Excuse Me Odisha

ଯାହା କହିବୁ ସତ କହିବୁ

ଝିଟିପିଟି ଦେହର କେଉଁ ଜାଗାରେ ପଡିଲେ କଣ ଲାଭ ହୋଇଥାଏ, ଜାଣିବା ପାଇଁ ନିଶ୍ଚିତ ପଢନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ମୁଁ ଆଶା କରୁଛି କି ଆପଣ ଭଲରେ ଥିବେ। କିନ୍ତୁ କେଉଁ ମୁହୁର୍ତ୍ତରେ ଆପଣଙ୍କ ସହିତ କଣ ଘଟିଯିବ ଏହି କଥା କେହି ମଧ୍ୟ ଜାଣି ନାହାନ୍ତି। ଏଭଳି ଜୀବଜନ୍ତୁ ରହିଛନ୍ତି ଯେଉଁମାନେ ଆସୁଥିବା ଭବିଷ୍ୟତରେ କଣ ଘଟିବ, ସେହି ସମ୍ବନ୍ଧରେ ଆପଣଙ୍କୁ ସୂଚନା ଦେଇଥାନ୍ତି। ଏମିତିରେ ଆଗତ ଭବିଷ୍ୟତରେ କଣ ଘଟିବ ତାହା ଆମ ଘରେ ରହୁଥିବା ଝିଟିପିଟି ମାନେ ସଂକେତ ଦେଇ ଥାନ୍ତି। ତାହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସଂକେତ ଗୁଡିକ ଆମ ପାଇଁ ଭଲ ନା ଖରାପ ।

Google

ସମ୍ପର୍କରେ ଜଡ଼ିତ ଥିବା ଦୁଇଟି ଝିଟିପିଟିଙ୍କୁ ଯଦି ଆପଣ ସାମ୍ନାରେ ଦେଖନ୍ତି, ତାହେଲେ ଜାଣି ନିଅନ୍ତୁ ଯେ ପୁରୁଣା ବନ୍ଧୁ ବାନ୍ଧବଙ୍କ ସହିତ ଦେଖାସାକ୍ଷାତ ହେବାର ଅଛି। ଯଦି ଦୁଇଟି ଝିଟିପିଟି ଝଗଡ଼ା କରିଥିବାର ଆପଣ ଦେଖିବେ ତାହେଲେ ଜାଣି ନିଅନ୍ତୁ କି ଆପଣଙ୍କର କାହା ସହିତ ବିବାଦ ହୋଇପାରେ। ତେଣୁ ଆପଣ ସାବଧାନ ରୁହନ୍ତୁ। ଯଦି ଝିଟିପିଟି ମଥା ଉପରେ ପଡ଼ିବ ତାହେଲେ ଆପଣ ଜାଣି ନେବେ କି ସମ୍ପତ୍ତି ମିଳିବାର ଅଛି। ଯଦି ଝିଟିପିଟି ଆପଣଙ୍କ ବାଳ ଉପରେ ପଡୁଛି ତାହେଲେ ଆପଣ ଜାଣି ନେବେ କି ମୃତ୍ୟୁ ଆପଣଙ୍କ ଅପେକ୍ଷାରେ ରହିଛି। ତେଣୁ ସେହି ଯାହା ଛାଡ଼ି ତୁରନ୍ତ ପଳେଇ ଯାଆନ୍ତୁ। ଯଦି ଆପଣଙ୍କର ଡାହାଣ କାନରେ ଝିଟିପିଟି ପଡ଼ିଯାଏ ତାହେଲେ ବୁଝି ନିଅନ୍ତୁ କି ଆପଣଙ୍କୁ ଆଭୁଷଣ ପ୍ରାପ୍ତ ହେବ। ଯଦି ଝିଟିପିଟି ଆପଣଙ୍କ ବାମ କାନରେ ପଡ଼େ ତାହେଲେ ଆପଣ ଜାଣି ନେବେ କି ଆପଣଙ୍କର ଆୟୁ ବୃଦ୍ଧି ହୋଇପାରେ। ଯଦି ଝିଟିପିଟି ଆପଣଙ୍କ ନାକ ଉପରେ ପଡୁଛି ତାହେଲେ ଆପଣ ଜାଣିବେ କି ଯଥାଶୀଘ୍ର ଆପଣଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି। ଯଦି ଆପଣଙ୍କ ପାଟି ଉପରେ ଝିଟିପିଟି ପଡ଼େ ତାହେଲେ ଉତ୍ତମ ଭୋଜନର ଆନନ୍ଦ ମିଳିବ। ଯଦି ଆପଣଙ୍କ ବାମ ଗାଲରେ ଝିଟିପିଟି ପଡ଼େ ତାହେଲେ ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହେବ। ଯଦି ଆପଣଙ୍କ ଡାହାଣ ଗାଲରେ ପଡ଼େ ତାହେଲେ ଆପଣଙ୍କର ବୟସ ବୃଦ୍ଧି ହୋଇପାରେ। ଯଦି ଆପଣଙ୍କ ବେକ ଉପରେ ପଡ଼େ ତ ଆପଣ କାମରେ ସଫଳତା ପାଇବେ।

Google

ଯଦି ଆପଣଙ୍କ ଦାଢ଼ି ଉପରେ ପଡ଼େ ତାହେଲେ ବନ୍ଧୁଗଣ ଆପଣ ସାବଧାନ ହୋଇ ଯାଆନ୍ତୁ,କାରଣ ଆପଣଙ୍କ ସାମ୍ନାରେ କୌଣସି ଭୟାନକ ଦୁର୍ଘଟଣା ଘଟିବାର ଅଛି। ଯଦି ଆପଣଙ୍କ ଡାହାଣ ମଥା ଉପରେ ପଡ଼େ ତାହେଲେ ଆପଣଙ୍କର ଧନାହାନି ହେବାର ସମ୍ଭାବନା ରହିଛି, ଏଥିପାଇଁ ଖର୍ଚ୍ଚରେ ନିୟନ୍ତ୍ରଣ ରଖନ୍ତୁ। ଯଦି ଆପଣଙ୍କ ଡାହାଣ ଆଖିରେ ପଡ଼ିବ ତାହେଲେ ଜାଣିବେ ବନ୍ଧୁ ବାନ୍ଧବଙ୍କ ସହିତ ଦେଖା ସାକ୍ଷାତ ହେବାର ଅଛି। ଯଦି ବାମ ଆଖିରେ ପଡ଼େ ତାହେଲେ ଜାଣିବେ ହାନୀ ହେବାର ଅଛି। ଯଦି ଆପଣଙ୍କ ପେଟ ଉପରେ ପଡ଼ିବ ତାହେଲେ ଆପଣଙ୍କୁ ଆଭୂଷଣ ପ୍ରାପ୍ତ ହେବ। ଯଦି ଡାହାଣ ଆଣ୍ଠୁରେ ପଡ଼େ ତାହେଲେ ଆପଣ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଯଦି ଆପଣଙ୍କ ବାମ ଆଣ୍ଠୁରେ ପଡ଼େ ତାହେଲେ ଆପଣଙ୍କର ବୁଦ୍ଧି ନଷ୍ଟ ହୋଇ ପାରେ ଏବଂ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ ନାହିଁ। ଯଦି ଝିଟିପିଟି ଆପଣଙ୍କ ଅଣ୍ଟା ଉପରେ ପଡ଼େ ତାହେଲେ ଜାଣିବେ ଆର୍ଥିକ ଲାଭ ହେବ। ଯଦି ପିଠି ଉପରେ ପଡ଼ିବ ତାହେଲେ ଆପଣ ଜାଣିବେ ଆପଣ ସୁଖ ପ୍ରାପ୍ତି କରିବେ। ଯଦି ଆପଣଙ୍କ ନାଭୀ ଉପରେ ପଡ଼େ ତାହେଲେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରନ୍ତୁ। ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *