Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ଏହି ପୋଷ୍ଟରେ ୧୦ଟି ଅନୁଚିନ୍ତା ବିଷୟରେ ଆଲୋଚନା କରିବା । ଯାହାକି ଆପଣଙ୍କ ଜୀବନ ପରିବର୍ତ୍ତନ କରିଦେବ । (ଭାଗ-୧୨)

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଜାଣିବା ୧୦ଟି ଅନୁଚିନ୍ତା ବିଷୟରେ। ତେବେ ଆସନ୍ତୁ ଜାଣିବା ୧୦ ଟି ଅନୁଚିନ୍ତା କଣ କଣ ଜାଣିବା।

ନୂତନ ଗୃହ ନିର୍ମାଣର ବାସ୍ତୁ ବିଚାର। ପୂର୍ବେ ରୁଷେଇ ଘର, ପଶ୍ଚିମରେ ଗୁହାଳ ଘର, ଉତ୍ତରରେ ଜିନିଷ ରଖିବା ସ୍ଥାନ, ଦକ୍ଷିଣରେ ଶୋଇବା ଘର।

କୌଣସି ମନ୍ଦିର ଦର୍ଶନରେ ଗଲେ ମନ୍ଦିରରେ ମୁଖଶାଳାରେ କିଛି ସମୟ ନିଶ୍ଚିତ ବସନ୍ତୁ। ଏବଂ ମନ୍ଦିରରୁ ଫେରିବା ବେଳେ ମନ୍ଦିର ବିଷୟରେ କିଛି ସମୟ ଭାବି ଭାବି ଫେରନ୍ତୁ। ଏହା କରିବା ଦ୍ୱାରା ଭଗବାନଙ୍କର ଆଶୀର୍ବାଦ ମିଳିଥାଏ।

Google

ବେସି ସମୟ ବସି ରହିବା ଫଳରେ ଯେଉଁ ଗୋଡ଼ ଝିମ ଝିମ ହେଉଥିବ ତାର ବିପରୀତ ପାଖର କାନକୁ ଟାଣି ଧରି ସାତ ଥର ଓଁ କହିଲେ ସୁଫଳ ମିଳିଥାଏ।

ପାଟିରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ଘର ଭିତରେ ଏଣେ ତେଣେ ନପକାଇ ବାହାରେ କିମ୍ବା ଡ଼ଷ୍ଟପିନରେ ପକାଇଲେ ଯଶ ଏବଂ ସମ୍ମାନ ରହିଥାଏ।

ରାହୁର ଖରାପ ଦୋଷ ଚାଲୁଥିବା ସମୟରେ ଘରକୁ ଆସୁଥିବା ଅତିଥିଙ୍କୁ ଥଣ୍ଡା ପାଣି ପିଇବାକୁ ଦେଲେ ଶୁଭ ଫଳ ମିଳିଥାଏ।

ଯେତେବେଳେ ନିଜ ମନରେ ଅଧିକ କ୍ରୋଧ ଆସିବ ସେତେବେଳେ ୧ ରୁ ୨୦ ପର୍ଯ୍ୟନ୍ତ ସଂଖ୍ୟାକୁ ମନେ ମନେ ଗଣନ୍ତୁ। କିମ୍ବା ନିଜ ମୁହଁକୁ ଆଇନାରେ ଦେଖନ୍ତୁ। ଏବଂ ନିଜ ମୁଣ୍ଡ ପାନିଆରେ ବାରମ୍ବାର କୁଣ୍ଡାନ୍ତୁ।

କାର୍ଯ୍ୟରେ ସଫଳତା ମିଳୁ ନଥିଲେ ଚାନ୍ଦିନୀ ମୁଦ୍ରିକା କରି ଗୁରୁବାର ଦିନ ଭଗବାନ ଶିବଲିଙ୍ଗରେ ଛୁଆଁଇ ଆଣି ଆଙ୍ଗୁଠିରେ ଧାରଣ କଲେ ଶୁଭ ଫଳ ମିଳିଥାଏ।

ଧାନ,ମୁଗ, ଗହମ, ମାଣ୍ଡିଆ,ସୋରିଷ, କଳା ରାଶିକୁ ଏକାଠି କରି କଳା କପଡ଼ାରେ ବାନ୍ଧି ସବୁକୁ ରୁମରେ ଥଇଲେ ଶୁଭ ଫଳ ମିଳିଥାଏ।

Google

ବଉଳ ଗଛକୁ ଶନିବାର ଦିନ ସାତଥର ପରିକ୍ରମା କରି ତାର ଚେରକୁ ଆଣି ଘରେ ରଖିଲେ ଶାନ୍ତି ଆସିଥାଏ ଏବଂ ଆଶାନ୍ତି ଦୂର ହୋଇଥାଏ।

ଘରେ ଯଦି ନେଉଳ, ଧଳା ପାରା କିମ୍ବା ଧଳା ପାରାର ମୂର୍ତିଟିଏ ରଖନ୍ତି ତେବେ ଘରର ମଙ୍ଗଳ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *