Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ (୨୬ ଅକ୍ଟୋବର ରୁ ୧ ନଭେମ୍ବର ) : ଏହି ସପ୍ତାହରେ ପାଞ୍ଚଟି ରାଶିକୁ ମିଳିବ ସଫଳତା ,ଗୋଟେ ରାଶିର ବନି ରହିବ ରାଜଯୋଗ।

ସେୟାର୍ କରନ୍ତୁ

ଆପଣଙ୍କ ରାଶି ଆପଣଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇ ଥାଏ। ରାଶିଫଳ ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ଘଟଣାର ପୂର୍ବାନୁମାନ ହୋଇଥାଏ। ବହୁତ ଲୋକଙ୍କ ମନରେ ଏହା ପ୍ରଶ୍ନ ଉଠିଥାଏ କି ଆସୁଥିବା ସପ୍ତାହ ଆମ ପାଇଁ କିପରି ରହିବ ? ଏହି ସପ୍ତାହରେ ଆମ ଗ୍ରହ ନକ୍ଷତ୍ରର ସ୍ଥିତି କଣ ଅଟେ ? ଆଜି ଆମେ ଆପଣ ଆଗାମୀ ରାଶିଫଳ କହିବାକୁ ଯାଉଛୁ। ଏହି ସାପ୍ତାହିକ ରାଶିଫଳରେ ଆପଣଙ୍କୁ ନିଜ ଜୀବନରେ ହେବାକୁ ଥିବା ଘଟଣାକୁ ସଂକ୍ଷେପରେ ବର୍ଣ୍ଣନ ଥିବାର ମିଳିବ। ତେବେ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ୨୬ ଅକ୍ଟୋବରରୁ ୧ ନଭେମ୍ବର ପର୍ଯ୍ୟନ୍ତ।

ମେଷ ରାଶି –

ଏହି ସପ୍ତାହରେ ଆପଣ ବାହାର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଏହି ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ରହିବ। ଘରେ ସୁଖ ସମୃଦ୍ଧି ବିରାଜମାନ କରିବ । ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କାହା ସହିତ ବିବାଦ ହେବାର ସମ୍ଭାବନା ରହିଛି। ଚାକିରୀ ପରିବର୍ତ୍ତନ କରି ପାରନ୍ତି। ଅଧିକ ଧନଲାଭ ହେବାର ସମ୍ଭାବନା ରହିଛି। ସରକାରୀ କାର୍ଯ୍ୟରେ ସଫଳତା ମିଳିବ। ପ୍ରେମୀ ଆପଣଙ୍କ ସହିତ ରହିବେ। ପରିବାରରେ ଶୁଭ କାର୍ଯ୍ୟ ଅନୁଷ୍ଠିତ ହେବ।

ପ୍ରେମ ମାମଲାରେ, ଦାମ୍ପତ୍ୟ ଜୀବନରେ ଆସୁଥିବା ସମସ୍ୟା ଦୂର କରିବା ପାଇଁ ଆପଣଙ୍କୁ ଜୀବନସାଥୀଙ୍କ ସହିତ ମନଖୋଲା କଥାବାର୍ତ୍ତା କରିବା ପାଇଁ ପଡ଼ିବ।

କ୍ୟାରିୟର ମାମଲାରେ, ଯଦି ଆପଣ ଚାକିରୀ ପରିବର୍ତ୍ତନ କରିବାକୁ ଚାହାନ୍ତି, ଏହି ସମୟ ଉପଯୁକ୍ତ ଅଟେ।

ସ୍ବାସ୍ଥ୍ୟ ମାମଲାରେ, କୌଣସି ବଡ଼ ବେମାରୀ ଲାଗି ପାରେ।

ବୃଷ ରାଶି –

ଆବଶ୍ୟକତା ଠାରୁ ଅଧିକ ସହଯୋଗ ପ୍ରାପ୍ତ ହେବ। ଟଙ୍କା ନିବେଶ କରିବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ପିତାମାତାଙ୍କ ଠାରୁ ଧନ ଲାଭ ହେବ। ବ୍ୟାପାରକୁ ନେଇ ବ୍ୟସ୍ତ ରହିବେ ଏବଂ ଲାଭ ପ୍ରାପ୍ତ କରିବେ। ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ, ଆପଣଙ୍କର ସବୁ ସମସ୍ୟାରେ ନିବାରଣ ହୋଇଯିବ।

ପ୍ରେମ ମାମଲାରେ, ଜୀବନସାଥୀ ଙ୍କୁ କିଛି ନୂଆ ଉପହାର ଦେଇ ପାରନ୍ତି।

କ୍ୟାରିୟର ମାମଲାରେ, ଚାକିରୀ ସହିତ ଅନ୍ୟ ସ୍ତୋତ୍ରରୁ ମଧ୍ୟ ଏହି ସପ୍ତାହରେ ଧନ ଅର୍ଜନ କରିବେ।

ସ୍ବାସ୍ଥ୍ୟ ମାମଲାରେ, ବଦଳୁ ଥିବା ପାଗ ପାଇଁ ଆପଣ ଶରୀର ଅସୁସ୍ଥ ହୋଇପାରେ।

ମିଥୁନ ରାଶି –

ମିଥୁନ ରାଶିର ଲୋକେ ଏହି ସପ୍ତାହରେ ଅଧିକ ଚିନ୍ତିତ ରହିବେ। ବ୍ୟାପାର ବ୍ୟବସାୟ ଠିକ୍ ଠାକ୍ ଚାଲିବ। ଆପଣଙ୍କୁ ପରିଶ୍ରମର ଫଳ ପ୍ରାପ୍ତ ହେବ। ଆପଣଙ୍କୁ ନୂଆ କାର୍ଯ୍ୟ କରିବା ପାଇଁ ପ୍ରେରଣା ମିଳିବ। ଆପଣଙ୍କୁ ନିଜ ବିଚାର ପ୍ରତି ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ଛୋଟ ବାଧା ଆପଣଙ୍କ ମାର୍ଗରେ ଆସିପାରେ।

ପ୍ରେମ ମାମଲାରେ, ଏହି ସପ୍ତାହଟି ପ୍ରେମ କରିଥିବା ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ।

କ୍ୟାରିୟର ମାମଲାରେ, ଏହି ସପ୍ତାହରେ କ୍ୟାରିୟର ସମ୍ବନ୍ଧିତ ଅନେକ ସମ୍ଭାବନା ନେଇ ଆସିବ।

ସ୍ବାସ୍ଥ୍ୟ ମାମଲାରେ, ଆଣ୍ଠୁ ଦରଜ ସମସ୍ୟା ଦେଖା ଦେଇପାରେ, ଏଥିପାଇଁ ସର୍ବଦା ବ୍ୟାୟାମ କରନ୍ତୁ।

Google

କର୍କଟ ରାଶି –

ଆପଣ ନିଜର ଆତ୍ମବିଶ୍ବାସ ବଳରେ ନିଜକୁ ପ୍ରମାଣିତ କରି ଦେଖେଇବେ। କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ସମ୍ପର୍କରେ ନୂଆ ଚେତନା ସୃଷ୍ଟି ହେବ। ସମାଜରେ ମାନସମ୍ମାନ ପ୍ରାପ୍ତ ହେବ। ଅଧିକ ଖର୍ଚ୍ଚ ହେବାଦ୍ବାରା ଆପଣ ଚିନ୍ତିତ ରହି ପାରନ୍ତି। ମତଭେଦ ହେବାର ସମ୍ଭାବନା ରହିଛି। ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।

ପ୍ରେମ ମାମଲାରେ, ପରସ୍ପରକୁ ନ ବୁଝିବା କାରଣରୁ ଆପଣଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ।

କ୍ୟାରିୟର ମାମଲାରେ, ଏହି ସପ୍ତାହରେ ପ୍ରତିଯୋଗୀ ମାନଙ୍କୁ ସଫଳତା ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ଏହି ସପ୍ତାହରେ ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ।

ସିଂହ ରାଶି –

ଏହି ସପ୍ତାହରେ କାର୍ଯ୍ୟଳୟ ଏବଂ ଘରେ ଆପଣ ଚାପ ଅନୁଭବ କରି ପାରନ୍ତି। ମାତାପିତାଙ୍କ କର୍ତ୍ତବ୍ୟକୁ ଆପଣ ପୂରଣ କରିବେ। ଅନ୍ୟମାନଙ୍କୁ ନିଜ କଥା ସେୟାର କରିବେ। ପରିବାରର ବୃଦ୍ଧ ଲୋକଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ। ନିଜକୁ ନିୟନ୍ତ୍ରଣ ରଖିବାକୁ ପ୍ରୟାସ କରନ୍ତୁ।

ପ୍ରେମ ମାମଲାରେ, ପ୍ରେମୀଙ୍କ ସହିତ ଏହି ସପ୍ତାହରେ ଭ୍ରମଣ ରେ ଯାଇ ପାରନ୍ତି।

କ୍ୟାରିୟର ମାମଲାରେ, ଏହି ରାଶିର ଲୋକଙ୍କୁ ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟକୁ ନେଇ ଚିନ୍ତା ରହିବ, କିଛି ଲୋକେ ବେମାର ରହି ପାରନ୍ତି।

କନ୍ୟା ରାଶି –

ବ୍ୟବସାୟୀ ଅନ୍ୟ ଉଜ୍ଜ୍ୱଳ ଯୋଜନା କୁ ନେଇ ନିବେଶ କରିବା ପାଇଁ ବିଚାର କରିବେ। କୌଣସି କାର୍ଯ୍ୟ ସମ୍ପନ୍ନ ହେବାରେ ଅଧିକ ସମୟ ଲାଗି ଯାଇପାରେ। କୋର୍ଟ କଚେରୀ ମାମଲାରେ ଦୂରେଇ ରହିବା ଆବଶ୍ୟକ। କାରବାରକୁ ନେଇ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଅଧିକ ଲୋକଙ୍କ ସହିତ ମିଶିବା ଦ୍ଵାରା ବିଚାରର ଆଦାନପ୍ରଦାନ କରି ପାରିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ପ୍ରେମ ମାମଲାରେ, ଯେଉଁ ଲୋକେ ଏବେ ପର୍ଯ୍ୟନ୍ତ ଏକା ରହିଛନ୍ତି ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ।

କ୍ୟାରିୟର ମାମଲାରେ, କାର୍ଯ୍ୟ ମାମଲାରେ ଆପଣଙ୍କ ସ୍ଥିତି ବଦଳିବ। ଆପଣଙ୍କ ତୀବ୍ର ବୁଦ୍ଧି ଯୋଗୁଁ ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ।

ସ୍ବାସ୍ଥ୍ୟ ମାମଲାରେ, ନିଜକୁ ସୁସ୍ଥ ରଖିବା ପାଇଁ ହେଲେ ମାନସିକ ଚିନ୍ତାରୁ ଦୂରେଇ ରହିବା ଆବଶ୍ୟକ।

ତୁଳା ରାଶି –

ଦୈନିକ ବ୍ୟାପାରରେ ଲାଭ ମିଳିବ। ଆପଣଙ୍କୁ ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ଆପଣଙ୍କ ଆଖପାଖ ଲୋକ କ୍ରୋଧିତ ରହି ପାରନ୍ତି, ଯାହାର ପ୍ରଭାବ ଆପଣଙ୍କ ଉପରେ ପଡ଼ିବ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। କଥାବାର୍ତ୍ତା ସମୟରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମୀଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।

ପ୍ରେମ ମାମଲାରେ, ପ୍ରେମୀ ଯୁଗଳ ପରସ୍ପର ସହିତ ଉତ୍ତମ ସମୟ ଅତିବାହିତ କରିବେ।

କ୍ୟାରିୟର ମାମଲାରେ, ବ୍ୟାପାର କରୁଥିବା ଲୋକଙ୍କୁ ନିଜ ଯୋଜନାରେ ସଫଳତା ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି।

ବିଛା ରାଶି –

ପିତାମାତାଙ୍କ ସହଯୋଗରେ ଆପଣଙ୍କ ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ। କିଛି ନୂଆ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। କୌଣସି ବିଶେଷ କାର୍ଯ୍ୟରେ ଆପଣଙ୍କୁ ଲାଭ ମିଳିବ। ଅଫିସରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହୋଇପାରେ। ମହତ୍ୱପୂର୍ଣ୍ଣ କାର୍ଯ୍ୟ ସିଦ୍ଧ ହେବ। ବୁଝି ବିଚାରି କଥା କୁହନ୍ତୁ, ନଚେତ ସମସ୍ୟାରେ ପଡି ପାରନ୍ତି।

ପ୍ରେମ ମାମଲାରେ, ପ୍ରେମ ଜୀବନରେ ଅନେକ ସମସ୍ୟା ଦେଖା ଦେଇପାରେ। ଏହି ସପ୍ତାହ ହସଖୁସିରେ ଭରି ଉଠିବ।

କ୍ୟାରିୟର ମାମଲାରେ, କୌଣସି ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ରହିଛି।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

ଧନୁ ରାଶି –

ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଦାୟିତ୍ବହୀନ ହୁଅନ୍ତୁ ନାହିଁ। ଆର୍ଥିକ ସ୍ଥିତି ସୁଦୃଢ ରଖିବା ପାଇଁ ଆପଣ ପ୍ରୟାସ କରିବେ। କୌଣସି ଦୁଃଖଦ ସମାଚାର ମିଳିପାରେ। ବ୍ୟବସାୟିକ କ୍ଷେତ୍ରରେ ଏହି ସପ୍ତାହ ସୁଦୃଢ ରହିବ। ନୂଆ ବନ୍ଧୁ ବନିବେ, ଯାହାଦ୍ବାରା ଆପଣଙ୍କୁ ଭବିଷ୍ୟତରେ ଲାଭ ମିଳିବ

ପ୍ରେମ ମାମଲାରେ, ପାର୍ଟନର ଏବଂ ଆପଣଙ୍କ ମଧ୍ୟରେ ତାଳମେଳ ରହିବ। ପ୍ରେମ ବୃଦ୍ଧି ହେବ।

କ୍ୟାରିୟର ମାମଲାରେ, କାର୍ଯ୍ୟକ୍ଷେତ୍ରରେ ବିରୋଧୀ ମାନଙ୍କ ଠାରୁ ବଞ୍ଚିତ ରୁହନ୍ତୁ।

ସ୍ବାସ୍ଥ୍ୟ ମାମଲାରେ,  ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ରହିବେ।

Google

ମକର ରାଶି –

ଏହି ସପ୍ତାହରେ ପରିବାର ମଧ୍ୟରେ ବୈଚାରିକ ମତଭେଦ କମ୍ ହେବାଦ୍ବାରା ଆପଣଙ୍କୁ ଆନନ୍ଦ ପ୍ରାପ୍ତ ହେବ। ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିପାରେ। ଆପଣ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରି ପାରନ୍ତି। ବ୍ୟବସାୟ ମାମଲାରେ ଯାତ୍ରା କରିବାକୁ ପଡିପାରେ। ବ୍ୟବସାୟିକ କ୍ଷେତ୍ରରେ ଏହି ସପ୍ତାହ ଅନୁକୂଳ ରହିବ।

ପ୍ରେମ ମାମଲାରେ,ପାର୍ଟନରଙ୍କୁ କୌଣସି ସ୍ଥାନକୁ ଭ୍ରମଣରେ ନେଇ ଯାଇ ପାରନ୍ତି। ନିଜ ହୃଦୟର କଥା ଜୀବନସାଥୀଙ୍କୁ ସେୟାର କରି ପାରନ୍ତି।

କ୍ୟାରିୟର ମାମଲାରେ, ଆପଣଙ୍କ ଆମଦାନୀରେ ବୃଦ୍ଧି ହେବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ଶରୀର ପ୍ରତି ଆପଣଙ୍କୁ ଧ୍ୟାନ ରଖିବା ପାଇଁ ପଡ଼ିବ।

କୁମ୍ଭ ରାଶି –

ଏହି ରାଶିରେ ଆପଣଙ୍କୁ ଶାନ୍ତ ରହିବା ପାଇଁ ପଡ଼ିବ। ଆର୍ଥିକ ଲାଭ ପ୍ରାପ୍ତ ହେବ। ପୁରୁଣା ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ବ୍ୟବସାୟ ପାଇଁ ଏହି ସପ୍ତାହ ଅନୁକୂଳ ସାବ୍ୟସ୍ତ ହେବ। ଅନ୍ୟ ମାନଙ୍କ ଉପରେ ଭରସା କରନ୍ତୁ ନାହିଁ। ଆୟ ସାମାନ୍ୟ ରହିବ। ଆପଣଙ୍କ ମଧ୍ୟରେ ଉତ୍ସାହ ଭରି ରହିବ। ଅସହାୟ ଲୋକଙ୍କୁ କ୍ଷୀର ଦାନ କରନ୍ତୁ, ଲାଭର ଅବସର ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ କୌଣସି କଥାରେ ମତଭେଦ ହୋଇପାରେ।

ପ୍ରେମ ମାମଲାରେ, ପ୍ରେମ ଜୀବନ ସୁଖମୟ ରହିବ। ଆପଣଙ୍କୁ ନିଜ ପାର୍ଟନରଙ୍କୁ ସମୟ ଦେବା ଉଚିତ।

କ୍ୟାରିୟର ମାମଲାରେ, ଆପଣଙ୍କୁ ପରିଶ୍ରମ ଅନୁସାରେ ଲାଭ ମିଳିବ। ଭାଗ୍ୟ ଉପରେ ଭରସା କରନ୍ତୁ ନାହିଁ।

ସ୍ବାସ୍ଥ୍ୟ ମାମଲାରେ, ଆପଣଙ୍କୁ ଏହି ସପ୍ତାହରେ ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

ମୀନ ରାଶି –

ଏହି ସପ୍ତାହରେ କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଆର୍ଥିକ ପକ୍ଷ ସୁଦୃଢ ରହିବ। ପିତାମାତାଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ, ଯାହାଦ୍ବାରା ଆପଣ ଆଗକୁ ବଢ଼ି ପାରିବେ। ଖର୍ଚ୍ଚ ବଢିପାରେ, କିନ୍ତୁ ଚିନ୍ତା କରନ୍ତୁ ନାହିଁ। ଏହି ସପ୍ତାହରେ ଆପଣଙ୍କୁ ଐଶ୍ୱର୍ଯ୍ୟର ସାଧନ ପ୍ରାପ୍ତ ହେବ।

ପ୍ରେମ ମାମଲାରେ, ଜୀବନସାଥୀଙ୍କ ସ୍ଵାଭବରେ ପରିବର୍ତ୍ତନ ହୋଇପାରେ।

କ୍ୟାରିୟର ମାମଲାରେ, ସମ୍ପତ୍ତିରେ ନିବେଶ କରି ପାରନ୍ତି। ଯାହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆମଦାନୀରେ ଅଧିକ ଲାଭ ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଛୋଟ ଛୋଟ ବେମାରୀକୁ ଅଣଦେଖା କରନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ନମଃ ଶିବାୟ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନରେ ଚାଲି ଥିବା ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *