Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୧ ଅକ୍ଟୋବର ୨୦୨୦,ବୁଧବାର,ଭଗବାନ ଗଣେଶ ଏହି ୭ ଟି ରାଶିର ଲୋକଙ୍କ ଉପରେ ହେଉଛନ୍ତି ପ୍ରସନ୍ନ, ଖୁସିରେ ଭରି ଦେବେ ଜୀବନ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ବୁଧବାର ୨୧ ଅକ୍ଟୋବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୧ ଅକ୍ଟୋବର ୨୦୨୦।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ସମ୍ପର୍କୀୟଙ୍କ ଠାରୁ ଧୋକା ମିଳିପାରେ। ଆପଣଙ୍କ ମନ ଦୁଃଖିତ ହୋଇପାରେ। ବାହନ ସୁଖ ପ୍ରାପ୍ତ ହେବ। ବିରୋଧୀ ଆପଣଙ୍କ ଉପରେ ଭାରୀ ରହିବେ। କୌଣସି ମଙ୍ଗଳ କାର୍ଯ୍ୟର ଯୋଜନା କରି ପାରନ୍ତି। ସେୟାର ଟ୍ରେଣ୍ଡିଂ ରେ ଲାଭ ମିଳିବ। ବ୍ୟବସାୟିକ ସ୍ତରରେ ଲାଭ ମିଳିବ।

ବୃଷ ରାଶି –

ଆପଣଙ୍କୁ ଉତ୍ତମ ଅବସର ପ୍ରାପ୍ତ ହେବ। ଆପଣଙ୍କୁ ନିଜ ଲକ୍ଷ ପ୍ରତି ନିଷ୍ଠାବାନ ହେବା ଆବଶ୍ୟକ। ଶୁଭ ସମାଚାର ପ୍ରାପ୍ତ ହେବ। ବିବାହ ର ପ୍ରୟାସ ଅଧିକ ରହିବ। ଆର୍ଥିକ ସ୍ଥିତି ସୁଦୃଢ ରଖିବା ପାଇଁ ଆପଣଙ୍କ ଯୋଜନା ସାର୍ଥକ ରହିବ। ସନ୍ତାନଙ୍କ ଭବିଷ୍ୟତ କୁ ନେଇ ଚିନ୍ତିତ ରହି ପାରନ୍ତି। ଭବିଷ୍ୟତରେ ଆପଣଙ୍କୁ ଉଚିତ ଅବସର ମିଳିବ।

ମିଥୁନ ରାଶି –

ଆଜି ଆପଣଙ୍କୁ ପରୀକ୍ଷାରେ ସଫଳତା ମିଳିବ। ଶାସନ ସତ୍ତା ତରଫରୁ ସହଯୋଗ ପ୍ରାପ୍ତ ହେବ। ଶୀଘ୍ରତା ରେ ନିବେଶ କରନ୍ତୁ ନାହିଁ। ସମ୍ପର୍କୀୟଙ୍କ ସହିତ ଲମ୍ବା ଯାତ୍ରାରେ ଯାଇ ପାରନ୍ତି। ବୌଦ୍ଧିକ କ୍ଷମତା ରେ ନୂଆ ମାର୍ଗ ମିଳିବ। ନୂଆ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରିବେ। ଆଧ୍ୟାତ୍ମିକ ପ୍ରବୃତ୍ତି ରେ ବିକାଶ ହେବ। ଆପଣଙ୍କୁ କିଛି ଖାସ ଦାୟିତ୍ୱ ମିଳିପାରେ, ଏହାକୁ ଉଚିତ ଢଙ୍ଗରେ ତୁଲାଇବେ।

Google

କର୍କଟ ରାଶି –

ଆଜି ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ଚାକିରୀରେ ଉଚିତ ପରିଣାମ ପ୍ରାପ୍ତ ହେବ। କାର୍ଯ୍ୟ କ୍ଷେତ୍ରରେ ବିସ୍ତାର ହେବ। ଆୟ ରେ ବୃଦ୍ଧି ହେବ। ପାରିବାରିକ ଜୀବନ ସୁଖମୟ ରହିବ। ପରିସ୍ଥିତି ଆପଣଙ୍କ ପାଇଁ ସକାରାତ୍ମକ ରହିବ। କୌଣସି ସୁଖଦ ସମାଚାର ଆପଣଙ୍କୁ ମିଳିପାରେ। ମାନସିକ କାର୍ଯ୍ୟ ଅଧିକ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଅଧିକ କଠିନ ସମସ୍ୟାର ସାମ୍ନା କରିବାକୁ ପଡ଼ିବ। ବିଦ୍ୟାର୍ଥୀ ମାନଙ୍କୁ ସଫଳତା ମିଳିବ।

ସିଂହ ରାଶି –

ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। କାରବାରରେ ବିସ୍ତାର ହେବ। ଅଧିକ ପରିଶ୍ରମ କରିବାକୁ ପଡ଼ିବ। ପୂର୍ବରୁ କରିଥିବା ଭୁଲ କୁ ସୁଧାରିବା ପାଇଁ ପ୍ରୟାସ କରି ପାରନ୍ତି। ସନ୍ତାନ ସୁଖ ପ୍ରାପ୍ତ ହେବ। ଘରୋଇ ଦାୟିତ୍ୱ କୁ ଅଣଦେଖା କରନ୍ତୁ ନାହିଁ, ନଚେତ ଆପଣଙ୍କ ସପକ୍ଷରେ ଥିବା ଘର ଲୋକେ ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି। ଜମିବାଡ଼ି ମାମଲାରେ ଆପଣଙ୍କର ନିବେଶ ଲାଭକାରୀ ରହିବ।

କନ୍ୟା ରାଶି –

ଆପଣ ଛୋଟ ଛୋଟ କଥାକୁ ନେଇ ବିବାଦ କରନ୍ତୁ ନାହିଁ। ପଠନ ପାଠନ ରେ ରୁଚି ବଢ଼ିବ। ଶିକ୍ଷଣୀୟ କାର୍ଯ୍ୟରୁ ସୁଖଦ ପରିଣାମ ପ୍ରାପ୍ତ ହେବ। ଚାକିରୀ ସମ୍ବନ୍ଧିତ ଯାତ୍ରା କରିବାକୁ ପଡିପାରେ। ନିବେଶ କମ ରହିବା ଦ୍ଵାରା ଆପଣ ଚିନ୍ତିତ ରହି ପାରନ୍ତି। ଆପଣଙ୍କୁ ଅନୁଭବ ହେବକି ସ୍ଥିତି ଅସ୍ଥାୟୀ ସିଦ୍ଧ ଅଟେ। କିଛି ସମୟରୁ ଚାଲି ଆସିଥିବା ସମସ୍ୟା ସମାପ୍ତ ହେବ। ଜୀବନସାଥୀ ଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ମାନସିକ ରୂପରେ ଆନନ୍ଦିତ ଅନୁଭବ କରିବେ।

ତୁଳା ରାଶି –

ଆଜି ଆପଣ ଅଧିକ କାର୍ଯ୍ୟ କରିବାରୁ ବଞ୍ଚିତ ହୁଅନ୍ତୁ। ନଚେତ ଅଧିକ ଥକା ହୋଇ ଯାଇପାରେ। ଆପଣଙ୍କ ମନରେ କୌଣସି କଥାକୁ ନେଇ ନିରାଶା ଏବଂ ଅସନ୍ତୋଷ ଭାବ ଜାଗ୍ରତ ହୋଇପାରେ। ଚାକିରୀରେ ସଫଳତା ମିଳିବ। କୌଣସି ବିବାଦ ରୁ ବଞ୍ଚିତ ହୁଅନ୍ତୁ। ସ୍ଥାନ ପରିବର୍ତ୍ତନ ର ସମ୍ଭାବନା ରହିଛି। କଳା ସଂସ୍କୃତି ର ପୃଷ୍ଠ ଭୂମି ର ଲୋକେ ଉଜ୍ଜ୍ୱଳ ରୂପରେ ଚମକିବେ। ଅନ୍ୟମାନଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ।

ବିଛା ରାଶି –

ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅନୁକୂଳ ସମୟ ରହିଛି। ଚାକିରୀରେ ପରିବର୍ତ୍ତନ ଯୋଗ ରହିଛି। ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତରଣ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ହେବ। ପରିଶ୍ରମ ଏବଂ ତ୍ୟାଗ ଦ୍ଵାରା ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ସମ୍ପତ୍ତି ର ବଡ଼ ସଉଦା ହୋଇପାରେ। ପରମାର୍ଥିକ କାର୍ଯ୍ୟ କରନ୍ତୁ। ବ୍ୟାପାର କରୁଥିବା ଲୋକଙ୍କୁ ବଡ଼ ଫାଇଦା ମିଳିପାରେ। ଋଣ ନିଅନ୍ତୁ ନାହିଁ। ପାର୍ଟନର ଙ୍କୁ କଷ୍ଟ ହୋଇପାରେ । ବିରୋଧୀ ହଇରାଣ କରି ପାରନ୍ତି।

ଧନୁ ରାଶି –

ଭାଇଭଉଣୀଙ୍କ ସମ୍ବନ୍ଧରେ ମଧୁରତା ଆସିବ। ବନ୍ଧୁ ମାନଙ୍କ ସହଯୋଗ ପ୍ରାପ୍ତ ହେବ। ଆଶା ନିରାଶା ମିଶ୍ରିତ ମନୋଭାବ ରହିବ। ପ୍ରେମ ପ୍ରସଙ୍ଗ ରେ ସଫଳତା ମିଳିବ। ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ରାଜନୈତିକ ଅଭିଳାଷା ପୂରଣ ହେବ। ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରସ୍ତୁତ ବଜେଟ ରୁ ଦୂରେଇ ଯାଆନ୍ତୁ ନାହିଁ। କୌଣସି ବଡ଼ ଦାୟିତ୍ୱ ଆପଣଙ୍କୁ ମିଳିପାରେ।

Google

ମକର ରାଶି –

ଯଦି ଆପଣ କୌଣସି କାର୍ଯ୍ୟ ସକାରାତ୍ମକ ଉର୍ଜା ସହିତ ସମ୍ପନ୍ନ କରିଥିବେ ତାହେଲେ ଆପଣଙ୍କୁ ପୁରସ୍କାର ପ୍ରାପ୍ତ ହେବ। ଖର୍ଚ୍ଚରେ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ଅନୁରୂପ ସଫଳତା ମିଳିବ ନାହିଁ। ଶରୀରରେ କଷ୍ଟ ବନି ରହିବ। ଅଚାନକ ଧନ ପ୍ରାପ୍ତି ହୋଇପାରେ। ବନ୍ଧୁ ମାନଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ବ୍ୟର୍ଥ କାର୍ଯ୍ୟରେ ଶାନ୍ତି ନଷ୍ଟ ହୋଇପାରେ। ବିରୋଧୀ ଚିନ୍ତାର କାରଣ ହୋଇ ପାରନ୍ତି। କୌଣସି ଧାର୍ମିକ ଯାତ୍ରା ରେ ଯାଇ ପାରନ୍ତି।

କୁମ୍ଭ ରାଶି –

ଆଜି ଆପଣ ଅଧିକ ଉତ୍ସାହିତ ରହିବେ। ଆଳସ୍ୟ ରେ ଭରି ରହିବେ। ପାରିବାରିକ ଦାୟିତ୍ୱ ବଢିପାରେ। ଭାଇ ମାନଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ପ୍ରବାସ ଏବଂ ରୁଚିପୂର୍ଣ୍ଣ ଭୋଜନ ର ଆନନ୍ଦ ନେଇ ପାରିବେ। ଆପଣଙ୍କ ମନ ପ୍ରସନ୍ନ ହୋଇପାରେ। ଆତ୍ମବିଶ୍ବାସ ରେ ବୃଦ୍ଧି ହେବ। ଆଧ୍ୟାତ୍ମିକ ଆଡ଼କୁ ଆପଣଙ୍କର ଆକର୍ଷଣ ବଢିବ। ପରିବାର ତରଫରୁ ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି। ଘରକୁ ଅତିଥି ଆସି ପାରନ୍ତି।

ମୀନ ରାଶି –

ଆଜି ପାରିବାରିକ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। କାର୍ଯ୍ୟ ପ୍ରତି ଆପଣ ସକାରାତ୍ମକ ରହିବେ। ଚାକିରୀରେ ପରିବର୍ତ୍ତନ ର ଯୋଗ ରହିଛି। ପରିବାର ଠାରୁ ଦୂରକୁ ଯିବାକୁ ପଡିପାରେ। ଖର୍ଚ୍ଚରେ ବୃଦ୍ଧି ହେବ। ଆପଣଙ୍କର କୌଣସି ଅଧୁରା ଇଛା ପୂରଣ ହେବ, ଯାହାଦ୍ବାରା ଆପଣଙ୍କର ମନ ପ୍ରସନ୍ନ ରହିବ। ଜୀବନସାଥୀ ଙ୍କ ଶରୀର ଅସୁସ୍ଥତା କାରଣରୁ ଆପଣ ଚିନ୍ତିତ ରହି ପାରନ୍ତି। କାର୍ଯ୍ୟ ସିଦ୍ଧି ରେ ପରାକ୍ରମ ଏବଂ ପ୍ରତିଷ୍ଠାରେ ବୃଦ୍ଧି ହେବ। ପାଖ ପଡୋଶୀ ଙ୍କ ସହିତ ସମ୍ବନ୍ଧ ସୁଧୁରି ଯିବ। ବାହନ ସୁଖ ପ୍ରାପ୍ତ ହେବ। ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ସଫଳତା ହାସଲ କରିବେ।

ବନ୍ଧୁଗଣ ଆଜି ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ଶ୍ରୀ ଗଣେଶ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *