Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ଏହି ପୋଷ୍ଟରେ ୧୦ଟି ଅନୁଚିନ୍ତା ବିଷୟରେ ଆଲୋଚନା କରିବା । ଯାହାକି ଆପଣଙ୍କ ଜୀବନ ପରିବର୍ତ୍ତନ କରିଦେବ । (ଭାଗ-୨)

ସେୟାର୍ କରନ୍ତୁ

ନମସ୍କାର ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ୱାଗତ । ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ୧୦ ଟି ଅନୁଚିନ୍ତା ଜଣେଇବୁ। ତେଣୁ ଏହାକୁ ଶେଷ ଯାଏଁ ନିଶ୍ଚିତ ପଢନ୍ତୁ ।

“ମହାପ୍ରସାଦ ଜନନୀ ସର୍ବ ସୌଭାଗ୍ୟ ବର୍ଦ୍ଧିନି ଆଦିବାଦ୍ୟ, ଅରଂ ନିତ୍ୟଂ ତୁଳସୀତମଃ ନମସ୍ତୁସ୍ତେ ” ଏହି ମନ୍ତ୍ର ଜପ କରି ତୁଳସୀ ତୁଳନ୍ତୁ ଦେଖିବେ ଶୁଭ ଫଳ ପାଇବେ।

ଯାଆଁଳା କଦଳୀ ଶିବ ଲିଙ୍ଗରେ ଘର୍ଷଣ କଲେ ଅନେକ ଶୁଭ ଫଳ ମିଳିଥାଏ।

ରାତ୍ରୀ ଭୋଜନ ପରେ ଉଷୁମ ପାଣିରେ ଅଳ୍ପ ଡାଲିଚିନି ପକାଇ ପିଇଲେ ଭଲ ନିଦ ହୋଇଥାଏ।

ଝାଡୁର ଗୋଡ଼ ଲଗାନ୍ତୁ ନାହିଁ। ଶନିବାର ଦିନ ଘରକୁ ଝାଡୁ କିଣି ଆଣନ୍ତୁ ନାହିଁ। ଘରର ପଶ୍ଚିମ ଦିଗରେ ଝାଡୁ ରଖିଲେ ଶୁଭ ଫଳ ମିଳିଥାଏ।

ସୁନା ଜିନିଷକୁ କେବେ ବାମ ହାତରେ ପିନ୍ଧିବା ଉଚିତ ନୁହେଁ। ସୁନାକୁ ଲାଲ,କିମ୍ବା ହଳଦିଆ କପଡ଼ାରେ ଗୋଡ଼ାଇଲେ ଏହା ଶୁଭ ଫଳ ଦେଇ ଥାଏ।

Google

ଖାଇ ସାରିବା ପରେ ହାତର ପଛ ପଟକୁ ଚାଟନ୍ତୁ ନାହିଁ। ଆଗ ପଟକୁ ଚାଟନ୍ତୁ ଘର ଭିତରେ ନଖ କାଟନ୍ତୁ ନାହିଁ। ନଖ କାଟିବା ସମୟରେ ବାରଣ୍ଡା କିମ୍ବା ବାହାରେ ନଖ କାଟିବା ଉଚିତ।

ଗୋଟିଏ ଅକ୍ଷତ ଅଶ୍ୱତ୍ଥ ପତ୍ର ଗଙ୍ଗା ଜଳରେ ଧୋଇ କେଶରରେ ଶ୍ରୀ ଲେଖି ମନୀପର୍ସରେ ରଖନ୍ତୁ। ଏମିତି କରିବା ଦ୍ୱାରା କେବେବି ମନୀପର୍ସରେ ଟଙ୍କା ଖାଲି ହୋଇନଥାଏ। ଘରେ ବିଭିନ୍ନ ପ୍ରକାରର ଫୋଟ ଲଗାଯାଇଥାଏ। କିନ୍ତୁ ବୁଡି ଯାଇଥିବା ଡ଼ଙ୍ଗା କିମ୍ବା ମହାଭାରତ ଯୁଦ୍ଧର ଫୋଟ ଘୋରେ ଲଗାନ୍ତୁ ନାହିଁ ବା ଟାଙ୍ଗନ୍ତୁ ନାହିଁ। ଏହା ଫଳରେ ଘରେ ଆଶାନ୍ତି ବୃଦ୍ଧି ହୋଇଥାଏ। ଏହାକୁ ମନେ ରଖିଲେ ଆପଣଙ୍କର ଆପଣଙ୍କ ପରିବାରର ମଙ୍ଗଳ ହେବ।

Google

ହରଡ଼ ଡାଲି ସହିତ ଦହି ଖାଆନ୍ତୁ ନାହିଁ। ବ୍ଲଡ଼ପ୍ରେସସର ହାଇ ହେବାର ସମ୍ଭାବନା ଥାଏ।

ମହୁକୁ କେବେବି ଗରମ କରି ଖାଆନ୍ତୁ ନାହିଁ। ଏହା ଅତ୍ୟନ୍ତ କ୍ଷତିକାରକ ହୋଇଥାଏ।

ବନ୍ଧୁଗଣ ଆଶା କରୁଛୁ ଏହି ଆର୍ଟିକିଲଟି ଆପଣଙ୍କୁ ନିଶ୍ଚିତ ଭଲ ଲାଗିଲା ତେବେ ଆଉ ଡେରି ନ କରି ଗୋଟିଏ ଲାଇକ ନିଶ୍ଚିତ କରନ୍ତୁ ଓ ଏହାକୁ ସେଆର କରି ଦିଅନ୍ତୁ । ଏମିତି ଅଧିକ ଅନୁଚିନ୍ତା ଓ ଅନ୍ୟାନ୍ୟ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *