Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୧ ନଭେମ୍ବର୨୦୨୦,ରବିବାର,ମାସର ପ୍ରଥମ ଦିନ ଏହି ୬ ଟି ରାଶିର ଲୋକଙ୍କୁ ପ୍ରାପ୍ତ ହେବ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ, ପଢନ୍ତୁ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ରବିବାର ୧ ନଭେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୧ ନଭେମ୍ବର ୨୦୨୦।

ମେଷ ରାଶି –

ଆଜି ଆପଣଙ୍କୁ ଆୟ ର ନୂଆ ସ୍ରୋତ ପ୍ରାପ୍ତ ହେବ। ଆଧ୍ୟାତ୍ମ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ଚାକିରୀ ପାଇଁ ଲୋକଙ୍କୁ ଅବସର ମିଳିପାରେ। ନିବେଶ କରିବା ସମୟରେ ସାବଧାନ ରହିବାର ଆବଶ୍ୟକତା ରହିଛି। ଅଧିକାରୀ ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି। ଦାୟିତ୍ବହୀନ କରନ୍ତୁ ଅବସର ଆପଣଙ୍କ ହାତରୁ ଯାଇ ପାରେ। ଶାରୀରିକ ଅସୁସ୍ଥତା ଅନୁଭବ କରି ପାରନ୍ତି।

ବୃଷ ରାଶି –

ଆଜି କାହା ଉପରେ ଅଧିକ ଭରସା କରନ୍ତୁ ନାହିଁ। ଅଧ୍ୟୟନ ରେ ରୁଚି ରଖିବେ। ଆକସ୍ମିକ ଘଟଣା ରେ ଚିନ୍ତିତ ରହି ପାରନ୍ତି। ଅଧିକ ଖର୍ଚ୍ଚ ହୋଇପାରେ, ଏଥିପାଇଁ ଧ୍ୟାନ ରଖନ୍ତୁ। ସନ୍ତାନଙ୍କ ସମସ୍ୟା ଦୂର ହେବ। ସେୟାର ବଜାର ରେ ନିବେଶ କରି ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ବ୍ୟବସାୟ କୁ ନେଇ ଆପଣ ବ୍ୟସ୍ତ ରହିବେ। କାରବାର ରେ ଲାଭ ମିଳିପାରେ।

ମିଥୁନ ରାଶି –

ଶାରୀରିକ ଏବଂ ମାନସିକ ରୂପରେ ଆପଣ ସୁସ୍ଥ ଅନୁଭବ କରିବେ। ଏହି କଥାର ଧ୍ୟାନ ରଖନ୍ତୁ କି ଆପଣ ନିଷ୍ପତ୍ତି ନେବା ପୂର୍ବରୁ ଲୋକଙ୍କ ଭାବନା କୁ ଧ୍ୟାନ ରଖନ୍ତୁ। ବ୍ୟବସାୟ ମାମଲାରେ ଆପଣଙ୍କୁ ସଫଳତା ମିଳିବ। କାରବାର ରେ ବିସ୍ତାର କରିବା ପାଇଁ ଆପଣଙ୍କୁ ସହାୟତା ପ୍ରାପ୍ତ ହେବ । ଅନ୍ୟମାନଙ୍କ ମାମଲାରେ ଦଖଲ ଦେବା ବଦଳରେ ନିଜ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ।

Google

କର୍କଟ ରାଶି –

ଆଜି ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଅଧିକ ଭରସା ରଖିବେ। ପୁରା ଦିନ ଆପଣଙ୍କର ଦିନ ଧର୍ମକର୍ମ ରେ ଅତିବାହିତ ହେବ। କୌଣସି ତୀର୍ଥ ସ୍ଥାନକୁ ଯାଇ ପାରନ୍ତି। ବୃଦ୍ଧ ଙ୍କ ସ୍ବାସ୍ଥ୍ୟ ଚିନ୍ତା ରହିବ। ମହତ୍ୱପୂର୍ଣ୍ଣ କାର୍ଯ୍ୟ ରେ ବାଧା ସୃଷ୍ଟି ହୋଇ ପାରେ। ଯୁବକ ମାନଙ୍କୁ ମାନସମ୍ମାନ ଏବଂ ପୁରସ୍କାର ପ୍ରାପ୍ତ ହେବ।

ସିଂହ ରାଶି –

ଆଜି ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ନିଜ ବିଚାର କୁ ବିସ୍ତାର କରିବା ପାଇଁ ରଚନାତ୍ମକ ସ୍ଵପ୍ନ କୁ ପୂରଣ କରିବେ। ଭଲ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଜମି ବାଡ଼ି ମାମଲାରେ ସଫଳତା ମିଳିବ। ନିଜ ସ୍ଵଭାବ କୁ ପରିବର୍ତ୍ତନ କରିବା ପାଇଁ ପ୍ରୟାସ କରନ୍ତୁ। ନିବେଶ ସମୟରେ ଆପଣ ଭଲଭାବରେ ବିଚାର କରନ୍ତୁ।

କନ୍ୟା ରାଶି –

ଭାଇ ଏବଂ ସମ୍ପର୍କୀୟଙ୍କ ସହିତ ମସ୍ତି କରିବେ। ଜୀବନସାଥୀ ଙ୍କ ସହିତ ପ୍ରେମ ଭରି ରହିବ। ବନ୍ଧୁଙ୍କ ସହିତ ଭ୍ରମଣ ରେ ଯାଇ ପାରନ୍ତି। ଜୀବନସାଥୀ ଙ୍କ ସହିତ ବିବାଦ ହୋଇପାରେ। ଆପଣଙ୍କ ଲକ୍ଷ୍ୟ ପୂରଣ ହେବ। ଛାତ୍ରଛାତ୍ରୀ ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଖର୍ଚ୍ଚ ପ୍ରତି ନିୟନ୍ତ୍ରଣ ରଖନ୍ତୁ।

ତୁଳା ରାଶି –

ପରିବାର ସହିତ ସାମାଜିକ ଗତିବିଧି ରେ ଯୋଗଦାନ କରିବେ। ମାନସିକ ଚାପ ମିଳିପାରେ। ପୁଞ୍ଜି ନିବେଶ ଦ୍ଵାରା ଆପଣଙ୍କୁ ଲାଭ ମିଳିବ। ଜମିବାଡ଼ି ବା ବାହନ ସମ୍ବନ୍ଧିତ କାର୍ଯ୍ୟ ପାଇଁଁ ଅନୁକୂଳ ସମୟ ରହିଛି। ଆଜି ଆପଣଙ୍କର ମାନସିକ ଚିନ୍ତା ବଢିପାରେ। ବ୍ୟବସାୟରେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ପ୍ରେମ ଜୀବନ ପାଇଁ ସମୟ ସକାରାତ୍ମକ ରହିବ।

ବିଛା ରାଶି –

ପ୍ରେମ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଭରପୂର ଆତ୍ମବିଶ୍ବାସ ରେ ଦୃଢ଼ ମନୋବଳ ଦ୍ଵାରା ଆପଣ କାର୍ଯ୍ୟ କୁ ସରଳତା ପୂର୍ବକ ପୂରଣ କରିବେ। ପାରିବାରିକ ଜୀବନ ସୁଖମୟ ରହିବ। ସନ୍ତାନ ଙ୍କ ସ୍ଥିତିରେ ସୁଧାର ଆସିବ। ଛୋଟ ଭାଇ ଭଉଣୀଙ୍କ ଉପରେ କ୍ରୋଧ କରନ୍ତୁ ନାହିଁ। କାର୍ଯ୍ୟସ୍ଥଳରେ କିଛି ଜିନିଷ ସ୍ବୀକାର କରିବାକୁ ପଡ଼ିବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି।

ଧନୁ ରାଶି –

ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ବନ୍ଧୁଙ୍କ ସହିତ ମନୋରଞ୍ଜନ କରି ପାରନ୍ତି। ଅନ୍ୟମାନେ ଆପଣଙ୍କ କ୍ଷମତା କୁ ବିକଶିତ କରିବା ପାଇଁ ପ୍ରୟାସ କରି ପାରନ୍ତି। ଚାକିରୀ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଶାରୀରିକ ଏବଂ ମାନସିକ ରୂପରେ ଆପଣ ସୁଦୃଢ ରହିବେ।

Google

ମକର ରାଶି –

ଆଜି ଆପଣଙ୍କ ମନରେ ଅନେକ ବିଚାର ଆସିପାରେ। ଆପଣଙ୍କ ମାନସମ୍ମାନ ରେ ହାନୀ ପହଞ୍ଚି ପାରେ। ବିଶେଷ ରୂପରେ ଆପଣ ମନୋରଞ୍ଜନ କାର୍ଯ୍ୟରେ ଖର୍ଚ୍ଚ କରି ପାରନ୍ତି। ବନ୍ଧୁଙ୍କ ମଧୁର ବ୍ୟବହାର କରିବେ। ଆକସ୍ମିକ ଲାଭ ମିଳିବାର ସମ୍ଭାବନା ରହିଛି। ଆପଣଙ୍କ ପ୍ରୟାସ ସଫଳ ରହିବ। ପିତାମାତାଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କୌଣସି ପୁରୁଣା ରୋଗ ଉଭରି ପାରେ। ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

କୁମ୍ଭ ରାଶି –

ଆଜି ଆପଣଙ୍କର ସବୁ ଯୋଜନା ସଫଳ ରହିବ। ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ପରିବାରରେ କୌଣସି ସଦସ୍ୟଙ୍କ କଥାରେ ଦୁଃଖିତ ହୋଇ ପାରନ୍ତି। ଶୀଘ୍ରତା ରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବେମାରୀ ପାଇଁ ଧନ ଖର୍ଚ୍ଚ ହୋଇପାରେ। ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ଦ୍ଵାରା ଆପଣଙ୍କୁ ଆନନ୍ଦ ଅନୁଭବ ହେବ।

ମୀନ ରାଶି –

କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଉଧାର ନେଇଥିବା ଟଙ୍କା ଫେରସ୍ତ ମିଳିପାରେ। ଆଜି ରଚନାତ୍ମକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ବନ୍ଧୁଙ୍କ ସହିତ ଆପଣ ଭ୍ରମଣ ରେ ଯାଇ ପାରନ୍ତି। ବ୍ୟକ୍ତିଗତ ଜୀବନରେ ସଫଳତା ମିଳିବ। ନିବେଶ ପୂର୍ବରୁ ସାବଧାନ ରୁହନ୍ତୁ। ପାରିବାରିକ ମାମଲା ର ସମାଧାନ ହୋଇପାରେ। ପରିବାରରେ ସୁଖଶାନ୍ତି ବିରାଜମାନ ହେବ।

ବନ୍ଧୁଗଣ ଆଜି ପ୍ରଭୁ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ସୂର୍ଯ୍ୟା ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *