Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୩ ନଭେମ୍ବର୨୦୨୦,ମଙ୍ଗଳବାର,ଏହି ୪ ଟି ରାଶିର ଲୋକଙ୍କ ପାଇଁ ଭାଗ୍ୟଶାଳୀ ରହିବ ମଙ୍ଗଳବାର ଦିନ। ମିଳିପାରେ ପଦୋନ୍ନତୀ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ମଙ୍ଗଳବାର ୩ ନଭେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୩ ନଭେମ୍ବର ୨୦୨୦।

ମେଷ ରାଶି –

ଆଜି ଆପଣଙ୍କ ସମସ୍ୟା ମାନସିକ ସୁଖ କୁ ନଷ୍ଟ କରିପାରେ । ସୁଖଦ ଯାତ୍ରା କରି ପାରନ୍ତି। ଆପଣଙ୍କ ପରାକ୍ରମ ସୁଦୃଢ ରହିବ। ପରିବାରରେ ସୁଖ ଶାନ୍ତି ର ବାତାବରଣ ରହିବ । ଆର୍ଥିକ ଯୋଜନା ସାର୍ଥକ ରହିବ। ମଧ୍ୟାହ୍ନ ପରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଜୀବନସାଥୀ ଙ୍କ ତରଫରୁ ଭରପୂର ସହଯୋଗ ପ୍ରାପ୍ତ ହେବ।

ବୃଷ ରାଶି –

ଆର୍ଥିକ ସ୍ଥିତି ସୁଦୃଢ ରହିବ। ମନରେ କ୍ରୋଧ ଏବଂ ଅବେଶ ର ଭାବନା ଆସିପାରେ। ଲୋକଙ୍କ ସହିତ କଥାବାର୍ତ୍ତା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ବ୍ୟବସାୟିକ ଦିନ ପାଇଁ ଲାଭଦାୟକ ଦିନ ରହିଛି। ବ୍ୟାଙ୍କିଂ କୁ ନେଇ ଆପଣ ନିଜର କ୍ୟାରିୟର କରି ପାରନ୍ତି।

Google

ମିଥୁନ ରାଶି –

ଆଜି ଆପଣ ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ। ଆସୁଥିବା ସମୟ ଆପଣଙ୍କ ପାଇଁ ସାମାନ୍ୟ ରହିବ। ଅନ୍ୟମାନଙ୍କ ପାଖରୁ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। ଉଚ୍ଚ ବର୍ଗ ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ ବୃଦ୍ଧି ପାଇବ। ଛାତ୍ର ମାନଙ୍କର ପ୍ରଗତି ର ମାର୍ଗ ବୃଦ୍ଧି ହେବାର ସମ୍ଭାବନା ରହିଛି। ବ୍ୟକ୍ତିଗତ ସମ୍ବନ୍ଧ ସୁଦୃଢ ରହିବ।

କର୍କଟ ରାଶି –

ଆଜି ଆପଣଙ୍କୁ ସବୁ ପରିସ୍ଥିତିରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ଏବଂ କିଛି ନୂଆ ବ୍ୟସ୍ତତା ସାମ୍ନାକୁ ଆସିବ। ମହିଳା ଅଧିକାରୀ ଘରର ମୁଖିଆ ଙ୍କୁ ସହଯୋଗ କରିବେ। ଉତ୍ତମ ସମୟ ରହିଲେ ମଧ୍ୟ ନିଜ ଶରୀର ପ୍ରତି ଧ୍ୟାନ ରଖନ୍ତୁ। ସାବଧାନ ହୋଇ ନିବେଶ କରନ୍ତୁ। ଆଜି ନୂଆ କାର୍ଯ୍ୟରେ ହାତ ଲଗାନ୍ତୁ ନାହିଁ। ଅଚାନକ ଧନଲାଭ ହୋଇପାରେ।

ସିଂହ ରାଶି –

ପୂର୍ବରୁ କିଛି ଭୁଲ ବୁଝାମଣା ପାଇଁ ଆପଣଙ୍କ ସମ୍ପର୍କରେ ଲାଗି ଥିବା ସମସ୍ୟା ଦୂର ହେବ। ଭ୍ରାନ୍ତି ଦୂର ହୋଇପାରେ। ପ୍ରୟାସରତ କାର୍ଯ୍ୟରେ ସଫଳତା ମିଳିବ। ପରିଶ୍ରମ ଦ୍ଵାରା ଆପଣଙ୍କୁ ଅଧିକ ଲାଭ ମିଳିବ। ଉଚ୍ଚ ଅଧିକାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ମାତାପିତାଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କ ଶୁଭ ଚିନ୍ତକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ ।

କନ୍ୟା ରାଶି –

କଥାବାର୍ତ୍ତା ସମୟରେ ନିଜର ବ୍ୟବହାର ରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କର ସବୁ ଇଛା ପୂରଣ ହେବ। ବ୍ୟବସାୟିକ ପ୍ରତିଷ୍ଠା ବୃଦ୍ଧି ହେବ। ନୂଆ ବ୍ୟାପାର ଆରମ୍ଭ କରିବା ପାଇଁ ବିଚାର କରି ପାରନ୍ତି। ଅଚାନକ ଧନ ଲାଭ ହୋଇପାରେ। ନିଜ କଥାକୁ ଉଚିତ ଢଙ୍ଗରେ ତୁଲାଇବାରେ ସଫଳ ରହିବେ। ଅଚାନକ ଧନ ଲାଭ ହେବାର ସମ୍ଭାବନା ରହିଛି। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି।

ତୁଳା ରାଶି –

ଭାଗ୍ୟ ଏହି ରାଶିର ଲୋକଙ୍କ ସପକ୍ଷରେ ରହିବ।କାର୍ଯ୍ୟ ପାଇଁ ଆପଣ ଅଧିକ ଉତ୍ସାହିତ ରହିବେ। ନିଜ ମନକୁ ଶାନ୍ତ ରଖିବା ପାଇଁ ଭଗବାନ ଶ୍ରୀରାମ ଙ୍କୁ ସ୍ମରଣ କରନ୍ତୁ। ଶୁଭ ସମାଚାର ପ୍ରାପ୍ତ ହେବ ଏବଂ ଧନ ଲାଭ ହେବ। ନୂଆ କାର୍ଯ୍ୟର ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ରହିଛି। ସନ୍ତାନ ଙ୍କ ପ୍ରତି ସଚେତନ ରୁହନ୍ତୁ। ପରିବାର କୁ ସମୟ ଦେବେ। ପ୍ରେମୀଙ୍କ ସହିତ ଭ୍ରମଣ ରେ ଯାଇ ପାରନ୍ତି।

ବିଛା ରାଶି –

ଘର ସହିତ ଜଡ଼ିତ ଯୋଜନା ଉପରେ ଆପଣ ବିଚାର କରିବେ। ଆପଣଙ୍କ ମନ ପ୍ରସନ୍ନ ରହିବ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଦାମ୍ପତ୍ୟ ଜୀବନରେ ମତଭେଦ ହୋଇପାରେ । ସ୍ବାସ୍ଥ୍ୟ କୁ ନେଇ ଚିନ୍ତିତ ରହିବେ। ନିବେଶ କରିବା ସମୟରେ ସାବଧାନ ରୁହନ୍ତୁ। ସ୍ତ୍ରୀ ମିତ୍ରଙ୍କ ଠାରୁ ହାନୀ ହୋଇପାରେ।

ଧନୁ ରାଶି –

ଆଜି ଆପଣ ବ୍ୟାପାରରେ ନିବେଶ କରିବାରେ ସଫଳ ରହିବେ। ଧାର୍ମିକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ପାରନ୍ତି। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ପାରିବାରିକ ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ, ଏହାର ଧ୍ୟାନ ରଖନ୍ତୁ। ନୂଆ କାର୍ଯ୍ୟ ଆରମ୍ଭ ହୋଇପାରେ। ଖାଦ୍ୟପେୟ ରେ ଧ୍ୟାନ ରଖନ୍ତୁ।

Google

ମକର ରାଶି –

ଜୀବନସାଥୀ ଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଖାଦ୍ୟପେୟ ରେ ସଂଯମତା ରକ୍ଷା କରିବାର ଆବଶ୍ୟକତା ରହିଛି। ଆପଣଙ୍କୁ କେହି ଲୋଭ ଦେଖାଇ ପାରେ। ଆଳସ୍ୟ ତ୍ୟାଗ କରି ବିବେକ ଦ୍ଵାରା କାର୍ଯ୍ୟ କରନ୍ତୁ । ସନ୍ତାନଙ୍କ ପାଇଁ। ଥିବା ସବୁ ଚିନ୍ତା ଦୂର ହେବ। ଭବନ ସୁଖ ମିଳିବାର ସମ୍ଭାବନା ରହିଛି। ଓକିଲ ମାନଙ୍କୁ କାନୁନ ମାମଲାରେ ପରାମର୍ଶ ନେବା ଉଚିତ। ନିଜର ଭାବନା କୁ ନିୟନ୍ତ୍ରଣ ରଖନ୍ତୁ।

କୁମ୍ଭ ରାଶି –

ଆଜି ନୂଆ ବାହନ କିଣାକିଣି କରି ପାରନ୍ତି।ଚାକିରୀରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ସମ୍ପତ୍ତି ରୁ ଲାଭ ମିଳିବ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଜୀବନସାଥୀ ଙ୍କ ସହିତ ଉତ୍ର ତାଳମେଳ ରହିବ। ପାରିବାରିକ ମତଭେଦ ସୃଷ୍ଟି ହୋଇପାରେ। ପିତାଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ । ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି।

ମୀନ ରାଶି –

ଦିନର ଆରମ୍ଭ ବ୍ୟାକୁଳତା ରେ ହେବ। ପରିବାର କୁ ସମୟ ଦେବେ। ଦୈନିକ କାର୍ଯ୍ୟରେ କଷ୍ଟ ଅନୁଭବ ହୋଇପାରେ । ଆପଣଙ୍କର ପଦୋନ୍ନତୀ ର ମାର୍ଗ ଖୋଲିବ। ମାଆଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଶିଘ୍ରତା ରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବାହନ କିଣି ପାରନ୍ତି। ଆର୍ଥିକ ମାମଲାରେ ଆପଣଙ୍କୁ ଚିନ୍ତା ରହିପାରେ । ଘରର ବାତାବରଣ ସାମାନ୍ୟ ରହିବ। ଜୀବନସାଥୀ ଙ୍କ ସ୍ବାସ୍ଥ୍ୟ କୁ ନେଇ ଚିନ୍ତିତ ରହି ପାରନ୍ତି।

ବନ୍ଧୁଗଣ ଆଜି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ହନୁମାନ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *