Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ଟି ରାଶିର ଲୋକଙ୍କ ଭାଗ୍ୟ ଖୋଲିବ, ଶ୍ରୀହରିଙ୍କ କୃପାରୁ ଆୟରେ ବୃଦ୍ଧି ହେବ, ମିଳିବ ସୁଖ ସୁବିଧା।

ସେୟାର୍ କରନ୍ତୁ

ଏହି ସଂସାର ରେ ପ୍ରତ୍ୟେକ ମନୁଷ୍ୟର ଜୀବନ ସମୟ ସହିତ ପ୍ରଭାବିତ ହୋଇଥାଏ। ସର୍ବଦା ଗ୍ରହ ନକ୍ଷତ୍ରର ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। କେବେ ଜୀବନ ସୁଖମୟ ରହିଥାଏ ତ ଆଉକେବେ ଜୀବନରେ ସମସ୍ୟା ଉତ୍ପନ୍ନ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ରାଶିରେ ଗ୍ରହ ମାନଙ୍କରେ ସ୍ଥିତି ଅନୁସାରେ ଫଳ ପ୍ରାପ୍ତି ହୋଇଥାଏ ।

ଜ୍ୟୋତିଷ ଗଣନା ଅନୁସାରେ ଗ୍ରହ ନକ୍ଷତ୍ରର ଶୁଭ ପ୍ରଭାବ ଦ୍ଵାରା କିଛି ରାଶିର ଲୋକଙ୍କ ଭାଗ୍ୟର ଚାବି ଖୋଲିବାକୁ ଯାଉଛି। ଆୟରେ ବୃଦ୍ଧି ହେବ ଏବଂ ବ୍ୟକ୍ତିଗତ ସୁଖ ସୁବିଧା ପ୍ରାପ୍ତ ହେବ।

ଆସନ୍ତୁ ଜାଣିବା ଶ୍ରୀ ହରିଙ୍କ କୃପାରୁ କେଉଁ ରାଶିର ଖୋଲିବ ଭାଗ୍ୟ –

ମେଷ ରାଶି:- ମେଷ ରାଶିର ଲୋକଙ୍କ ପାଇଁ ଆସୁଥିବା ସମୟ ଅତ୍ୟନ୍ତ ସୁଖମୟ ସାବ୍ୟସ୍ତ ହେବ। ଭଗବାନ ବିଷ୍ଣୁଙ୍କ କୃପାରୁ ଆୟରେ ବୃଦ୍ଧି ହେବ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କ ସମ୍ପର୍କରେ ପ୍ରେମ ବଢିବ । ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିବ। ପ୍ରେମ ଜୀବନରେ ସଫଳତା ହାସଲ କରିବେ । କାର୍ଯ୍ୟ ମାମଲାରେ କରିଥିବା ପ୍ରୟାସ ସଫଳ ରହିବ।

Google

ସିଂହ ରାଶି:- ସିଂହ ରାଶିର ଲୋକଙ୍କ ଉପରେ ଭଗବାନ ବିଷ୍ଣୁଙ୍କ କୃପା ଦୃଷ୍ଟି ରହିବ। ମାନସିକ ରୂପରେ ସୁଦୃଢ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ବ୍ୟାପାରରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ପାର୍ଟନରଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଚାକିରୀରେ ଆପଣଙ୍କୁ ନିଜର କଠିନ ପରିଶ୍ରମର ଫଳ ପ୍ରାପ୍ତ ହେବ।

କନ୍ୟା ରାଶି:- କନ୍ୟା ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି।ଭଗବାନ ବିଷ୍ଣୁଙ୍କ କୃପା ଦ୍ଵାରା ଆପଣଙ୍କର ସବୁ ମାନସିକ ଚିନ୍ତା ଦୂର ହେବ। ବିରୋଧୀ ମାନଙ୍କ ଠାରୁ ବିଜୟ ଲାଭ କରିବେ। ଆପଣଙ୍କ ଦ୍ଵାରା କରାଯାଇଥିବା ଯାତ୍ରା ସଫଳ ରହିବ। କୌଣସି ସ୍ଥାନରେ ଆପଣ ନିବେଶ କରି ପାରନ୍ତି, ଯାହାଦ୍ବାରା ଆପଣଙ୍କୁ ଲାଭ ହୋଇପାରେ। ପରିବାର ତରଫରୁ ସ୍ନେହ ପ୍ରେମ ପ୍ରାପ୍ତ ହେବ। କ୍ୟାରିୟର ରେ ଆଗକୁ ବଢ଼ି ପାରନ୍ତି।

ଧନୁ ରାଶି:- ଧନୁ ରାଶିର ଲୋକଙ୍କ ଭାଗ୍ୟ ସେମାନଙ୍କ ସପକ୍ଷରେ ରହିବ। ଭଗବାନ ବିଷ୍ଣୁଙ୍କ କୃପାରୁ ଏମାନଙ୍କୁ ଧନ ପ୍ରାପ୍ତିର ଯୋଗ ରହିଛି। ଖାଦ୍ୟପେୟ ରେ ରୁଚି ରଖିବେ। ଘର ପରିବାରର ସୁଖ ସୁବିଧାରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ପ୍ରେମୀଙ୍କୁ ଖୁସି ରଖିବେ। ଆପଣଙ୍କ ସମ୍ପର୍କ ସୁଦୃଢ ରହିବ।

କୁମ୍ଭ ରାଶି:- କୁମ୍ଭ ରାଶିର ଲୋକଙ୍କ ପାଇଁ ସମୟ ସୁଖମୟ ରହିବ। କାର୍ଯ୍ୟ ମାମଲାରେ କରିଥିବା ପ୍ରୟାସ ସଫଳ ରହିବ। ବ୍ୟକ୍ତିଗତ ଜୀବନରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ରହିବ। ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ନିଜ ସଂପର୍କକୁ ନେଇ ପ୍ରସନ୍ନ ରହିବେ। ପାରିବାରିକ ଜୀବନ ସୁଖମୟ ରହିବ।

ବୃଷ ରାଶି:- ବୃଷ ରାଶିର ଲୋକଙ୍କୁ ପ୍ରେମ ଜୀବନରେ ସମସ୍ୟା ଉତ୍ପନ୍ନ ହୋଇପାରେ। ପାରିବାରିକ ଜୀବନ ସୁଖମୟ ରହିବ। ମାତାପିତାଙ୍କ ଆଶୀର୍ବାଦ ମିଳିବ। କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଆପଣ ନିଜ ବୁଦ୍ଧି ପ୍ରୟୋଗ କରି ପାରନ୍ତି। ମହତ୍ୱପୂର୍ଣ୍ଣ ଯୋଜନା ଉପରେ ଆପଣ ଧ୍ୟାନ କେନ୍ଦ୍ରିତ କରିବେ। ଆପଣ ନିଜ ଯୋଜନାକୁ ନେଇ ଉତ୍ତମ ବନେଇବା ପାଇଁ ପ୍ରୟାସ କରିବେ। ପାରିବାରିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଖର୍ଚ୍ଚ ହୋଇପାରେ। ଆମଦାନୀ ଅନୁସାରେ ଖର୍ଚ୍ଚ ହୋଇପାରେ।

ମିଥୁନ ରାଶି:- ମିଥୁନ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିଛି। ଘରେ କୌଣସି ବୃଦ୍ଧ ଲୋକଙ୍କ ସ୍ବାସ୍ଥ୍ୟ ବିଗିଡି ପାରେ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ। ବିବାହିତ ଲୋକଙ୍କ ଜୀବନରେ ସମସ୍ୟା ଦେଖା ଦେଇପାରେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସମୟ କଠିନ ରହିବ। ଆପଣଙ୍କ ପ୍ରେମ ସମ୍ବନ୍ଧ ଉଜାଗର ହେବାର ଭୟ ରହିପାରେ। ଆପଣଙ୍କୁ ବଡ଼ ନିବେଶ କରିବାରୁ ବଞ୍ଚିତ ହେବା ଉଚିତ।

କର୍କଟ ରାଶି:- କର୍କଟ ରାଶିର ଲୋକଙ୍କୁ କାର୍ଯ୍ୟ ମାମଲାରେ ସମସ୍ୟା ଦେଖା ଦେଇପାରେ। ଚାକିରୀ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ସହିତ ମତଭେଦ ହୋଇପାରେ । ଆପଣଙ୍କର ଅଟକି ରହିଥିବା ଧନ ଫେରସ୍ତ ପାଇବେ। ବ୍ୟକ୍ତିଗତ ଜୀବନ ସୁଖମୟ ରହିବ। ବିଦ୍ୟାର୍ଥୀ ମାନଙ୍କୁ ପାଠପଢ଼ା ପ୍ରତି ଅଧିକ ପରିଶ୍ରମ କରିବା ପାଇଁ ପଡିପାରେ।

ତୁଳା ରାଶି:- ତୁଳା ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ପ୍ରେମ ଜୀବନରେ ସୁଖଦ ପରିଣାମ ପ୍ରାପ୍ତ ହେବ। ଆପଣଙ୍କ ପ୍ରେମ ସଂପର୍କ ସୁଦୃଢ ରହିବ। ଘର ପରିବାରରେ ସୁଖଶାନ୍ତି ବିରାଜମାନ କରିବ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଅଧିକ ପ୍ରୟାସ କରିବାକୁ ପଡ଼ିବ, ଯାହା ଭବିଷ୍ୟତ ପାଇଁ ଲାଭଦାୟକ ରହିବ। କାର୍ଯ୍ୟ ଭାର ଅଧିକ ହେବା ଯୋଗୁଁ ଶାରୀରିକ ଥକା ଅନୁଭବ କରି ପାରନ୍ତି। ପାଠପଢ଼ା ପ୍ରତି ବିଦ୍ୟାର୍ଥୀ ମାନଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ପଡ଼ିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ।

ବିଛା ରାଶି:- ବିଛା ରାଶିର ଲୋକଙ୍କୁ ନିଜ ପରିବାର ଏବଂ କାର୍ଯ୍ୟରେ  ଉତ୍ତମ ତାଳମେଳ ବନେଇ ରଖିବା ଆବଶ୍ୟକ। ଭାଗିଦାରୀରୁ ସହଯୋଗ ପ୍ରାପ୍ତ ହେବ। ଚାକିରୀ କ୍ଷେତ୍ରରେ ସହକର୍ମୀଙ୍କ ସହିତ ଉତ୍ତମ ତାଳମେଳ ବନେଇ ରଖନ୍ତୁ। ବରିଷ୍ଠ ଅଧିକାରୀ ଆପଣଙ୍କୁ ସହଯୋଗ କରିବେ। ଅଚାନକ ଦୂର ସଞ୍ଚାର ମାଧ୍ୟମରେ ସୁଖଦ ସମାଚାର ପ୍ରାପ୍ତ ହେବ।

Google

ମକର ରାଶି :- ମକର ରାଶିର ଲୋକଙ୍କୁ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ଆମଦାନୀ ଅନୁସାରେ ଖର୍ଚ୍ଚ ପ୍ରତି ନିୟନ୍ତ୍ରଣ ରଖନ୍ତୁ। ପରିବାର ଲୋକଙ୍କ ସହିତ ଉତ୍ତମ ତାଳମେଳ ବନେଇ ରଖନ୍ତୁ। ବ୍ୟାପାର ମାମଲାରେ ଲମ୍ବା ଯାତ୍ରା କରିବାକୁ ପଡିପାରେ। ବାହନ ପ୍ରୟୋଗ ସମୟରେ ସାବଧାନ ରୁହନ୍ତୁ। ସନ୍ତାନଙ୍କ ତରଫରୁ ସମସ୍ୟା କମ୍ ହୋଇପାରେ।

ମୀନ ରାଶି:- ମୀନ ରାଶିର ଲୋକଙ୍କ ପାଇଁ ସମୟ ଠିକ୍ ଠାକ୍ ରହିବ। ଆପଣ ନିଜ ପରିବାରର ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରୟାସ କରିବେ। ପ୍ରେମ ଜୀବନ ସୁଖମୟ ରହିବ। ଚାକିରୀ କ୍ଷେତ୍ରରେ ଅଧିକ କାର୍ଯ୍ୟଭାର ମିଳିପାରେ। ବିରୋଧୀ ମାନଙ୍କ ଠାରୁ ସତର୍କ ରୁହନ୍ତୁ, ନଚେତ ବିରୋଧୀ ଆପଣଙ୍କ କାର୍ଯ୍ୟ ବିଗଡ଼ିବା ପାଇଁ ପ୍ରୟାସ କରି ପାରନ୍ତି । ଅଚାନକ ପ୍ରଭାବଶାଳୀ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଏହା ଆପଣଙ୍କୁ ଭବିଷ୍ୟତ ରେ ଫାଇଦା ମିଳିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁ ଆପଣଙ୍କ ଘର ପରିବାରକୁ ସୁଖ ଶାନ୍ତିରେ ରଖନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *