Excuse Me Odisha

ଯାହା କହିବୁ ସତ କହିବୁ

କାର୍ତ୍ତିକ ମାସ ୨୦୨୦ : କାର୍ତ୍ତିକ ମାସରେ ଏହି ଜିନିଷକୁ ଖାଇବାରୁ ବଞ୍ଚିତ ହୁଅନ୍ତୁ, ଏହି ଗୋଟେ ଜିନିଷକୁ ସେବନ କରିବା ଦ୍ୱାରା ଫାଇଦା ମିଳିଥାଏ।

ସେୟାର୍ କରନ୍ତୁ

ଏହି ସମୟରେ ଜଗତର ପାଳନକର୍ତ୍ତା ବିଷ୍ଣୁ ଶେଷ ନାଗ ଉପରେ ବିଶ୍ରାମ ମୁଦ୍ରାରେ ରହିଛନ୍ତି। ଏହି ମାସକୁ ନେଇ ଶାସ୍ତ୍ରରେ ଅନେକ ପ୍ରକାରର ନିୟମ କୁହାଯାଇଛି। ବାକି ମାସ ଭଳି ଏହି ମାସରେ କିଛି ବିଶେଷ ଜିନିଷ ସେବନ କରିବା ପାଇଁ ନିଷେଧ ମାନା ଯିବା ସହିତ ଅନ୍ୟ କିଛି ଜିନିଷ ସେବନ କରିବାକୁ ଫଳଦାୟୀ ମାନା ଯାଇଛି।

ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ଅତ୍ୟନ୍ତ ଶୁଭ ମାନା ଯାଇଛି। ଏହାକୁ ଧର୍ମ ମାସ ମଧ୍ୟ କୁହାଯାଇଥାଏ। ଏହି ମାସରେ ଭଗବାନ ବିଷ୍ଣୁଙ୍କ ଉପାସନାରେ ସମର୍ପିତ କରାଯାଏ। ଏହି ସମୟରେ ଜଗତର ପାଳନକର୍ତ୍ତା ବିଷ୍ଣୁ ଶେଷ ନାଗ ଉପରେ ବିଶ୍ରାମ ମୁଦ୍ରାରେ ରହିଛନ୍ତି। ଏହି ମାସକୁ ନେଇ ଶାସ୍ତ୍ରରେ ଅନେକ ପ୍ରକାରର ନିୟମ କୁହାଯାଇଛି। ଏହି କାର୍ତ୍ତିକ ମାସରେ କଣ ଖାଇବା ଏବଂ କଣ ଖାଇବା ଉଚିତ ନୁହେଁ ସେହି ବିଷୟରେ ଆମେ ଆପଣଙ୍କୁ କହିବୁ

କାର୍ତ୍ତିକ ମାସରେ ଏହି ଜିନିଷ ସେବନ କରିବା ଉଚିତ ନୁହେଁ –

ମାଛ :-

Google

କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁ ଜଳରେ ମତ୍ସ୍ୟ ଅବତାରରେ ରୁହନ୍ତି। ଏଥିପାଇଁ ଏହି ମାସରେ ମାଛ ଖାଇବା ଅନୁଚିତ। ଏହା କେବଳ ଧାର୍ମିକ ଦୃଷ୍ଟିରୁ ନୁହେଁ, ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏହି ସମୟରେ ମାଛ ଖାଇବା ନିଷେଧ ଅଟେ। କୁହାଯାଏ ଏହି ସମୟରେ ନଦୀ ଗୁଡିକର ପାଣି ଅଧିକ ବର୍ଷା କାରଣରୁ ଦୂଷିତ ହୋଇ ଯାଇଥାଏ। ଏଥିପାଇଁ ମାଛ ଖାଇବା ଉଚିତ ନୁହେଁ।

ବାଇଗଣ :-

କାର୍ତ୍ତିକ ମାସରେ ବାଇଗଣ ଖାଇବା ଉଚିତ ନୁହେଁ। କାରଣ ଏହି ମାସରେ ପିତ୍ତଦୋଷ ନାମକ ବେମାରୀ ହେବାର ସମ୍ଭାବନା ରହିଥାଏ। ବାଇଗଣ ପିତ୍ତଦୋଷର କାରଣ ହୋଇଥାଏ । କହିବାକୁ ଗଲେ ବାଇଗଣକୁ ଧାର୍ମିକ ଦୃଷ୍ଟିରୁ ଅଶୁଦ୍ଧ ମାନା ଯାଏ।

କଲରା :-

କାର୍ତ୍ତିକ ମାସରେ ବିଶେଷ କରି ଭଗବାନ ବିଷ୍ଣୁଙ୍କ ଉପାସନା କରିବାର ମାସ ମାନା ଯାଇଛି। ଉପାସନା ବା ବ୍ରତ ସମୟରେ ରାଗ, ଲୁଣିଆ,ପିତା ଆଦି ଭୋଜନ କରିବା ଉଚିତ। କାରଣ କଲରା ତିକ୍ତ ଭୋଜନ ଅଟେ। ଏଥିପାଇଁ କାର୍ତ୍ତିକ ମାସରେ ଏହାର ସେବନ କରିବା ଉଚିତ ନୁହେଁ ।

ଦହି :-

ଶାସ୍ତ୍ର ଅନୁସାରେ କୁହାଯାଇଛି କାର୍ତ୍ତିକ ମାସରେ ଦହି ଖାଇବା ଉଚିତ ନୁହେଁ । କାରଣ ଏହି ମାସରେ ସ୍ବାସ୍ଥ୍ୟ ଦୃଷ୍ଟିରୁ ଦହିକୁ ନିଷେଧ କରାଯାଇଛି। କହିବାକୁ ଦହି ବଦଳରେ ଆପଣ କ୍ଷୀର ସେବନ କରି ପାରିବେ।

ଜୀରା:-

କାର୍ତ୍ତିକ ମାସରେ ଜୀରା ଖାଇବା ଉଚିତ ନୁହେଁ। କହିବାକୁ ଗଲେ ଜୀରା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। କିନ୍ତୁ କୁହାଯାଇଛି କାର୍ତ୍ତିକ ମାସରେ ଜୀରାର ସେବନ କରିବା ହାନିକାରକ ସାବ୍ୟସ୍ତ ହେବ।

Google

କାର୍ତ୍ତିକ ମାସରେ ଏହି ଖାଦ୍ୟ ସେବନ କରିବା ଲାଭଦାୟକ ସାବ୍ୟସ୍ତ ହେବ –

କହିବାକୁ ଗଲେ ଏହି କାର୍ତ୍ତିକ ମାସରେ ଜୀରା ଦହି, କଲରା, ବାଇଗଣ, ମାଛ ଆଦି ଖାଦ୍ୟ ସେବନ କରିବା ଉଚିତ ନୁହେଁ। ଏଭଳି ଜିନିଷ ସେବନ କରିବା ଉଚିତ ଯାହା ଆପଣଙ୍କ ପାଇଁ ଲାଭଦାୟକ ରହିବ, କୁହାଯାଏ କାର୍ତ୍ତିକ ମାସରେ ମୂଳା ଖାଇବା ଉଚିତ। ଯାହାଦ୍ବାରା ଆପଣଙ୍କୁ ମୌସୁମୀ ବେମାରୀରୁ ମୁକ୍ତି ମିଳିବ। ଏଥିପାଇଁ କାର୍ତ୍ତିକ ମାସରେ ମୂଳା ସେବନ କରିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ବିଷ୍ଣୁଦେବାୟ ନମଃ ” ନିଶ୍ଚିତ ଲେଖନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଘର ପରିବାର ହସ ଖୁସିରେ ଭରି ଉଠିବ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *