Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ଏହି ପୋଷ୍ଟରେ ୧୦ଟି ଅନୁଚିନ୍ତା ବିଷୟରେ ଆଲୋଚନା କରିବା । ଯାହାକି ଆପଣଙ୍କ ଜୀବନ ପରିବର୍ତ୍ତନ କରିଦେବ । (ଭାଗ-୧୧)

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଜାଣିବା ୧୦ଟି ଅନୁଚିନ୍ତା ବିଷୟରେ। ତେବେ ଆସନ୍ତୁ ଜାଣିବା ୧୦ ଟି ଅନୁଚିନ୍ତା କଣ କଣ ଜାଣିବା।

ଅର୍ଥ ଅଭାବ ହେଉଥିଲେ ଜଳରେ କଳା ରାଶି ପକାଇ ସ୍ନାନ କରନ୍ତୁ। ଏବଂ ଶନିବାର ଦିନ ଗୁଡ଼ କଳା ରାଶିକୁ କଳା କପଡ଼ାରେ ବାନ୍ଧି ଗରିବ ବ୍ୟକ୍ତିଙ୍କୁ ଦାନ କରନ୍ତୁ।

ଯୌବନକୁ ଅଧିକ ଦିନ ରଖିବା ପାଇଁ ଗାଜର ଖାଆନ୍ତୁ ସବୁ ପ୍ରକାରର କୋଳି ଖାଆନ୍ତୁ , ହଳଦୀ ପାଣି ପିଅନ୍ତୁ ।

ଯଦି ମାନସିକ ଅଶାନ୍ତି ଭୋଗ କରୁଛନ୍ତି ତେବେ ଦୁଇଟି ବାଉଁଶ ତିଆରି ବଂଶୀକୁ ଡ୍ରଇଂ ରୁମରେ ସଜାଇ ରଖନ୍ତୁ।

Google

ବରର ଅଯୁଗ୍ମ ବର୍ଷ ଏବଂ କନ୍ୟାର ଯୁଗ୍ମ ବର୍ଷ ହୋଇଥିବା ସମୟରେ ବିବାହ କଲେ ମଙ୍ଗଳ ହୋଇଥାଏ। କନ୍ୟାର ଯଦି ୧୬ ବର୍ଷ କିମ୍ବା ୨୨ ବର୍ଷ ହୋଇଥାଏ ତେବେ ବିବାହ କରିବା ଉଚିତ ନୁହେଁ। ପୁଅକୁ ଯଦି ୨୭ ବର୍ଷ ହୋଇଥାଏ ତେବେ ବିବାହ କରାନ୍ତୁ ନାହିଁ।

ନାରୀ ଋତୁମନ୍ତି ହେବାର ଚତୁର୍ଥଦିନ, ଷଷ୍ଠ ଦିନ, ଅଷ୍ଟମ ଦିନ,ଦଶମ ଦିନ, ବାର ଦିନରେ ଯଦି ଗର୍ଭ ଧାରଣ କରିଥାଏ ତାହେଲେ ପୁତ୍ର ସନ୍ତାନ ହୋଇଥାଏ।

ଆପଣଙ୍କ ପୁଅ କିମ୍ବା ଝିଅର ପ୍ରତ୍ୟେକ ଜନ୍ମଦିନରେ ତାକୁ ଖସା ତେଲ ଲଗାନ୍ତୁ। ଖସା ଲଡୁ ଖାଇବାକୁ ଦିଅନ୍ତୁ। ଏହା କରିବା ଦ୍ୱାରା ତାର ସବୁ ବିଘ୍ନ କାଟି ଯାଇଥାଏ।

ଛାତ୍ରମାନେ ଭଗବାନ ଗଣେଶଙ୍କ ପୂଜା ଦିନ ଖସା ଲଡୁ ଖାଇବା ସହିତ ଗରମ ପାଣିରେ ଅଳେଇଚ ମିଶାଇ ସ୍ନାନ କରିଲେ ବିଦ୍ୟା ବୃଦ୍ଧି ହୋଇଥାଏ।

ମନିପର୍ସରେ ଠାକୁରଙ୍କ ଫୋଟ ରଖନ୍ତୁ ନାହିଁ। ଏବଂ ଚାବି ରିଙ୍ଗରେ ଠାକୁରଙ୍କ ଫୋଟ କଦାପି ଲଗାନ୍ତୁ ନାହିଁ।

ଯେଉଁ କାର୍ଯ୍ୟ କରିବା ପାଇଁ ମନସ୍ଥ କରିବେ ତାହା ସମ୍ପୂର୍ଣ୍ଣ ନହେବା ପୂର୍ବରୁ ତାହା କାହା ପାଖରେ ପ୍ରକାଶ କରନ୍ତୁ ନାହିଁ। ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ଘରୁ ବାହାରି ଯିବା ସମୟରେ ପ୍ରଥମେ ବାମ ପାଦ ପକାଇ ଯାତ୍ରା ଆରମ୍ଭ କରନ୍ତୁ। ଅନ୍ୟ ବାରରେ ଡାହାଣ ପାଦ ପକାଇ ଯାତ୍ରା ଆରମ୍ଭ କରନ୍ତୁ ଅନେକ ଶୁଭ ହେବ।

Google

ଘରେ ଯଦି ଅଭାବ ଲାଗି ରହିଥାଏ ତେବେ ଏକ ଛୋଟ ପିତଳ ଢାଳରେ ଖୁଚୁରା ମୁଦ୍ରା ପୂର୍ଣ୍ଣ କରି ଘରର ପଶ୍ଚିମ ପାଖରେ ମୁଣ୍ଡିଆ ମାରନ୍ତୁ।ଦେଖିବେ ଆପଣଙ୍କୁ ଶୁଭ ଫଳ ମିଳିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *