Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୭ ଅକ୍ଟୋବର ୨୦୨୦,ଶନିବାର,ନବରାତ୍ରର ପ୍ରଥମ ଦିନ ବୃଷ, ସିଂହ ସମେତ ଏହି ରାଶିର ଲୋକଙ୍କ ଜୀବନରେ ଭରିଦେବ ଖୁସି।

ସେୟାର୍ କରନ୍ତୁ

ଆଶ୍ୱିନ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଶନିବାର ଦିନ ଅଟେ। ପ୍ରତିପଦା ତିଥି ରାତି ୯ ଟା ବାଜି ୯ ମିନିଟ ପର୍ଯ୍ୟନ୍ତ ରହିବ। ଶାରଦୀୟ ନବରାତ୍ର ୧୭ ରୁ ଆରମ୍ଭ ହୋଇ ୨୫ ଅକ୍ଟୋବର ପର୍ଯ୍ୟନ୍ତ ରହିବ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ ଙ୍କ ଠାରୁ କିପରି ରହିବ ରାଶି ଅନୁସାରେ ଆପଣଙ୍କ ଦିନ।

ଆଶ୍ୱିନ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଶନିବାର ଦିନ ଅଟେ। ପ୍ରତିପଦା ତିଥି ରାତି ୯ ଟା ବାଜି ୯ ମିନିଟ ପର୍ଯ୍ୟନ୍ତ ରହିବ। ଶାରଦୀୟ ନବରାତ୍ର ୧୭ ରୁ ଆରମ୍ଭ ହୋଇ ୨୫ ଅକ୍ଟୋବର ପର୍ଯ୍ୟନ୍ତ ରହିବ।ଏହାଛଡା ରାତି ୯ ଟା ବାଜି ୨୪ ମିନିଟ ପର୍ଯ୍ୟନ୍ତ ବିସ୍କୁମ୍ଭ ଯୋଗ ରହିବ। ଦ୍ବିପ୍ରହର ପୂର୍ବରୁ ୧୧ ଟା ବାଜି ୫୨ ମିନିଟ ପର୍ଯ୍ୟନ୍ତ ଚିତ୍ରା ନକ୍ଷତ୍ର ରହିବ, ଏହାପରେ ସ୍ଵାତୀ ନକ୍ଷତ୍ର ରହିବ। ଯାହାକି ଆଗାମୀ ସକାଳ ୮ ଟା ବାଜି ୫୨ ମିନିଟ ପର୍ଯ୍ୟନ୍ତ ରହିବ। ଏହାଛଡା ସର୍ବାର୍ଥ ସିଦ୍ଧି ଯୋଗ ଅର୍ଥାତ ସବୁ କାର୍ଯ୍ୟ ବନାଉ ଥିବା ଯୋଗ ଦ୍ବିପ୍ରହର ପୂର୍ବରୁ ୧୧ ଟା ବାଜି ୫୨ ମିନିଟ ରୁ ରବିବାର ସକାଳେ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ରହିବ। ଏହାସହିତ ମକଦ୍ଦମା ରୁଜୁ କରିବା ବା ନିଜ କଥା ଉପସ୍ଥାପନ କରିବାର ଯୋଗ ରହିଛି ଅର୍ଥାତ ଜାୟିଜୟଦ ଯୋଗ ସୂର୍ଯ୍ୟୋଦୟ ର ଦ୍ବିପ୍ରହର ପୂର୍ବରୁ ୧୧ ଟା ବାଜି ୫୧ ମିନିଟ ପର୍ଯ୍ୟନ୍ତ ରହିବ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ ଙ୍କ ଠାରୁ ରାଶି ଅନୁସାରେ କିପରି ରହିବ ଆପଣଙ୍କ ଦିନ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କୌଣସି ଯାତ୍ରାରେ ଯାଇ ପାରନ୍ତି। ପରିବାରର କୌଣସି ସଦସ୍ୟଙ୍କ ସହିତ ମନ୍ଦିର ଦର୍ଶନ କରିବାକୁ ଯାଇ ପାରନ୍ତି। ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଏହି ସମ୍ବନ୍ଧିତ ଲୋକଙ୍କ ଠାରୁ ପରାମର୍ଶ ନିଅନ୍ତୁ। ସବୁ କାର୍ଯ୍ୟ କରିବା ପୂର୍ବରୁ ପିତାମାତାଙ୍କ ଆଶୀର୍ବାଦ ନିଅନ୍ତୁ, ଉଚିତ ପରିଣାମ ଲାଭ କରିବେ। ଅନ୍ୟ ମାନଙ୍କ ବ୍ୟବହାର ଆପଣଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ। ଜୀବନସାଥୀ ଙ୍କୁ ନେଇ ଦାୟିତ୍ୱ ବଢିବ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଚାକିରୀ କରୁଥିବା ଲୋକଙ୍କୁ କୌଣସି କାର୍ଯ୍ୟ ପାଇଁ ସମ୍ମାନ ମିଳିପାରେ। ଚାକିରୀ ଖୋଜୁଥିବା ଲୋକଙ୍କୁ କୌଣସି କମ୍ପାନୀ ରେ ଚାକିରୀ ମିଳିପାରେ। ଆଜି ଆପଣ କୌଣସି ଇଣ୍ଟରଭ୍ୟୁ ଦେଇତେ ଯାଇ ପାରନ୍ତି। ଆପଣଙ୍କ ମଧ୍ୟରେ ଉତ୍ସାହ ଭରି ରହିବ। ଆପଣଙ୍କ ମନରେ ନୂଆ ଉତ୍ସାହ ଭରି ଉଠିବ। ଆପଣଙ୍କୁ ଭାଇଭଉଣୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଜୀବନସାଥୀ ଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ।

ମିଥୁନ ରାଶି –

ଆଜି ଆପଣ ବଡ଼ବଡ଼ ପରିସ୍ଥିତି କୁ ସାମ୍ନା କରିବେ।ଅଫିସ କାର୍ଯ୍ୟରେ ଲାଗି ରହିଥିବା ଲୋକେ କୌଣସି ପ୍ରୋଜେକ୍ଟ ପାଇଁ ଉତ୍ସାହିତ ରହି ପାରନ୍ତି। ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ। ସର୍ବଦା ନିଜ କାର୍ଯ୍ୟ ତୁଲାଇବା ପାଇଁ ପ୍ରୟାସ କରନ୍ତୁ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। କଲେଜ ଏଡ଼ମିସନ ପାଇଁ ଯାଇଥିଲେ, କୌଣସି ସମ୍ପର୍କୀୟ ବ୍ୟକ୍ତି ସହଯୋଗ କରି ପାରନ୍ତି। ଆପଣଙ୍କ କାର୍ଯ୍ୟରେ ନିରନ୍ତରତା ରହିବ।

Google

କର୍କଟ ରାଶି –

ଆଜି ଆପଣଙ୍କୁ ସବୁ କାର୍ଯ୍ୟରେ ସାବଧାନ ରହିବାର ଆବଶ୍ୟକତା ରହିଛି। ଅନ୍ୟ ବ୍ୟକ୍ତିଙ୍କ ଯୋଗୁଁ ଆପଣଙ୍କ କାର୍ଯ୍ୟରେ ବାଧା ଉପୁଜି ପାରେ। କିଛି ଅଭ୍ୟାସ କୁ ସୁଧାର କରିବା ଆବଶ୍ୟକ। ଜୀବନସାଥୀ ଙ୍କ ସହିତ ପ୍ରେମ ସହିତ କଥାବାର୍ତ୍ତା କରିବା ଉଚିତ। ସମ୍ପର୍କରେ ରୋମାନ୍ସ ଭରି ରହିବ। ଆର୍ଥିକ ସ୍ଥିତି ରେ ସୁଧାର ଆସିବ। ଆପଣ ପିଲାମାନଙ୍କୁ ଭ୍ରମଣ ରେ ନେଇ ଯାଇ ପାରନ୍ତି। ପିତାଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ।

ସିଂହ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କାର୍ଯ୍ୟ ମାମଲାରେ ବାହାର ସ୍ଥାନକୁ ଯାତ୍ରା କରି ପାରନ୍ତି। ମହିଳାଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଆଜି କିଛି ଲୋକ ଆପଣଙ୍କ ବିଚାର କୁ ଦବେଇବା ପାଇଁ ପ୍ରୟାସ କରି ପାରନ୍ତି। ଆପଣଙ୍କ ଆୟ ରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ପାଇଁ ଆପଣଙ୍କୁ ଭୁଲ ବୁଝାମଣା କୁ ଦୂର କରିବା ଆବଶ୍ୟକ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆପଣଙ୍କୁ ଅଚାନକ ଧନ ଲାଭ ହୋଇପାରେ। ଆଜି ଆପଣ ନିଜର ଅଭିଳାଷା ପୂରଣ କରିବେ। ଅଫିସ ମିଟିଂ ରେ ଆପଣ ନିଜର କଥା ଉପସ୍ଥାପନ କରିବେ। ଆପଣ ପାରିବାରିକ କାର୍ଯ୍ୟ ପାଇଁ ବନ୍ଧୁଙ୍କ ସହଯୋଗ ପ୍ରାପ୍ତ କରିବେ। ମଡେଲିଂ କରୁଥିବା ଲୋକଙ୍କୁ ଉତ୍ତମ ବ୍ରାଣ୍ଡ ରେ କାମ କରିବା ପାଇଁ ଅବସର ମିଳିବ।

ତୁଳା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ବ୍ୟବସାୟିକ କାର୍ଯ୍ୟରେ ପ୍ରଗତି ହେବ। ଘରେ ଆପଣ କୌଣସି ସୁଧାର କରି ପାରନ୍ତି। ଘର ପାଇଁ କିଛି ଆବଶ୍ୟକୀୟ ଜିନିଷ କିଣାକିଣି କରି ପାରନ୍ତି। ଆର୍ଥିକ ସ୍ଥିତି ରେ ସୁଧାର ଆସିବ। ଘର ଲୋକେ ଆପଣଙ୍କ କାର୍ଯ୍ୟ ପାଇଁ ଆପଣଙ୍କୁ ପ୍ରଶଂସା କରିବେ। ଅଫିସ ରେ ସିନିଅରଙ୍କ ସହିତ ବିବାଦ କରିବାରୁ ବଞ୍ଚିତ ହୁଅନ୍ତୁ। ଆଜି କୌଣସି ସମ୍ପର୍କୀୟ ଆପଣଙ୍କ ଘରକୁ ଆସିପାରନ୍ତି।

ବିଛା ରାଶି –

ଆଜି ଆପଣ ଜୀବନରେ କୌଣସି ପ୍ରକାରର ପରିବର୍ତ୍ତନ କୁ ନେଇ ବିଚାର କରି ପାରନ୍ତି। ଆଜି ଲୋକେ ଆପଣଙ୍କ ପାଇଁ ସାହାଯ୍ୟକାରୀ ସାବ୍ୟସ୍ତ ହେବ। ପିତାମାତା ଆପଣଙ୍କ କାର୍ଯ୍ୟରେ ସହଯୋଗ କରିବେ। ସନ୍ତାନଙ୍କ ପକ୍ଷରୁ ଆପଣଙ୍କ ସମ୍ବନ୍ଧ ମଧୁର ରହିବ। କଳା କ୍ଷେତ୍ରରେ ଜଡ଼ିତ ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ସବୁ ଲୋକେ ଆପଣଙ୍କ ସପକ୍ଷରେ ରହିବେ।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କୁ ଫାଇଦା ଆଣିଦେବ। ବ୍ୟାପାର ରେ ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଓକିଲ ମାନଙ୍କୁ କୌଣସି ମାମଲାରେ ସଫଳତା ମିଳିବ। ପାର୍ଟନର ଙ୍କ ସହିତ ଘରେ ଫିଲ୍ମ ଦେଖିବା ପାଇଁ ଯୋଜନା ବନେଇ ପାରନ୍ତି।ଛାତ୍ର ଛାତ୍ରୀ ମାନଙ୍କୁ କ୍ୟାରିୟର ମାମଲାରେ ଆସୁଥିବା ସମସ୍ୟାରୁ, ବଡ଼ ଭାଇ ଏବଂ ବଡ଼ ଭଉଣୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଦିନର ଆରମ୍ଭ ସୁଖପୂର୍ଣ୍ଣ ରହିବ। ଚାକିରୀ କରୁଥିବା ଲୋକଙ୍କୁ ଆଜି ସମ୍ଭାଳି ଚାଲିବା ଉଚିତ। ଅଫିସ ରେ କାମ କରୁଥିବା କାମ କରୁଥିବା ଲୋକେ ଆପଣଙ୍କ ବିଚାର ସହିତ ସହମତି ଜଣାଇବେ ନାହିଁ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ। ଜିଦି ହେବାରୁ ବଞ୍ଚିତ ହେବା ଉଚିତ। ଟଙ୍କାପଇସା ମାମଲାରେ ଆପଣଙ୍କୁ ଜୀବନସାଥୀ ଙ୍କ ଆବଶ୍ୟକତା ପଡିପାରେ। ଆପଣଙ୍କ ପାଇଁ ଲାଭଦାୟକ ହେବ କି ବରିଷ୍ଠ ଲୋକଙ୍କ ପରାମର୍ଶ ନିଅନ୍ତୁ।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆପଣଙ୍କ ବ୍ୟକ୍ତିତ୍ଵ ଆକର୍ଷଣୀୟ ରହିବ। ଆପଣଙ୍କୁ ବଡ଼ ପ୍ରସିଦ୍ଧି ମିଳିପାରେ। କୌଣସି ଜରୁରୀ କାର୍ଯ୍ୟ ସମ୍ପନ୍ନ ହେବା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ। ବିଦ୍ୟାର୍ଥୀ ଆଜି ନିଜର କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ପିତାଙ୍କ ସହଯୋଗ ନେଇ ପାରନ୍ତି। ସ୍ବାସ୍ଥ୍ୟ କୁ ଠିକ୍ ରଖିବା ପାଇଁ ବ୍ୟାୟାମ କରନ୍ତୁ। ଆପଣଙ୍କୁ ସର୍ବଦା ଆନନ୍ଦିତ ରହିବା ଆବଶ୍ୟକ। ଅବିବାହିତ ଥିବା ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଅନେକ ଅବସର ମିଳିବ। ଇଲେକ୍ଟ୍ରୋନିକ କାର୍ଯ୍ୟରେ ଜଡିତ ଲୋକଙ୍କୁ ବଡ଼ ସଫଳତା ମିଳିବ। ଇଞ୍ଜିନିଅର ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଆର୍ଥିକ ରୂପରେ ଆପଣ ସୁଦୃଢ ରହିବେ। ଦାମ୍ପତ୍ୟ ଜୀବନରେ ପରସ୍ପର ବିଶ୍ୱାସ ଦ୍ଵାରା ସମ୍ପର୍କ ସୁଦୃଢ ରହିବ। କୌଣସି ପୁରୁଣା ବନ୍ଧୁଙ୍କ ସହ ଭ୍ରମଣ ରେ ଯାଇ ପାରନ୍ତି। ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ , କ୍ୟାରିୟର ପାଇଁ ଅନୁକୂଳ ସାବ୍ୟସ୍ତ ହେବ।

ବନ୍ଧୁଗଣ ଆଜି ପ୍ରଭୁ ଶନିଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ଶନି ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *