Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୩୦ ଅକ୍ଟୋବର ୨୦୨୦,ଶୁକ୍ରବାର,ଆଜି ଏହି ୪ ଟି ରାଶିର ଲୋକଙ୍କ ପାଇଁ ସମୟ କଠିନ ରହିବ, ଅନ୍ୟମାନଙ୍କ ଜୀବନରେ ଆସିବ ପରିବର୍ତ୍ତନ ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ବୁଧବାର ୩୦ ଅକ୍ଟୋବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୩୦ ଅକ୍ଟୋବର ୨୦୨୦।

ମେଷ ରାଶି –

ଆଜି ଆପଣଙ୍କୁ ଧର୍ଯ୍ୟ ରଖିବା ଆବଶ୍ୟକ। ପୁଞ୍ଜି ନିବେଶ କରିବେ। ଭାଇ ବନ୍ଧୁଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଅଫିସ ରେ ଉଚ୍ଚ ଅଧିକାରୀଙ୍କ ଙ୍କ ଠାରୁ ସମ୍ଭାଳି ରୁହନ୍ତୁ। ଆର୍ଥିକ ଲାଭ ମିଳିବ। ବିଶେଷ ରେ ଥିବା ସମ୍ପର୍କୀୟଙ୍କ ଠାରୁ ସୁଖଦ ସମାଚାର ମିଳିପାରେ। ବ୍ୟାପାର ରେ ଲାଭ ମିଳିବ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ସୁସ୍ଥ ରହିବ। ଆପଣଙ୍କୁ ରାଜକୀୟ ମାମଲାରେ ସଫଳତା ମିଳିବ। ଭାଗ୍ୟୋଦୟ

ବୃଷ ରାଶି –

ଆଜି ନୂଆ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ନୂଆ ସମ୍ପର୍କ ଆରମ୍ଭ କରି ପାରନ୍ତି। ଆପଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ମନୋବଳ ରେ କରିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଚାକିରୀ ପେଶାରେ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବ। ସାମାଜିକ କାର୍ଯ୍ୟରେ ସଫଳତା ମିଳିବ। ଗୃହସ୍ଥ ଜୀବନ ସୁଖମୟ ରହିବ। ବ୍ୟବସାୟ ରେ ବୃଦ୍ଧି ହେବ।

ମିଥୁନ ରାଶି –

ଆଜି ଆପଣଙ୍କ ସୁଖର ବିସ୍ତାର ହେବ। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି, ଏହାଦ୍ବାରା ଆପଣ ଅଧିକ ଆନନ୍ଦିତ ହେବେ। ପରିବାର ତଥା ମିତ୍ରଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଛୋଟ ପ୍ରବାସ ପାଇଁ ପରିସ୍ଥିତି ଅନୁକୂଳ ରହିବ। ବନ୍ଧୁ, ପୁତ୍ର, ପତ୍ନୀଙ୍କ ତରଫରୁ ଶୁଭ ସମାଚାର ପ୍ରାପ୍ତ ହେବ। ପରିବାରରେ ଆପଣଙ୍କୁ ପିତାଙ୍କ ସହଯୋଗ ପ୍ରାପ୍ତ ହେବ । ସ୍ତ୍ରୀ ବର୍ଗଙ୍କ ଠାରୁ ଲାଭ ମିଳିବ।

Google

କର୍କଟ ରାଶି –

ଆଜି ଆପଣଙ୍କୁ ବ୍ୟବସାୟିକ ନିଷ୍ପତ୍ତି ସୁବିଧାରେ ନେବେ। ବେମାରୀ ବା ଦୁର୍ଘଟଣା ଘଟିପାରେ। ଆପଣ ସବୁ କାର୍ଯ୍ୟ ଉଚିତ ଢଙ୍ଗରେ କଲେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଆଜି ଆପଣଙ୍କ ମାନସମ୍ମାନ ରେ ହାନୀ ହେବାର ସମ୍ଭାବନା ରହିଛି। ଅଧିକ ଖର୍ଚ୍ଚ ବଢିପାରେ। ବିଦେଶ ରୂପରେ ଆପଣ ବନ୍ଧୁଙ୍କ ସହିତ ସମୟ ଅତିବାହିତ କରିବେ। ପୂର୍ବରୁ ନିର୍ଧାରଣ କରିଥିବା କାର୍ଯ୍ୟ ସମ୍ପନ୍ନ ହେବ।

ସିଂହ ରାଶି –

ଭବିଷ୍ୟତ ର ଚିନ୍ତା ଆପଣଙ୍କୁ ହେବ। କଳା କ୍ଷେତ୍ରରେ ଆପଣଙ୍କର ରୁଚି ବଢିବ। ମନୋରଞ୍ଜନ କାର୍ଯ୍ୟରେ ଅଧିକ ଖର୍ଚ୍ଚ ହୋଇପାରେ। ମଧ୍ୟାହ୍ନ ପରେ ଆପଣଙ୍କ ମାନସିକ ଅବସ୍ଥା ବିଗିଡି ପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଜୀବନସାଥୀ ଙ୍କ ସହିତ ଆପଣଙ୍କ ଛୋଟ ବିବାଦ ହୋଇପାରେ, ଏଥିପାଇଁ ବିବାଦ ରୁ ପଡ଼ିବା ରୁ ବଞ୍ଚିତ ହୁଅନ୍ତୁ। ଆପଣଙ୍କର ଶୃଜନାତ୍ମକ ଏବଂ କଳାତ୍ମକ ଶକ୍ତି ବୃଦ୍ଧି ହେବ।

କନ୍ୟା ରାଶି –

ଭୌତିକ ସାଧନ ପ୍ରତି ଆକର୍ଷିତ ରହିବେ। ଖାଦ୍ୟପେୟ ରେ ନିୟନ୍ତ୍ରଣ ରଖନ୍ତୁ। ଅଧିକ ଧନ ଖର୍ଚ୍ଚ ହୋଇପାରେ । ଆପଣଙ୍କ ମନରେ ନକରାତ୍ମକ ବିଚାର ଆସିପାରେ। କୌଣସି କାର୍ଯ୍ୟ ପାଇଁ ଆପଣ ଅଧିକ ଉତ୍ସାହିତ ରହିବେ। ଜୀବନରେ ସତ୍ୟତା କୁ ସାମ୍ନା କରିବେ ଏବଂ ଭୁଲିବା ପାଇଁ ଆପଣଙ୍କୁ ସମୟ ଲାଗିବ।

ତୁଳା ରାଶି –

ସାମାଜିକ ଗତିବିଧି ଆଡ଼କୁ ଆପଣଙ୍କର ଆକର୍ଷଣ ବଢିବ। ଘରୋଇ ଦାୟିତ୍ୱ କୁ ତୁଲାଇବା ପାଇଁ ପ୍ରୟାସ କରିବେ। ଆପଣ ସବୁ କାର୍ଯ୍ୟରେ ନିଜର ଧ୍ୟାନ କେନ୍ଦ୍ରିତ କରନ୍ତୁ। ଟଙ୍କାପଇସା ମାମଲାରେ ସାବଧାନ ରୁହନ୍ତୁ। ବୈବାହିକ ଜୀବନରେ ପ୍ରେମ ଏବଂ ସନ୍ତୁଷ୍ଟି ରହିବ। ନିଜର ଖରାପ ଅଭ୍ୟାସ କୁ ଦୂର କରିବା ପାଇଁ ପ୍ରୟାସ କରନ୍ତୁ। ଆପଣ ପିତାମାତାଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

ବିଛା ରାଶି –

ଆଜି ଅଚାନକ ଆପଣଙ୍କୁ ଧନ ଲାଭ ହେବାର ସମ୍ଭାବନା ରହିଛି। ପାରିବାରିକ ଜୀବନରେ ସୁଖ ଶାନ୍ତି ଭରି ରହିବ। ସମ୍ପର୍କୀୟ ଠାରୁ ସମର୍ଥନ ଆପଣଙ୍କୁ ମିଳିବ। ଆପଣଙ୍କ ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ। ଆପଣଙ୍କ ସମ୍ପର୍କ ସୁଦୃଢ଼ ରହିବ। ଛାତ୍ରଛାତ୍ରୀ ମାନଙ୍କୁ ନିଜ ପରୀକ୍ଷା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଆପଣଙ୍କ ପିତା ଆପଣଙ୍କ ଉପରେ ଅଧିକ ପ୍ରସନ୍ନ ରହି ପାରନ୍ତି। ଆର୍ଥିକ ବିଷୟ କୁ ନେଇ ଆପଣଙ୍କୁ ଧ୍ୟାନ ଦେବା ଆବଶ୍ୟକ।

ଧନୁ ରାଶି –

ଆଜି ଆପଣଙ୍କୁ କାର୍ଯ୍ୟଳୟ ରେ କର୍ମଚାରୀ ଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ସବୁ ସମସ୍ୟାରୁ ମୁକ୍ତି ମିଳିବ। ଟଙ୍କାପଇସା ମାମଲାରେ ଲାଭ ମିଳିବ। ଅଫିସ ରେ ଅଧିକ କାର୍ଯ୍ୟ ଆସିପାରେ। ସମ୍ପତ୍ତି ମାମଲାରେ ସଫଳତା ମିଳିବ। ବାହନ , ସମ୍ପତ୍ତି ଆଦି କାର୍ଯ୍ୟରେ ସାବଧାନ ରହିବା ଆବଶ୍ୟକ। ଆପଣଙ୍କୁ ସମ୍ପତ୍ତି ନିୟନ୍ତ୍ରଣ କରିବା ପାଇଁ ଅବସର ମିଳିପାରେ।

Google

ମକର ରାଶି –

ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଆପଣ କୌଣସି କଠିନ କାର୍ଯ୍ୟ ସୁବିଧାରେ ସମ୍ପନ୍ନ କରିବେ। ବ୍ୟାପାର ରେ ବଡ଼ ଲାଭ ମିଳିବାର ସମ୍ଭାବନା ରହିଛି। ବିଚାର କରିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ ଏବଂ ଆପଣ ନିଜକୁ ସକାରାତ୍ମକ ଅନୁଭବ କରିବେ। ଆପଣଙ୍କ ପରିଶ୍ରମ ସାର୍ଥକ ରହିବ |

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଭାଇ ମାନଙ୍କ ପାଖରୁ କିଛି ପରାମର୍ଶ ନେବେ। କାନୁନ ମାମଲାରେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି ନଚେତ ପକ୍ଷ ପରିବର୍ତ୍ତନ ହୋଇପାରେ। ସାମାନ୍ୟ ଚିନ୍ତା ଆପଣଙ୍କୁ ଗ୍ରାସ କରି ପାରେ। ନୂଆ ବାହନ କିଣାକିଣି କରିବା ପାଇଁ ଆପଣ ଶୋରୁମ ଯାଇ ପାରନ୍ତି।

ମୀନ ରାଶି –

ଆଜି ଆପଣଙ୍କୁ ଆର୍ଥିକ ସମସ୍ୟା ସହିତ ସାମ୍ନା କରିବାକୁ ପଡି ପାରେ। ଆଜି ଟଙ୍କା ସହିତ ଜଡ଼ିତ କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ କରିବେ। ପୁରୁଣା ସମସ୍ୟାର ସମାଧାନ ବାହାର କରିବେ। ଆପଣଙ୍କୁ ଉତ୍ତମ ଲାଭ ମିଳିବ। ଅଚାନକ ପୁରୁଣା ମାମଲା ଉତ୍ପନ୍ନ ହୋଇପାରେ। ପରିବାର ଲୋକ ଏବଂ ମିତ୍ର ଙ୍କ ସହିତ ଘନିଷ୍ଠ ସଂପର୍କ ସ୍ଥାପନ ହେବ। ପ୍ରେମ ମାମଲାରେ ଦିନଟି ଅନୁକୂଳ ସାବ୍ୟସ୍ତ ହେବ।

ବନ୍ଧୁଗଣ ଆଜି ମା ସନ୍ତୋଷୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ସନ୍ତୋଷୀ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *