Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୩ ଅକ୍ଟୋବର ୨୦୨୦,ଶୁକ୍ରବାର,ଶୁକ୍ର, କନ୍ୟା ରାଶିରେ କରିବେ ପ୍ରବେଶ, ଏହି ୪ଟି ରାଶିର ଲୋକମାନଙ୍କର ଆରମ୍ଭ ହୋଇଯିବ ଭଲ ସମୟ।

ସେୟାର୍ କରନ୍ତୁ

ଆଜି ଶୁକ୍ର ଗ୍ରହ ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଆମେ ଆପଣଙ୍କୁ ଶୁକ୍ରବାର ୨୩ ଅକ୍ଟୋବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୩ ଅକ୍ଟୋବର ୨୦୨୦।

ମେଷ ରାଶି –

ଆଜି ସମସ୍ତେ ଆପଣଙ୍କ ଆଡ଼କୁ ଆକର୍ଷିତ ହେବେ। ବ୍ୟାପାର ମାମଲାରେ ଦିନଟି ଦୁର୍ବଳ ରହିପାରେ। ପାରିବାରିକ ଜୀବନ ସମସ୍ୟାରେ ଅତିବାହିତ ହେବ। ଆର୍ଥିକ ସ୍ତରରେ ଫାଇଦା ମିଳିବ। ଆପଣଙ୍କର ଆର୍ଥିକ ପ୍ରୟାସ ସଫଳ ରହିବ। ପରିବାର ର କୌଣସି ବୃଦ୍ଧ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ଆସୁଥିବା ଦିନ ଆପଣଙ୍କ ପାଇଁ ଅଧିକ ମହତ୍ୱପୂର୍ଣ୍ଣ ରହିବ, ଖାସ କରି ଯୁବଗୋଷ୍ଠୀ ମାନଙ୍କ ପାଇଁ । ବ୍ୟବସାୟିକ ଯାତ୍ରା ସଫଳ ରହିବ।

ବୃଷ ରାଶି –

ଆଜି ଆପଣ ନିଜ ପାଇଁ କୌଣସି ବୁଝାମଣା କରି ପାରିବେ। ବନ୍ଧୁଙ୍କ ତରଫରୁ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ସମ୍ପର୍କୀୟଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। କାର୍ଯ୍ୟରେ ସୁଧାର ଆସିବ। ଲାଭ ର ଅବସର ମିଳିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ବଢିଆ ରହିବ। ପୁରୁଣା ପରିଚିତ ଲୋକଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। କଠିନ କାର୍ଯ୍ୟରୁ ଦୂରେଇ ରୁହନ୍ତୁ।

ମିଥୁନ ରାଶି –

କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କ ଜୀବନସାଥୀ ବୁଦ୍ଧିର ପରିଚୟ ଦେଇ ବଡ଼ କଥା ଆପଣଙ୍କୁ କହିବେ। କାର୍ଯ୍ୟ ମାମଲା ପାଇଁ ଦିନଟି ଅନୁକୂଳ ସାବ୍ୟସ୍ତ ହେବ। ଅଧିକାରୀଙ୍କ ଠାରୁ ସହଯୋଗ ଦ୍ୱାରା ଆପଣଙ୍କୁ ସଫଳତା ମିଳିବ। ବ୍ୟାପାର ପାଇଁ ସମୟ ଅନୁକୂଳ ରହିଛି। ପାରିବାରିକ ଜୀବନ ସୁଖମୟ ରହିବ। କାର୍ଯ୍ୟସ୍ଥଳରେ ଲମ୍ବା ପ୍ରୋଜେକ୍ଟ ପାଇଁ ଆପଣଙ୍କୁ ଚିନ୍ତିତ ହୋଇପାରେ।

Google

କର୍କଟ ରାଶି –

ଆଜି ଆପଣଙ୍କୁ କାର୍ଯ୍ୟ ମାମଲା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ। ପାରିବାରିକ ଜୀବନ ସୁଖଶାନ୍ତି ବିଦ୍ୟମାନ ହେବ। ସମ୍ପର୍କୀୟ ଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। କାର୍ଯ୍ୟଳୟ ର କିଛି ସମସ୍ୟାକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି। ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ପାରିବାରିକ ଜୀବନ ସୁଖମୟ ରହିବ। ଶାରୀରିକ କଷ୍ଟ ଅନୁଭବ କରି ପାରନ୍ତି।

ସିଂହ ରାଶି –

ଆଜି ଆପଣଙ୍କୁ ଅଧିକ ପ୍ରଶଂସା ମିଳିବ। ଅନାବଶ୍ୟକ କାର୍ଯ୍ୟରେ ଆପଣଙ୍କର ଖର୍ଚ୍ଚ ହୋଇପାରେ। ଜୀବନସାଥୀ ଙ୍କ ସହିତ ପୂର୍ବରୁ ହୋଇ ଥିବା ବିବାଦ ର ଆଜି ସମାଧାନ ହେବ। ପ୍ରେମ ଜୀବନରେ ସଫଳତା ମିଳିବ। ଆପଣଙ୍କ ଆୟ ରେ ବୃଦ୍ଧି ହେବ। ଜମିବାଡ଼ି ସମ୍ବନ୍ଧିତ ମାମଲାରେ ସଫଳତା ମିଳିବ।

କନ୍ୟା ରାଶି –

ବନ୍ଧୁ ମାନଙ୍କ ଠାରୁ ଆଜି ସାବଧାନ ରୁହନ୍ତୁ। କାର୍ଯ୍ୟ ମାମଲାରେ ଆପଣଙ୍କ ପ୍ରୟାସ ସଫଳ ରହିବ। ପ୍ରଶଂସା ମିଳିବା ସହିତ ଆପଣ ଅଧିକ ଅଭିମାନୀ ହେବାରୁ ବଞ୍ଚିତ ହେବା ଉଚିତ। ବସ ଙ୍କ ସହିତ ବିବାଦ ହୋଇପାରେ। ନିବେଶ କରିବା ସମୟରେ ସାବଧାନ ରୁହନ୍ତୁ । ନିବେଶ ଏବଂ ଚାକିରୀ ପାଇଁ ସମୟ ଅନୁକୂଳ ରହିଛି। ନୂଆ ସମ୍ବନ୍ଧ ଆପଣଙ୍କ ପ୍ରତୀକ୍ଷାରେ ରହିଛି।

ତୁଳା ରାଶି –

ଆଜିର ଦିନଟି ଚାକିରୀ ଏବଂ ବ୍ୟବସାୟ ମାମଲାରେ ଅଧିକ ଶୁଭ ରହିବ। ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। କାର୍ଯ୍ୟକ୍ଷେତ୍ରରେ ଦ୍ୱିପ୍ରହର ପରେ ଆପଣ ଅଧିକ ସକ୍ରିୟ ରହି ପାରନ୍ତି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ଛୋଟ ଭାଇଭଉଣୀ ଆପଣଙ୍କୁ ସହାୟତା କରି ପାରନ୍ତି। ଜନସଂପର୍କ ଉପଯୋଗୀ ସିଦ୍ଧ ସାବ୍ୟସ୍ତ ହେବ। ଆର୍ଥିକ ଲାଭ ପାଇବା ପାଇଁ ଉଚିତ ଅବସର ମିଳିବ।

ବିଛା ରାଶି –

ଛାତ୍ରଛାତ୍ରୀ ମାନଙ୍କୁ ନିଜ ଶିକ୍ଷା ପ୍ରତି ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ଧନ ମାମଲାରେ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ। ଲୋକେ ଆପଣଙ୍କ ଜ୍ଞାନ ଏବଂ ଦୟାଳୁ ସ୍ଵଭାବ ର ଦୁରୁପଯୋଗ କରି ପାରନ୍ତି। କୌଣସି ଅନାବଶ୍ୟକ ବିବାଦ ରେ ପଡନ୍ତୁ ନାହିଁ। ଆର୍ଥିକ ମାମଲା ଅନୁକୂଳ ରହିବ। କାର୍ଯ୍ୟକ୍ଷେତ୍ରରେ ସ୍ଥିତି ସୁଦୃଢ ରହିବ।

ଧନୁ ରାଶି –

ଅସୁସ୍ଥ ଲୋକଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ, କିନ୍ତୁ ଦାୟିତ୍ବହୀନ ହେବାରୁ ବଞ୍ଚିତ ହୁଅନ୍ତୁ। ଆଜି କୌଣସି ଶୁଭ କାର୍ଯ୍ୟ ସମ୍ପନ୍ନ ହେବାର ଯୋଗ ରହିଛି। ଶତ୍ରୁ ପକ୍ଷ ହାନୀ ପହଞ୍ଚାଇବା ପାଇଁ ପ୍ରୟାସ କରି ପାରନ୍ତି, ସାବଧାନତା ଅବଲମ୍ବନ କରନ୍ତୁ। କାର୍ଯ୍ୟସ୍ଥଳରେ ଆପଣ କୌଣସି ବ୍ୟକ୍ତିଙ୍କ ସହିତ ଭୁଲ ବୁଝାମଣା ର ଶିକାର ହୋଇ ପାରନ୍ତି, ହୁଏତ ସେ ଆପଣଙ୍କର କ୍ଲାଇଣ୍ଟ ହୋଇ ପାରନ୍ତି। ମାତାଙ୍କ ଠାରୁ ଅଧିକ ସ୍ନେହ ପ୍ରାପ୍ତ ହେବ। ଦୁଷ୍ଟ ଲୋକେ ହାନୀ ପହଞ୍ଚାଇ ପାରନ୍ତି।

Google

ମକର ରାଶି –

ଆଜି ଆପଣ ବ୍ୟବସାୟ ମାମଲାରେ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ। ପାରିବାରିକ ଜୀବନରେ ପରସ୍ପର ତାଳମେଳ ରହିବ। ଉତ୍ସାହ କମ୍ ହୋଇପାରେ। ସାହସ ପରାକ୍ରମ ରେ ବୃଦ୍ଧି ହେବ। ବ୍ୟବସାୟିକ ଯାତ୍ରା ସଫଳ ରହିବ। କୌଣସି ମାର୍ଗ ନେଇ ଆପଣ ନିଜ କ୍ୟାରିୟର ରେ ଆଗକୁ ବଢିବେ।

କୁମ୍ଭ ରାଶି –

ଆଜି ଆପଣଙ୍କୁ ପରିବାର କୁ ନେଇ ଅଧିକ ଚିନ୍ତା ରହିବ। ଆଜି ଆପଣଙ୍କ ବୁଝିବା ଶକ୍ତି ଏବଂ ଶିଷ୍ଟତା ପ୍ରଭାବିତ ହେବ। କାରବାରରେ ଲାଭବାନ ହେବେ। ମାନସମ୍ମାନ ବୃଦ୍ଧି ହେବାର ଯୋଗ ରହିଛି। ଶତ୍ରୁ ସକ୍ରିୟ ରହିବେ। ଆପଣଙ୍କୁ ନିଷ୍ପତ୍ତି ନେବା ପାଇଁ କଠିନ ହୋଇପାରେ। କାରବାରରେ ଆସୁଥିବା ବଧରୁ ମୁକ୍ତି ମିଳିବ। ପ୍ରେମୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ।

ମୀନ ରାଶି –

ଆଜି ଆପଣଙ୍କୁ ଆର୍ଥିକ ଯୋଜନା ରେ ଲାଭ ମିଳିବ। ପଡୋଶୀ ଙ୍କ ପାଇଁ ଆପଣ ଚିନ୍ତିତ ରହି ପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆଜି ଧନ ଏବଂ କାର୍ଯ୍ୟ ମାମଲାରେ ଆବେଗ ରୁ ବଞ୍ଚିତ ହୁଅନ୍ତୁ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କିଛି ସମସ୍ୟା ଦୂର ହେବ। ଖର୍ଚ୍ଚ ଅଧିକ ହୋଇପାରେ। ପ୍ରେମ ଜୀବନ ସୁଖମୟ ରହିବ।

ବନ୍ଧୁଗଣ ଆଜି ମା ସନ୍ତୋଷୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ସନ୍ତୋଷୀ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *