Excuse Me Odisha

ଯାହା କହିବୁ ସତ କହିବୁ

ପଞ୍ଚୁକର ଏହି ୫ଦିନ ଭୁଲରେ ମଧ୍ୟ ଏହି ୫ଟି କାମ କରନ୍ତୁ ନାହିଁ, ନହେଲେ ପଞ୍ଚୁକ ପୂଜାର ଫଳ ମିଳିବ ନାହିଁ

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆପଣମାନଙ୍କୁ ଜଣେଇବୁ ମହାପଞ୍ଚୁକ ବିଷୟରେ। କାର୍ତ୍ତିକ ମାସର ଶେଷ ୫ ଦିନକୁ ମହା ପଞ୍ଚୁକ ବୋଲି କୁହାଯାଏ। କାର୍ତିକ ମାସର ଶେଷ ୫ ଦିନ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ପଞ୍ଚୁକ ପବିତ୍ର ଭାବରେ ପାଳନ କରାଯାଏ। ଏହା ମହା ପଞ୍ଚୁକ ଭୀଷ୍ମ ପଞ୍ଚୁକ ବା ବିଷ୍ଣୁ ପଞ୍ଚୁକ ଭାବରେ ମଧ୍ୟ ଜଣାଶୁଣା। ଯେଉଁମାନେ କାର୍ତିକମାସ ସାରା ହବିଷ କରିପାରନ୍ତି ନାହିଁ ସେମାନେ ଏହି ୫ ଦିନ ହବିଷ ପାଳନ କରନ୍ତି। କିନ୍ତୁ ଆମର ଏହି ପଞ୍ଚୁକରେ ଯଦି ଆପଣ ନିତିଦିନିଆ କାମରେ ଏହି ୫ ଗୋଟି ଭୁଲ କରୁଛନ୍ତି ତଥାପି ଆପଣଙ୍କର ଏହି ପଞ୍ଚୁକର ଫଳ ସତପ୍ରତିଶତ ମିଳିବ ନାହିଁ। ତେବେ ଏହି ସବୁ କାର୍ଯ୍ୟ ପଞ୍ଚୁକ ଭିତରେ କରିବା ଉଚିତ ନୁହେଁ।

Google

ଆପଣ ଯେକୌଣସି ବି ମନ୍ତ୍ର ଜପ କରୁଛନ୍ତି ଆପଣ ସର୍ବଦା ଆପଣଙ୍କ ପୂଜା ଘରେ ହିଁ ମନ୍ତ୍ର ଜପ କରନ୍ତୁ। ଆପଣଙ୍କ ଘରର ଦୌଡ଼ିଆ ଖଟରେ କଦାପି ମନ୍ତ୍ର ଜପ କରିବା ଉଚିତ ନୁହେଁ। ନଚେତ ଆପଣଙ୍କ ଫଳ ସମ୍ପୂର୍ଣ୍ଣ ମିଳିବ ନାହିଁ। କାରଣ ବେଳେବେଳେ ଆମେ ଖଟରେ ଖାଇବା ଖାଇ ଥାଉ ଏବଂ ଅନେକ ଲୋକ ଆସି ବସି ଥାଆନ୍ତି। ତେଣୁ ତାହା ଅପବିତ୍ର ହୋଇ ଯାଇଥାଏ। ତେଣୁ ଆପଣ ଯେତେବେଳେ ବି ମନ୍ତ୍ର ଜପ କରିବେ ଆପଣ ଠାକୁରଙ୍କ ପାଖରେ ବସି ଏହି ୫ ଦିନ ଜପ କରିଲେ ପୁରା ଫଳ ମିଳିବ।

ଯଦି ଆପଣ ଧ୍ୱନିଷ୍ଠା ନକ୍ଷତ୍ରରେ ଯେଉଁ ବସ୍ତୁ ଜଳୁଥୁବ ତାକୁ କଦାପି ଏକାଠି ରଖିବା ଉଚିତ ନୁହେଁ। ଏହା ଶାସ୍ତ୍ରରେ ଅମାନ୍ୟ ବୋଲି କୁହାଯାଇଛି।

ପଞ୍ଚୁକର ୫ ଦିନରେ ଯେଉଁ ସମୟରେ ରେବ ଦିନ ନକ୍ଷତ୍ର ଥିବ ଆପଣ ସେହି ସମୟରେ ଘରର କୌଣସି କାର୍ଯ୍ୟ କରିବା ଅନୁଚିତ। ଯେପରିକି ଆପଣ ଛାତ ଦେବା, ଘର କରିବା ଏହି ସବୁ କାର୍ଯ୍ୟ ନିଷେଧ ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ଏହି ପଞ୍ଚୁକରେ ଆପଣ ପିଆଜ, ରସୁଣ, ଆମିଷ ଭକ୍ଷଣ ନିଷେଧ ତା ସହିତ ଆପଣ ଏହି ୫ ଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ। ନାରୀ ଆପଣ ପରିତ୍ୟାଗ କରିବା ଉଚିତ।

Google

ଯାହା ଯଦି ଆପଣ କରୁଛନ୍ତି ଆପଣଙ୍କ ପାଇଁ ଅସୁବିଧା ହୋଇପାରେ। ଦକ୍ଷିଣ ଦିଗକୁ ଆପଣ ଯେକୌଣସି କାର୍ଯ୍ୟ କରିବା ପାଇଁ ଯିବା ଅନୁଚିତ ପଞ୍ଚୁକର ପାଞ୍ଚ ଦିନରେ। କାହିଁକିନା ଆପଣ ଯଦି ଦକ୍ଷିଣ ଦିଗକୁ ଗତି କରି କୌଣସି କାର୍ଯ୍ୟ କରୁଛନ୍ତି ତାହା ଅଶୁଭ ହୋଇପାରେ କାରଣ ଦକ୍ଷିଣ ଦିଗ ହେଉଛି ଭଗବାନ ଯମଦେବଙ୍କର ଦିଗ। ଏବଂ ଆପଣ ଏହି ପାଞ୍ଚ ଦିନ ଦକ୍ଷିଣ ଦିଗକୁ ଯାତ୍ରା କରିବା ବର୍ଜନୀୟ। ଆପଣ ପଞ୍ଚୁକରେ ଏହି ପାଞ୍ଚଟି କାର୍ଯ୍ୟ ଭୁଲରେ ବି ମଧ୍ୟ କରନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଅବଶ୍ୟ ଲେଖି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *