Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୯ ଅକ୍ଟୋବର ୨୦୨୦,ସୋମବାର,ନବରାତ୍ରିର ତୃତୀୟ ଦିନ ୫ ରାଶିର ଲୋକଙ୍କୁ ଖୁସି ମିଳିବ। ଜାଣନ୍ତୁ ଅନ୍ୟମାନଙ୍କ ଅବସ୍ଥା ।

ସେୟାର୍ କରନ୍ତୁ

ଆଶ୍ୱିନ ଶୁକ୍ଳ ପକ୍ଷ ତୃତୀୟା ତିଥି ସୋମବାର ଦିନ ଅଟେ। ତୃତୀୟା ତିଥି ଦ୍ବିପ୍ରହର ୨ ଟା ବାଜି ୮ ମିନିଟ ପର୍ଯ୍ୟନ୍ତ ରହିବ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ ଙ୍କ ଠାରୁ କିପରି ରହିବ ରାଶି ଅନୁସାରେ ଆପଣଙ୍କ ଦିନ।

ଆଶ୍ୱିନ ଶୁକ୍ଳ ପକ୍ଷ ତୃତୀୟା ତିଥି ସୋମବାର ଦିନ ଅଟେ। ତୃତୀୟା ତିଥି ଦ୍ବିପ୍ରହର ୨ ଟା ବାଜି ୮ ମିନିଟ ପର୍ଯ୍ୟନ୍ତ ରହିବ। ଦ୍ବିପ୍ରହର ୧ ବାଜି ୧୮ ମିନିଟ ପର୍ଯ୍ୟନ୍ତ ଆୟୁଷ୍ମାନ ଯୋଗ ରହିଛି। ଏହାପରେ ସୌଭାଗ୍ୟ ଯୋଗ ଆରମ୍ଭ ହୋଇଯିବ। ଏହାସହିତ ପୁରା ଦିନ ପାରି ହୋଇ ରାତି ୩ ଟା ବାଜି ୫୩ ମିନିଟ ପର୍ଯ୍ୟନ୍ତ ଅନୁରାଧା ନକ୍ଷତ୍ର ରହିବ। ଶାରଦୀୟ ନବରାତ୍ର ର ତୃତୀୟ ଦିନ ଅର୍ଥାତ୍ ମାଆ ଦୁର୍ଗାଙ୍କ ତୃତୀୟ ଶକ୍ତିଙ୍କ ଉପାସନା ଦିନ ଅଟେ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ ଙ୍କ ଠାରୁ ରାଶିଅନୁସାରେ କିପରି ରହିବ ଆପଣଙ୍କ ଦିନ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କିଛି ନୂଆ କରିବାର ଦିନ ଅଟେ। ଆପଣ କିଛି ନୂଆ କରିବା ପାଇଁ ବିଚାର କରି ପାରନ୍ତି। ମାର୍କେଟ ରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ଏହାଦ୍ବାରା ଆପଣଙ୍କୁ ଲାଭ ମିଳିବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଅନ୍ୟମାନଙ୍କ ସହଯୋଗ ଦ୍ଵାରା ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ସମସ୍ତେ ଆପଣଙ୍କ ଉପରେ ପ୍ରସନ୍ନ ରହିବେ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କୌଣସି ଜରୁରୀ କାର୍ଯ୍ୟରେ ବାହାରକୁ ଯାଇ ପାରନ୍ତି। ଅଫିସ ରେ ଆପଣଙ୍କ ଉପରେ କାର୍ଯ୍ୟଚାପ ବଢିପାରେ। ଏହି ରାଶିର ଲୋକେ ଯେଉଁମାନେ ଷ୍ଟେସନାରୀ ଜିନିଷ କିଣାକିଣି କରୁଛନ୍ତି , ସେମାନଙ୍କୁ ଲାଭ ମିଳିବ। କାର୍ଯ୍ୟରେ ଲାଭ ମିଳିବ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ବନ୍ଧୁ ମାନଙ୍କ ସହିତ ଦେଖାସାକ୍ଷାତ ହୋଇପାରେ ଏବଂ ମନୋରଞ୍ଜନ ର ସମୟ ଅତିବାହିତ କରିବେ।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଚାକିରି ଖୋଜୁଥିବା ଲୋକଙ୍କୁ ଚାକିରୀ ମିଳିବାର ସମ୍ଭାବନା ରହିଛି। ସରକାରୀ ଚାକିରୀ ଖୋଜୁଥିବା ଲୋକଙ୍କୁ ସୁଖଦ ସମାଚାର ପ୍ରାପ୍ତ ହେବ। ସମୟ ଆପଣଙ୍କ ପାଇଁ ଅନୁକୂଳ ରହିବ। ଅଫିସ ରେ ଆପଣଙ୍କୁ ବଡ଼ ଅଧିକାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ବ୍ୟାଙ୍କ କାର୍ଯ୍ୟ ତୁଲାଇ ପାରନ୍ତି। ଆପଣଙ୍କୁ ସବୁ ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆରମ୍ଭ ରୁ ଆପଣଙ୍କୁ ଲାଗିବ କି ଆପଣଙ୍କ କାର୍ଯ୍ୟ ସମ୍ପନ୍ନ ହେଉଛି।କିନ୍ତୁ ସନ୍ଧ୍ୟା ସମୟରେ ଆପଣଙ୍କର କାର୍ଯ୍ୟ ରେ ବାଧା ଉତ୍ପନ୍ନ ହୋଇପାରେ। କୌଣସି କାର୍ଯ୍ୟ କରିବା ପୂର୍ବରୁ କୌଣସି ଅନୁଭବୀ ଙ୍କ ପରାମର୍ଶ ନିଅନ୍ତୁ। ପିତାମାତାଙ୍କ ଆଶୀର୍ବାଦ ରେ ସବୁ ବାଧା ଦୂର ହେବ। ସରକାରୀ ଚାକିରୀ କରିଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି।

ସିଂହ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଠିକ୍ ଠାକ୍ ରହିବ। କଲେଜ ରେ ଏଡମିଶନ ନେବା ପାଇଁ ଚାହୁଁଥିବା ବିଦ୍ୟାର୍ଥୀ ମାନଙ୍କ ପାଇଁ ଅନୁକୂଳ ସମୟ ରହିଛି ।ଟଙ୍କା ପଇସା ହିସାବ ସମୟରେ ସାବଧାନ ରୁହନ୍ତୁ। ବଦଳୁଥିବା ମୌସୁମୀ ଆପଣଙ୍କ ଶରୀର ବିଗାଡି ପାରେ, ଯାହାଦ୍ବାରା ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ। ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ବଢିଆ ରହିବ। ଆପଣଙ୍କ କାର୍ଯ୍ୟ ନିଶ୍ଚିତ ରୂପରେ ସଫଳ ରହିବ। ଏହି ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। କନ୍ୟା ପାଇଁ ସୁଯୋଗ୍ୟ ବର ମିଳିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। କୋର୍ଟ କଚେରୀ ମାମଲାରେ ସୁଖଦ ସମାଚାର ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଆପଣଙ୍କୁ ପାର୍ଟନର ଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ।

ତୁଳା ରାଶି –

ଆପଣଙ୍କ ପାଇଁ ଦିନଟି ସାମାନ୍ୟ ରହିବ। କୌଣସି ବରିଷ୍ଠ ବ୍ୟକ୍ତିଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ସମୟ ଆପଣଙ୍କ ପାଇଁ ଉପଯୁକ୍ତ ରହିବ। ଯେଉଁ ଲୋକେ ଟୁର ଏବଂ ଟ୍ରାଭେଲସ ରେ ବ୍ୟବସାୟ କରୁଛନ୍ତି , ସେମାନଙ୍କୁ ଆଜି ବଡ଼ ପ୍ରୋଜେକ୍ଟ ମିଳିପାରେ। ଆପଣଙ୍କ ମୁହଁରୁ ବାହାରିଥିବା ଭୁଲ କଥା ସମ୍ପର୍କ ବିଗାଡି ପାରେ। ପାର୍ଟନର ଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ସନ୍ଧ୍ୟାର ମାହୋଲ ସୁଖମୟ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କୁ ଆଶାନୁରୂପ ଫଳ ପ୍ରାପ୍ତ ହେବ। ବ୍ୟବସାୟ କୁ ଅନ୍ୟ ଜାଗାରେ ଯଦି ସିଫ୍ଟ କରିବାକୁ ଚାହୁଁଛନ୍ତି ତାହେଲେ ଭଲ ଭାବରେ ଦେଖି ନିଅନ୍ତୁ। ଚାକିରୀ ପେଶାରେ ଥିବା ମହିଳା ମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ। ସହକର୍ମୀଙ୍କ ସହିତ ନିଜର ସମ୍ପର୍କକୁ ସୁଦୃଢ ରଖିବେ। ଅଫିସ ରେ କୌଣସି କାର୍ଯ୍ୟରେ ଆପଣ ଦାୟିତ୍ୱ ନେଇ ପାରନ୍ତି। ବ୍ୟବସାୟ ରେ ଉନ୍ନତି ମିଳିବ।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ବଢିଆ ରହିବ। ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ନିଜର ଦିନ ଚର୍ଯ୍ୟା ସଫଳ ରହିବ। ରାଜନୀତି ରେ ଜଡ଼ିତ ଲୋକଙ୍କୁ ସଫଳତା ମିଳିବ। ଜନତାଙ୍କ ମଧ୍ୟରେ ମାନସମ୍ମାନ ବୃଦ୍ଧି ପାଇବ। ଆପଣଙ୍କ ପାର୍ଟି ରୁ ଆପଣଙ୍କୁ ବଡ଼ ଲାଭ ମିଳିବ। ବ୍ୟାପାର ରେ ଲାଭ କରିବେ।ଫାଇନାଲ ଇୟର ଥିବା ଛାତ୍ରଙ୍କୁ କାମ ମିଳିପାରେ।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ । କୌଣସି ସରକାରୀ ପରୀକ୍ଷାରେ ପ୍ରସ୍ତୁତ ହେଉଥିବା ଛାତ୍ର ଙ୍କୁ ପୂର୍ବ ଅପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡ଼ିବ। କୌଣସି ପ୍ରକାରର ଦାୟିତ୍ବହୀନ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରେ। ବ୍ୟବସାୟ ରେ ଲାଭ ମିଳିବ। କୌଣସି ଅନ୍ୟ ସହର ରୁ ଜିନିଷ ମଗାଇ ପାରନ୍ତି। ସମ୍ପତ୍ତି ସହିତ ଜଡ଼ିତ ମାମଲାରେ ଜୀବନସାଥୀ ଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ସମସ୍ତେ ଆପଣଙ୍କୁ ଉଚିତ ବ୍ୟବହାର କରିବେ। ସମାଜ କଲ୍ୟାଣ କାର୍ଯ୍ୟ ଆପଣ କରି ପାରନ୍ତି। ଆପଣ କୌଣସି ସାମାଜିକ ସଂଗଠନ ରେ ଯୋଡ଼ି ହୋଇ ପାରନ୍ତି। ଆପଣଙ୍କ ଜୁନିଅର ଆପଣଙ୍କ ଠାରୁ କାମ ଶିଖିବା ପାଇଁ ଚାହିଁ ପାରନ୍ତି। ଉତ୍ତମ କାର୍ଯ୍ୟ ପାଇଁ ଆପଣ ବ୍ୟବସାୟ ରେ ପୁରସ୍କୃତ ହୋଇ ପାରନ୍ତି। ଜୀବନରେ କୌଣସି ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କଳା ଏବଂ ସାହିତ୍ୟ କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ପ୍ରସିଦ୍ଧି ଲାଭ ହେବ। ଆପଣଙ୍କୁ କୌଣସି ବଡ଼ ଗ୍ରୁପ ରେ ଯୋଡିବା ପାଇଁ ଅବସର ମିଳିବ। ଅଧିକ ରୁ ଅଧିକ ସମୟ ଆପଣ ଘର ଲୋକଙ୍କ ସହିତ ଅତିବାହିତ କରିବେ। ଧାର୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢିବ। କୌଣସି ଧାର୍ମିକ ଅନୁଷ୍ଠାନ ରେ ଯୋଗ ଦେଇ ପାରନ୍ତି। ଛୋଟ ଉଦ୍ୟୋଗ ରେ ନିବେଶ କରିବା ଉତ୍ତମ ସାବ୍ୟସ୍ତ ହେବ। କୌଣସି ପ୍ରଡକ୍ଟ ଏବଂ ମାର୍କେଟିଂ ରେ ଜଡ଼ିତ ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ। ପଦୋନ୍ନତୀ ମିଳିବ ଏବଂ ଲାଭ ମିଳିବାର ସମ୍ଭାବନା ରହିଛି।

ବନ୍ଧୁଗଣ ଆଜି ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ହର ହର ମହାଦେବ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *