Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୨ ଅକ୍ଟୋବର ୨୦୨୦,ଗୁରୁବାର,ଆଜି ୧୨ ରୁ ୬ ଟି ରାଶିର ଜୀବନରେ ହେବାକୁ ଯାଉଛି ବଡ଼ ଚମତ୍କାର , ପଢନ୍ତୁ ରାଶିଫଳ ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଗୁରୁବାର ୨୨ ଅକ୍ଟୋବରର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୨ ଅକ୍ଟୋବର ୨୦୨୦।

ମେଷ ରାଶି –

ଆଜି ଆପଣଙ୍କୁ ମାନସିକ ରୂପରେ ଆନନ୍ଦ ଅନୁଭବ ହେବ। କାର୍ଯ୍ୟକ୍ଷେତ୍ରରେ ବାଧା ଉତ୍ପନ୍ନ ହୋଇପାରେ। ବାହାର ଖାଦ୍ୟ ପଦାର୍ଥ ସେବନ ଦ୍ଵାରା ସ୍ବାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି। ପେଟ ସମ୍ବନ୍ଧିତ ସମସ୍ୟା ସୃଷ୍ଟି ହୋଇପାରେ। ଖରାପ ସୂଚନା ମିଳିପାରେ। ଲାଭର ଅବସର ମିଳିପାରେ। ଆର୍ଥିକ ହାନୀ ହୋଇପାରେ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। କାର୍ଯ୍ୟରେ ସଫଳତା ନ ମିଳିବା ଦ୍ଵାରା ଆପଣ ଅଧିକ କ୍ରୋଧିତ ହୋଇ ପାରନ୍ତି।

ବୃଷ ରାଶି –

ଆଜି ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବନ୍ଧୁ ମାନଙ୍କ ଠାରୁ ଲାଭ ମିଳିବ। ଜୀବନସାଥୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ରାଜକୀୟ ବାଧା ଦୂର ହେବ। ଧନଲାଭ ର ଅବସର ରହିଛି। ଶତ୍ରୁ ଭୟ ରହିପାରେ। ଚାକିରୀରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ଏବଂ ଆପଣଙ୍କ ପଦୋନ୍ନତୀ ମଧ୍ୟ ସମ୍ଭବ ଅଟେ। ବିବାହ ଇଛୁକ ବ୍ୟକ୍ତି ମାନଙ୍କୁ ଜୀବନସାଥୀ ମିଳିବାର ସମ୍ଭାବନା ରହିଛି। କ୍ୟାରିୟରରେ ଆଗକୁ ବଢିବା ପାଇଁ ଆପଣଙ୍କୁ ଅନେକ ଅବସର ପ୍ରାପ୍ତ ହେବ। ବ୍ୟାପାର କରୁଥିବା ଲୋକଙ୍କୁ ଲାଭ ମିଳିବ।

ମିଥୁନ ରାଶି –

ଆଜି ଆପଣ ଶାରୀରିକ ଏବଂ ମାନସିକ ରୂପରେ ପ୍ରସନ୍ନ ରହିବେ। ପ୍ରଭାବଶାଳୀ ଏବଂ ଆବଶ୍ୟକ ଲୋକଙ୍କ ସହିତ ପରିଚୟ ବଢେଇବା ପାଇଁ ସାମାଜିକ ଗତିବିଧି ଆପଣଙ୍କ ପାଇଁ ଉତ୍ତମ ଅବସର ସାବ୍ୟସ୍ତ ହେବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ ଏବଂ ସଫଳତା ମିଳିବାର ସମ୍ଭାବନା ରହିଛି। ଆପଣଙ୍କ କାର୍ଯ୍ୟ ଦେଖି ଅଧିକାରୀ ପ୍ରସନ୍ନ ହେବେ।

Google

କର୍କଟ ରାଶି –

ବ୍ୟାପାର ରେ ଲାଭ ମିଳିବ। କୌଣସି କାର୍ଯ୍ୟ ସଫଳ ନହେବା କାରଣରୁ ମନରେ ନିରାଶା ଭାବନା ଆସିପାରେ। ସାହିତ୍ୟ ବା ଅନ୍ୟ ସୃଜନାତ୍ମକ କଳା ପ୍ରତି ଆପଣଙ୍କର ରୁଚି ବଢ଼ିବ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ହଇରାଣ ହେବାକୁ ପଡିପାରେ। ପାରିବାରିକ ଜୀବନ ସୁଖମୟ ରହିବ। କାର୍ଯ୍ୟ ପ୍ରଣାଳୀରେ ସୁଧାର ଆସିବ। ପ୍ରତିଷ୍ଠା ବୃଦ୍ଧି ହେବ। ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ଆପଣଙ୍କ କ୍ରୋଧ ଯୋଗୁଁ ମତଭେଦ ସୃଷ୍ଟି ହୋଇପାରେ।

ସିଂହ ରାଶି –

ବ୍ୟବସାୟ ରେ ହାନୀ ହୋଇପାରେ। ଯାତ୍ରା ନିଷ୍ଫଳ ହୋଇପାରେ। ଶାରୀରିକ ତଥା ମାନସିକ ରୂପରେ ନିଜକୁ ସୁସ୍ଥ ଅନୁଭବ କରିବେ। ଚାକିରୀ କ୍ଷେତ୍ରରେ ଥିବା ଲୋକଙ୍କୁ କର୍ମଚାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ବାପ ଘରୁ ସୁଖଦ ସମାଚାର ମିଳିପାରେ। ସମ୍ପତ୍ତି ରେ ନିବେଶ କରିବା ପାଇଁ ଆପଣ ନୂଆ ପ୍ରୋଜେକ୍ଟ ବନେଇ ପାରନ୍ତି। ପିତାମାତାଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ। ନୂଆ ବସ୍ତ୍ର ଉପହାର ରେ ପ୍ରାପ୍ତ ହେବ। ଲମ୍ବା ସମୟ ପରେ ଆପଣ ଜୀବନସାଥୀ ନିକଟତର ହେବେ।

କନ୍ୟା ରାଶି –

ଆଜି ଆପଣ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବେ। ଅଚାନକ ନୂଆ ସ୍ରୋତରୁ ଧନ ଉପାର୍ଜନ ହେବ। କୌଣସି ଭୁଲ ବୁଝାମଣା ରୁ ଦୂରେଇ ରୁହନ୍ତୁ। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ଅଫିସ ବିରୋଧୀ ଷଡ଼ଯନ୍ତ୍ର କରି ପାରନ୍ତି। ସମ୍ପର୍କୀୟ ଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ବ୍ୟବସାୟିକ ଯାତ୍ରା ସଫଳ ରହିବ। ପ୍ରେମୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ।

ତୁଳା ରାଶି –

କୌଣସି ଯାତ୍ରା ରେ ଯାଇ ପାରନ୍ତି। ପରିବାର ଲୋକଙ୍କ ସହିତ ମତଭେଦ ହୋଇପାରେ। ଯାହାଦ୍ବାରା ଘରର ବାତାବରଣ ଅଶାନ୍ତି ରହିପାରେ। ପରିଶ୍ରମ ଅପେକ୍ଷା ଆଶାନୁରୂପ ଫଳ ପ୍ରାପ୍ତ ହେବ ନାହିଁ। ଆର୍ଥିକ ସଙ୍କଟ ଚିନ୍ତା ରହିବ। ବ୍ୟାପାର ରେ ଅଚାନକ ହାନୀ ହେବାର ସମ୍ଭାବନା ରହିଛି। ବାହନ ପ୍ରୟୋଗ ସମୟରେ ସାବଧାନ ରହିବା ଆବଶ୍ୟକ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ବିରୋଧୀ ମାନଙ୍କ ଉପରେ ଆପଣ ବିଜୟ ହାସଲ କରିବେ।

ବିଛା ରାଶି –

ସରକାର ବିରୋଧୀ ପ୍ରବୃତ୍ତି କାରଣରୁ ଆପଣଙ୍କୁ ହଇରାଣ ହେବାକୁ ପଡିପାରେ। ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ଅନେକ ଦିନପରେ କାର୍ଯ୍ୟକ୍ଷେତ୍ରରେ ଆସୁଥିବା ସମସ୍ୟା ସମାପ୍ତ ହେବ। ପୁରୁଣା ସମସ୍ୟାର ସମାଧାନ ମିଳିପାରେ। କୌଣସି କାର୍ଯ୍ୟରେ ଶୀଘ୍ରତା କରନ୍ତୁ ନାହିଁ। ଚାକିରୀ ପେଶାରେ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି ଏବଂ ଉଚ୍ଚ ଅଧିକାରୀ ପ୍ରସନ୍ନ ରହିବେ।

ଧନୁ ରାଶି –

ଆଜି ଆପଣ ନିଜକୁ ସମାଜସେବା ରେ ଆକର୍ଷିତ ପାଇବେ। ଯାହା ସହିତ ବିବାଦ ହୋଇପାରେ, କିନ୍ତୁ ଦୂରେଇ ରହିବାକୁ ପ୍ରୟାସ କରନ୍ତୁ। ଖାଦ୍ୟପେୟରେ ସଂଯମତା ରକ୍ଷା କରନ୍ତୁ। ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଶାରୀରିକ ରୂପରେ ନିଜକୁ ସୁସ୍ଥ ଅନୁଭବ କରିବେ। ଆର୍ଥିକ ସମସ୍ୟା ଦୂର ହେବ। ଜୀବନସାଥୀ ଏବଂ ସନ୍ତାନଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ମନୋରଞ୍ଜନର ସମୟ ଅତିବାହିତ କରିବେ। ନୂଆ ପ୍ରୋଜେକ୍ଟରେ କାମ ଆରମ୍ଭ କରି ପାରନ୍ତି।

Google

ମକର ରାଶି –

ଆଜି ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ଆମୋଦ ପ୍ରମୋଦ ରେ ଦିନଟି ଭରି ରହିବ। ବିବାଦର ସମାଧାନ ହେବ। କରଜ ନେବାରୁ ବଞ୍ଚିତ ହୁଅନ୍ତୁ। ଅଧିକ ଉତ୍ସାହ ଆପଣଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ଶାରୀରିକ ତଥା ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ। ଅଚାନକ ଧନ ଲାଭ ହେବ। ଜୀବନସାଥୀଙ୍କ ସହିତ ଉତ୍ତମ ବ୍ୟବହାର କରିବେ। ବିପରୀତ ଲିଙ୍ଗ ପ୍ରତି ଆକର୍ଷଣ ବଢିବ।

କୁମ୍ଭ ରାଶି –

ଦିନଟି ଆପଣଙ୍କ ପାଇଁ ଅଧିକ ରୋମାଞ୍ଚକ ରହିବ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ। ଘରର ସାଜସଜ୍ଜା ଆପଣ କରି ପାରନ୍ତି। ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ଏବଂ ପ୍ରସନ୍ନ ରହିବେ। ଦୈନନ୍ଦିନ ଜୀବନ ବ୍ୟବସ୍ଥିତ ରହିବ। ଅଚାନକ ଧନ ପ୍ରାପ୍ତି ହୋଇପାରେ। କିନ୍ତୁ ଅଧିକ ଉପାର୍ଜନ ପାଇଁ ପ୍ରୟାସ ଜାରି ରଖନ୍ତୁ। ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଅଶାନ୍ତି ରହିପାରେ।

ମୀନ ରାଶି –

ଆଜି ଆପଣଙ୍କର ପାରିବାରିକ ସ୍ଥିତି ସୁଦୃଢ ରହିବ। ଆପଣଙ୍କ ମନରୁ ଚିନ୍ତାର ଭାର ଉଠିଗଲା ଭଳି ଆପଣଙ୍କୁ ଅନୁଭବ ହେବ। ଅବିବାହିତ ଲୋକଙ୍କୁ ଯୋଗ୍ୟ ପାର୍ଟନର ମିଳିପାରେ। ନୂଆ ବାହନ ପ୍ରାପ୍ତ ହୋଇପାରେ। ଛାତ୍ରଛାତ୍ରୀ ମାନଙ୍କର ପାଠପଢ଼ାରେ ମନ ଲାଗିବ। ସମ୍ପତ୍ତି ରୁ ଲାଭ ମିଳିବ। ଜୀବନସାଥୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ପ୍ରଭାବଶାଳୀ ଲୋକଙ୍କ ଲାଭ ମିଳିବ। ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ।

ବନ୍ଧୁଗଣ ଆଜି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *