Excuse Me Odisha

ଯାହା କହିବୁ ସତ କହିବୁ

କ୍ଷୀର ପିଇଲେ କଣ ସବୁ ହୋଇ ଥାଏ, କ୍ଷୀର ପିଉଥିବା ଲୋକ ଏହାକୁ ନିଶ୍ଚିତ ଥରେ ପଢନ୍ତୁ ।

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆଲୋଚନା କରିବା କ୍ଷୀର ପିଇବାର ଉପକାରୀତା ବିଷୟରେ। କ୍ଷୀର ପିଇଲେ କଣ ଫାଇଦା ହୋଇଥାଏ। ସେହି ବିଷୟରେ ଆମେ ଆଲଚନା କରିବା। କିନ୍ତୁ ତା ପୂର୍ବରୁ ଜାଣିବା କ୍ଷୀରରେ କୋଣ ସବୁ ନ୍ୟୁଟ୍ରିନ୍ସ ଏବଂ ମିନେରାଲସ ରହିଛି। କ୍ଷୀରରେ ଭିଟାମିନ, ପ୍ରୋଟିନ, କାର୍ବୋହାଇଡ୍ରେଟ ମ୍ୟାଗନେସିୟମ, ଫସଫରସ, ଜିଙ୍କ ପରି ଅନେକ ପ୍ରକାରର ନ୍ୟୁଟ୍ରିନ୍ସ ଏବଂ ମିନେରାଲସ ରହିଛି। କିନ୍ତୁ କ୍ଷୀରରେ ଅଧିକ ମାତ୍ରାରେ ପ୍ରୋଟିନ ଭାଗ ରହିଥାଏ। ଏବଂ କ୍ୟାଲସିୟମ ମୁଖ୍ୟ ରୂପରେ କାମ କରିଥାଏ। ତେବେ ଆସନ୍ତୁ ଏବେ ଜାଣିବା କି କ୍ଷୀର ପିଇଲେ ଆମର କଣ ସବୁ ଉପକାର ହୋଇଥାଏ।

Google

କ୍ଷୀର ପିଇଲେ ଆମର ହାର୍ଟ ଏବଂ ଜୋଏଣ୍ଟ ସୁସ୍ଥ ଏବଂ ମଜବୁତ ରହିଥାଏ। ତାହା ସହିତ ଆମ ଶରୀରର ଯଦି ଭିଟାମିନ- ଇ ଡେଫିସିଏନ୍ସି ରହିଛି ତାହାଲେ ମଧ୍ୟ କଣ୍ଟ୍ରୋଲ ହୋଇଥାଏ। ଏବଂ ଆପଣ ଯଦି weight loss ହେବା ପାଇଁ ଚାହୁଁଛନ୍ତି ତାହେଲେ କ୍ଷୀର ପିଇଲେ weight loss ହୋଇଥାଏ। ଏବଂ କ୍ଷୀର ଆମ tension କିମ୍ବା ଟ୍ରେସ କମାଇବାରେ ବହୁତ ସାହାର୍ଯ୍ୟ କରିଥାଏ। ତାହା ସହିତ ଆମ ମାଂସପେଶୀ ଗ୍ରଥରେ ବହୁତ ସାହାର୍ଯ୍ୟ କରିଥାଏ। ଏବଂ କ୍ଷୀର ଆମକୁ ଶକ୍ତି ଦେଇଥାଏ। ଆମର ବିଭିନ୍ନ ପ୍ରକାରର କାମ କରିବା ପାଇଁ ଆମକୁ ଶକ୍ତି ଦେଇଥାଏ। କ୍ଷୀର ପିଇଲେ କିମ୍ବା କ୍ଷୀର ଜାତୀୟ କୌଣସି ଜିନିଷ ଖାଇଲେ ଆମର ଶରୀରରେ ବ୍ଲଡ଼ପ୍ରେସସର, ବ୍ଲଡ଼ ସରକଲେସନ ଏବଂ ବ୍ଲଡ଼ସୁଗାର ଲେବୁଲ control ହୋଇଥାଏ। ତାହା ସହିତ ଆମ ଶରୀରରୁ ଖରାପ ପଲିଷ୍ଟନ ବାହାର କରିବାରେ ସାହାର୍ଯ୍ୟ କରିଥାଏ। ସେଥିପାଇଁ ଆମେ ସୁସ୍ଥ ଏବଂ ମଜବୁତ ରହିପାରୁଛେ।

Google

କ୍ଷୀର ପିଇଲେ ଆମ ଆଖି ଜାତୀୟ ସବୁ ରୋଗ ଦୂର ହୋଇଥାଏ। ଏବଂ ସେ ଆଖିକୁ ସୁସ୍ଥ ଏବଂ ମଜବୁତ କରିଥାଏ। ଆମକୁ ଯଦି ଭୋକ ଲାଗିଲେ ଥଣ୍ଡା କ୍ଷୀର ପିଇଲେ ଆମକୁ ଭୋକର ଶକ୍ତି ବଢିଥାଏ। ଏବଂ ଆମକୁ ଭୋକ ଲାଗିଥାଏ। ଆମେ ସଠିକ ଭାବରେ ଖାଇ ମଧ୍ୟ ପାରିଥାଉ। ପରିଶ୍ରମ କଲା ପରେ ଆମ ଶରୀରରୁ ଏନର୍ଜୀ ଲେବୁଲ କମି ଥାଏ। ଏବଂ ଆମ ଶରୀରକୁ ପ୍ରୋଟିନ ଅଧିକ ଦରକାର ହୋଇଥାଏ। ଯେଉଁଥି ପାଇଁ କି ଆମେ ଯେତେ କାର୍ଯ୍ୟ କଲେ ମଧ୍ୟ ସଙ୍ଗେ ସଙ୍ଗେ ଉଷୁମ କ୍ଷୀର ପିଉଛେ ତାହେଲେ ଆମ ଶରୀରରେ ଶକ୍ତି ଉତ୍ପନ୍ନ ହୋଇଥାଏ। ଏବଂ ଆମ ଶରୀରରେ ପ୍ରୋଟିନର deficiency ହୋଇନଥାଏ। ଯେଉଁଥି ପାଇଁ କି ଆମେ ସୁସ୍ଥ ଏବଂ ମଜବୁତ ରହିପାରୁଛେ। କ୍ଷୀର ଆମ ହାଡ଼ ଏବଂ ଦାନ୍ତକୁ ବହୁତ ମଜବୁତ ରଖିଥାଏ। ତାହା ସହିତ ଯେଉଁମାନେ କ୍ରୋନିକ ଡ଼ିଜିସରେ ପୀଡିତ ଅଛନ୍ତି ସେମାନଙ୍କ ପାଇଁ କ୍ଷୀର ଗୋଟେ ସପ୍ଲିମେଣ୍ଟ ପରି କାମ କରିଥାଏ। କ୍ଷୀର ପିଇଲେ ଆମର ବିଭିନ୍ନ ପ୍ରକାରରେ ରୋଗ ଯେମିତିକି କ୍ୟାନସର, କ୍ରୋନିକ ଡ଼ିଜିସ ଏମିତି ବହୁତ ପ୍ରକାରର ରୋଗ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ । ଏବଂ ଆପଣଙ୍କୁ ଯଦି ଭଲ ନିଦ ଆସୁନାହିଁ ତାହେଲେ ଶୋଇବାର କିଛି ସମୟ ପୂର୍ବରୁ ଉଷୁମ କ୍ଷୀର ପିଇଲେ ଭଲ ନିଦ ଆସିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ update ପାଇଁ ଆମ page କୁ ଲାଇକ କରନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *