Excuse Me Odisha

ଯାହା କହିବୁ ସତ କହିବୁ

ଏହି ପାଞ୍ଚଟି ରାଶିର ଲୋକଙ୍କ ଉପରେ ପ୍ରଭୁ ଗଣେଶ ଏବଂ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିବ, କଠିନଭରା ସମୟ ଦୂର ହେବ, ସୁଖଶାନ୍ତିରେ ଜୀବନ ଅତିବାହିତ କରିବେ।

ସେୟାର୍ କରନ୍ତୁ

ଏହି ସଂସାରରେ ପ୍ରତ୍ୟେକ ମନୁଷ୍ୟ ଜୀବନରେ ଅନେକ ସମସ୍ୟା ଆସିଥାଏ। କେବେ ଜୀବନରେ ସୁଖମୟ ସମୟ ଆସିଥାଏ ତ ଆଉ କେବେ କଠିନ ପରିସ୍ଥତି ସୃଷ୍ଟି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇ ଥାଏ, ଏହା ଗ୍ରହ ନକ୍ଷତ୍ର ମାନଙ୍କର ଚଳନ ଯୋଗୁଁ ହୋଇଥାଏ। ସର୍ବଦା ଗ୍ରହ ନକ୍ଷତ୍ର ମାନଙ୍କ ଚଳନରେ ଛୋଟ ଛୋଟ ପରିବର୍ତ୍ତନ ଦେଖିବାକୁ ମିଳିଥାଏ, ଯେଉଁଥି ପାଇଁ ଏହି ଚଳନ ସବୁ ରାଶି ଉପରେ ଅଲଗା ଅଲଗା ପ୍ରଭାବ ପକାଇ ଥାଏ। ଗ୍ରହ ନକ୍ଷତ୍ରର ଶୁଭ ଅଶୁଭ ସ୍ଥିତି ଅନୁସାରେ ରାଶି ଉପରେ ପ୍ରଭାବ ପଡିଥାଏ।

ଜ୍ୟୋତିଷ ଗଣନା ଅନୁସାରେ ଗ୍ରହର ଶୁଭ ବା ଶୁଭ ପ୍ରଭାବ ଦ୍ଵାରା କିଛି ଲୋକଙ୍କ ଉପରେ ଗଣେଶ ଓ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିବ। ଏହି ରାଶିର ଲୋକଙ୍କୁ ସବୁ ସମସ୍ୟାରୁ ମୁକ୍ତି ମିଳିବ। ନିଜ ଜୀବନ ସୁଖମୟରେ ଅତିବାହିତ କରିବେ। ସେହି ଭାଗ୍ୟଶାଳୀ ରାଶି କେଉଁ ଗୁଡିକ ଅଟେ? ଆଜି ସେହି ବିଷୟରେ ସୂଚନା ଦିଆ ଯାଉଛି।

ଆସନ୍ତୁ ଜାଣିବା କେଉଁ ରାଶି ଉପରେ ରହିବେ ଭଗବାନ ଗଣେଶ ଓ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି –

ବୃଷ ରାଶି:-

ବୃଷ ରାଶିର ଲୋକଙ୍କ ଉପରେ ଭଗବାନ ଶ୍ରୀଗଣେଶ ଓ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିବ। ଆପଣଙ୍କୁ ବଡ଼ ଲାଭ ମିଳିବାର ସମ୍ଭାବନା ରହିଛି। ଆପଣ ନିଜର ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବେ। ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ଲାଗିବ। ଘରର ଆର୍ଥିକ ସ୍ଥିତି ସୁଦୃଢ ରହିବ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ। ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଅଚାନକ ଅଟକି ରହିଥିବା ପେମେଣ୍ଟ ଫେରସ୍ତ ପାଇବାର ସମ୍ଭାବନା ରହିଛି। ଆପଣଙ୍କ ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ। ବ୍ୟାପାର କରୁଥିବା ଲୋକଙ୍କୁ ଅନେକ ଲାଭ ମିଳିବ।

Google

 

ମିଥୁନ ରାଶି:-

ମିଥୁନ ରାଶିର ଲୋକେ ବନ୍ଧୁଙ୍କ ସହିତ ମିଶି ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି, ଯାହାଦ୍ବାରା ଆପଣଙ୍କୁ ଲାଭ ମିଳିବ। ଦୂର ସଞ୍ଚାର ମାଧ୍ୟମରେ ସୁଖଦ ସମାଚାର ପ୍ରାପ୍ତ ହୋଇପାରେ। ଭଗବାନ ଶ୍ରୀଗଣେଶ ଏବଂ ଦେବୀ ଲକ୍ଷ୍ମୀଙ୍କ କୃପାରୁ ଲାଭ ମିଳିବାର ସମ୍ଭାବନା ରହିଛି। ବ୍ୟକ୍ତିଗତ ଜୀବନରେ ପରିସ୍ଥିତି ଅନୁକୂଳ ରହିବ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ପ୍ରଭାବଶାଳୀ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। କାର୍ଯ୍ୟ ମାମଲାରେ ଅଚାନକ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଆପଣଙ୍କ ଦ୍ଵାରା କରିଥିବା ଯାତ୍ରା ସଫଳ ରହିବ।

ସିଂହ ରାଶି:-

ସିଂହ ରାଶିର ଲୋକଙ୍କ ମଧ୍ୟରେ ସାହସ ଏବଂ ଆତ୍ମବିଶ୍ବାସ ଭରି ରହିବ। ଆପଣ ସବୁ କାର୍ଯ୍ୟ ଖୁବ୍ ଶୀଘ୍ର ସମ୍ପନ୍ନ କରିବେ। ବ୍ୟାପାରରେ ଜଡ଼ିତ ଥିବା ଲୋକଙ୍କୁ ଉନ୍ନତିର ଯୋଗ ରହିବ। ଆପଣଙ୍କ ବ୍ୟାପାରରେ ବିସ୍ତାର ହେବ। ସମ୍ପର୍କୀୟଙ୍କ ଠାରୁ କିଛି ଉପହାର ମିଳିପାରେ, ଆପଣଙ୍କ ମନ ପ୍ରସନ୍ନ ହେବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ। ଆପଣ କିଛି ଅସହାୟ ଲୋକଙ୍କୁ ସାହାଯ୍ୟ କରି ପାରନ୍ତି।

କନ୍ୟା ରାଶି:-

କନ୍ୟା ରାଶିର ଲୋକଙ୍କୁ ନିକ ପରିବାର ପ୍ରତି ଅଧିକ ଧ୍ୟାନ ରହିବ। କାର୍ଯ୍ୟରେ ସଫଳତା ମିଳିବ। ବାହନ ସୁଖ ପ୍ରାପ୍ତ ହେବ। ଘରୋଇ ସୁଖ ସୁବିଧାରେ ବୃଦ୍ଧି ହେବ। ଆମଦାନୀ ଅନୁସାରେ ଘରୋଇ ଖର୍ଚ୍ଚ ବଢିପାରେ। ଆମଦାନୀ ସ୍ତୋତ୍ର ହାସଲ କରିବେ। ପ୍ରଭାବଶାଳୀ ଲୋକଙ୍କ ଠାରୁ ମାର୍ଗଦର୍ଶନ ମିଳିବ। ଆପଣଙ୍କର ଅଳ୍ପ ପ୍ରୟାସରେ ଆପଣଙ୍କୁ ଲାଭ ମିଳିବ। ଶାରୀରିକ ରୂପରେ ସୁସ୍ଥ ରହିବେ।

Google

କୁମ୍ଭ ରାଶି:-

କୁମ୍ଭ ରାଶିର ଲୋକଙ୍କ ଉପରେ ଭଗବାନ ଗଣେଶ ଏବଂ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ସର୍ବଦା ରହିବ। ବ୍ୟବସାୟରେ ଭାରୀ ଲାଭ ମିଳିବାର ସମ୍ଭାବନା ରହିଛି। ଆୟର ନୂଆ ସ୍ତୋତ୍ର ମିଳିବ। ଆପଣଙ୍କ ଦ୍ଵାରା କରାଯାଇଥିବା ପ୍ରୟାସ ସଫଳ ରହିବ। ଆପଣ ପରିବାରର ଲୋକଙ୍କ ସହିତ ମିଶି କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମରେ ସମ୍ମିଳିତ ହୋଇ ପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖ ପ୍ରାପ୍ତ ହେବ। କୋର୍ଟ କଚେରୀ ମାମଲାରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ।

ଆସନ୍ତୁ ଜାଣିବା ବାକି ରାଶି ଗୁଡିକର କିପରି ରହିବ ସମୟ –

ମେଷ ରାଶି:-

ମେଷ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଆପଣଙ୍କ କାର୍ଯ୍ୟରେ ବିଳମ୍ବ ହୋଇପାରେ। କିନ୍ତୁ ଆପଣ ନିଜ କାର୍ଯ୍ୟ ପ୍ରତି ଅଧିକ ପରିଶ୍ରମ କରିବେ। ଘର ପରିବାର ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ। ନିଜ ସହିତ କାମ କରୁଥିବା ଲୋକଙ୍କୁ ଆପଣ ସହଯୋଗ କରିବେ। ଚାକିରୀ କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବ। ଅଯଥା ଦାୟିତ୍ୱ ଉଠାଇବା ପାଇଁ ପଡିପାରେ। ବ୍ୟକ୍ତିଗତ ଜୀବନରେ ପରିସ୍ଥିତି ସାମାନ୍ୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ନିଜ ସଂପର୍କକୁ ନେଇ ପ୍ରସନ୍ନ ରହିବେ।

କର୍କଟ ରାଶି:-

କର୍କଟ ରାଶିର ଲୋକଙ୍କୁ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। କଠିନ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସାମାନ୍ୟ ରହିବ। ଆପଣଙ୍କୁ ଜୀବନସାଥୀ ଙ୍କ ଭବହା କୁ ବୁଝିବା ଆବଶ୍ୟକ। ପ୍ରାଇଭେଟ ଚାକିରୀ କରୁଥିବା ଲୋକଙ୍କର କୌଣସି କଥାକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହିତ ମତଭେଦ ହୋଇପାରେ। ଆପଣ କ୍ରୋଧରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ପିଲାମାନଙ୍କର ନକାରାତ୍ମକ ଗତିବିଧିକୁ ନେଇ ଆପଣ ଅଧିକ ଚିନ୍ତିତ ରହିବେ।

ତୁଳା ରାଶି:-

ତୁଳା ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଭାଇଭଉଣୀଙ୍କ ସହିତ ଆପଣଙ୍କୁ ତାଳମେଳ ରଖିବାର ଆବଶ୍ୟକତା ରହିଛି। ଘର ପରିବାରରେ ଆର୍ଥିକ ସୁଦୃଢ ରଖିବା ପାଇଁ ଆପଣ ପ୍ରୟାସ କରିବେ। ପିତାଙ୍କ ସହଯୋଗ ଦ୍ୱାରା ଆପଣଙ୍କୁ କାର୍ଯ୍ୟରେ ଲାଭ ମିଳିବ। ପିଲାମାନଙ୍କ ଆବଶ୍ୟକତାରେ ଟଙ୍କା ଖର୍ଚ୍ଚ ହୋଇପାରେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ଶ୍ଵଶୁର ଘର ପକ୍ଷରୁ କିଛି ସୁଖଦ ସମାଚାର ମିଳିପାରେ। କିଛି ବିବାଦୀୟ ମାମଲାକୁ ସମାଧାନ କରିବା ପାଇଁ ଆପଣ ଶାନ୍ତିର ପନ୍ଥା ଆପଣେଇବେ।

ବିଛା ରାଶି:-

ବିଛା ରାଶିର ଲୋକଙ୍କ ମନରେ ଅନେକ ପ୍ରକାରର ବିଚାର ଆସିପାରେ। ପରିବାରର ସ୍ଥିତି ଦୁର୍ବଳ ରହିପାରେ, ଏଥିପାଇଁ ଆପଣଙ୍କୁ ବୁଝି ବିଚାରି କାର୍ଯ୍ୟ କରିବା ଉଚିତ। ସାମାଜିକ କାର୍ଯ୍ୟରେ ଆପଣ ସକ୍ରିୟ ରହିବେ। ଅଜଣା ଲୋକଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ଭରସା କରନ୍ତୁ ନାହିଁ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ସମ୍ଭାଳି ରହିବା ଆବଶ୍ୟକ। ପ୍ରେମୀଙ୍କ ବ୍ୟବହାରରେ ଆପଣ ଅସନ୍ତୁଷ୍ଟ ରହି ପାରନ୍ତି। ପିତାମାତାଙ୍କ ସହିତ ଧାର୍ମିକ ସ୍ଥାନକୁ ଯାତ୍ରା କରି ପାରନ୍ତି।

ଧନୁ ରାଶି:-

ଧନୁ ରାଶିର ଲୋକେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ। ଆପଣଙ୍କ ଆୟ ସାମାନ୍ୟ ରହିବ। ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ସରକାରୀ ଚାକିରୀ କରିଥିବା ଲୋକଙ୍କର ବଦଳି ହୋଇପାରେ। ଏହି ରାଶିର ଲୋକେ ନିଜ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବାକୁ ଦିଅନ୍ତୁ ନାହିଁ। ଛାତ୍ରଛାତ୍ରୀ ପାଠପଢ଼ାରେ ଧ୍ୟାନ ଦେବେ। ପରୀକ୍ଷାର୍ଥୀ ମାନେ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବେ।

Google

ମକର ରାଶି:-

ମକର ରାଶିର ଲୋକଙ୍କର ଘରେ କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ। ମାନସିକ ଅଶାନ୍ତି ଅନୁଭବ କରି ପାରନ୍ତି। ପ୍ରାଇଭେଟ ଚାକିରୀ କରୁଥିବା ଲୋକଙ୍କର ପଦୋନ୍ନତୀ ହୋଇପାରେ । ଭାଗିଦାରୀ ଗତିବିଧି ଉପରେ ଆପଣ ଧ୍ୟାନ ରଖନ୍ତୁ। କୌଣସି ବୁଝାମଣା କରିବା ପୂର୍ବରୁ ଭଲ ଭାବରେ ଏହି ବିଷୟରେ ବିଚାର କରି ନିଅନ୍ତୁ। ମହତ୍ୱପୂର୍ଣ୍ଣ କାଗଜପତ୍ର ଉପରେ ହସ୍ତାକ୍ଷର କରିବା ପୂର୍ବରୁ ଭଲଭାବରେ ପଢି ନିଅନ୍ତୁ। ବ୍ୟାପାରରେ ଲାଭ ମିଳିବ।

ମୀନ ରାଶି :-

ମୀନ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଆପଣ କୌଣସି ସ୍ଥାନରେ ଧନ ନିବେଶ କରିବା ପାଇଁ ଯୋଜନା କରି ପାରନ୍ତି। ନିବେଶ କରିବା ପୂର୍ବରୁ ପରିବାରର କୌଣସି ଅନୁଭବୀ ସଦସ୍ୟଙ୍କ ଠାରୁ ପରାମର୍ଶ ନିଅନ୍ତୁ। ବ୍ୟାପାର କରୁଥିବା ଲୋକଙ୍କୁ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି। ବ୍ୟାପାରରେ ହାନୀ ହେବାର ସମ୍ଭାବନା ରହିଛି। ଆପଣ ଲୋକଙ୍କ ମଧ୍ୟରେ କୌଣସି କଥାକୁ ନେଇ ଏକ ଭୁଲ ବୁଝାମଣା ହେବାର ସମ୍ଭାବନା ରହିଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତଗଣ ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମା ଲକ୍ଷ୍ମୀଙ୍କ କୃପା ହେଲେ ଆପଣଙ୍କ ଘର ପରିବାର ହସ ଖୁସିରେ ରହିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *