Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୬ ଅକ୍ଟୋବର ୨୦୨୦,ସୋମବାର,ଆଜି ଏହି ୬ଟି ରାଶିର ଜାତକଙ୍କ ଉପରେ ସଙ୍କଟର ବାଦଲ, ବୁଝି ବିଚାରି କରନ୍ତୁ କାମ, ପଢନ୍ତୁ ରାଶିଫଳ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ସୋମବାର ୨୬ ଅକ୍ଟୋବରର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୬ ଅକ୍ଟୋବର ୨୦୨୦।

ମେଷ ରାଶି –

ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ଉତ୍ତମ ରହିବ କି ଆପଣ କିଛି ମନୋରଞ୍ଜନ କାର୍ଯ୍ୟକ୍ରମ ରେ ଭାଗ ନିଅନ୍ତୁ। ପରିଶ୍ରମ ଅନୁସାରେ ଆପଣଙ୍କୁ ଫଳ ପ୍ରାପ୍ତ ହେବ। ଆଧ୍ୟାତ୍ମ୍ୟ ପ୍ରତି ଆପଣଙ୍କର ରୁଚି ବଢ଼ିବ। ପରିବାର ବା ବନ୍ଧୁଙ୍କ ସହିତ ବହାରକୁ ଯାଇ ପାରନ୍ତି। ଅନ୍ୟମାନଙ୍କ ଚିନ୍ତାରେ ନିଜର ଉତ୍ତମ ନିଷ୍ପତ୍ତି କୁ ହରାନ୍ତୁ ନାହିଁ।

ବୃଷ ରାଶି –

ଆଜି ସମ୍ବନ୍ଧରେ କିଛି ସମସ୍ୟା ଦେଖା ଦେଇପାରେ। ଆଜି କୌଣସି ଡିଲ ସାଇନ କରି ପାରନ୍ତି। ଆପଣ ଯାହା କରିବେ ସବୁଥିରେ ଲାଭ ମିଳିବ। ଲୋକେ ଆପଣଙ୍କ ବ୍ୟବହାରର ଫାଇଦା ଉଠାଇ ପାରନ୍ତି। ଏଥିପାଇଁ ଧ୍ୟାନ ରଖନ୍ତୁ। ସନ୍ତାନ ପ୍ରାପ୍ତି ହେବ। ଯାତ୍ରାର ଯୋଗ ରହିଛି।

ମିଥୁନ ରାଶି –

ନିଜର ଜୀବନଶୈଳୀକୁ ପରିବର୍ତ୍ତନ କରନ୍ତୁ। ବନ୍ଧୁ ମାନଙ୍କ ସହିତ କଥାବାର୍ତ୍ତା କରି ତାଙ୍କ ପାଖରୁ ପରାମର୍ଶ ନିଅନ୍ତୁ। ବୁଝି ବିଚାରି ଧନ ନିବେଶ କରନ୍ତୁ। ଆପଣଙ୍କୁ କୌଣସି କାର୍ଯ୍ୟରେ ସମସ୍ୟା ବା ଅସୁବିଧାର ସାମ୍ନା କରିବାକୁ ପଡିପାରେ। ଭୟ ଦୂର କରନ୍ତୁ। ନକାରାତ୍ମକ ଗୁଣକୁ ଲୁଚାନ୍ତୁ ନାହିଁ। ଆପଣଙ୍କ ମାର୍ଗରେ ବାଧା ଉତ୍ପନ୍ନ ହୋଇପାରେ।

Google

କର୍କଟ ରାଶି –

ଆଜିର ଦିନ ଆରମ୍ଭରେ କିଛି ନିରାଶା ଅନୁଭବ ହୋଇପାରେ। ଦିନଟିର ଅନ୍ତ ସନ୍ତୁଷ୍ଟିଜନକ ରହିବ। ଅନ୍ୟମାନଙ୍କ କାର୍ଯ୍ୟରେ ଦଖଲ ଦିଅନ୍ତୁ ନାହିଁ। ଆର୍ଥିକ ମାମଲାରେ ସଫଳତା ମିଳିବ। ଅଧିକ ଖର୍ଚ୍ଚ ହୋଇପାରେ। କାରବାରରେ ବଡ଼ବଡ଼ ନିଷ୍ପତ୍ତି ନେବା ଏବଂ ବିକାଶ ଯୋଜନାରେ ଗୁରୁତ୍ବ ଦେବା ଆବଶ୍ୟକ । ବ୍ୟର୍ଥ ବିବାଦରୁ ବଞ୍ଚିତ ହୁଅନ୍ତୁ। କୌଣସି ସମ୍ପତ୍ତି ଆପଣଙ୍କ ନାମରେ ହୋଇପାରେ।

ସିଂହ ରାଶି –

ଆୟ ଦ୍ଵାରା ଅଧିକ ଖର୍ଚ୍ଚ ହୋଇପାରେ। ଆପଣଙ୍କ ଗଭୀର ବନ୍ଧୁତା ମଧ୍ୟରେ ତୃତୀୟ ଲୋକ ଦଖଲ ଦେଇ ପାରେ। କାର୍ଯ୍ୟକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ପିତାମାତାଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହୋଇପାରେ। ଟଙ୍କାପଇସା ମାମଲାରେ ସତର୍କ ରହିବାର ଆବଶ୍ୟକତା ରହିଛି।

କନ୍ୟା ରାଶି –

ଦାମ୍ପତ୍ୟ ଜୀବନ ପାଇଁ ଆଜିର ଦିନଟି ସାମାନ୍ୟ ରହିବ। କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ରହିବ। ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ, ଏଥିପାଇଁ ଧ୍ୟାନ ରଖନ୍ତୁ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ନିରାଶା ଅନୁଭବ ହୋଇପାରେ। ଉଚ୍ଚ ଅଧିକାରୀ ଆଜି ଆପଣଙ୍କ ସପକ୍ଷରେ ରହିବେ। ବ୍ୟାପାରରେ ସଫଳତା ମିଳିବ।

ତୁଳା ରାଶି –

ଫାଲତୁ ଯାତ୍ରା କରନ୍ତୁ ନାହିଁ। ସବୁ କାର୍ଯ୍ୟ ସାବଧାନ ହୋଇ କରନ୍ତୁ। ନିଜର ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରନ୍ତୁ ତାହେଲେ ଭବିଷ୍ୟତରେ ଆପଣଙ୍କୁ ଫାଇଦା ମିଳିବ। ଆପଣଙ୍କର ପୁରୁଣା ସମସ୍ୟା ଦୂର ହୋଇଯିବ। ପିଲାମାନେ ଅଧିକ ବଦମାସୀ କରି ପାରନ୍ତି। ଦୈନିକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇ ପାରେ।

ବିଛା ରାଶି –

ଆଜି ଆପଣଙ୍କୁ ସମ୍ପର୍କୀୟ ତଥା ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ବିଚାର କରିଥିବା କାର୍ଯ୍ୟ ଉଚିତ ସମୟ ମଧ୍ୟରେ ପୂରଣ ହେବ। କାରବାର ଏବଂ ଚାକିରୀରେ ବିଚାର କରିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଚାକିରୀ ବଦଳିବା ପାଇଁ ପ୍ରୟାସ କରି ପାରନ୍ତି। ଦାମ୍ପତ୍ୟ ଜୀବନ ପ୍ରଭାବିତ ହୋଇପାରେ। ଜୀବନସାଥୀ ବେମାର ହୋଇ ପାରନ୍ତି। ଆପଣଙ୍କ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ।

ଧନୁ ରାଶି –

ପରିଶ୍ରମର ଫଳ ଆପଣଙ୍କୁ ପ୍ରାପ୍ତ ହେବ। ଆପଣ ଏଭଳି କିଛି କାମ କରିବେ, ଯାହାଦ୍ବାରା ଜୀବନସାଥୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଲୋକଙ୍କ ହୃଦୟରେ ଆପଣଙ୍କ ପାଇଁ ମାନସମ୍ମାନ ବୃଦ୍ଧି ହେବ। କାର୍ଯ୍ୟ ମାମଲାରେ ଆପଣଙ୍କ ପ୍ରୟାସକୁ ସଫଳତା ମିଳିବ। ଘରୋଇ ଚିନ୍ତା ଆପଣଙ୍କୁ ଘାରି ପାରେ, ଏହା ଆପଣଙ୍କ କ୍ଷମତାକୁ ଖରାପ କରି ପାରେ। ପାର୍ଟନରଙ୍କ ଭାବନାକୁ ବୁଝିବା ପାଇଁ ପ୍ରୟାସ କରନ୍ତୁ, ଆପଣଙ୍କ ସମ୍ପର୍କ ସୁଦୃଢ଼ ରହିବ। ଅତିଥି ବ୍ୟସ୍ତତା ବଢେଇ ପାରନ୍ତି।

Google

ମକର ରାଶି –

କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। ବ୍ୟବହାର ଦ୍ଵାରା ସବୁକିଛି ପାଇ ପାରିବେ। ଟଙ୍କା ଉପାର୍ଜନ ଏବଂ ସଞ୍ଚୟ ପାଇଁ ଆପଣ ସର୍ଟ କର୍ଟ ରାସ୍ତା ଆପଣେଇ ପାରନ୍ତି। ପୁରୁଣା ରୋଗ ଉଭରି ପାରେ, ଏଥିପାଇଁ ସାବଧାନ ରୁହନ୍ତୁ। ଘରୋଇ କାର୍ଯ୍ୟରେ ବ୍ୟସ୍ତ ରହି ପାରନ୍ତି। ନିଜ ଶରୀର ପ୍ରତି ଧ୍ୟାନ ଦିଅନ୍ତୁ।

କୁମ୍ଭ ରାଶି –

ଆପଣ ଅନ୍ୟମାନଙ୍କୁ ପରଖିବାର କ୍ଷମତା ରଖିବେ। ଅଧିକ ଖର୍ଚ୍ଚ ଆପଣଙ୍କ ଜରୁରୀ କାର୍ଯ୍ୟକୁ ବିଗାଡି ପାରେ। ଜୀବନସାଥୀ ଆଜି ଆପଣଙ୍କୁ ସମୟ ଦେଇ ନ ପାରନ୍ତି। କୌଣସି କାର୍ଯ୍ୟ ଲଗାତାର ହୋଇପାରେ। ଜୀବନସାଥୀଙ୍କ ବ୍ୟବହାର ଆପଣଙ୍କୁ ଦୁଃଖିତ କରାଇ ପାରେ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ। ଆର୍ଥିକ ମାମଲାରେ କୌଣସି କଠିନ ପଦକ୍ଷେପ ନିଅନ୍ତୁ ନାହିଁ।

ମୀନ ରାଶି –

ଆଜିର ଦିନ ଆରମ୍ଭରେ କିଛି ବାଧା ସୃଷ୍ଟି ହୋଇ ପାରେ। ଆପଣ ଧାର୍ମିକ ଆଚରଣ କରିବେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଆପଣ ପରିଶ୍ରମ ଦ୍ଵାରା ଧନ ଉପାର୍ଜନ କରିବେ। ଦାମ୍ପତ୍ୟ ଜୀବନ ପାଇଁ ସମୟ ଉତ୍ତମ ରହିବ। କାର୍ଯ୍ୟ ମାମଲାରେ ସମସ୍ୟା ଦେଖା ଦେଇପାରେ। ସୁଖଦ ଏବଂ ଲାଭଦାୟକ ଯାତ୍ରା କରି ପାରନ୍ତି। ବ୍ୟବସାୟ ରେ ଲାଭ ମିଳିବ।

ବନ୍ଧୁଗଣ ଆଜି ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ହର ହର ମହାଦେବ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *