Excuse Me Odisha

ଯାହା କହିବୁ ସତ କହିବୁ

ଦୁର୍ଗା ପୂଜାରେ ଏହି ୬ଟି ରାଶିର ଲୋକଙ୍କ ଭାଗ୍ୟ ଚମକିବ, ମା ଦୁର୍ଗାଙ୍କ କୃପା ବର୍ଷିବ

ସେୟାର୍ କରନ୍ତୁ

ଏହା ତ ଆପଣ ସମସ୍ତଙ୍କୁ ଜଣା ଥିବ ଯେ ହିନ୍ଦୁଧର୍ମର ନବରାତ୍ରୀ ପୂଜାର କେତେ ଯେ ମହତ୍ୱ ରହିଥାଏ। ତ ଏହି କାରଣ ଅଟେ କି ଏହି ପର୍ବଟି ବଡ଼ ହିଁ ଧୁମ ଧାମରେ ସାରା ଦେଶରେ ପାଳନ କରାଯାଏ। ଏହି ବର୍ଷ ନବରାତ୍ରୀ ସମ୍ପୂର୍ଣ୍ଣ ୧୦୦ ବର୍ଷ ପରେ ବହୁତ ହିଁ ଶୁଭ ସଂଯୋଗ ବନୁ ଅଛି। ଆପଣଙ୍କୁ ଜାଣି କରି ଖୁସି ଲାଗିବ କି ଏହି ବର୍ଷ ମାତାରାଣୀ ୬ଟି ରାଶିର ବ୍ୟକ୍ତିଙ୍କ ଉପରେ ନିଜର ଅସୀମ କୃପାର ବର୍ଷା କରିବାର ଅଛନ୍ତି। ହୋଇପାରେ ଏହି ରାଶିଙ୍କ ମଧ୍ୟରୁ ଆପଣଙ୍କର ସେହି ଭାଗ୍ୟଶାଳୀ ରାଶି ହୋଇପାରେ। ସ୍ୱୟଂ ମାତାରାଣୀ ମା ଦୁର୍ଗା ଏମାନଙ୍କର ଭାଗ୍ୟ ପରିବର୍ତ୍ତନ କରିବେ। ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ବିଶେଷ ରୂପରେ ଉନ୍ନତି କରିବେ। ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ୬ ଗୋଟି ରାଶି ମାନଙ୍କ ବିଷୟରେ। ଯେଉଁମାନଙ୍କ ଉପରେ ମା ଦୁର୍ଗାଙ୍କର କୃପା ଦୃଷ୍ଟି ପଡ଼ିବାକୁ ଯାଉଛି।

ବୃଷ ରାଶି:-

ଏହି ରାଶି ମାନଙ୍କ ଉପରେ ମାତାରାଣୀଙ୍କର ବିଶେଷ କୃପା ଦୃଷ୍ଟି ରହିବ। ବ୍ୟବସାୟରେ ବିଶେଷ ରୂପେ ଉନ୍ନତି କରିବେ। ଯେଉଁ ଲୋକେ ଦୀର୍ଘ ସମୟ ହେବ ଚାକିରୀ ସନ୍ଧାନରେ ଅଛନ୍ତି ସେମାନେ ବିଶେଷ ରୂପରେ ଲାଭବାନ ହେବେ। ରାଜନୀତି କ୍ଷେତ୍ରରେ ଆପଣ ସଫଳ ହେବେ। ବିଦେଶ ଯାତ୍ରାର ଯୋଗ ବନୁ ଅଛି। କୌଣସି ନୂଆ ନୂତନ ଯୋଜନାରେ କାର୍ଯ୍ୟ କରି ପାରନ୍ତି। ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତି କରିପାରନ୍ତି। ଆର୍ଥିକ କ୍ଷେତ୍ରରେ ମଜବୁତ ହେବେ। ବରିଷ୍ଠ ଅଧିକାରୀଙ୍କର ପୂର୍ବ ସହଯୋଗ ପ୍ରାପ୍ତି ହେବ। ତେବେ ଆପଣଙ୍କର ଯଦି ଏହି ରାଶି ହୋଇଥିବ ତାହେଲେ ଆପଣ ନିଶ୍ଚିତ ଜୋୟ ମା ଦୁର୍ଗା କହି ଦିଅନ୍ତୁ |

Google

ମିଥୁନ ରାଶି:-

ଏହି ରାଶିରେ ନବରାତ୍ରୀ ପରେ ତାଙ୍କ ସମୟ ଉତ୍ତମ ଦେଇ ଗତି କରିବ। ଘରେ ଜୀବନରେ ସମୟ ସୁଖ ଶାନ୍ତିରେ ଅତିବାହିତ କରିବେ। ଭାଇ ଭଉଣୀଙ୍କ ସହିତ ସମ୍ବଦ୍ଧ ଉତ୍ତମ ରହିବ। ପ୍ରେମ ସମ୍ବଦ୍ଧରେ ସଫଳତା ପାଇବେ। ଆପଣଙ୍କର ଦ୍ୱାରା କରାଯାଇଥିବା ପୁରୁଣା ପୁଞ୍ଜି ନିବେଶକର ବିଶେଷ ରୂପେ ସଫଳତା ପାଇବେ। କାର୍ଯ୍ୟ କ୍ଷେତ୍ରରେ ମନ ଦେବେ। ଆର୍ଥିକ କ୍ଷେତ୍ରରେ ଲାଭ ବାନ ହେବେ। ଆଗ ବିଶ୍ୱାସରେ ବୃଦ୍ଧି ଘଟିବ। ମାତାରାଣୀଙ୍କର କୃପା ଆପଣଙ୍କର ଉପରେ ରହିବ।

କନ୍ୟା ରାଶି:-

ଏହି ରାଶିର ଲୋକେ ଅତ୍ୟନ୍ତ ଭାଗ୍ୟଶାଳୀ ହେବେ। ମାତାରାଣୀଙ୍କର ବିଶେଷ କୃପା ପ୍ରାପ୍ତି କରିବେ। ଆପଣ ନିଜ ପ୍ରୟାସରେ ସଫଳତା ଅର୍ଜନ କରିବେ। ଘର ପାଇଁ କୌଣସି ଦାମୀ ଜିନିଷ କ୍ରୟ କରିପାରନ୍ତି। ଆପଣ ନିଜ ଜୀବନକୁ ଆରାମ ଦାୟକରେ ବ୍ୟତୀତ କରିବେ। ସାମାଜିକ କାର୍ଯ୍ୟରେ ଅଧିକ ସକ୍ରିୟ ରହିବେ। ସମ୍ପର୍କୀୟଙ୍କ ଠାରୁ ବିଶେଷ ରୂପେ ଲାଭବାନ ହେବେ।

ବିଛା ରାଶି :-

ଏହି ରାଶି ଥିବା ବ୍ୟକ୍ତିଙ୍କର ଏହି ନବରାତ୍ରୀ ପରେ ବ୍ୟବସାୟରେ ସଫଳତା ପାଇବେ। ସାମାଜିକ କାର୍ଯ୍ୟରେ ସଫଳ ହେବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ସମ୍ପର୍କୀୟଙ୍କ ସହିତ ଭଲ ତାଳମେଳ ରହିବ। ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ ଖୁସି ରହିବେ। ଘର ପରିବାରରେ କୌଣସି ସମାରହରେ ଆୟୋଜନ କରିବେ। ଜୀବନସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ।

ତୁଳା ରାଶି:-

ଏହି ରାଶିର ଲୋକେ ବିଶେଷ ରୂପେ ଲାଭବାନ ହେବେ। ଆପଣ କରିଥିବା ପରିଶ୍ରମ ଅନୁସାରେ ସଫଳ ହେବେ। ଆର୍ଥିକ କ୍ଷେତ୍ରରେ ମଜବୁତ ହେବେ। ମାତାରାଣୀଙ୍କର କୃପାରୁ ଆପଣ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହାସଲ କରିବେ। ପୁରୁଣା ରୋଗରୁ ମୁକ୍ତି ପାଇବେ। ଆପଣ ନିଜ ଯୋଜନା ଅନୁସାରେ ସଫଳତାର ଲାଭବାନ ହେବେ।

Google

କୁମ୍ଭ ରାଶି:-

ଏହି ରାଶିର ଲୋକେ ମାତାରାଣୀ ଙ୍କର ବିଶେଷ କୃପା ପ୍ରାପ୍ତି କରିବେ। ଏହି ନବରାତ୍ରୀ ଦିନ ଠାରୁ ଜୀବନରେ ସବୁ ସମସ୍ୟାରୁ ଉଦ୍ଧାର ପାଇବେ। ପୁରୁଣା ବିବାଦରୁ ମୁକ୍ତି ପାଇବେ। କୋର୍ଟ କଚେରୀ ମାମଲାରେ ସଫଳ ହେବେ। ଆଗାମୀ ସମୟରେ ଭାଗ୍ୟଶାଳୀ ହେବେ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ମେଲଜୁଲ କରିପାରନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଦୁର୍ଗା ” ଅବଶ୍ୟ ଲେଖନ୍ତୁ । ମା ଦୁର୍ଗାଙ୍କ କୃପାରୁ ଆପଣଙ୍କ ଘର ପରିବାର ହସ ଖୁସିରେ ରୁହନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *