Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ଏହି ପୋଷ୍ଟରେ ୧୦ଟି ଅନୁଚିନ୍ତା ବିଷୟରେ ଆଲୋଚନା କରିବା । ଯାହାକି ଆପଣଙ୍କ ଜୀବନ ପରିବର୍ତ୍ତନ କରିଦେବ । (ଭାଗ-୫)

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣମାନଙ୍କୁ ୧୦ଟି ଅନୁଚିନ୍ତା ଜଣେଇବୁ। ତେବେ ଆସନ୍ତୁ ଜାଣିବା ୧୦ ଟି ଅନୁଚିନ୍ତା ବିଷୟରେ।

ଅଶ୍ୱତ୍ଥ ବୃକ୍ଷ ମୂଳରେ ପ୍ରତ୍ୟେକ ଗୁରୁବାର ଦିନ ଜଳ ଅର୍ପଣ କରନ୍ତୁ ଏବଂ କିଛି କଞ୍ଚା କ୍ଷୀରରେ ହଳଦୀ ଗୁଣ୍ଡ ମିଶାଇ ଅଶ୍ୱତ୍ଥ ଗଛ ମୂଳରେ ଢାଳନ୍ତୁ। ବୃକ୍ଷକୁ ପୂର୍ବ ବା ଦକ୍ଷିଣ ଅର୍ଥାତ ବୃକ୍ଷ ଚାରି ପଟେ ବୁଲନ୍ତୁ। ଏହା ଦ୍ୱାରା ଆପଣଙ୍କୁ ଅନେକ ଶୁଭ ଫଳ ପ୍ରାପ୍ତି ହେବ।

ଘରେ ହିଂସ୍ର ବାଘ ଏବଂ ସିଂହର ଫୋଟ କିମ୍ବା ମୂର୍ତି ରଖନ୍ତୁ ନାହିଁ। ଏହା ଦ୍ୱାରା ଅଶୁଭ ହୋଇଥାଏ। ମନୁଷ୍ୟ ହିଂସ୍ର ପାଲଟି ଯାଇଥାଏ।

Google

ଅନ୍ଧାରୀୟା ସ୍ଥାନରେ କେବେ ଏକୁଟିଆ ବସନ୍ତୁ ନାହିଁ କିମ୍ବା ଭଜନ କରନ୍ତୁ ନାହିଁ। ଅନ୍ଧାରରେ ଏକୁଟିଆ ବସିଲେ ଅନେକ କୁଭାବନା ମୁଣ୍ଡରେ ପସିଥାଏ।

ରଜ ସଂକ୍ରାନ୍ତି ଦିନ ଆପଣଙ୍କ ଘର ଦ୍ୱାର ମୁହଁରେ  ହଳଦିଆ ଚିତା ଉପରେ ଏକ ଲାଲ ଚିତା ଅଙ୍କନ କରନ୍ତୁ। ଏହା ଏକ ବର୍ଷ ପର୍ଯ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ଶୋଇବା ଖଟ ବା ପଲଙ୍କ ପାଖରେ ଜୋତା କିମ୍ବା ତେଲ ପାତ୍ର ରଖନ୍ତୁ ନାହିଁ। ଏହା କରିବା ଦ୍ୱାରା ଅମଙ୍ଗଳ ହୋଇଥାଏ 

ଯେଉଁମାନେ ସ୍ମରଣ ଶକ୍ତି ବୃଦ୍ଧି କରିବାକୁ ଚାହୁଁଛନ୍ତି ସେମାନେ ବର ଗଛ ଏବଂ ଅଶ୍ୱତ୍ଥ ଗଛ ଏକାଠି ଥିବା ସ୍ଥାନରେ ପ୍ରତିଦିନ ୨୦ ମିନିଟ ବସିଲେ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।

ଘରେ ଯଦି କଳା ପିମ୍ପୁଡି ଡିମ୍ବ ଧରି ବାହାରିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଲାଲି ପିମ୍ପୁଡି ବାହାରିଲେ ଅଶୁଭ ହୋଇଥାଏ।

ବିଛଣାକୁ ଯିବା ପୂର୍ବରୁ ଗୋଡ଼ ହାତ ଧୁଅନ୍ତୁ। ବିଛଣାରେ ବସି ପୂର୍ବ ଦିଗକୁ ମୁହଁ କରି ହାତ ଯଦି ଓଁ ହୋମ ବିଦ୍ୟା ଦେବାୟ ନମଃ ସାତ ଥର ଜପ କରନ୍ତୁ। ଏବଂ ନିଜ ବିଛଣାକୁ ୩ ଥର ଟୀକା ମାରନ୍ତୁ। ପରେ ନିଜ ମଥାରେ କିଛି ସମୟ ଆଙ୍ଗୁଳି ଚଳାନ୍ତୁ ଏହା କରିବା ଦ୍ୱାରା ଆପଣଙ୍କୁ ସୁଖ ନିଦ୍ରାର ପ୍ରାପ୍ତି ହୋଇଥାଏ।

Google

ଅରଖ ଗଛ ଘର ପାଖରେ ରହିଲେ ଶୁଭ। ତାକୁ କଦାପି ନଷ୍ଟ କରନ୍ତୁ ନାହିଁ।

ଦାନ୍ତରେ ନଖ ଛିଡାନ୍ତୁ ନାହିଁ। ଗଡ଼ର ଆଙ୍ଗୁଳି ବାରମ୍ବାର ଫୁଟାନ୍ତୁ ନାହିଁ। ଗଡ଼ର ଆଙ୍ଗୁଳିରେ ଭୂମି ଉପରେ ଗାର କାଟନ୍ତୁ ନାହିଁ। ଏହା ଅଶୁଭ ଫଳ ପ୍ରଦାନ କରିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜର ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନ ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *