Excuse Me Odisha

ଯାହା କହିବୁ ସତ କହିବୁ

ପାରା ଯଦି ଘରକୁ ଆସୁଛନ୍ତି ତେବେ ଜାଣି ନିଅନ୍ତୁ ଏହି ଭୟଙ୍କର କଥା

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ପୋଷ୍ଟରେ ଆମେ ନୂଆ ବିଷୟବସ୍ତୁ ଉପରେ ଆଲଚନା କରିବା। ବିଷୟଟିର ନାମ ହେଉଛି ଯଦି ଘରକୁ ପାରା ଆସୁଛନ୍ତି ତାହାଲେ ତାର ଅର୍ଥ କଣ ହୋଇପାରେ। ସେହି ବିଷୟରେ ଆଜି ଆମେ କଥା ହେବା।

ପ୍ରାୟତଃ ସମସ୍ତ ପକ୍ଷୀ ବହୁତ ଚଞ୍ଚଳ ଏବଂ ନିରୀହ ହୋଇଥାଆନ୍ତି। କିନ୍ତୁ ପାରା ଚଞ୍ଚଳ କମ ଏବଂ ସରଳ ଅଧିକ ହୋଇଥାଆନ୍ତି। ଆଶ୍ରୟ ବନେଇବା ପାଇଁ ସେମାନ ପୁରୁଣା କୋଠା ଉଚ୍ଚ ସ୍ମାରକ ଏମାନଙ୍କୁ ଅଧିକ ପସନ୍ଦ ହୋଇଥାଏ। ଆପଣ କଣ ଜାଣିଛନ୍ତି ପାରା ଘରକୁ ଆସିବା ଦ୍ୱାରା ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। କେହି କେହି ପାରାକୁ ମା ଲଷ୍ମୀଙ୍କର ପ୍ରତୀକ ବୋଲି କହିଥାନ୍ତି। ବନ୍ଧୁଗଣ ପକ୍ଷୀ ମାନଙ୍କୁ ଦାନା ଦେବା ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ। କିନ୍ତୁ ପାରା ଏକ ଏପରି ପକ୍ଷୀ ଯାହାକୁ ଶାନ୍ତିର ପ୍ରତୀକ ବୋଲି ବିଚାର କରାଯାଏ। ତାହା ସହିତ ପାରା ନିଜ ଜୀବନସାଥୀ ପାଇଁ ବହୁତ ସଚ୍ଚା ରହିଥାଏ। ପାରା ମାନଙ୍କୁ ଦାନା ଦେବା ଏକ ପୁଣ୍ୟର କାମ ଅଟେ। ସେଥିପାଇଁ ପ୍ରାୟ ଲୋକ ପାରାକୁ ଦାନା ଦେବାକୁ ପସନ୍ଦ କରିଥାନ୍ତି। ବହୁତ ଲୋକ ପାରାକୁ ନିଜ ଘରର ଛାତ ଉପରେ ଦାନା ଦେବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଥିରେ କିଛି ସାବଧାନ ରହିବା ଆବଶ୍ୟକ। ଆପଣ ବହୁତ ଶୁଣି ଥିବେ କି ଘରର ଛାତ ଉପରେ ପାରାକୁ ଦାନା ନଦେଇ ଘରର ଅଗଣାରେ କିମ୍ବା ଘରର ବାହାରେ ଯେକୌଣସି ସ୍ଥାନରେ ଦାନା ଦିଆଯାଏ। ଯଦି ଘରେ କିଛି ଅସୁବିଧା ଅଛି କିମ୍ବା ପାଖରେ କିଛି ଭଲ ସ୍ଥାନ ନାହିଁ ତେବେ ହିଁ ଘର ଛାତ ଉପରେ ପାରାକୁ ଦାନା ଦେଇ ପାରିବେ।

Google

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଛାତକୁ ରାହୁ ଏବଂ ପାରାକୁ ବୁଧ ବୋଲି ବିଚାର କରାଯାଏ। ଜ୍ୟୋତିଷ ଅନୁସାରେ ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ରାହୁ ଏବଂ ବୁଧଙ୍କର ମେଳ ହୋଇଥାଏ ତ ସେଠାରେ ସ୍ଥିତି ଖରାପ ହୋଇଯାଇଥାଏ। ଆଉ ଯଦି ଜନ୍ମ କୁଣ୍ଡଳୀରେ ବୁଧ ଏବଂ ରାହୁଙ୍କର ମେଳ ଖରାପ ଥାଏ ତ ଏହା ସେହି ବ୍ୟକ୍ତିଙ୍କ ପାଇଁ ବହୁତ ଅଶୁଭ ବିଚାର କରାଯାଏ। ଏହି ଅବସ୍ଥାରେ ବ୍ୟକ୍ତି ପାଗଳଙ୍କ ପରି ଓଲଟା ବ୍ୟବହାର କରିଥାଏ। ଘରେ ମଧ୍ୟ ଧନ ଜନିତ ସମସ୍ୟା ଦେଖା ଦେଇପାରେ। ସେଥିପାଇଁ ଘରର ଛାତ ଉପରେ ପାରାକୁ ଦାନା ନଦେଇ ଘରର ବାହାରେ କିମ୍ବା ଅଗଣାରେ ଦାନା ଦିଅନ୍ତୁ। କିନ୍ତୁ ଗୋଟେ କଥା ମନେ ରଖିବେ କି ପାରାକୁ କେବେହେଲେ ଘରେ ବସା ବାନ୍ଧିବାକୁ ଦେବେ ନାହିଁ। ଏହା ଅଶୁଭ ବୋଲି ବିଚାର କରାଯାଏ।

Google

ଯଦି ଆପଣଙ୍କ ଘରର ପାଖାପାଖି ପାରା ନାହାନ୍ତି କି ଆପଣ ପାରାକୁ ଦେଖିବାକୁ ପାଉନାହାନ୍ତି ତେବେ ଗୋଟିଏ କାମ କରନ୍ତୁ। ସବୁଦିନ କିଛି ଦାନା ଏବଂ ପାଣି ଗୋଟେ ଖୋଲା ସ୍ଥାନରେ ରଖନ୍ତୁ। ଯାହା ଦ୍ୱାରା କି ବାହାରର ପକ୍ଷୀ ମାନେ ତାକୁ ଦେଖିପାରିବେ। ଏପରି କିଛି ଦିନ କରିବା ପରେ ପାରା ମାନେ ଆସିଯିବାକୁ ଲାଗିଥାନ୍ତି। ପାରା ମାନଙ୍କୁ ଏପରି ଦାନା ଦେବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିଥାନ୍ତି। ଏବଂ ଆପଣଙ୍କର ଧନ ଜନିତ ସମସ୍ତ ସମସ୍ୟା ଦୂର ହେବାକୁ ଲାଗେ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢିଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *