Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୯ ଅକ୍ଟୋବର ୨୦୨୦,ଗୁରୁବାର,ଆଜି ଏହି ୩ ଟି ରାଶିର ଲୋକଙ୍କ ଭାଗ୍ୟ ସୁଦୃଢ ରହିବ, ପୂର୍ବରୁ କରିଥିବା ପ୍ରୟାସ ସଫଳ ରହିବ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ବୁଧବାର ୨୯ ଅକ୍ଟୋବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୯ ଅକ୍ଟୋବର ୨୦୨୦।

ମେଷ ରାଶି –

କାର୍ଯ୍ୟଳୟ ଆପଣଙ୍କ ଦିନ ସୁଖମୟ ରହିବ। ବ୍ୟକ୍ତିଗତ ଜୀବନରେ ସମସ୍ୟା ସମାପ୍ତ ହୋଇପାରେ। ମାତାପିତାଙ୍କ ବ୍ୟବହାରରେ ଦୁଃଖ କରି ପାରନ୍ତି। ଆପଣଙ୍କ ପ୍ରୟାସ ସଫଳ ରହିବ। ନକାରାତ୍ମକ ବିଚାର ରେ ବୃଦ୍ଧି ହେବ। ବିବାଦ, ଚୋରି ଆଦି ହେବା ସମ୍ଭବ ଅଟେ। ପୁରୁଣା ରୋଗ ସୃଷ୍ଟି ହୋଇପାରେ। ନୂଆ ସମ୍ବନ୍ଧ ସ୍ଥାପିତ କରିବା ପୂର୍ବରୁ ଗମ୍ଭୀରତା ପ୍ରଦର୍ଶନ କରିବେ। କାରବାର ରେ ଲାଭ ମିଳିବ।

ବୃଷ ରାଶି –

ଆଜି ଆପଣଙ୍କୁ ସେୟାର ବଜାରରେ ବଡ଼ ଲାଭ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟିକ ସ୍ଥିତି ସୁଦୃଢ ରହିବ। ମାନସିକ ଚିନ୍ତା ବଢିପାରେ। ଯାତ୍ରା ସମୟରେ ସାବଧାନ ରୁହନ୍ତୁ। ଦୁଃଖଦ ସମାଚାର ମିଳିପାରେ। ଭାବୁକ ହୋଇ ଏଭଳି କାର୍ଯ୍ୟ କରନ୍ତୁ ନାହିଁ, ଯେଉଁଥିରେ ହାନୀ ପହଞ୍ଚି ପାରେ। ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ।

ମିଥୁନ ରାଶି –

ଉନ୍ନତି ମାର୍ଗ ପ୍ରଶସ୍ତ ହେବ। ଅନ୍ୟମାନଙ୍କ ପାଇଁ ଆପଣ କିଛି କରିବା ପାଇଁ ବିଚାର କରିବେ। ଆଜି ଆପଣ ନୂଆ ବିଚାର ରେ ପରିପୂର୍ଣ ରହିବେ। କାର୍ଯ୍ୟସ୍ଥଳ ରେ ଆପଣଙ୍କୁ ଫାଇଦା ମିଳିବ। ଭାଇ ଭଉଣୀଙ୍କ ପାଇଁ ରୋଜଗାର ର ଅବସର ମିଳିବ। ଭାଇ ଭଉଣୀଙ୍କ ସୁଖ ସମୃଦ୍ଧି ର ବୃଦ୍ଧି ହେବ। ଆପଣଙ୍କ ଘରେ କୌଣସି ବଡ଼ ଘଟଣା ପରିବର୍ତ୍ତନ ହୋଇପାରେ। କାର୍ଯ୍ୟସ୍ଥଳ ରେ ଆପଣଙ୍କ ସହିତ ଧୋକା ହୋଇପାରେ।

Google

କର୍କଟ ରାଶି –

ଆଜି ଆପଣଙ୍କ ଆକର୍ଷକ ବ୍ୟବହାର ଅନ୍ୟମାନଙ୍କୁ ଆପଣଙ୍କ ଆଡ଼କୁ ଆକର୍ଷିତ କରିବ । ଜମିବାଡ଼ି ସମ୍ବନ୍ଧିତ ମାମଲାରେ ସଫଳତା ମିଳିବ। ଆପଣ ସନ୍ତାନ ସୁଖ ପ୍ରାପ୍ତ କରି ପାରନ୍ତି। ସମ୍ପର୍କୀୟଙ୍କ ସହିତ ମତଭେଦ ସମାପ୍ତ ହୋଇପାରେ। କାର୍ଯ୍ୟସ୍ଥଳ ରେ ବ୍ୟବଧାନ ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ। ପରୀକ୍ଷାରେ ସଫଳତା ମିଳିବ। ମାତାଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ।

ସିଂହ ରାଶି –

ଆଜି ଆପଣ ଅଧିକ ବ୍ୟସ୍ତ ରହି ପାରନ୍ତି। ବ୍ୟାପାର ବ୍ୟବସାୟ ରେ ଲାଭ ମିଳିବ। କାର୍ଯ୍ୟରେ ଆପଣଙ୍କୁ ଲୋକଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଘରୋଇ ବିବାଦ ହୋଇପାରେ। ଆପଣଙ୍କୁ ନିଜ ଜୀବନ ପ୍ରଣାଳୀ କୁ ପରିବର୍ତ୍ତନ କରିବାକୁ ପଡ଼ିବ।ଆଧ୍ୟାତ୍ମିକ ବିକାଶ ର ଯୋଗ ରହିଛି। କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି ଏବଂ ଆପଣଙ୍କୁ ଲାଭ ମିଳିବ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କ ସମ୍ପର୍କରେ ସୁଧାର ଆସିବ।

କନ୍ୟା ରାଶି –

ପୁରୁଣା ରୋଗ ସମସ୍ୟା ସୃଷ୍ଟି କରାଇ ପାରେ। ପ୍ରଶାସନ ସହିତ ଜଡ଼ିତ କାର୍ଯ୍ୟ ସମ୍ପନ୍ନ ହେବ। ଉପହାର ବା ସମ୍ମାନ ରେ ବୃଦ୍ଧି ହେବ। ବୈବାହିକ ଜୀବନ ପାଇଁ କଠିନ ସମୟ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସମସ୍ୟାର ନିରାକରଣ ହେବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ଅନୁକୂଳ ରହିଛି।

ତୁଳା ରାଶି –

ଆଜି ଆପଣଙ୍କୁ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ଅବସର ମିଳିବ। କାରବାରରେ ଲାଭ ମିଳିବାର ସମ୍ଭାବନା ରହିଛି। ଜୀବନସାଥୀ ଆଜି କୌଣସି ଉପଲବ୍ଧି ହାସଲ କରି ପାରନ୍ତି। ସାବଧାନ ରୁହନ୍ତୁ, ନଚେତ ହାନୀ ହୋଇପାରେ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅନୁକୂଳ ସମୟ ରହିଛି। ରଚନାତ୍ମକ କାର୍ଯ୍ୟ ସଫଳ ରହିବ । ପରିବାରରେ ନୂଆ ସଦସ୍ୟର ଆଗମନ ରେ ଘରର ମାହୋଲ ସୁଖମୟ ରହିବ। ଆପଣଙ୍କ ବିଚାର ସହରତ୍ମକ ରହିବ।

ବିଛା ରାଶି –

ଆପଣଙ୍କ ଜୀବନସାଥୀ ପିତାମାତାଙ୍କ ପାଇଁ ସହଯୋଗକାରୀ ସାବ୍ୟସ୍ତ ହେବେ। କାରବାର ପାଇଁ ଦିନଟି ସାମାନ୍ୟ ରହିବ। ଶୀଘ୍ରତା ରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହାଫଳରେ ଜୀବନରେ ପଶ୍ଚାତାପ କରିବାକୁ ନପଡେ। ବ୍ୟର୍ଥ ଗତିବିଧି ରେ ନିଜର ସମୟ ନଷ୍ଟ କରନ୍ତୁ ନାହିଁ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ରେ ରୋମାନ୍ସ ଭରି ରହିବ। ଅନ୍ୟ ପ୍ରାଥମିକତା କାରଣରୁ ଯାତ୍ରା ରଦ୍ଧ କରି ପାରନ୍ତି। କୋର୍ଟ କଚେରୀ କାର୍ଯ୍ୟ ବଢିପାରେ।

ଧନୁ ରାଶି –

ଆଜି ଆପଣଙ୍କ ସହକର୍ମୀ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରି ପାରନ୍ତି। ସାହସ ଏବଂ ପରାକ୍ରମ ରେ କରିଥିବା କାର୍ଯ୍ୟରେ ଆପଣଙ୍କୁ ଆଶାର ଅନୁରୂପ ସଫଳତା ଆଣିଦେବ। ଦୈନିକ କାର୍ଯ୍ୟରେ ଅଧିକ ବ୍ୟସ୍ତତା ରହିପାରେ। ବିରୋଧୀ ସକ୍ରିୟ ରହିବେ। ଶୁଭ ସମାଚାର ପ୍ରାପ୍ତ ହେବ। ସମ୍ପତ୍ତି କାର୍ଯ୍ୟରେ ଲାଭ ମିଳିବ।

Google

ମକର ରାଶି –

ଜୀବନସାଥୀ ଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। କିଛି ଅଯଥା ଚିନ୍ତା ଆପଣଙ୍କର ବଢିପାରେ। ପରିବାରର ଆବଶ୍ୟକତା କୁ ଆପଣ ଧ୍ୟାନ ଦେବେ। ରୋମାଣ୍ଟିକ ଭାବନା ରୁ ବଞ୍ଚିତ ହୁଅନ୍ତୁ। ଆପଣ ଆତ୍ମବିଶ୍ବାସ ତଥା ଧର୍ଯ୍ୟ ର ସହିତ ଆଗକୁ ବଢିବେ, ଯାହାଦ୍ବାରା ଆପଣଙ୍କୁ ସଫଳତା ମିଳିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଆଖି ସମସ୍ୟା ଦେଖା ଦେଇପାରେ।

କୁମ୍ଭ ରାଶି –

ଆଜି ଜମିବାଡ଼ି କୁ ନେଇ ବଡ଼ ସଉଦା ରେ ଲାଭ ମିଳିବ। ପ୍ରେମ ଜୀବନ ରେ ସକାରାତ୍ମକ ପରିବର୍ତ୍ତନ ହେବ। କିଛି ନୂଆ ଯୋଜନା ବନେଇବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ଆପଣଙ୍କୁ ନିୟମିତ କଥାବାର୍ତ୍ତା ସମୟରେ ନିଜର ବାଣୀ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ସାମାଜିକ କାର୍ଯ୍ୟ ଆଜି ଆପଣଙ୍କୁ ଆକର୍ଷିତ କରି ପାରେ। ପୂର୍ବରୁ କରିଥିବା ପ୍ରୟାସ ସଫଳ ରହିବ। ଆମଦାନୀ ରେ ବୃଦ୍ଧି ହେବ।

ମୀନ ରାଶି –

ଆଜି ବୁଝି ବିଚାରି ପଦକ୍ଷେପ ନେବା ଆବଶ୍ୟକ। କାର୍ଯ୍ୟକ୍ଷେତ୍ରରେ ଆପଣ ସୁଗମତା ରେ ଆଗକୁ ବଢିବେ। ଆପଣଙ୍କୁ ନିଜ ସହକର୍ମୀଙ୍କ ସହିତ ବିନମ୍ର ହୋଇ କଥାବାର୍ତ୍ତା କରିବା ଆବଶ୍ୟକ। ଧନ ସଞ୍ଚୟ କରନ୍ତୁ, ଏହାଦ୍ବାରା ଆପଣଙ୍କ ଆର୍ଥିକ ଅବସ୍ଥା ଖରାପ ଆଡ଼କୁ ଗତି କରିବ ନାହିଁ। ବନ୍ଧୁଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଘରକୁ ଅତିଥିଙ୍କ ଆଗମନ ହେବ।

ବନ୍ଧୁଗଣ ଆଜି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *