Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୪ ଅକ୍ଟୋବର ୨୦୨୦,ଶନିବାର,ଆଜି ନବରାତ୍ରିର ମହା ନବମୀ ଅଟେ, ମାଆ ଦୁର୍ଗାଙ୍କ କୃପାରୁ ୩ଟି ରାଶିର ଲୋକଙ୍କୁ ମିଳିବ ସଫଳତା।

ସେୟାର୍ କରନ୍ତୁ

ମହାନବମୀ ର ସମୟ ୨୪ ଅକ୍ଟୋବର ରୁ ଆରମ୍ଭ ହୋଇ ସକାଳ ୬ ଟା ବାଜି ୫୮ ମିନିଟ ରୁ ଆରମ୍ଭ ହୋଇ ଆଗାମୀ ଦିନ ୨୫ ଅକ୍ଟୋବର ସକାଳ ୭ ଟା ବାଜି ୪୧ ମିନିଟ ପର୍ଯ୍ୟନ୍ତ ରହିବ। ଆମେ ଆପଣଙ୍କୁ ଶନିବାର ୨୪ ଅକ୍ଟୋବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୪ ଅକ୍ଟୋବର ୨୦୨୦।

ମେଷ ରାଶି –

ଆର୍ଥିକ ସ୍ଥିତି ସୁଦୃଢ ରହିବ। ଯଦି ଆପଣ ବଜେଟ୍ ଅନୁସାରେ ଚାଲିବେ ତାହେଲେ କୌଣସି ପ୍ରକାରର ସମସ୍ୟା ହେବ ନାହିଁ। ପରିବାରରେ ଶୁଭ କାର୍ଯ୍ୟ ହେବାର ଯୋଗ ରହିଛି। ନିଜ କାର୍ଯ୍ୟରେ ଧ୍ୟାନ ଲଗାନ୍ତୁ। କିଛି ସମୟ ପର୍ଯ୍ୟନ୍ତ ଚୁପ ରୁହନ୍ତୁ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ବୃଷ ରାଶି –

ଆଜି କୌଣସି ନିଷ୍ପତ୍ତି ନେବାରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଶିକ୍ଷା କ୍ଷେତ୍ରରେ ଆପଣଙ୍କ ପ୍ରୟାସ ସାର୍ଥକ ରହିବ। ଜୀବନସାଥୀ ଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଆପଣଙ୍କୁ ନିଜ ସ୍ଵଭାବ ରେ ପରିବର୍ତ୍ତନ କରିବା ଆବଶ୍ୟକ।

ମିଥୁନ ରାଶି –

ଆଜି ଆପଣ ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ। କାନୁନ ମାମଲାରେ ଲାଭ ମିଳିବ। ଅନ୍ତରାତ୍ମା ରୁ କାର୍ଯ୍ୟ କରିବେ। ପୂଜାପାଠ ରେ ମନ ଲାଗିବ। ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଅଚାନକ ଧନ ପ୍ରାପ୍ତି ହେବ।

Google

କର୍କଟ ରାଶି –

ଆପଣଙ୍କୁ ଅଚାନକ ସୁଖଦ ସମାଚାର ମିଳିପାରେ, ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ବାହନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବିବାଦ ରୁ ବଞ୍ଚିତ ହୁଅନ୍ତୁ। ପୁରୁଣା ରୋଗ ସୃଷ୍ଟି ହୋଇପାରେ। ବ୍ୟାପାରରେ ଲାଭ ମିଳିବାର ସମ୍ଭାବନା ରହିଛି। ଜମିବାଡ଼ି କିଣାକିଣି କରି ପାରନ୍ତି। ବ୍ୟବସାୟ ଠିକ୍ ଠାକ୍ ଚାଲିବ। ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି।

ସିଂହ ରାଶି –

ଆୟ ର ସାଧନ ରେ ବୃଦ୍ଧି ହେବ। ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ। ଧନ ଲାଭ ହେବାର ଯୋଗ ରହିଛି। ଆପଣଙ୍କ ଅଭିଳାଷା ପୂରଣ ହୋଇପାରେ। ଆପଣ ବନ୍ଧୁ ତଥା ପଡ଼ୋଶୀ ଙ୍କ ସାହାଯ୍ୟ ଲୋଡ଼ିବେ। ପ୍ରତିଦ୍ବନ୍ଦୀ ଶାନ୍ତ ରହି ପାରନ୍ତି। ଶୀଘ୍ରତା କରନ୍ତୁ ନାହିଁ। ସର୍ବଦା ନିଜକୁ ନିୟନ୍ତ୍ରଣ ରେ ରଖନ୍ତୁ।

କନ୍ୟା ରାଶି –

ଆଜି ଆପଣଙ୍କୁ ସମ୍ପର୍କୀୟଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ନିଜ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ରାଜକୀୟ ବାଧା ଦୂର ହେବ। ଧନଲାଭ ହୋଇପାରେ। ପତ୍ନୀଙ୍କ ସ୍ବାସ୍ଥ୍ୟ କୁ ନେଇ ଚିନ୍ତିତ ରହି ପାରନ୍ତି। ନୂଆ ଅନୁବନ୍ଧ ହୋଇପାରେ। ଧନ ଉପାର୍ଜନ ର ନୂଆ ମାର୍ଗ ଖୋଲିବ। ରୋମାଣ୍ଟିକ ଲାଇଫ ରେ ସମସ୍ୟା ଦେଖା ଦେଇପାରେ।

ତୁଳା ରାଶି –

କ୍ୟାରିୟର ରେ ଆଗକୁ ବଢିବା ପାଇଁ ଆପଣଙ୍କୁ ଅନେକ ଅବସର ମିଳିବ। ସମ୍ପତ୍ତି କିଣାକିଣି ରେ ଲାଭ ମିଳିପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କ ମନ ସର୍ବଦା ପ୍ରସନ୍ନ ରହିବ। ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ଧନ ଲାଭ ହେବ। ଉନ୍ନତି ମାର୍ଗ ପ୍ରଶସ୍ତ ହେବ। ଜୀବନସାଥୀ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ।

ବିଛା ରାଶି –

ଆଜି ଭାଗ୍ୟ ଆପଣଙ୍କୁ ସପକ୍ଷରେ ରହିବ ଏବଂ ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କୁ ଆଶାନୁରୂପ ଫଳ ପ୍ରାପ୍ତ ହେବ। ସର୍ବଦା ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ଆପଣଙ୍କ ଜୀବନରେ ସମସ୍ୟାର ସମାଧାନ ହେବ। ଆସୁଥିବା ସମୟ ଆପଣଙ୍କ ପାଇଁ ଲାଭଦାୟକ ରହିବ। ପରିବାରରେ ଭାଇଭଉଣୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ।

ଧନୁ ରାଶି –

ଆଜି ଆପଣଙ୍କୁ ବ୍ୟବସାୟିକ ରୂପରେ ବାଧା ର ସାମ୍ନା କରିବାକୁ ପଡିପାରେ। ଆୟ ରେ ବୃଦ୍ଧି ହେବ। ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ସମ୍ପର୍କୀୟଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଅଟକି ରହିଥିବା ଧନ ଫେରସ୍ତ ମିଳିବ। ପୁରୁଣା ମିତ୍ରଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଶ୍ଵଶୁର ଘରୁ ଧନଲାଭ ହେବାର ସମ୍ଭାବନା ରହିଛି। ଜୀବନସାଥୀ ଙ୍କ ବ୍ୟବହାର ରେ ପରିବର୍ତ୍ତନ ହୋଇପାରେ।

Google

ମକର ରାଶି –

ଆଜି ଆପଣ ଜୀବନରେ ବଡ଼ ସଫଳତା ହାସଲ କରିବେ। ଟଙ୍କାପଇସା ମାମଲାରେ ଦିନଟି ସାମାନ୍ୟ ରହିବ। ବୁଝି ବିଚାରି ଖର୍ଚ୍ଚ କରନ୍ତୁ। କାର୍ଯ୍ୟ ପାଇଁ ଦିନଟି ଅନୁକୂଳ ରହିବ। ଜୀବନସାଥୀ ଙ୍କ ଠାରୁ ଉପହାର ପ୍ରାପ୍ତ ହେବ। ଚାକିରୀରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।

କୁମ୍ଭ ରାଶି –

ବ୍ୟାପାର କରୁଥିବା ଲୋକଙ୍କୁ ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ। ବ୍ୟାପାର କୁ ଆଗକୁ ବଢେଇବା ପାଇଁ କିଛି ନିଷ୍ପତ୍ତି ନେଇ ପାରନ୍ତି। ନିଜର ଇଚ୍ଛା ଏବଂ ଆବଶ୍ୟକତା କୁ ବୁଝିବାକୁ ପ୍ରୟାସ କରନ୍ତୁ । କାର୍ଯ୍ୟ ମାମଲା କୁ ନେଇ ଆଜି ଆପଣ ଦୂର ଯାତ୍ରା କରି ପାରନ୍ତି। ନିଜ ଲକ୍ଷ୍ୟ ପ୍ରତି ଧ୍ୟାନ କେନ୍ଦ୍ରିତ କରନ୍ତୁ, ଦେଖିବେ ଖୁବ୍ ଶୀଘ୍ର ସଫଳତା ମିଳିବ।

ମୀନ ରାଶି –

ଆଜି ଆପଣ କ୍ୟାରିୟର କୁ ନେଇ ବିଶେଷ ଧ୍ୟାନ ଦେବାପାଇଁ ପଡ଼ିବ। ଆଜି ଆପଣଙ୍କୁ କିଛି ଖାସ୍ ଫାଇଦା ମିଳିବ ନାହିଁ। ଆପଣଙ୍କ ଭଲ ବ୍ୟବହାର ଆଖପାଖ ଲୋକଙ୍କୁ ଆନନ୍ଦିତ ରଖିବ। ଆପଣଙ୍କ ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ସୁଦୃଢ ରହିବ। ଚାକିରୀ କରୁଥିବା ଲୋକଙ୍କୁ କାର୍ଯ୍ୟଳୟ ରେ ସତର୍କ ରହିବାର ଆବଶ୍ୟକତା ରହିଛି। କିଛି ସମସ୍ୟା ପାଇଁ ଆପଣ ମାନସିକ ରୂପରେ ଚିନ୍ତିତ ରହି ପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ ରହିବ।

ବନ୍ଧୁଗଣ ଆଜି ପ୍ରଭୁ ଶନିଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ଶନି ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *