Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣ ସୁସ୍ଥ ଜୀବନଯାପନ କରିବାକୁ ଚାହୁଁଛନ୍ତି ତେବେ ଜୀବନରେ କେବେବି ଏହି ୩ଟି ଭୁଲ କାର୍ଯ୍ୟ କରନ୍ତୁ ନାହିଁ ।

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ଜଣେଇବୁ ଯଦି ଆପଣ ସୁସ୍ଥ ଜୀବନ ଯାପନ କରିବାକୁ ଚାହୁଁଥାନ୍ତି ତେବେ କେବେବି ଏହି ୩ଟି ଭୁଲ କାର୍ଯ୍ୟ କରନ୍ତୁ ନାହିଁ।

ଆଜିକାଲିର ଜୀବନ ଶୈଳୀ ଏତେ ଖରାପ ହୋଇଗଲାଣି ଯେ ଲୋକେ ବହୁତ ଅଳ୍ପ ବୟସରେ ଅନେକ ରୋଗରେ ପୀଡିତ ହେଉଛନ୍ତି। ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଏଭଳି ବିଷୟରେ କହିବାକୁ ଯାଉଛୁ ଏହାକୁ ଆପଣାଇଲେ ଆପଣ ନିଜ ଜୀବନରେ ଅନେକ ରୋଗରୁ ବଞ୍ଚି ପାରିବେ। ଏକ ସୁସ୍ଥ ଜୀବନ ଶୈଳୀରେ ବଞ୍ଚି ପାରିବେ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଆଙ୍ଗୁଠି ଏବଂ ବେକ ଫୁଟାଇବା:-

Google

ଲୋକମାନେ ଆଙ୍ଗୁଠି ଏବଂ ବେକ ଫୁଟାଇ ଥାଆନ୍ତି। ଏଥିରେ ଆୟୁଷ ହାନି ହେବା ସହିତ ଦାରିଦ୍ରତା ବୃଦ୍ଧି ପାଇଥାଏ। ବାସ୍ତବରେ କେତେକ ଲୋକ ବାରମ୍ବାର ଆଙ୍ଗୁଠିକି ଫୁଟାଇ ଥାଆନ୍ତି। ଏପରି କଲେ ଜ୍ଵର, ଆଣ୍ଠୁଗଣ୍ଠି ବ୍ୟଥା ହୋଇଥାଏ। ବୃଦ୍ଧ ବୃଦ୍ଧା ସମୟରେ ଆଙ୍ଗୁଠି ଦୁର୍ବଳ ହୋଇଯାଇଥାଏ ଅର୍ଥାତ ଯେକୌଣସି ଜିନିଷ ଧରିବା ପାଇଁ ଶକ୍ତି ପାଏ ନାହିଁ। କେତେକ ଲୋକ ବାରମ୍ବାର ବିଭିନ୍ନ ହାଡ଼ ମଧ୍ୟ ଫୁଟାଇ ଥାଆନ୍ତି। କୁହାଯାଏ କି ଏପରି କଲେ ମା ଲକ୍ଷ୍ମୀ ଚାଲି ଯାଇଥାନ୍ତି। ଅନେକ ଲୋକ ଶରୀର ଅନେକ ଅଙ୍ଗର ହାଡ଼କୁ ଫୁଟାଇ ଥାଆନ୍ତି। ଯାହା ଫଳରେ ହାଡ଼ ଦୁର୍ବଳ ହୋଇଯାଏ। ଏପରି କରିବା ଦ୍ୱାରା ବୃଦ୍ଧ ବୃଦ୍ଧା ସମୟରେ ଶକ୍ତି ହ୍ରାସ ପାଏ।

ନିଶା ଦ୍ରବ୍ୟ:-

ଯେକୌଣସି ନିଶା ଦ୍ରବ୍ୟ ସେବନ କଲେ ସ୍ୱସ୍ଥ୍ୟ ଖରାପ ହୋଇଥାଏ। ସୁଖ ସମୃଦ୍ଧି ନଷ୍ଟ ହୋଇଥାଏ। ଆପଣ ଯେତେ ବଡ଼ ଧନୀ ଲୋକ ହୋଇଥାନ୍ତୁ। କିନ୍ତୁ ନିଶା ଦ୍ରବ୍ୟ ସେବନ କରିଲେ ପରିବାର ଛିନ୍ନ ଭିନ୍ନ ହୋଇଯାଏ। କେହି କେହିମଧ୍ୟ ତଳି ତଳାନ୍ତ ହୋଇଯାନ୍ତି। ଅନେକ ଲୋକଙ୍କୁ ଦେଖିଥିବେ ଯେ ନିଶା ଦ୍ରବ୍ୟ ସେବନ ବ୍ୟକ୍ତି ମାନେ ଜଙ୍ଗଲରେ ହେଉ କିମ୍ବା ନିଛାଟିଆ ଜାଗାରେ ହେଉ ନିଶା ଦ୍ରବ୍ୟ ସେବନ କରିବାକୁ ଏକାଠି ହୁଅନ୍ତି ଏପରି ଅଭ୍ୟାସ ଯେକୌଣସି ସମୟରେ ସେମାନଙ୍କୁ ବିପଦ ମୁଖକୁ ଠେଲି ଦେଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି ସ୍ଥାନରେ ଖାଦ୍ୟ ଖାଇବା ଦ୍ୱାରା ରାହୁ, କେତୁ ଗ୍ରହଙ୍କର ପ୍ରକୋପ ବୃଦ୍ଧି ପାଇଥାଏ। କିହାଯାଏ ଯେ ଏହି ସ୍ଥିତିରେ ବୁଧ ମାନେ ସକ୍ରିୟ ହୋଇ ଜୀବନରେ ଦୁଖଃ ଭରି ଦିଅନ୍ତି। ବର୍ତ୍ତମାନ ସେହିପରି ଖୋଲି, ଦୀପାବଳୀ, ଦଶହରା ଆଦି ସବୁ ପର୍ବରେ ଲୋକମାନେ ମଦ୍ୟପାନ କରୁଛନ୍ତି। ଯାହାକି ଏହା ପାପକର୍ମ ସହିତ ସମାନ ଅଟେ। ଯେକୌଣସି ପର୍ବ, ଉସ୍ୟବରେ ମଦ ପିଇଲେ ଏହାର ପରିଣାମ ସ୍ୱରୂପ ଅଧିକ କଷ୍ଟ ଭୋଗ କରିବାକୁ ପଡେ। ଶାସ୍ତ୍ର ପୁରାଣରେ ମଦ୍ୟପାନ ନିଷେଧ କରାଯାଇଛି। ମଦ୍ୟପାନ କରିବାରେ କୋଣ ଭୁଲ ଆପଣ ନିଶ୍ଚିତ ଜାଣିଥିବେ।

Google

ତାନ୍ତ୍ରିକ ବା ପାପ କର୍ମ:-

ଅନେକ ଲୋକମାନେ ଅଛନ୍ତି ଯେଉଁମାନେ ଶୀଘ୍ର ସଫଳତା ପାଇବାକୁ କିମ୍ବା କାହାକୁ ପ୍ରଭାବିତ କରିବା ପାଇଁ ତନ୍ତ୍ର ବା ପାପକର୍ମକୁ ସମର୍ଥନ କରି ଥାଆନ୍ତି। ସେମାନେ ତାନ୍ତ୍ରିକ ବା ଫକୀର ପାଖକୁ ଯାଇଥାନ୍ତି। ସେହିପରି ଲୋକମାନେ ନିଜର ଏପରି କର୍ମ ପାଇଁ ପରେ ଅନୁତାପ କରିଥାନ୍ତି ସତ କିନ୍ତୁ ସମାଜ ତାଙ୍କୁ କ୍ଷମା କରେ ନାହିଁ। ତୁଳସୀଦାସ ରାମ ଚରିତ୍ର ମାନସରେ ଲେଖିଛନ୍ତି ବାମର ଅର୍ଥ ହେଉଛି ଏ ଦୁନିଆର ସବୁ ପ୍ରକାରର ନକରାତ୍ମକ ସୃଷ୍ଟି କରେ। ନିୟମ, ପରମ୍ପରା, ସର୍ବସାଧାରଣ ଆଚାରଣରେ ପଥର, କଠିନତା ସେ ହେଉଛି ବାମ ପନ୍ଥୀ। ଏପରି କାର୍ଯ୍ୟ କରୁଥିବା ଲୋକମାନେ ଭବିଷ୍ୟତରେ ବଂଶଧରଙ୍କ ପାଇଁ ବିପଦ ରାସ୍ତା ଖୋଲି ଦେଇଥାନ୍ତି। ଯାହା ଫଳରେ ଦୁଃଖରେ କାଳାତିପାତ କରିବା ସହିତ ଭବିଷ୍ୟତ ବଂଶଧରଙ୍କୁ ମଧ୍ୟ ଶରୀର କଷ୍ଟ, ମାନସିକ ପୀଡା, ଆର୍ଥିକ ଅନାଟନା, ଆଡ଼କୁ ଛାଡି ଦେଇଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *