Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୮ ଅକ୍ଟୋବର ୨୦୨୦,ରବିବାର,ବୃଷ ଏବଂ କନ୍ୟା ରାଶିର ଲୋକଙ୍କୁ ନବରାତ୍ରି ର ଦ୍ଵିତୀୟ ଦିନ ମାଆ ଦୁର୍ଗାଙ୍କ ବରଶିବ କୃପା, ଜାଣନ୍ତୁ ଅନ୍ୟର ପରିସ୍ଥିତି।

ସେୟାର୍ କରନ୍ତୁ

ଆଶ୍ୱିନ ଶୁକ୍ଳ ପକ୍ଷ ଦ୍ଵିତୀୟ ତିଥି ରବିବାର ଦିନ ଅଟେ। ଦ୍ଵିତୀୟା ତିଥି ସନ୍ଧ୍ୟା ୫ ଟା ବାଜି ୨୮ ମିନିଟ ପର୍ଯ୍ୟନ୍ତ ରହିବ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ ଙ୍କ ଠାରୁ କିପରି ରହିବ ଆଜିର ଦିନ।

ଆଶ୍ୱିନ ଶୁକ୍ଳ ପକ୍ଷ ଦ୍ଵିତୀୟ ତିଥି ରବିବାର ଦିନ ଅଟେ। ଦ୍ଵିତୀୟା ତିଥି ସନ୍ଧ୍ୟା ୫ ଟା ବାଜି ୨୮ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ ତୃତୀୟା ତିଥି ଲାଗିଯିବ। ନବରାତ୍ରି ର ଦ୍ଵିତୀୟ ଦିନ ଅଟେ। ସନ୍ଧ୍ୟା ୫ ଟା ବାଜି ୧୨ ମିନିଟ ପ୍ରୀତି ପର୍ଯ୍ୟନ୍ତ ଯୋଗ ରହିବ ଏବଂ ସକାଳ ୮ ଟା ବାଜି ୫୨ ମିନିଟ ପର୍ଯ୍ୟନ୍ତ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ବାଜି ୨୮ ମିନିଟ ପର୍ଯ୍ୟନ୍ତ ତ୍ରିପୁଷ୍କର ଯୋଗ ରହିବ।ଏହାଛଡା ସକାଳ ୮ ଟା ବାଜି ୫୩ ମିନିଟ ପର୍ଯ୍ୟନ୍ତ ହୋଇ ଆରମ୍ଭ ହୋଇ ଆଗାମୀ ଦିନ ସକାଳ ୬ ଟା ବାଜି ୮ ମିନିଟ ପର୍ଯ୍ୟନ୍ତ ବିଶାଖା ନକ୍ଷତ୍ର ରହିବ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ ଙ୍କ ଠାରୁ କିପରି ରହିବ ଦିନ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଅଚାନକ ଫାଇଦା ମିଳିବାର ଯୋଗ ରହିଛି। କାରବାର ରେ ନୂଆ ଆୟ ବୃଦ୍ଧି ହେବ। ପାର୍ଟଟାଇମ କାର୍ଯ୍ୟରୁ ଲାଭ ମିଳିବ। ମହିଳା ମାନେ କିଣାକିଣି କରିବା ପାଇଁ ମାର୍କେଟ ଯାଇ ପାରନ୍ତି। ଆପଣ ନିଜର ବସ୍ତୁ ଉପରେ ଧ୍ୟାନ ରଖନ୍ତୁ। ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ କିଛି ସୁଖଦ ଖବର ମିଳିପାରେ। ବନ୍ଧୁ ଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କ୍ୟାରିୟର ରେ ଆଗକୁ ବଢିବା ପାଇଁ ଅବସର ମିଳିବ। ବୁଝାମଣା ଦ୍ଵାରା ଆପଣ ବଡ଼ ବଡ଼ ସମସ୍ୟା ର ସମାଧାନ କରି ପାରିବେ। ବିଦେଶ ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କୁ କୌଣସି ବଡ଼ ଅବସର ମିଳିବ। ପ୍ରେମୀଙ୍କ ପାଇଁ କିଛି ବଡ଼ ଉପହାର ପ୍ରଦାନ କରି ପାରନ୍ତି। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ । ପ୍ରେମୀ ଯୁଗଳ ଙ୍କ ପାଇଁ ଦିନଟି ଅନୁକୂଳ ରହିଛି।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଜରୁରୀ କାର୍ଯ୍ୟ ପାଇଁ ନିଜର ସକାରାତ୍ମକ ଉର୍ଜା ସଞ୍ଚିତ ରଖନ୍ତୁ। ମହତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ପରିବାର ଲୋକଙ୍କ ସହିତ କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି। ଯାତ୍ରା କରିବା ସମୟରେ ଆବଶ୍ୟକୀୟ ଜିନିଷ ନେଇ ଯାଆନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ।

Google

କର୍କଟ ରାଶି –

ଆପଣଙ୍କ ସମସ୍ୟା ବଢ଼ି ଯାଇପାରେ। ଆଜି କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ କି କାହାଠୁ ଟଙ୍କା ଉଧାର ନିଅନ୍ତୁ ନାହିଁ। ପରିବାର ରେ କୌଣସି ଜରୁରୀ କାର୍ଯ୍ୟକୁ ନେଇ ବ୍ୟାକୁଳ ରହି ପାରନ୍ତି।ବଡ଼ ଭଉଣୀଙ୍କ ଠାରୁ କୌଣସି ପ୍ରକାରର ସହଯୋଗ ପ୍ରାପ୍ତ ହେବ। କାନୁନ ମାମଲାରେ ଦାୟିତ୍ବହୀନ ହୁଅନ୍ତୁ ନାହିଁ, ନଚେତ ସମସ୍ୟା ସୃଷ୍ଟି ହୋଇପାରେ। ଅଫିସ ରେ ନୂଆ ଦାୟିତ୍ୱ ମିଳିପାରେ। ଆପଣଙ୍କର ସବୁ ସମସ୍ୟା ଦୂର ହେବ।

ସିଂହ ରାଶି –

ସବୁ ଦିନ ଅପେକ୍ଷା ଆପଣଙ୍କର ଉତ୍ସାହ କମି ଯାଇପାରେ। କୌଣସି ଇଣ୍ଟରଭ୍ୟୁ ରେ ବାଧା ସୃଷ୍ଟି ହୋଇପାରେ। ଘରେ ଜୀବନସାଥୀ ଙ୍କ ମୁଡ ଉପରେ ଧ୍ୟାନ ରଖିବା ପାଇଁ ପଡ଼ିବ। ସନ୍ଦେହ ଏବଂ ମିଛ କାରଣରୁ କୌଣସି ପ୍ରକାରର ମତଭେଦ ଦେଖା ଦେଇପାରେ। ସନ୍ତାନ ଙ୍କ ପକ୍ଷରୁ ସୁଖଦ ସମାଚାର ମିଳିପାରେ। କ୍ୟାରିୟର ରେ ବଡ଼ ଲାଭ ମିଳିପାରେ। ଆପଣଙ୍କ ଉତ୍ସାହ ବନି ରହିବ। ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ବ୍ୟବସାୟ ରେ ନୂଆ ସଉଦା ମିଳିବ। ଆପଣଙ୍କ ଆତ୍ମବିଶ୍ବାସ ରେ ବୃଦ୍ଧି ହେବ। ଆପଣଙ୍କ ଜୀବନସାଥୀ ଙ୍କୁ ସଫଳତା ମିଳିବ। କୌଣସି କାର୍ଯ୍ୟରେ ନୂଆ ଆରମ୍ଭ କରି ପାରନ୍ତି। ସମାଜରେ ତାଳମେଳ ବନେଇ ରଖନ୍ତୁ । ମାର୍କେଟିଂ କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ବନ୍ଧୁ ମାନଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟିକ କ୍ଷେତ୍ରରେ ସଫଳତା ମିଳିବ। କାରବାର ରେ ଫାଇଦା ମିଳିବ।

ତୁଳା ରାଶି –

କାହା ସହିତ ବିବାଦ ହୋଇପାରେ। ଆପଣଙ୍କ ପାଇଁ ଲାଭଦାୟକ ହେବ ଯେ ଅନ୍ୟ ମାନଙ୍କ କଥା ଶୁଣି ଶୀଘ୍ର ଟିପ୍ପଣୀ ଦିଅନ୍ତୁ ନାହିଁ। କୌଣସି କାର୍ଯ୍ୟକୁ ନେଇ ଅଧିକ ପରିଶ୍ରମ କରିବାକୁ ପଡିପାରେ। ପିତାଙ୍କ ସହଯୋଗ ରେ ଆପଣଙ୍କ କାର୍ଯ୍ୟ ଉଚିତ ସମୟ ମଧ୍ୟରେ ସମ୍ପନ୍ନ ହେବ। ଜୀବନସାଥୀ ଙ୍କୁ ଆଜି ଏକା ଅନୁଭବ ହୋଇପାରେ। ଆପଣଙ୍କୁ ତାଙ୍କ ଉପରେ ଧ୍ୟାନ ରଖିବା ଆବଶ୍ୟକ। ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଏଥିପାଇଁ ବ୍ୟାୟାମ କରନ୍ତୁ। ମହିଳା ମାନେ ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି।

ବିଛା ରାଶି –

ଆଜି ଆପଣ ଚାକିରୀ ବା କାରବାର ସମ୍ବନ୍ଧିତ କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି। କାର୍ଯ୍ୟଭାର ଅଧିକ ରହିପାରେ। ଆର୍ଥିକ ସ୍ଥିତି ରେ ସୁଧାର ଆସିବ। ଆମଦାନୀ ରେ ବୃଦ୍ଧି ହେବ। ବ୍ୟାଙ୍କ ରେ ଚାକିରୀ କରିଥିବା ଲୋକଙ୍କୁ ପଦୋନ୍ନତୀ ମିଳିପାରେ। ପ୍ରେମୀ ଯୁଗଳ ଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ପାର୍ଟନର ଆପଣଙ୍କୁ କିଛି ଉପହାର ଦେଇ ପାରନ୍ତି। ଆପଣଙ୍କ ମଧ୍ୟରେ ମଧୁରତା ଆସିବ। ଆପଣଙ୍କୁ ନିଜକୁ ସର୍ବଦା ଶାନ୍ତ ରଖିବାର ଆବଶ୍ୟକତା ରହିଛି।

ଧନୁ ରାଶି –

ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ବନ୍ଧୁ ମାନଙ୍କ ସହିତ ବାହାରକୁ ଭ୍ରମଣ ରେ ଯାଇ ପାରନ୍ତି। ଧନ ଆଗମନର ଗତି ବଢିପାରେ। କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ବନ୍ଧୁଙ୍କ ସହିତ ପରାମର୍ଶ ନେଇ ପାରନ୍ତି। ସଫଳତା ଆପଣଙ୍କ ପାଖରୁ ନିଜେ ଚାଲି ଆସିବ। ଅଫିସ ରେ କାର୍ଯ୍ୟ କରୁଥିବା ଲୋକଙ୍କ ସହିତ ତାଳମେଳ ବନାଇ ରଖିବେ। ମହତ୍ୱପୂର୍ଣ୍ଣ ବସ୍ତୁ କୁ ସମ୍ଭାଳି ରଖନ୍ତୁ, ଏହାଦ୍ବାରା ଆପଣଙ୍କୁ ଫାଇଦା ମିଳିବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

Google

ମକର ରାଶି –

ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ଅଯଥା ବିବାଦ ରେ ପଡନ୍ତୁ ନାହିଁ। କୌଣସି ଶତ୍ରୁ ଆପଣଙ୍କୁ ହଇରାଣ କରି ପାରନ୍ତି। ଆପଣଙ୍କୁ ଆଖପାଖ ପରିସ୍ଥିତି ଉପରେ ଧ୍ୟାନ ରଖିବାର ଆବଶ୍ୟକତା ରହିଛି। ଗାଡି ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଜୀବନସାଥୀ ଙ୍କ ତରଫରୁ କାର୍ଯ୍ୟରେ ସଫଳତା ମିଳିବ। ଅବିବାହିତ ଲୋକଙ୍କୁ ବିବାହ ପ୍ରସ୍ତାବ ଆସିପାରେ। ଛାତ୍ର ମାନଙ୍କୁ ଅଧିକ ମୋବାଇଲ ବ୍ୟବହାର ପାଇଁ ଗାଳି ପଡିପାରେ। ଆର୍ଥିକ ସ୍ଥିତି ରେ ସୁଧାର ଆସିବ।

କୁମ୍ଭ ରାଶି –

ଆଜି ଆପଣ ସକାରାତ୍ମକ ଉର୍ଜା ରେ ଭରି ରହିବେ। ନିଜର ସକାରାତ୍ମକ ବିଚାର ଦ୍ଵାରା ନିଜର ଆଖପାଖ ମାହୋଲ କୁ ମଧ୍ୟ ସକାରାତ୍ମକ ରଖିବେ। ଆପଣଙ୍କ ଆୟ ରେ ବୃଦ୍ଧି କରିବା ପାଇଁ ଅନୁଭବୀ ଲୋକଙ୍କ ଠାରୁ ପରାମର୍ଶ ନେବେ। ବ୍ୟବସାୟ ରେ ଲାଭ ମିଳିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଆପଣଙ୍କୁ କୌଣସି ବଡ଼ ଫାଇଦା ମିଳିବ। ସୁରକ୍ଷା କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବ।

ମୀନ ରାଶି –

ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ ଏବଂ ବନ୍ଧୁ ଓ ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। କାର୍ଯ୍ୟ ଉତ୍ତମ ରୂପରେ ଚାଲିବ। ଅନ୍ୟ ମାନଙ୍କ ପ୍ରତି ଆପଣ ଅଲଗା ନଜରିଆ ରେ ଦେଖିବେ। ଅଫିସ ରେ ସମସ୍ତଙ୍କ ସହିତ ଉତ୍ତମ ତାଳମେଳ ବନେଇ ରଖିବେ। ପ୍ରେମ ଜୀବନ ସୁଖମୟ ରହିବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

ବନ୍ଧୁଗଣ ଆଜି ପ୍ରଭୁ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ସୂର୍ଯ୍ୟା ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *