା ପ୍ରାପ୍ତ ହେବ। ପ୍ରେମ ଜୀବନ ସୁଧାରିବା ପାଇଁ ପ୍ରୟାସ କରିବେ।

କୁମ୍ଭ ରାଶି:- କୁମ୍ଭ ରାଶିର ଲୋକଙ୍କ ଉପରେ ସ୍ଥିର ଯୋଗରେ ପ୍ରଭାବ ଅନୁକୂଳ ରହିବ। କୌଣସି ଧାର୍ମିକ ଯାତ୍ରା ରେ ଯାଇ ପାରନ୍ତି। କାର୍ଯ୍ୟରେ ଆଶାନୁରୂପ ଫଳ ପ୍ରାପ୍ତ ହେବ। ପରିବାର ଲୋକଙ୍କ ସହିତ ଉଚିତ ସମୟ ଅତିବାହିତ କରିବେ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ନିବେଶ କରିବା ପାଇଁ ଯୋଜନା କରି ପାରନ୍ତି। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ।

କର୍କଟ ରାଶି:- କର୍କଟ ରାଶି ଲୋକଙ୍କ ଉପରେ ଏହି ଯୋଗ ଅନୁକୂଳ ସାବ୍ୟସ୍ତ ହେବ। ବ୍ୟାପାରରେ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ। କାର୍ଯ୍ୟ ମାମଲାରେ ଶୀଘ୍ରତା କରନ୍ତୁ ନାହିଁ। ଜୀବନସାଥୀଙ୍କ ସହିତ ଉତ୍ତମ ତାଳମେଳ ରଖିବେ। ଧର୍ଯ୍ୟର ସହିତ କାମ କରନ୍ତୁ। ବିଦ୍ୟାର୍ଥୀ ମାନେ କିଛି କୋର୍ସ କରି ପାରନ୍ତି।

ସିଂହ ରାଶି:- ସିଂହ ରାଶିର ଲୋକଙ୍କ ପାଇଁ ଆସୁଥିବା ସମୟ ସାମାନ୍ୟ ରହିବ। ରୋଜଗାର ନଥିବା ଲୋକଙ୍କୁ ଚାକିରୀ ମିଳିବାର ସମ୍ଭାବନା ରହିଛି । ଦୂର ସଞ୍ଚାର ମାଧ୍ୟମରେ ସୁଖଦ ସମାଚାର ମିଳିପାରେ। ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ହସ୍ତାକ୍ଷର କରିବା ପୂର୍ବରୁ ଭଲଭାବରେ ବିଚାର କରି ନିଅନ୍ତୁ। ସନ୍ତାନ ଙ୍କ ସହିତ ମନୋରଞ୍ଜନର ସମୟ ଅତିବାହିତ କରିବେ। ନିଜ ଖାଦ୍ୟପେୟ ଏବଂ ଅଭ୍ୟାସ ଉପରେ ଧ୍ୟାନ ଦିଅନ୍ତୁ।

ତୁଳା ରାଶି:- ତୁଳା ରାଶି ଲୋକଙ୍କ ମନରେ ଅନେକ ନୂଆ ନୂଆ ବିଚାର ଆସିବ। ରଚନାତ୍ମକ କାର୍ଯ୍ୟରେ ବୃଦ୍ଧି ହେବ। ରାଜନୀତିରେ ଜଡ଼ିତ ଲୋକଙ୍କୁ ନିଜର ବନେଇ ଥିବା ପୁରୁଣା ସମ୍ପର୍କ ରୁ ମିଳିପାରେ। ଚାକିରୀ କରୁଥିବା ଲୋକଙ୍କୁ କାର୍ଯ୍ୟଳୟ ରେ ବରିଷ୍ଠ ଲୋକଙ୍କ ସହିତ ତାଳମେଳ ବନେଇ ରଖିବାକୁ ପଡିବ। ଦାମ୍ପତ୍ୟ ଜୀବନରେ ଉତ୍ଥାନ ପତନ ଦେଖା ଦେଇପାରେ।

ବିଛା ରାଶି:- ବିଛା ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ନୂଆ କାର୍ଯ୍ୟ ପ୍ରତି ଆପଣଙ୍କର ଆକର୍ଷଣ ବଢିବ। ଆପଣଙ୍କୁ କିଛି ଶିଖିବା ପାଇଁ ମିଳିବ। ଆର୍ଥିକ ସମସ୍ୟା ଦେଖା ଦେଇପାରେ। ଶାରୀରିକ ରୂପରେ ଥକା ଅନୁଭବ କରି ପାରନ୍ତି। ବରିଷ୍ଠ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ। ପୁଞ୍ଜି ନିବେଶ ପାଇଁ ଯୋଜନା କରି ପାରନ୍ତି।ଆପଣଙ୍କୁ ଅଧିକ କାମ କରିବାକୁ ପଡ଼ିବ।

ଧନୁ ରାଶି:- ଧନୁ ରାଶିର ଲୋକଙ୍କ ପାଇଁ ଆସୁଥିବା ସମୟ ଅନୁକୂଳ ରହିଛି। ଜରୁରୀ କାର୍ଯ୍ୟରେ ଆପଣ ଭଲ ଭାବରେ ବିଚାର କରିବେ। ଯୋଜନା ବନେଇ ଆପଣ ନିଜର କାର୍ଯ୍ୟ କରିବେ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଅଜଣା ଲୋକଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ନିଜ ସଂପର୍କ କୁ ନେଇ ଗମ୍ଭୀର ରହିବେ।

Google

ମକର ରାଶି:- ମକର ରାଶିର ଲୋକଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ବ୍ୟବସାୟ ରେ ନିବେଶ କରିବା ପାଇଁ ବିଚାର କରି ପାରନ୍ତି। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ଜୀବନସାଥୀଙ୍କୁ କିଛି କଥା ଦେଇ ପାରନ୍ତି, ଯାହା ଆପଣ ପୂରଣ କରିବେ। ଚାକିରୀ କ୍ଷେତ୍ରରେ ସହକର୍ମୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

ମୀନ ରାଶି:- ମୀନ ରାଶିର ଲୋକଙ୍କ ଚାକିରୀ କ୍ଷେତ୍ରରେ ବଦଳି ହୋଇପାରେ। ପିତାମାତାଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି। ଖାସ୍ ମିତ୍ରଙ୍କ ସହିତ ମତଭେଦ ହୋଇପାରେ। ଛାତ୍ର ମାନଙ୍କର ପାଠପଢ଼ାରେ ମନ ଲାଗିବ। ଆପଣ ନିଜର ସମ୍ପର୍କ କୁ ବୁଝିବାକୁ ପ୍ରୟାସ କରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ଆଶୀର୍ବାଦ ପ୍ରାପ୍ତ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *