Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୩୧ ଅକ୍ଟୋବର ୨୦୨୦,ଶନିବାର,ଆଜି ଶନିଦେବ ଏହି ୫ ଟି ରାଶିର ଲୋକଙ୍କୁ କରିବେ ମାଲାମାଲ , ଭରିଯିବ ଧନର ଭଣ୍ଡାର, ପଢନ୍ତୁ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଶନିବାର ୩୧ ଅକ୍ଟୋବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୩୧ ଅକ୍ଟୋବର ୨୦୨୦।

ମେଷ ରାଶି –

ଆଜି ଆପଣ ଉଚିତ ଦିଗରେ ପରିଶ୍ରମ କରିବେ ଏବଂ ସକାରାତ୍ମକ ଅନୁଭବ କରିବେ। ଆଜି ଆପଣ କିଛି ମନୋରଞ୍ଜନ ଗତିବିଧି ରେ ସାମିଲ ହୋଇ ପାରନ୍ତି। ବ୍ୟାପାର କରୁଥିବା ଲୋକେ ଆଜି ଅଧିକ ବ୍ୟସ୍ତ ରହିବେ। କଳାକାର ଙ୍କ କଳା କୁ ନେଇ ପ୍ରଶଂସା ମିଳିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଜୀବନସାଥୀ ଙ୍କ ତରଫରୁ ପ୍ରେମ ପ୍ରାପ୍ତ ହେବ।

ବୃଷ ରାଶି –

ଆଜି ଆପଣଙ୍କୁ ଉଚିତ ଅବସର ମିଳିବ। ବିରୋଧୀ ମାନଙ୍କ ଠାରୁ ସାବଧାନ ରୁହନ୍ତୁ, ନଚେତ ସେମାନେ ଆପଣଙ୍କ ଶାନ୍ତି ଭଙ୍ଗ କରିବାକୁ ପ୍ରୟାସ କରି ପରନ୍ତୁ। ସନ୍ତାନ ଙ୍କୁ ଅଧିକ ଧ୍ୟାନ ଦେବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ନୂଆ ବସ୍ତୁ କିଣାକିଣି କରି ପାରନ୍ତି। ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରିବେ

ମିଥୁନ ରାଶି –

ଆଜି ଆପଣଙ୍କ ମଧ୍ୟରେ ସକାରାତ୍ମକ ଉର୍ଜା ଭରି ରହିବ। ଆଜି ଘରକୁ କୌଣସି ସଦସ୍ୟଙ୍କ ଆଗମନ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ପିତାମାତାଙ୍କ ସ୍ବାସ୍ଥ୍ୟ ରେ ସୁଧାର ଆସିବ। ଆପଣଙ୍କୁ ତାଙ୍କର ଆଶିର୍ବାଦ ମିଳିବ। ସନ୍ତାନ ଆପଣଙ୍କୁ ତାଙ୍କର ରୋଲ ମଡେଲ ସ୍ୱରୂପ ରେ ଦେଖିବେ।

shanidev HD PHOTOS
Google

କର୍କଟ ରାଶି –

ଆଜି ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। କାର୍ଯ୍ୟକ୍ଷେତ୍ରରେ ଆଜି ଆପଣ ଅଧିକ ବ୍ୟସ୍ତ ରହିବେ। ଚାକିରୀ କ୍ଷେତ୍ରରେ ଆଜି ଆପଣ ବ୍ୟସ୍ତ ରହିବେ ଏବଂ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରନ୍ତୁ। ଆପଣଙ୍କ ପ୍ରତିଭା ଦେଖି ପ୍ରେମୀ ଖୁସି ରହିବେ। ପାରିବାରିକ ପ୍ରତିଷ୍ଠା ବୃଦ୍ଧି ହେବ। ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ।

ସିଂହ ରାଶି –

ଆଜି ଜୀବନସାଥୀ ଆପଣଙ୍କୁ ବିଶେଷ ଅନୁଭବ କରାଇବା ପାଇଁ ସବୁ ପଦକ୍ଷେପ ଉଠାଇବେ। ପାରିବାରିକ ଜୀବନ ସୁଖମୟ ରହିବ।ପରିବାର ସଦସ୍ୟଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି ଏବଂ ଭରପୂର ଆନନ୍ଦ ଉଠାଇବେ। ଅଫିସ ରେ ସହକର୍ମୀଙ୍କ ସହିତ ବିବାଦ ହୋଇପାରେ। ପ୍ରେମ ସମ୍ବନ୍ଧ ରେ ମଧୁରତା ଆସିବ। ସେୟାର ବଜାର ରେ ନିବେଶ କରି ପାରନ୍ତି।

କନ୍ୟା ରାଶି –

ଆଜି ଆପଣଙ୍କୁ ସମ୍ଭାଳି ରହିବା ଆବଶ୍ୟକ। ଆଖପାଖ ଲୋକଙ୍କ ଆବଶ୍ୟକତା କୁ ଧ୍ୟାନ ଦିଅନ୍ତୁ। ମାଆଙ୍କ ଠାରୁ ଅଧିକ ସ୍ନେହ ପ୍ରେମ ପ୍ରାପ୍ତ କରିବେ। କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବେ। ଆସୁଥିବା ସମୟରେ ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ।

ତୁଳା ରାଶି –

ସେୟାର ବଜାର ରେ କାମ କରୁଥିବା ଲୋକଙ୍କୁ ଲାଭ ମିଳିବ। କାର୍ଯ୍ୟକ୍ଷେତ୍ରରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ପ୍ରେମ ଜୀବନ ପାଇଁ ଦିନଟି ଅନୁକୂଳ ରହିଛି। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ତାଙ୍କ ପାଖରୁ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। ବ୍ୟାପାର କରୁଥିବା ଲୋକଙ୍କୁ ଜୀବନରେ ସଫଳତା ମିଳିବ। ବାହନ ସୁଖ ପ୍ରାପ୍ତ ହେବ। କାର୍ଯ୍ୟ କ୍ଷେତ୍ରରେ ଆପଣ ଧ୍ୟାନ ଦେବେ।

ବିଛା ରାଶି –

ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ବ୍ୟବସାୟ ରେ ଆପଣଙ୍କୁ ଲାଭ ମିଳିବ। ଆପଣଙ୍କର କୌଣସି ଜରୁରୀ କାର୍ଯ୍ୟ ସମ୍ପନ୍ନ ହୋଇପାରେ। ଆଜି ଆପଣଙ୍କୁ ଏକତା ବନେଇ ରଖିବାର ଆବଶ୍ୟକତା ରହିଛି। ସାର୍ବଜନୀକ ଜୀବନରେ ମାନସମ୍ମାନ ପ୍ରାପ୍ତ ହେବ। ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ। ବ୍ୟବହାରିକ କ୍ଷେତ୍ରରେ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। ଆଧ୍ୟାତ୍ମିକ ପ୍ରବୃତ୍ତି ପ୍ରାପ୍ତ କରିବା ପାଇଁ ଉତ୍ତମ ଦିନ ରହିଛି।

ଧନୁ ରାଶି –

କୋର୍ଟ କଚେରୀ ମାମଲାରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଦୁର୍ବଳ ବିଷୟ ରେ ଅଧିକ ଅଧ୍ୟୟନ କରିବା ଆବଶ୍ୟକ। ପିତାମାତାଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ମାନସିକ ଚିନ୍ତା ବଢିପାରେ। କାରବାରରେ ନୂଆ କାର୍ଯ୍ୟ ମିଳିପାରେ। ପତ୍ନୀ, ପୁତ୍ର ଆଦି ତରଫରୁ ଶୁଭ ସମାଚାର ମିଳିପାରେ। ବାଦବିବାଦ ରେ ବିଜୟ ହାସଲ କରିବେ।

Ganesh HD Photos
Google

ମକର ରାଶି –

ଆଜି ଆପଣଙ୍କର ପ୍ରତିଷ୍ଠା ରେ ହାନୀ ପହଞ୍ଚି ପାରେ। ବ୍ୟାପାର ରେ ଧନଲାଭ ହେବାର ସମ୍ଭାବନା ରହିଛି। ଉଚିତ ସ୍ଥାନରେ ଧନ ବ୍ୟୟ କରିବା ଉଚିତ । ଆପଣଙ୍କର ରଚନାତ୍ମକ ପ୍ରୟାସ ସଫଳ ରହିବ। ମାଙ୍ଗଳିକ ବା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଆପଣ ଭାଗ ନେଇ ପାରନ୍ତି। ଆପଣଙ୍କ ଆତ୍ମବିଶ୍ବାସ ରେ ବୃଦ୍ଧି ହେବ। ଆପଣଙ୍କର ସବୁ କାର୍ଯ୍ୟ ସୁବିଧାରେ ସମ୍ପନ୍ନ ହେବ।

କୁମ୍ଭ ରାଶି –

ଆଜି ଆପଣଙ୍କର କିଛି କାର୍ଯ୍ୟରେ ସମସ୍ୟା ଦେଖା ଦେଇପାରେ। ଅନୁଭବୀ ଙ୍କ ଠାରୁ ପରାମର୍ଶ ନିଅନ୍ତୁ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ସ୍ତ୍ରୀ ପକ୍ଷରୁ ଆଜି ଆପଣଙ୍କୁ ଲାଭ ମିଳିବ। ଆଧ୍ୟାତ୍ମିକ ବା ରୋମାନ୍ସ ମାଧ୍ୟମରେ ଆପଣଙ୍କୁ ଖୁସି ପ୍ରାପ୍ତ ହେବ। ଆୟ ରେ ବୃଦ୍ଧି ହେବ ଏବଂ ଖର୍ଚ୍ଚ ମଧ୍ୟ ବଢିପାରେ। ଆପଣଙ୍କର କଳାତ୍ମକ କାର୍ଯ୍ୟରେ ଉତ୍ସାହ ବଢ଼ିବ।

ମୀନ ରାଶି –

ଆଜି ଆପଣ ବ୍ୟବସାୟିକ ଏବଂ ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତ ହେବ।ଶାନ୍ତି ସହିତ ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ପ୍ରତିରୋଧକ କ୍ଷମତା କମ୍ ଥିବା ହେତୁ ଶାରୀରିକ ଥକା ଅନୁଭବ କରି ପାରନ୍ତି। ପରିଶ୍ରମ ଦ୍ଵାରା ଆପଣଙ୍କୁ ଅଧିକ ଲାଭ ମିଳିବ। ପାରିବାରିକ ଆୟ ରେ ବୃଦ୍ଧି ହେବ। ମିଳିମିଶି କାର୍ଯ୍ୟକୁ ପୂରଣ କରିବା ପାଇଁ ପ୍ରୟାସ କରିବେ। ପ୍ରୟାସରତ କାର୍ଯ୍ୟରେ ସଫଳତା ମିଳିବ।

ବନ୍ଧୁଗଣ ଆଜି ପ୍ରଭୁ ଶନିଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ଶନି ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *