Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ଏହି ପୋଷ୍ଟରେ ୧୦ଟି ଅନୁଚିନ୍ତା ବିଷୟରେ ଆଲୋଚନା କରିବା । ଯାହାକି ଆପଣଙ୍କ ଜୀବନ ପରିବର୍ତ୍ତନ କରିଦେବ । (ଭାଗ-୪)

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆପଣମାନଙ୍କୁ ୧୦ ଟି ଅନୁଚିନ୍ତା ବିଷୟରେ ଜଣେଇବୁ। ତେବେ ଆସନ୍ତୁ ଜାଣିବା ୧୦ ଟି ଅନୁଚିନ୍ତା କଣ କଣ ?

ଚୁଲିରେ ଘିଅ ବସାଇଥିବା ବ୍ୟକ୍ତି ଘିଅ ଓହ୍ଲାଇଲେ ଶୁଭ ଫଳ ମିଳିଥାଏ।

ଉଇହୁଙ୍କାର କିଛି ମାଟି ଆଣି ନିଜ ଘରର ଦକ୍ଷିଣ ଦିଗରେ ରଖନ୍ତୁ ଏବଂ ସେହି ମାଟିରେ ଏକ ଚନ୍ଦନ ଗଛ ଲଗାନ୍ତୁ। ଏହା କରିବା ଦ୍ୱାରା ଶତୃନାଶ ଯାଆନ୍ତି। ଏବଂ ଘର କାହାରିକୁ ସାପ ମଧ୍ୟ କାମୁଡ଼େ ନାହିଁ।

ବାପା ମାଙ୍କ ପାଖରେ କେବେ ମିଛ କୁହନ୍ତି ନାହିଁ। କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ସତକଥା ନିଜ ସ୍ତ୍ରୀଙ୍କୁ କୁହନ୍ତୁ ନାହିଁ।

ସୋରିଷ ତେଲରେ ସିନ୍ଦୁର ମିଶାଇ ଘରର ମୁଖ୍ୟ ଦ୍ୱାରରେ ଟିପାଟିଏ ଲଗାଇଲେ ଶୁଭ ଫଳ ମିଳିଥାଏ।

Google

କେବଳ ଠାକୁର ଘର ବ୍ୟତୀତ ମହାଭାରତ ବହି କିମ୍ବା ମହାଭାରତ ଯୁଦ୍ଧର ଫୋଟ ଲଗାନ୍ତୁ ନାହିଁ।

ଗାଧୋଇବା ଘରେ ପାଲଟା ଲୁଗାରୁ କିଛି ଝରୁ ଥିବା ପାଣି ଅନ୍ୟ ବ୍ୟକ୍ତିଙ୍କ ଉପରେ ପଡିଲେ ଅମଙ୍ଗଳ ହୋଇଥାଏ। ଏଥିପ୍ରତି ସତର୍କ ରହିବା ନିଶ୍ଚିତ ଭାବରେ ଆବଶ୍ୟକ।

ସନ୍ତାନ ପ୍ରାପ୍ତି ହେବାର ଏକ ବର୍ଷ ପର୍ଯ୍ୟନ୍ତ ମା ମାନେ ୩ଟି ଦ୍ରବ୍ୟ ଖାଇବା ଅନୁଚିତ। ପଣସ, ଶୁଖୁଆ, ତାଳ।

ପ୍ରତିଦିନ ସକାଳେ ନିଦରୁ ଉଠିବା ପରେ ଅଳ୍ପ କଞ୍ଚା କ୍ଷୀରରେ ଫାଳେ ଲେମ୍ବୁ ଚିପୁଡି ମିଶାଇ ଦିନ ମୁହଁରେ ଏକ ମାସ ଲଗାନ୍ତୁ ଆପଣଙ୍କ ମୁହଁର ସୁନ୍ଦରତା ବୃଦ୍ଧି ପାଇବ।

Google

ମୁହଁରେ କଳା ଦାଗ ଥିଲେ ମିଶୁଡି ଗଛର କଣ୍ଟାକୁ ଗାଈର କଞ୍ଚା କ୍ଷୀରରେ ବାଟି ୧୫ ଦିନ ମୁହଁରେ ଲଗାନ୍ତୁ ଏବଂ ଅରଖ ଗଛର କ୍ଷୀର ସହିତ ହଳଦୀ ବାଟି ମୁହଁରେ ଲଗାଇଲେ ଦାଗ ଲିଭି ଯାଇଥାଏ।

ମୁହଁରେ ବ୍ରଣ ହେଉଥିଲେ ଡାଲଚିନି ଗୁଣ୍ଡରେ ମହୁ ମିଶାଇ ମୁହଁରେ ଲଗାନ୍ତୁ ଆଠ ଦିନରେ ଏହି ଦାଗ ସବୁ ନଥିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜର ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନ ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *