Excuse Me Odisha

ଯାହା କହିବୁ ସତ କହିବୁ

ଏହି ୪ ମାସରେ ଜନ୍ମିତ ଝିଅମାନେ ବହୁତ ଭାଗ୍ୟବାନ ହୋଇ ଥାନ୍ତି, ସୁଖ ସମୃଦ୍ଧି ତାଙ୍କ ଠାରେ ଲାଗି ରହିଥାଏ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଜାଣିବା କେଉଁ ମାସରେ ଜନ୍ମିତ ହୋଇଥିବା ଝିଅ ମାନେ ସ୍ୱୟଂ ମା ଲକ୍ଷ୍ମୀଙ୍କର ରୂପ ହୋଇଥାଆନ୍ତି। ତାହା ସହିତ ଭାଗ୍ୟବାନ ମଧ୍ୟ ହୋଇଥାଆନ୍ତି। ବନ୍ଧୁଗଣ ଶାସ୍ତ୍ରରେ ନାରୀମାନଙ୍କ ଠାରେ ମା ଲକ୍ଷ୍ମୀଙ୍କର ବାସ ଥାଏ ବୋଲି କୁହାଯାଇଛି। ଏଥିପାଇଁ ଯେତେବେଳେ ବି ଗୃହରେ ଝିଅ ଜନ୍ମ ହୋଇଥାଏ, ତେବେ ଲୋକମାନେ କୁହନ୍ତି କି ଲକ୍ଷ୍ମୀ ଆସିଲେ ବା ମା ଲକ୍ଷ୍ମୀଙ୍କର ଆଗମନ ହେଲା। ବହୁତ ଲୋକଙ୍କର କହିବା ଅନୁଯାୟୀ ଝିଅ ଘର ଏବଂ ପରିବାରରେ ସୁଖ ଶାନ୍ତି ସହିତ ସମୃଦ୍ଧି ମଧ୍ୟ ଆଣିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝିଅମାନଙ୍କର ଜନ୍ମ ସହିତ ତାଙ୍କର ଜନ୍ମ ମାସ ମଧ୍ୟ ବହୁତ ଭାଗ୍ୟବାନ ହୋଇଥାଏ। ଏହି ମାସରେ ଜନ୍ମିତ ହୋଇଥିବା ଝିଅମାନେ ନାଁ କେବଳ ଭାଗ୍ୟବାନ ହୋଇଥାଆନ୍ତି ବରଂ ଏମାନଙ୍କୁ ଭଲ ଶଶୁର ଘର ମଧ୍ୟ ମିଳିଥାଏ। ସାକ୍ଷାତ ମା ଲକ୍ଷ୍ମୀଙ୍କର ରୂପ ହୋଇଥାଆନ୍ତି ଏହି ମାସରେ ଜନ୍ମିତ ଝିଅ ମାନେ। ତେବେ ଆସନ୍ତୁ ଜାଣିବା।

ଫ୍ରେବୃଆରୀ ମାସ:- ଏହି ମାସରେ ଜନ୍ମ ହୋଇଥିବା ଝିଅଙ୍କର ସ୍ଵଭାବ ବହୁତ ବିନମ୍ର ହୋଇଥାଏ ଏବଂ ସେମାନେ ବହୁତ ବୁଦ୍ଧିମତୀ ମଧ୍ୟ ହୋଇଥାଆନ୍ତି। ଏହି ଝିଅମାନଙ୍କର ବିବାହ ପରେ ସେମାନଙ୍କୁ ଭଲ ଘର ମିଳିଥାଏ। ତାହା ସହିତ ଏମାନେ ନିଜ ଘରେ ସୁଖ ସମୃଦ୍ଧି ମଧ୍ୟ ଆଣିଥାନ୍ତି। ଏମାନଙ୍କର ଗ୍ରହ ଚଳନ ଏମାନଙ୍କର ପରିବାରକୁ ଲାଭ ଆଣିଥାଏ।

Google

ଏପ୍ରିଲ ମାସ:- ଏହି ମାସରେ ଜନ୍ମ ହୋଇଥିବା ଝିଅମାନଙ୍କୁ ମଧ୍ୟ ସାକ୍ଷାତ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନାଯାଏ। ଶାସ୍ତ୍ର ଅନୁଯାୟୀ ଏହି ମାସ ବହୁତ ଶୁଭ ହୋଇଥାଏ। ଏହି ମାସର ଜନ୍ମିତ ଝିଅମାନଙ୍କର ଗ୍ରହ ଚଳନ ବହୁତ ଦ୍ରୁତ ହୋଇଥାଏ। ଯାହା ଫଳରେ ଏମାନଙ୍କୁ ସଫଳତା ମିଳିଥାଏ। ଏମାନଙ୍କର ଭାଗ୍ୟ ଉଚ୍ଚ ହୋଇଥାଏ।

ଜୁନ ମାସ:- ଏହି ମାସରେ ଜନ୍ମିତ ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାଆନ୍ତି। କିନ୍ତୁ ଅଙ୍କ ଶାସ୍ତ୍ର ଅନୁଯାୟୀ ଏହି ମାସରେ ଜନ୍ମିତ ସନ୍ତାନ ଶୁଭ ହୋଇ ନଥାଆନ୍ତି। କିନ୍ତୁ ଏହି ମାସରେ କୌଣସି ଝିଅ ଜନ୍ମ ହୋଇଥିଲେ ସେ ମା ଲକ୍ଷ୍ମୀଙ୍କର ସ୍ୱରୂପ ହୋଇଥାଆନ୍ତି। ଏହି ମାସରେ ଜନ୍ମିତ ଝିଅ ମାନେ ଅତ୍ୟନ୍ତ ପରିଶ୍ରମୀ ହୋଇଥାଆନ୍ତି। ଏବଂ ନିଜର ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ବହୁତ ଅଧିକ ପରିଶ୍ରମ କରିଥାନ୍ତି।

Google

ସେପେଟେମ୍ବର ମାସ:- ଏହି ମାସରେ ଜନ୍ମିତ ଝିଅ ମାନଙ୍କର କୁଣ୍ଡଳୀରେ ଚନ୍ଦ୍ର, ବୁଧ ଏବଂ ଶୁକ୍ର ଏହି ତିନୋଟି ଗ୍ରହଙ୍କର ମିଳନ ହୋଇଥାଏ। ଏହି କାରଣରୁ ଏହି ମାସରେ ଜନ୍ମିତ ଝିଅ ମାନେ ବହୁତ ଧନବାନ ହୋଇଥାଆନ୍ତି। ଆପଣଙ୍କୁ ଜଣେଇ ଦେଉଛୁ ଯେ ସେମାନେ ନିଜ ଭାଗ୍ୟ ବଳରେ ସବୁକିଛି ହାସଲ କରିଥାନ୍ତି। ଏବଂ କେବେ କୌଣସିର ଅଭାବ ହୋଇନଥାଏ। ଏବଂ ଏହା ସତ୍ୟ ଯେ ଏପରି ଝିଅ ମାନଙ୍କର ବିବାହ ଧନବାନ ବର ପାତ୍ର ସହିତ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *