Excuse Me Odisha

ଯାହା କହିବୁ ସତ କହିବୁ

କୁମାର ପୂର୍ଣ୍ଣିମା : ଦୀର୍ଘ ୧୦୦ ବର୍ଷ ପରେ ମହା ଲକ୍ଷ୍ମୀ ଯୋଗ ଏହି ୫ଟି ରାଶିର ବ୍ୟକ୍ତି ହେବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦୀର୍ଘ ୧୦୦ ବର୍ଷ ପରେ କୁମାର ପୂର୍ଣ୍ଣିମାରେ ମା ଲକ୍ଷ୍ମୀଙ୍କର ମହା ଯୋଗ ହେବାକୁ ଯାଉଅଛି। ଯାହା ଫଳରେ ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ସ୍ଥାନ ପରିବର୍ତ୍ତନ ହେବାକୁ ଯାଉଛି। ସେଥିପାଇଁ କିଛି ରାଶି ମାନଙ୍କର ଭାଗ୍ୟରେ ବହୁତ ଶୁଭ ଯୋଗ ରହୁଛି। ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିବ। ଆଜିର ଏହି ପୋଷ୍ଟରେ ଆମେ ଜାଣିବା କୁମାର ପୂର୍ଣ୍ଣିମା ପର ଠାରୁ କଣ ସେହି ରାଶି ଗୁଡିକ ଯେଉଁମାନେ ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି। ଯାହାକି ସବୁଠାରୁ ଅଧିକ ଲାଭକାରୀ ସାବ୍ୟସ୍ତ ହେବେ।

ମେଷ ରାଶି:-

କୁମାର ପୂର୍ଣ୍ଣିମା ପର ଠାରୁ ପରିଶ୍ରମ ଏବଂ ପରାକ୍ରମର ଉନ୍ନତିର ବିଶେଷ ଅବସର ପ୍ରଦାନ କରିବାର ଅଛି। love life ରେ ମଧ୍ୟ ସମୟ ଅତ୍ୟନ୍ତ ଶୁଭ ରହିବ। ଆପଣ ନିଜ ବିଜନେସରେ ମଧ୍ୟ ଲାଭନ୍ନିତ ହେବେ ଏବଂ ପରିବାରରେ ଶୁଭ ଏବଂ ମଙ୍ଗଳ କାର୍ଯ୍ୟ ମଧ୍ୟ ହେବ। ସନ୍ତାନ ମାନଙ୍କ ତରଫରୁ କୌଣସି ଖୁସି ଖବର ଶୁଣିବାକୁ ମିଳିପାରେ। କିନ୍ତୁ ତାହା ସହିତ ଗୁପ୍ତ ଶତୃଙ୍କ ଠାରୁ ଆପଣଙ୍କୁ ସାବଧାନ ରହିବାକୁ ପଡିବ। ଆର୍ଥିକ କ୍ଷେତ୍ରରେ ଆପଣ ବହୁତ ଲାଭବାନ ହେବେ। ମା ଲକ୍ଷ୍ମୀଙ୍କର ଅପାର କୃପା ଆପଣଙ୍କ ଉପରେ ରହିବ।

Google

କନ୍ୟା ରାଶି:-

କନ୍ୟା ରାଶିର ଲୋକ ମାନଙ୍କ ପାଇଁ ଧନ ଆଗମନର ରାସ୍ତା ଖୋଲି ଯିବ। ଧନ ଆଗମନ ହେବ। ଯଦି ଆପଣଙ୍କର କୌଣସି କାର୍ଯ୍ୟ ଏପର୍ଯ୍ୟନ୍ତ ଅଟକି ରହିଥିବ। ସେହି କାର୍ଯ୍ୟ ପରିବାର ସଦସ୍ୟ ମାନଙ୍କର ସହଯୋଗ କାରଣରୁ ପୂରଣ ହେବ। ଏବଂ ଆରମ୍ଭ ହେବାକୁ ଲାଗିବ। ଧର୍ମ କର୍ମରେ ଶୁଭ ମାଙ୍ଗଳିକ କାର୍ଯ୍ୟ ଆପଣଙ୍କ ଦ୍ୱାରା ସମ୍ପର୍ଣ୍ଣ ହେବ। ଆପଣଙ୍କର ସ୍ୱସ୍ଥ୍ୟ ବି ସମ୍ପୂର୍ଣ୍ଣ ଭଲ ରହିବ। ଏବଂ ଏହି ସମୟରେ ଆପଣ ନିଜକୁ ବହୁତ ଶାନ୍ତ ଏବଂ ସନ୍ତୁଷ୍ଟ ଅନୁଭବ କରିବେ। ଆପଣଙ୍କୁ କୌଣସି ନାଁ କୌଣସି କ୍ଷେତ୍ରରୁ ଆକସ୍ମିକ ଧନ ଲାଭ ହେବ। ମା ଲକ୍ଷ୍ମୀଙ୍କର ଅପାର କୃପା ଆପଣଙ୍କ ଉପରେ ରହିବ।

ମକର ରାଶି:-

ମକର ରାଶି ଥିବା ବ୍ୟକ୍ତିମାନଙ୍କ ପାଇଁ କୁମାର ପୂର୍ଣ୍ଣିମା ପରେ ଆଶାର ଅନୁରୂପ ଏବଂ ତାଙ୍କର କାର୍ଯ୍ୟରେ ସଫଳତା ମିଳିବାକୁ ଲାଗିବ। କିନ୍ତୁ ଏହି ସମୟରେ ଆପଣ କିଛି ବ୍ୟସ୍ତ ବି ଅଧିକ ରହିବାକୁ ଲାଗିବେ। କୌଣସି କାର୍ଯ୍ୟରେ ଅଧିକ ଦୌଡିବାକୁ ପଡିପାରେ। ଏହି ସମୟରେ ଆପଣ ଧନ ନିବେଶ କରିବାର ନୂଆ ନୂଆ ଯୋଜନା କରିପାରନ୍ତି। ଏବଂ ଯାତ୍ରାର ଯୋଗ ରହୁଛି। ଏବଂ ଏହି ଯାତ୍ରା ଆପଣଙ୍କର ସଫଳ ହେବ। ଉଦେଶ୍ୟ ସଫଳତାର ସହିତ ସମ୍ପୂର୍ଣ୍ଣ ହେବ ଏବଂ ସ୍ୱସ୍ଥ୍ୟ ଏହି ମାସରେ ସମ୍ପୂର୍ଣ୍ଣ ଭଲ ରହିବ। ଏହି ସମୟରେ ବ୍ୟାପାରି ମାନେ ବିଶେଷ ଭାବରେ ଅଧିକ ଲାଭ ଦେଖିବାକୁ ପାଇବେ। ଅର୍ଥାତ କୁମାର ପୂର୍ଣ୍ଣିମା ପରେ ଆପଣଙ୍କ ପାଇଁ ବିଶେଷ ଲାଭକାରୀ ସାବ୍ୟସ୍ତ ଗେବ। ମା ଲକ୍ଷ୍ମୀଙ୍କର ଅପାର କୃପା ଆପଣଙ୍କ ଉପରେ ରହିବ ଯାହା ଦ୍ୱାରା ଆପଣଙ୍କୁ ଆକସ୍ମିକ ଧନ ପ୍ରାପ୍ତ ହେବ।

ତୁଳା ରାଶି:-

ଏହି ରାଶି ଥିବା ଜାତକ ମାନଙ୍କ ପାଇଁ ଏହି କୁମାର ପୂର୍ଣ୍ଣିମା ପରେ କୌଣସି ପ୍ରକାରରେ ଆପଣଙ୍କୁ ଧନ ଲାଭ ହେବ। କାର୍ଯ୍ୟରେ ସଫଳତା ମିଳିବ। କାର୍ଯ୍ୟ କ୍ଷେତ୍ରରେ ଆପଣ ଏହି ମାସରେ କିଛି ଅଧିକ ବ୍ୟସ୍ତ ରହିବେ। ବ୍ୟବସାୟରେ କିଛି ପରିବର୍ତ୍ତନର ବିଚାର କରିପାରନ୍ତି। ନୂଆ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରନ୍ତି। ଆପଣଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ। ପ୍ରଗ୍ରାମ ବି ରହୁଛି। ଆପଣଙ୍କ love life ପାଇଁ ସମ୍ପୂର୍ଣ୍ଣ ମାସଟି ଶୁଭ ରହିବ। ସମ୍ପର୍କରେ ଦୃଢ଼ତା ଆସିବ। କୁମାର ପୂର୍ଣ୍ଣିମା ପରେ ଖୁସି ଆପଣଙ୍କ ଜୀବନରେ ଲାଗି ରହିବ। ଏବଂ ବହୁତ ପ୍ରକାରର ପରିବର୍ତ୍ତନ ଆପଣଙ୍କୁ କୁମାର ପୂର୍ଣ୍ଣିମା ପରେ ଦେଖିବାକୁ ମିଳିବ। ଯାହାକି ସମୟ ଆପଣଙ୍କ ପାଇଁ ଆହୁରି ଶୁଭମୟ କରିବ। କୌଣସି ସ୍ଥାନରୁ କିଛି ଶୁଭ ସମାଚାର ପ୍ରାପ୍ତ କରିବେ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ଅଧିକ ପରିଶ୍ରମ କରିବା ଭଳି ରହିବ। କିନ୍ତୁ କରାଯାଇଥିବା ପରିଶ୍ରମର ଫଳ ଆପଣଙ୍କୁ ନିଶ୍ଚିତ ପ୍ରାପ୍ତ ହେବ। ମା ଲକ୍ଷ୍ମୀଙ୍କର ବିଶେଷ କୃପା ଆପଣଙ୍କ ଉପରେ ରହିବ।

Google

କୁମ୍ଭ ରାଶି:-

ଏହି କୁମାର ପୂର୍ଣ୍ଣିମା ପରେ ଆପଣ କୌଣସି ନାଁ କୌଣସି ମାଙ୍ଗଳିକ କାର୍ଯ୍ୟରେ ଲିପ୍ତ ରହିବେ। ଘର ପରିବାରରେ ମାଙ୍ଗଳିକ କାର୍ଯ୍ୟ ସମ୍ପର୍ଣ୍ଣ ହେବ। ଧାର୍ମିକ କାର୍ଯ୍ୟ ପ୍ରତି ମନ ଅଧିକ ଆକର୍ଷିତ ହେବ। ପରିବାରର ସଦସ୍ୟ ମାନଙ୍କ ସହଯୋଗ କାରଣରୁ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଅଧ୍ୟନ କ୍ଷେତ୍ରରେ ସଫଳତା ମିଳିବ। ଘର ପରିବାରରେ ସଦସ୍ୟଙ୍କର ସଂଖ୍ୟା ବୃଦ୍ଧି ପାଇବ। ଅର୍ଥାତ ଘରକୁ କୌଣସି ନୂଆ କୁଣିଆ ଆସି ପାରନ୍ତି। ତେବେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ଅଳ୍ପ ମାନସିକ ଅଶାନ୍ତି ମଧ୍ୟ ଦେଖା ଦେଇପାରେ। କିନ୍ତୁ ଏହି ବ୍ୟସ୍ତତା ଏବଂ ଦୌଡ଼ ଆପଣଙ୍କର କାର୍ଯ୍ୟରେ ଆସିବ। ଏହା ଆପଣଙ୍କୁ ସଫଳତା ପ୍ରଦାନ କରିବ। ମା ଲକ୍ଷ୍ମୀଙ୍କର ବିଶେଷ କୃପା ଆପଣଙ୍କ ଉପରେ ରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ବିଷୟରେ ଜାଣିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଦୁର୍ଗା” ଅବଶ୍ୟ ଲେଖି ଦିଅନ୍ତୁ । ମାତା ଲକ୍ଷ୍ମୀଙ୍କ କୃପା ହେଲେ ଆପଣଙ୍କ ଜୀବନରେ ଚାଲି ଥିବା ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *