Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୦ ଅକ୍ଟୋବର ୨୦୨୦,ମଙ୍ଗଳବାର,ଆଜି ଏହି ପାଞ୍ଚଟି ରାଶିର ଲୋକଙ୍କୁ ମିଳିବ ଭଗବାନ ହନୁମାନଙ୍କ ଆଶୀର୍ବାଦ ମିଳିବ, ଖୁବ୍ ଶୀଘ୍ର ସଫଳତା ମିଳିବ, ପଢନ୍ତୁ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ମଙ୍ଗଳବାର ୨୦ ଅକ୍ଟୋବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୦ ଅକ୍ଟୋବର ୨୦୨୦।

ମେଷ ରାଶି –

ଛାତ୍ର ମାନଙ୍କୁ ପାଠପଢ଼ା ରେ ରୁଚି ବଢ଼ିବ। ଆପଣଙ୍କ କଳ୍ପନା ଶକ୍ତି ବୃଦ୍ଧି ହେବା କାରଣରୁ କାଳ୍ପନିକ ଦୁନିଆ ର ଭ୍ରମଣ କରିବେ। ପ୍ରେମ ଜୀବନ ସୁଖମୟ ରହିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ମାତାଙ୍କ ଠାରୁ ଧନ ପ୍ରାପ୍ତି ହେବ। ଆଜି ଆପଣ ନିଜକୁ ଏକା ଅନୁଭବ କରିବେ। ଭାବନାତ୍ମକ ସମ୍ବନ୍ଧରେ ଆପଣ ନରମ ରହିବେ। ବ୍ୟବସାୟ ରେ ଏକାଗ୍ରତା ବନେଇ ରଖିବେ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଅନେକ ସମୟ ପରେ ଆପଣଙ୍କୁ ସମସ୍ୟାରୁ ମୁକ୍ତି ମିଳିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ବ୍ୟବସାୟିକ ସ୍ଥଳରେ ବାତାବରଣ ଅନୁକୂଳ ରହିବ। ଶିକ୍ଷଣୀୟ କାର୍ଯ୍ୟରେ ବାଧା ସୃଷ୍ଟି ହୋଇ ପାରେ। ବାଣୀ ର ପ୍ରଭାବ ବୃଦ୍ଧି ହେବ। ପୁରୁଣା ବନ୍ଧୁଙ୍କ ସହିତ ମନୋରଞ୍ଜନ ସମୟ ଅତିବାହିତ କରିବେ। ଶୀଘ୍ରତା ରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ।ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ରହିବେ।

ମିଥୁନ ରାଶି –

ଆପଣଙ୍କୁ ଧୀରେ ଧୀରେ ସଫଳତା ମିଳିବ। ଆପଣଙ୍କ ମନରେ ଶାନ୍ତି ବିରାଜମାନ କରିବ।କୁଟୁମ୍ବ ପରିବାର ମଧ୍ୟରେ ଧାର୍ମିକ ଅନୁଷ୍ଠାନ ଆୟୋଜିତ ହେବେ। କ୍ୟାରିୟର ମାମଲାରେ କିଛି ଅଚାନକ ପରିବର୍ତ୍ତନ ଆସିପାରେ। ବିଚାର କରିଥିବା କାର୍ଯ୍ୟ ସମ୍ପନ୍ନ ହେବ। ମାତାପିତାଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ।

Google

କର୍କଟ ରାଶି –

ବୌଦ୍ଧିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଚାକିରୀ କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ହୋଇପାରେ। ଆୟୋଜିତ ଖର୍ଚ୍ଚ ରେ ବୃଦ୍ଧି ହେବ। ଆୟ ର ସ୍ରୋତ ସୁଦୃଢ କରିବା ପାଇଁ ପ୍ରୟାସ କରିବେ। ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ ଏବଂ ତାଳମେଳ ରଖି କାର୍ଯ୍ୟ କରିବେ। ବ୍ୟର୍ଥ ବିବାଦ ରେ ପଡନ୍ତୁ ନାହିଁ। କୌଣସି କାର୍ଯ୍ୟ କରିବା ପୂର୍ବରୁ ନରୁଷ୍ଠା ଲୋକଙ୍କ ରାୟ ନିଅନ୍ତୁ।

ସିଂହ ରାଶି –

ଆଜି ବ୍ୟବସାୟିକ ବାଧା ଆସିପାରେ। କାହା ସହିତ ବିବାଦ କରନ୍ତୁ ନାହିଁ। ଉଚ୍ଚ ଶିକ୍ଷା ପାଇଁ ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଚାକିରୀ କ୍ଷେତ୍ରରେ ଆପଣଙ୍କ ବଦଳି ହୋଇପାରେ। କୌଣସି ବନ୍ଧୁଙ୍କ ସହଯୋଗ ଦ୍ଵାରା ଆପଣଙ୍କର ଆୟ ର ସ୍ରୋତ ବିକଶିତ ହେବ। ଆଧ୍ୟାତ୍ମିକ ଆଡ଼କୁ ଆପଣଙ୍କର ରୁଜ୍ଞାନ ଅଧିକ ରହିବ। ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ କରି ପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ବିରାଜମାନ ହେବ।

କନ୍ୟା ରାଶି –

ଆଜି କିଛି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ବନ୍ଧୁଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଶିକ୍ଷଣୀୟ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଭାଇ ମାନଙ୍କ ସହିତ ବୈଚାରିକ ମତଭେଦ ହୋଇପାରେ। କଥାବାର୍ତ୍ତା ସନ୍ତୁଳନ ବନାଇ ରଖିବେ। ଆର୍ଥିକ ମାମଲାରେ ସମସ୍ୟା ଦେଖା ଦେଇପାରେ। ଆପଣଙ୍କ ରାସ୍ତାରେ କିଛି ବ୍ୟବଧାନ ଆସିପାରେ।

ତୁଳା ରାଶି –

ପ୍ରେମ ଜୀବନରେ ମଧୁରତା ଦେଖାଦେବ। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ମନରେ ନିରାଶା ଏବଂ ଅସନ୍ତୋଷ ଭାବ ରହିପାରେ। ଚାକିରୀ କ୍ଷେତ୍ରରେ ଅସନ୍ତୋଷ ସ୍ଥିତି ରହିବ। ନିବେଶ ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ସ୍ବାସ୍ଥ୍ୟ ଉପରେ ଖର୍ଚ୍ଚ ହୋଇପାରେ। ଅନିୟୋଜିତ ଖର୍ଚ୍ଚରେ ବୃଦ୍ଧି ହେବ।

ବିଛା ରାଶି –

ବିଛା ରାଶିର ଲୋକଙ୍କୁ ଆଜି ଅଧିକ ଦାୟିତ୍ୱ ସମ୍ଭାଳିବା ପାଇଁ କିଛି ପରିବର୍ତ୍ତନ କରିବାକୁ ପଡ଼ିବ। ପାରିବାରିକ ଜୀବନ ସୁଖମୟ ରହିବ। ଭବନ ସୁଖରେ ବୃଦ୍ଧି ହେବ। ମାତାଙ୍କ ସହିତ ମତଭେଦ ହୋଇପାରେ। ପାରିବାରିକ ସମ୍ବନ୍ଧ କୁ ଅଣଦେଖା କରନ୍ତୁ ନାହିଁ। କାରବାର ରେ ଲାଭ ମିଳିବ। ଚାକିରୀ କ୍ଷେତ୍ରରେ ଜଡ଼ିତ କାର୍ଯ୍ୟ ରେ ସଫଳତା ମିଳିବ। ବୃଦ୍ଧ ଲୋକଙ୍କ ଠାରୁ ଆଶୀର୍ବାଦ ନିଅନ୍ତୁ, ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ।

ଧନୁ ରାଶି –

ଆର୍ଥିକ ସ୍ତରରେ ଲାଭବାନ ହେବେ। ନୂତନ ସଉଦା ଆପଣଙ୍କ କାର୍ଯ୍ୟରେ ଆସିବ। କିଛି ପୁରୁଣା ମିତ୍ରଙ୍କ ସହିତ ଭେଟ ହୋଇପାରେ। ସେୟାର ବଜାରରେ ନିବେଶ କରିବା ପାଇଁ ଉତ୍କୃଷ୍ଟ ସମୟ ରହିଛି। ଆପଣ ଭାଗିଦାରୀ ଏବଂ ସହଯୋଗ ଉତ୍ତମ ରୂପରେ କରିବେ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି, ଏଥିପାଇଁ ପ୍ରାତଃକାଳ ଅନୁକୂଳ ରହିବ। ସରକାରୀ କ୍ଷେତ୍ରରେ ଲାଭ ମିଳିବ।

Google

ମକର ରାଶି –

ଆମୋଦ ପ୍ରମୋଦ ରେ ଧନ ଖର୍ଚ୍ଚ ହୋଇପାରେ। ବନ୍ଧୁ ମାନଙ୍କ ସହଯୋଗ ଦ୍ଵାରା କୌଣସି ସମାତ୍ତି ରେ ନିବେଶ କରି ପାରିବେ। ମାତାପିତାଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ସନ୍ତାନ ସୁଖରେ ବୃଦ୍ଧି ହେବ। ଆପଣଙ୍କ ଦାୟିତ୍ବହୀନ ବ୍ୟବହାର ପିତାମାତାଙ୍କୁ ଦୁଃଖିତ କରାଇ ପାରେ। ଆଜି ଆପଣଙ୍କ କାର୍ଯ୍ୟ ଧୀର ଗତିରେ ଚାଲିବ, କିନ୍ତୁ ପ୍ରଗତି ଲାଭ କରିବେ। ନୂଆ ବ୍ୟାପାରରେ ଶୁଭାରମ୍ଭ କରି ପାରନ୍ତି।

କୁମ୍ଭ ରାଶି –

ଆଜି ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ ଏବଂ ସଫଳତା ହାସଲ କରିବେ। ପାରିବାରିକ ଦାୟିତ୍ୱ ବଢିପାରେ। ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କ କୂଟନୀତି ବ୍ୟବହାର ଆପଣଙ୍କ ଜୀବନକୁ ସମସ୍ୟାରେ ପକାଇ ପାରେ। କାରବାରରେ କଠିନ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ବ୍ୟାପାର କରୁଥିବା ଲୋକଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ। ବ୍ୟବସାୟିକ ବିକାଶ ପାଇଁ ଖର୍ଚ୍ଚ ହୋଇପାରେ।

ମୀନ ରାଶି –

ଆଜି କୌଣସି ସୃଜନାତ୍ମକ ପ୍ରବୃତ୍ତି ହୋଇପାରେ। ଚାକିରୀରେ କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଆୟ ରେ ବୃଦ୍ଧି ହେବ। ଆପଣଙ୍କ ସୃଜନାତ୍ମକ ଶକ୍ତି ଶ୍ରେଷ୍ଠ ରହିବ। ବନ୍ଧୁ ମାନଙ୍କ ଠାରୁ ସାବଧାନ ରୁହନ୍ତୁ, କାରଣ ବନ୍ଧୁ ଶତ୍ରୁ ରେ ପରିବର୍ତ୍ତନ ହୋଇ ପାରନ୍ତି। ମାନସିକ ଚିନ୍ତା କାରଣରୁ ଆପଣଙ୍କ ନିଷ୍ପତ୍ତି ନେବାର କ୍ଷମତା ପ୍ରଭାବିତ ହୋଇପାରେ। ଆପଣ ନିଜର କୌଣସି ଯୋଜନା ଉପସ୍ଥାପନା କରି ପାରନ୍ତି। ଆର୍ଥିକ ବିଷୟ ଏବଂ ସନ୍ତାନଙ୍କ ସବନ୍ଧିତ ଚିନ୍ତାରେ ରହି ପାରନ୍ତି।

ବନ୍ଧୁଗଣ ଆଜି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ହନୁମାନ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *