Excuse Me Odisha

ଯାହା କହିବୁ ସତ କହିବୁ

ନାମର ପ୍ରଥମ ଅକ୍ଷର A ଥିବା ବ୍ୟକ୍ତି ନିଶ୍ଚୟ ଜାଣନ୍ତୁ , ଏହି ଅଦ୍ଭୁତ ରହସ୍ୟ

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ସେମାନଙ୍କ ବ୍ୟକ୍ତିତ୍ୱ ସ୍ୱଭାବ ବିଷୟରେ ଜାଣିବା ଯେଉଁମାନଙ୍କର ନାମ ଇଂରାଜୀ ଅକ୍ଷର “A” ରୁ ଆରମ୍ଭ ହୋଇଥିବ। ଦେଖନ୍ତୁ ନାମର ପ୍ରଥମ ଅକ୍ଷରରୁ ରାଶି ଜଣାପଡ଼ିଥାଏ ଏବଂ ସେହି ରାଶି ଅନୁସାରେ ବ୍ୟକ୍ତିର ବ୍ୟକ୍ତିତ୍ୱ, ସ୍ୱଭାବ ଓ ଭବିଷ୍ୟ ସହ ଜଡିତ ଥିବା କିଛି ଆବଶ୍ୟକ କଥା ଜଣା ପଡିଥାଏ। ଆଜି ଆମେ ଆପଣଙ୍କ ପାଇଁ ପ୍ରଥମ ଅକ୍ଷର “A” ରୁ ଆରମ୍ଭ ହୋଇଥିବା ବ୍ୟକ୍ତିର ବ୍ୟକ୍ତିତ୍ୱ, ସ୍ୱଭାବ ବିଷୟରେ କହିବୁ। ଯଦି କୌଣସି ପୁଅ କିମ୍ବା ଝିଅଙ୍କର ନାମ ପ୍ରଥମ ଇଂରାଜୀ ଅକ୍ଷର “A” ରୁ ଆରମ୍ଭ ହୋଇଥିବ ତେବେ ଏହିଭଳି ବ୍ୟକ୍ତି ମାନେ ବହୁତ ଆକର୍ଷକ ହୋଇଥାଆନ୍ତି ଓ ତା ସହିତ ଆକର୍ଷଣ ଘେରରେ ମଧ୍ୟ ରହିଥାନ୍ତି। ଏବେ ଆସନ୍ତୁ ଜାଣିବା “A” ଅକ୍ଷର ନାମ ଥିବା ବକ୍ତିଙ୍କର ବକ୍ତିତ୍ୱ କିଛି ବିଶେଷ ଗୁଣ।

“A” ଅକ୍ଷର ନାମ ଥିବା ବ୍ୟକ୍ତିଙ୍କର ଶାରୀରିକ ଗଠନ କେମିତି ହୋଇଥାଏ:-

ଯେଉଁ ଲୋକମାନଙ୍କର ନାମର ପ୍ରଥମ ଅକ୍ଷର “A” ରୁ ଆରମ୍ଭ ହୋଇଥାଏ ସେମାନେ ଆକର୍ଷଣର ସ୍ବଭାବିକ ହୋଇଥାଆନ୍ତି। ଏମାନଙ୍କ ଶାରୀରିକ ଗଠନ ଏପରି ହୋଇଥାଏ କି ଲୋକମାନେ ଏମାନଙ୍କ ଆଡ଼କୁ ବହୁତ ଶୀଘ୍ର ଆକର୍ଷିତ ହୋଇଥାନ୍ତି। “A” ଅକ୍ଷର ଥିବା ବ୍ୟକ୍ତି ସୁନ୍ଦରତାକୁ ବହୁତ ପସନ୍ଦ କରିଥାନ୍ତି ଓ ନିଜେବି ସୁନ୍ଦର ଶ୍ରେଣୀର ଆସିଥାନ୍ତି। ଏମାନେ ସ୍ମାଟ ହୋଇଥାଆନ୍ତି।

Google

ଏମାନଙ୍କ ସ୍ଵଭାବ କିପରି ହୋଇଥାଏ?:-

ଯେଉଁ ଲୋକ ମାନଙ୍କ ନାମ “A” ଅକ୍ଷରରୁ ଆରମ୍ଭ ହୋଇଥାଏ ଏପରି ଜାତକ ସ୍ୱଭାବରେ ବହୁତ ଭାବୁକ ହୋଇଥାଆନ୍ତି। ଶୀଘ୍ର ହିଁ ଆଦେଶରେ ଆସିଯାଇଥାନ୍ତି। ଏହି ଲୋକଙ୍କର ଇଚ୍ଛା ହୋଇଥାଏ କି ଘର ପରିବାର ଓ ସମାଜରେ ସମସ୍ତେ ଠିକ ଭାବରେ ରୁହନ୍ତୁ। ଏବଂ ଲୋକମାନେ ଏମାନଙ୍କ କଥା ମାନନ୍ତୁ। ଯେବେ ଏମାନଙ୍କର କୌଣସି କାମ ହୋଇନଥାଏ ତେବେ ଏମାନଙ୍କୁ ବହୁତ ଅଧିକ ଖରାପ ଲାଗିଥାଏ ଓ ଏମାନେ ନିରାଶ ହୋଇପଡନ୍ତି।

କ୍ୟାରିୟର କେମିତି ହୋଇଥାଏ? :-

ପାଠ ପଢା ଠାରୁ ଆରମ୍ଭ କରି ନିଜ କ୍ୟାରିୟର ପର୍ଯ୍ୟନ୍ତ ଏହି ଜାତକ ଅତି ଗମ୍ଭୀର ରହିଥାନ୍ତି। ଯେଉଁ କାମକୁ କରିବାକୁ ନିଷ୍ପତ୍ତି ନେଇଥାନ୍ତି ସେହି କାମକୁ ଶେଷ ପର୍ଯ୍ୟନ୍ତ କରିବାକୁ ଭଲ ପାଇଥାନ୍ତି। ଏମାନଙ୍କ ଜୀବନରେ ପ୍ରତ୍ୟେକ କଥା କିଛି ଡେରିରେ ଓ କିଛି ରହି ରହି କରି ବୁଝିଥାନ୍ତି। କିନ୍ତୁ ଯେବେ ଏମାନଙ୍କୁ କୌଣସି କଥାରେ ସଫଳତା ମିଳିଥାଏ ତ ତାହା ସଫଳତାର ଚରମ ସୀମା ହୋଇଥାଏ। ଏମାନଙ୍କ ଜୀବନ ସଂଘର୍ଷ ମୟ ମଧ୍ୟ ହୋଇଥାଏ। କିନ୍ତୁ ଏମାନେ ଲକ୍ଷକୁ ନିଶ୍ଚିତ ବ୍ୟକ୍ତ କରିଥାନ୍ତି।

Google

“A” ଅକ୍ଷରରୁ ଆରମ୍ଭ ହାଇଥିବା ବ୍ୟକ୍ତିଙ୍କ ଭଲପାଇବା ,ସ୍ୱଭାବ କିପରି ହୋଇଥାଏ:-

“A” ଅକ୍ଷର ବ୍ୟକ୍ତି ସମ୍ପର୍କ କୁ ବହୁତ ମହତ୍ୱ ଦେଇଥାନ୍ତି କିନ୍ତୁଏମାନେ ରୋମାଣ୍ଟିକ ହୋଇନଥାନ୍ତି। ଭଲପାଇବା କ୍ଷେତ୍ରରେ ଏମାନେ ଲୋକପ୍ରିୟ ହୋଇଥାନ୍ତି। ସେ ଯାହା ଚାହୁଁଥାନ୍ତି ତା ଠାରୁ ଅଧିକ ଭଲ ପାଇବା ପାଇଥାନ୍ତି। ଏମାନେ ଜୀବନରେ ଯାହାକୁ ଭଲ ପାଇଥାନ୍ତି ତାଙ୍କୁ ସାରା ଜୀବନ ବିଶ୍ୱାସର ପାତ୍ର ହୋଇ ରହିଥାଆନ୍ତି।ଏମାନେ ଯାହାକୁ ଭଲ ପାଇଥାନ୍ତି ତାଙ୍କୁ ପାଇବା ପାଇଁ କଠିନ ପରିସ୍ଥିତିର ମଧ୍ୟ ସାମ୍ନା କରୁବାକୁ ପଛାନ୍ତି ନାହିଁ। ଏମାନେ ଯେପରି ଦେଖାଯାନ୍ତି ତା ଠାରୁ ବହୁତ ଅଧିକ ସାହସୀ ହୋଇଥାନ୍ତି। ଏମାନେ ନିଜ ଗୁଣର କଥା କେବେବି ନିଜେ କହି ନଥାନ୍ତି।ଏମାନେ ନିଜର ଆଵଶ୍ୟକତା କୁ ମଧ୍ୟ ଅଧିକ ଧ୍ୟାନ ଦେଇଥାନ୍ତି।

ଯେଉଁ ବ୍ୟକ୍ତିଙ୍କର ନାମ “A” ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଭଲ ଗୁଣର ବୋଲି ଜଣା ପଡି ଯାଆନ୍ତି। ଏହି କାରଣ ଯୋଗୁଁ ସମାଜରେ ପ୍ରତିଷ୍ଠିତ ହୋଇଥାଆନ୍ତି। ଏବଂ ଘର ପରିବାରରେ ମଧ୍ୟ ମାନ ସମ୍ମାନ ଅଧିକ ମିଳିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ ଓ ସେଆର କରି ଦିଅନ୍ତୁ ।ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *