Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ଏହି ପୋଷ୍ଟରେ ୧୦ଟି ଅନୁଚିନ୍ତା ବିଷୟରେ ଆଲୋଚନା କରିବା । ଯାହାକି ଆପଣଙ୍କ ଜୀବନ ପରିବର୍ତ୍ତନ କରିଦେବ । (ଭାଗ-୧୦)

ସେୟାର୍ କରନ୍ତୁ

ଆଜିର ୧୦ଟି ଅନୁଚିନ୍ତା। ଆସନ୍ତୁ ଜାଣିବା ୧୦ଟି ଅନୁଚିନ୍ତା କଣ କଣ?

ଛେଳି ଖୁରାର ଧୂଳି,ଘୁଷୁରୀ ଗୋଡ଼ର ଧୂଳି, ଝାଡୁର ଧୂଳି, ଏବଂ ରଜସ୍ୱହା ନାରୀର ପାଦ ଧୂଳି ଠାକୁର ଘର ପଡିଲେ ଧନୀ ଥିଲେ ଆପଣ ଗରିବ ହୋଇଯିବେ।

ଯାତ୍ରା ସମୟରେ ଚରୁ ଥିବା ଗାଈଟି ମୁଣ୍ଡ ଉଠେଇ ଚାହିଁଲେ ଅଧିକ ଶୁଭ ଫଳ ମିଳିଥାଏ।

କାଚ ପାତ୍ରରେ ଲୁଣ ରଖିଲେ ଶୁଭ ଫଳ ମିଳିଥାଏ।

ନିମ୍ବ ଗଛ କେବେବି ହାଣନ୍ତୁ ନାହିଁ କିମ୍ବା ନିମ୍ବ କାଠ କେବେବି ଜଳାନ୍ତୁ ନାହିଁ।

ଖରାପ ସ୍ୱପ୍ନ ଦେଖିଲେ ମନ ଦୁଖଃ ନକରି ନିଦ ଭାଙ୍ଗିବା ପରେ ବାହାରକୁ ଆସି ଗୋଟିଏ ଘାସକୁ ମୁଣ୍ଡରେ ମାରି ଫୋପାଡ଼ି ଦିଅନ୍ତୁ।

Google

ପ୍ରତିଦିନ ସକାଳେ ଦୁଇଟି ନିମ୍ବ ପତ୍ର ସେବନ କଲେ ଅନେକ ପ୍ରକାରର ଉପକାର ମିଳିଥାଏ।

ଖାଇବା ସମୟରେ ଗାଲରେ, ମୁଣ୍ଡରେ, କିମ୍ବା ଗୋଡ଼ରେ ହାତ ରଖି ଖାଆନ୍ତୁ ନାହିଁ। ଏପରି କଲେ ଅନେକ କ୍ଷତିକାରକ ହୋଇଥାଏ।

ପୁରୁଷ ହୁଅନ୍ତୁ ଅବା ନାରୀ କେବେବି ବେକ ଖାଲି ରଖିବା ଉଚିତ ନୁହେଁ। ଏହା ଅଶୁଭତ୍ୱ ବୃଦ୍ଧି କରେ।

ଦୁଆର ମୁହଁରେ ବସା ଯାଇଥିବା କଳସ ତମ୍ବା କିମ୍ବା ପିତଳର ନହୋଇ ଯଦି ମାଟି କଳସ ହୋଇଥାଏ ତାହେଲେ ଅନେକ ଶୁଭ ଫଳ ମିଳିଥାଏ।

Google

ରାତିରେ ଯଦି ଘୁଙ୍ଗୁଡ଼ି ମାରୁଥାନ୍ତି ଯୋଡିଏ ଗୁଜୁରାତି ଖାଇ ଉଷୁମ ପାଣି ପିଅନ୍ତୁ ଏଥିରେ ପେଟରେ ଚର୍ବି ଅଂଶ କମି ଯାଇଥାଏ। ଏବଂ ଘୁଙ୍ଗୁଡ଼ି ମାରିବା କମି ଯାଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *