Excuse Me Odisha

ଯାହା କହିବୁ ସତ କହିବୁ

ନଭେମ୍ବର ରାଶିଫଳ : ଏହି ମାସରେ ଏହି ୭ଟି ରାଶିର ନକ୍ଷତ୍ର ରହିବେ ଦୟାବାନ, ଏହି ମାସରେ ଅଧିକ ଫାଇଦା ମିଳିବ।

ସେୟାର୍ କରନ୍ତୁ

ନଭେମ୍ବରର  ସାତଟି ନକ୍ଷତ୍ର ବିଶିଷ୍ଟ ଶୁଭ ସାବ୍ୟସ୍ତ ହେବେ । ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଥାଏ କି ଆସୁଥିବା ମାସରେ କିପରି ରହିବ ? ଆଜି ଆପଣଙ୍କୁ ନଭେମ୍ବର ମାସର ରାଶିଫଳ କହିବାକୁ ଯାଉଛୁ। ୟୂଜଟ୍ରେଣ୍ଡର ଏହି ମାସିକ ରାଶିଫଳରେ ଆପଣ ନିଜ ରାଶି ଅନୁସାରେ ଜାଣି ପାରିବେ, ଏହି ମାସଟି ଆପଣଙ୍କ ପାଇଁ ପ୍ରେମ , କ୍ୟାରିୟର, ସ୍ବାସ୍ଥ୍ୟ ମାମଲାରେ କିପରି ରହିବ । ଏହି ମାସିକ ରାଶିଫଳରେ ଆପଣଙ୍କୁ ନିଜ ଜୀବନରେ ହେବାକୁ ଥିବା ଘଟଣାକୁ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି , ପଢନ୍ତୁ ।

ମେଷ ରାଶି –

ଏହି ମାସର ସାର୍ବଜନୀନ ଜୀବନରେ ମାନପ୍ରତିଷ୍ଠା ବୃଦ୍ଧି ପାଇବ। ଜୀବନସାଥୀଙ୍କ ବ୍ୟବହାରରେ ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ ପ୍ରୟାସ ସାର୍ଥକ ହେବ। ବାହନ ସୁଖ ପ୍ରାପ୍ତ ହେବ। ବ୍ୟବସାୟରେ ଲାଭ ହେବ। ଅନୈତିକ କାର୍ଯ୍ୟ ପ୍ରତି ଆପଣ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ।

ପ୍ରେମ ମାମଲାରେ, କ୍ରୋଧରେ କୌଣସି ଭୁଲ ପଦକ୍ଷେପ ନିଅନ୍ତୁ ନାହିଁ, ନଚେତ ଆପଣଙ୍କ ସମ୍ବନ୍ଧ ଖରାପ ହୋଇପାରେ।

କ୍ୟାରିୟର ମାମଲାରେ, ବ୍ୟାପାର ଏବଂ ଚାକିରୀ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ।

ସ୍ବାସ୍ଥ୍ୟ ମାମଲାରେ, ଖାଦ୍ୟପେୟ ରେ ଦାୟିତ୍ବହୀନ ଆପଣଙ୍କ ସ୍ବାସ୍ଥ୍ୟ ବିଗାଡି ପାରେ।

ବୃଷ ରାଶି –

ଏହି କାର୍ଯ୍ୟରେ ଆପଣଙ୍କ ଉପରେ କାର୍ଯ୍ୟ ଭାର ରହିପାରେ। ଘରୋଇ ମତଭେଦ ସୃଷ୍ଟି ହୋଇପାରେ। ସନ୍ତାନଙ୍କ ଦାୟିତ୍ୱ ପୂରଣ ହେବ। ଏହି ମାସରେ ଅଚାନକ ଆପଣଙ୍କୁ ଧନଲାଭ ହେବ। ନିବେଶରୁ ଲାଭ ମିଳିବ। ଆପଣଙ୍କ ପରିଶ୍ରମ ସାର୍ଥକ ରହିବ। କୌଣସି ସ୍ଥାନରୁ ସୁଖଦ ସମାଚାର ମିଳିପାରେ। ଛାତ୍ର ମାନେ ନିଜ ପାଠପଢ଼ାକୁ ନେଇ ବିଚଳିତ ହୋଇ ପାରନ୍ତି।

ପ୍ରେମ ମାମଲାରେ, ଜୀବନସାଥୀଙ୍କ ବ୍ୟବହାର ଆପଣଙ୍କ ପାଇଁ ଖରାପ ହୋଇପାରେ ।

କ୍ୟାରିୟର ମାମଲାରେ , ଏକ ନୂଆ ବିଚାର ଆପଣଙ୍କ ଆର୍ଥିକ କ୍ଷେତ୍ରକୁ ଫାଇଦା ସାବ୍ୟସ୍ତ ହେବ।

ସ୍ବାସ୍ଥ୍ୟ ମାମଲାରେ, ଅଧିକ ଚିନ୍ତା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।

ମିଥୁନ ରାଶି –

ବହୁତ ଦିନଟି ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ। ଟଙ୍କାପଇସା ମାମଲାରେ ଆପଣଙ୍କୁ ଲାଭ ମିଳିବ। ଭରସା ଥିବା ବ୍ୟକ୍ତିଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି। ସବୁ କ୍ଷେତ୍ରରେ ଆପଣଙ୍କୁ ଫାଇଦା ମିଳିବ। କଠିନ ପରିସ୍ଥିତକୁ ସାମ୍ନା କରିବାର କ୍ଷମତା ଆପଣ ରଖିବେ। ଆପଣଙ୍କ ଯୋଜନା ଦ୍ବାରା ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ।

ପ୍ରେମ ମାମଲାରେ, ପ୍ରେମ ଜୀବନରେ କିଛି ପରିବର୍ତ୍ତନ ହୋଇପାରେ।

କ୍ୟାରିୟର ମାମଲାରେ, ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି ଏବଂ ଆପଣଙ୍କୁ ଫାଇଦା ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ପୁରୁଣା ରୋଗରୁ ମୁକ୍ତି ମିଳିବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

Google

କର୍କଟ ରାଶି –

ପରିବାରରେ ସୁଖଶାନ୍ତି ର ବାତାବରଣ ସୃଷ୍ଟି ହେବ। ଧନ ହାନୀ ହେବାର ସମ୍ଭାବନା ରହିଛି। ଅଧିକ ଆତ୍ମବିଶ୍ବାସ ହାନୀ ହେବାର ସମ୍ଭାବନା ରହିଛି। ମହତ୍ୱପୂର୍ଣ୍ଣ ମାମଲାରେ ଏହି ରାଶିର ଲୋକଙ୍କୁ ସଫଳତା ପ୍ରାପ୍ତ ହେବ। ଘରର ମାହୋଲ ସୁଖମୟ ରହିବ। ଜୀବନର ସବୁ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ।

ପ୍ରେମ ମାମଲାରେ , ପ୍ରେମ ମାମଲାରେ ଆପଣଙ୍କୁ ସୁଖଦ ଅନୁଭୂତି ପ୍ରାପ୍ତ ହେବ। ଆପଣଙ୍କ ସମ୍ପର୍କରେ ସୁଧାର ଆସିବ।

କ୍ୟାରିୟର ମାମଲାରେ, ବ୍ୟାପାରରେ ଧନ ଲାଭ ହେବାର ସମ୍ଭାବନା ରହିଛି। କାର୍ଯ୍ୟସ୍ଥଳରେ ସହକର୍ମୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

ପ୍ରେମ ମାମଲାରେ, ଶାରୀରିକ ଦୁର୍ବଳତା ଅନୁଭବ କରି ପାରନ୍ତି। ଅସୁସ୍ଥ ହୋଇ ପାରନ୍ତି।

ସିଂହ ରାଶି –

ଘରେ ଆନନ୍ଦ ଉଲ୍ଲାସର ମାହୋଲ ରହିବ। କାରବାରରେ ଆପଣଙ୍କୁ ଲାଭ ମିଳିବ। ଜୀବନସାଥୀ ଙ୍କ ଠାରୁ କୌଣସି ଉପଲବ୍ଧି ହାସଲ କରିବେ। ଅନାବଶ୍ୟକ ଖର୍ଚ୍ଚ ଉପରେ ଅଙ୍କୁଶ ଲଗାନ୍ତୁ। ବ୍ୟବସାୟିକ କ୍ଷେତ୍ରରେ ସଫଳତା ମିଳିବ। ଆଧ୍ୟାତ୍ମିକ ଏବଂ ଧାର୍ମିକ ଗତିବିଧିରେ ଆପଣ ଯୋଗଦାନ କରି ପାରନ୍ତି। ଆର୍ଥିକ ସମସ୍ୟା ଦୂର ହେବ।

ପ୍ରେମ ମାମଲାରେ, ଆପଣ ପ୍ରେମୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ ।

କ୍ୟାରିୟର ମାମଲାରେ, ଏହି ମାସରେ କୌଣସି ମିତ୍ରଙ୍କ ସହଯୋଗ ଦ୍ଵାରା ଆପଣଙ୍କୁ ରୋଜଗାର ର ଅବସର ମିଳିବ

ସ୍ବାସ୍ଥ୍ୟ ମାମଲାରେ, ଏହି ମାସରେ ଉତ୍ତମ ସ୍ବାସ୍ଥ୍ୟ ଆପଣଙ୍କୁ ପ୍ରାପ୍ତ ହେବ।

କନ୍ୟା ରାଶି –

ଏହି ମାସରେ ଆପଣଙ୍କୁ ଆର୍ଥିକ ଲାଭ ମିଳିବ। ପରିବାର ସହିତ ଧାର୍ମିକ ଯାତ୍ରାରେ ଯାଇ ପାରନ୍ତି। ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତାରେ ସଫଳ ରହିବେ। ଆର୍ଥିକ ସ୍ତରରେ ଲାଭ ମିଳିବ। ବନ୍ଧୁଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। କୌଣସି ବଡ଼ ଯୋଜନା ଏବଂ ବିଚାର ଆପଣଙ୍କ ଆପଣଙ୍କ ଧ୍ୟାନ ଆକର୍ଷଣ କରିବ।

ପ୍ରେମ ମାମଲାରେ, ପ୍ରେମ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ।

କ୍ୟାରିୟର ମାମଲାରେ, ପ୍ରଫେସନାଲ ସ୍ତରରେ ଆପଣ ଆପଣ ନିଜର ଟାର୍ଗେଟ ପୂରଣ କରିବେ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ କରି ପାରନ୍ତି ଏବଂ ମାନସିକ ରୂପରେ ବ୍ୟଗ୍ରତା ଅନୁଭବ କରିବେ।

ତୁଳା ରାଶି –

ଏହି ମାସରେ ରୋଜଗାରରେ ଆପଣଙ୍କୁ ସଫଳତା ମିଳିବ। ବିରୋଧୀ ଆପଣଙ୍କ ସମ୍ମାନ କୁ ହାନୀ ପହଞ୍ଚାଇ ପାରନ୍ତି। ବିତ୍ତୀୟ ଲାଭ ମିଳିବ। ଧାର୍ମିକ କାର୍ଯ୍ୟରେ ଆପଣ ଧନ ଖର୍ଚ୍ଚ କରି ପାରନ୍ତି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି।

ପ୍ରେମ ମାମଲାରେ, ବାହାର ଲୋକଙ୍କ ହସ୍ତକ୍ଷେପ ଆପଣଙ୍କ ବୈବାହିକ ଜୀବନକୁ ସମସ୍ୟାରେ ପକାଇ ପାରେ।

କ୍ୟାରିୟର ମାମଲାରେ, ନିଜ କାର୍ଯ୍ୟକୁ ଉତ୍ତମ କରିବା ପାଇଁ ଆପଣଙ୍କ ପ୍ରୟାସ ସାର୍ଥକ ହେବ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

ବିଛା ରାଶି –

ଲୋକଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। କାନୁନ ମାମଲାରେ ସାବଧାନ ରହିବେ। ବଡ଼ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ବିତ୍ତୀୟ ସ୍ଥିତିରେ ସୁଧାର ଆସିବ। ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ଏକାଗ୍ରତା କମ୍ ହୋଇପାରେ। ନୂଆ ଘର କିଣାକିଣି କରି ପାରନ୍ତି।

ପ୍ରେମ ମାମଲାରେ , ମାସଟି ଆପଣଙ୍କ ପାଇଁ ରୋମାଞ୍ଚକ ରହିବ। ପ୍ରେମ ସମ୍ବନ୍ଧ ସୁଦୃଢ ରହିବ।

କ୍ୟାରିୟର ମାମଲାରେ, ସମ୍ପତ୍ତି ମାମଲାରେ ଆପଣଙ୍କୁ ଲାଭ ମିଳିପାରେ। ରୋଜଗାର ନଥିବା ଲୋକଙ୍କୁ ଅବସର ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ର ଧ୍ୟାନ ରଖନ୍ତୁ। ମୌସୁମୀ ସଂକ୍ରମଣ ହୋଇପାରେ।

ଧନୁ ରାଶି –

ଏହି ମାସରେ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ସହଯୋଗ ପ୍ରାପ୍ତ ହେବ। ଧର୍ଯ୍ୟ ରଖନ୍ତୁ ଆପଣଙ୍କୁ ଉଚିତ ପରାମର୍ଶ ପ୍ରାପ୍ତ ହେବ। ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିବ। ଦୈନିକ ଲାଭ ମିଳିବ। ବ୍ୟବସାୟରେ ଡିଲ ସଫଳ ରହିବ। ଘଟଣାକୁ ନିୟନ୍ତ୍ରଣ କରି ପାରନ୍ତି। ପରିବାରରେ ଖୁସିର ମାହୋଲ ରହିବ।

ପ୍ରେମ ମାମଲାରେ, ଏହି ମାସରେ ପ୍ରେମ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ।

କ୍ୟାରିୟର ମାମଲାରେ ,କଠିନ ନିବେଶ କରନ୍ତୁ ନାହିଁ, ହାନୀ ହୋଇପାରେ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟରେ ସୁଧାର ଆସିବ।

Google

ମକର ରାଶି –

ସାମାଜିକ ସ୍ତରରେ ଆପଣ ସକ୍ରିୟ ରହିବେ। ବିଚାର ରେ ସ୍ଥିରତା ଆସିବ। ଛାତ୍ରଛାତ୍ରୀ ମାନଙ୍କୁ ସଫଳତା ମିଳିବ। ପୈତୃକ ସମ୍ପତ୍ତିରୁ ସଫଳତା ମିଳିବ। କଳାକାର ମାନଙ୍କୁ ସେମାନଙ୍କ କଳା ପ୍ରଦର୍ଶନ ଦ୍ଵାରା ପ୍ରଶଂସା ମିଳିବ। ମାତାଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। କିଛି ନୂଆ କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ।

ପ୍ରେମ ମାମଲାରେ, ବୈବାହିକ ଜୀବନ ପାଇଁ ମାସଟି କଠିନ ରହିବ।

କ୍ୟାରିୟର ମାମଲାରେ, ବ୍ୟବସାୟ ପାଇଁ ମାସଟି ଅତ୍ୟନ୍ତ ଲାଭଦାୟକ ରହିବ। ଏହାର ଲାଭ ଉଠାଇବେ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ।

କୁମ୍ଭ ରାଶି –

ଏହି ମାସରେ ଧନ ସମ୍ପତ୍ତି ମାମଲାରେ ସଫଳତା ମିଳିବ। କାନୁନ ମାମଲାରେ ପକ୍ଷ ଆପଣଙ୍କ ସପକ୍ଷରେ ରହିବ। ବ୍ୟବସାୟରେ ଲାଭ ମିଳିପାରେ। ପୈତୃକ ସମ୍ପତ୍ତି ମାମଲାରେ ବିବାଦ ଉତ୍ପନ୍ନ ହୋଇପାରେ। ଆପଣଙ୍କ ପରିବାରରେ ସୁଖ ସମୃଦ୍ଧି ବିରାଜମାନ କରିବ। ସାମାଜିକ କାର୍ଯ୍ୟ ଆପଣଙ୍କୁ ଆକର୍ଷିତ କରିବ। ଚାକିରୀ କ୍ଷେତ୍ରରେ ଥିବା ଲୋକେ ସତର୍କ ରୁହନ୍ତୁ।

ପ୍ରେମ ମାମଲାରେ, ଆପଣଙ୍କ ସମ୍ପର୍କ ସୁଦୃଢ ରହିବ। ଜୀବନସାଥୀଙ୍କ ଠାରୁ ପ୍ରେମ ପ୍ରାପ୍ତ ହେବ।

କ୍ୟାରିୟର ମାମଲାରେ, କିଛି କଠିନ ପରିସ୍ଥିତି ଆପଣଙ୍କ ଲକ୍ଷ୍ୟକୁ ଭଟକାଇ ପାରେ। କାର୍ଯ୍ୟରେ ଆପଣ ଧ୍ୟାନ କେନ୍ଦ୍ରିତ କରିବେ।

ସ୍ବାସ୍ଥ୍ୟ ମାମଲାରେ, କକେଷ୍ଟ୍ରଲ ଥିବା ଖାଦ୍ୟ ସେବନ କରନ୍ତୁ ନାହିଁ।

ମୀନ ରାଶି –

ରାଜନୈତିକ ଅଭିଳାଷା ପୂରଣ ହେବ। ନିବେଶ କରିବାରୁ ବଞ୍ଚିତ ହୁଅନ୍ତୁ। କଳା ଏବଂ ସାହିତ୍ୟରେ ରୁଚି ରଖିବେ। କାରବାର କରୁଥିବା ଲୋକଙ୍କୁ ନିଜ ଲକ୍ଷ୍ୟ ପୂର୍ଣ୍ଣ କରିବାରେ ବାଧା ଉତ୍ପନ୍ନ ହୋଇପାରେ, ଏଥିପ୍ରତି ସାବଧାନ ରୁହନ୍ତୁ। ଅତିରିକ୍ତ ଧନ ସୁରକ୍ଷିତ ରଖନ୍ତୁ।

ପ୍ରେମ ମାମଲାରେ, ଏହି ମାସରେ ପ୍ରେମ ପ୍ରସଙ୍ଗ ଆରମ୍ଭ ହେବାର ସମ୍ଭାବନା ରହିଛି।

କ୍ୟାରିୟର ମାମଲାରେ, ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି ସୁଦୃଢ ରହିବ।

ସ୍ବାସ୍ଥ୍ୟ ମାମଲାରେ,ଶାରୀରିକ ଅସୁସ୍ଥତା ଯୋଗୁଁ ଚିନ୍ତିତ ରହି ପାରନ୍ତି, ସତର୍କ ରୁହନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *