Excuse Me Odisha

ଯାହା କହିବୁ ସତ କହିବୁ

ଭୁଲରେ ବି ଏହି ୭ଜଣଙ୍କ ଘରେ କରନ୍ତୁ ନାହିଁ ଭୋଜନ, ଭୋଗି ପାରନ୍ତି ଗଭୀର ସମସ୍ୟା

ସେୟାର୍ କରନ୍ତୁ

ବନ୍ଧୁଗଣ ଏହି ୭ ଜଣଙ୍କ ଘରେ ଭୁଲରେ ମଧ୍ୟ ଭୋଜନ କରନ୍ତୁ ନାହିଁ ନହେଲେ ହୋଇପାରେ ଗମ୍ଭୀର ସମସ୍ୟା। ଗରୁଡ଼ପୁରାଣ ଏକ ପ୍ରାଚୀନ ହିନ୍ଦୁଧର୍ମ ଗ୍ରନ୍ଥ ଅଟେ। ଯେଉଁଥିରେ ୨୧୯ ଟି ଅଧ୍ୟାୟ ଏବଂ ୧୮୦୦ ଟି  ଶ୍ଳୋକ ରହିଛି। ଗରୁଡ଼ପୁରାଣ ଅନୁସାରେ ପାପ କର୍ମ କରୁଥିବା ଲୋକମାନଙ୍କୁ ମୃତ୍ୟୁ ପରେ ଦଣ୍ଡ ମିଳିଥାଏ। ଯେଉଁ ଲୋକ ପୃଥିବୀରେ ରହି ଭୁଲ କାମ କରନ୍ତି ତାଙ୍କୁ ମୃତ୍ୟୁ ପରେ ନର୍କରେ ସ୍ଥାନ ମିଳିଥାଏ। ସାଧାରଣତଃ ଆମେ ମାନେ ବିଭିନ୍ନ ଲୋକମାନଙ୍କ ଘରେ ଭଜନ କରିଥାଉ। କିନ୍ତୁ ଆଜି ଆମେ ଏମିତି ୭ ଟି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଘରେ କେବେବି ଭୋଜନ କରିବା ଉଚିତ ନୁହେଁ। କାରଣ ଏହି ଲୋକଙ୍କୁ ମୃତ୍ୟୁ ପରେ ନର୍କରେ ସ୍ଥାନ ମିଳିଥାଏ। ଏଭଳି ଲୋକଙ୍କ ଘରେ ଭଜନ କରିବା ଦ୍ୱାରା ଆପଣଙ୍କର ପୁଣ୍ୟ କର୍ମ ମଧ୍ୟ ନଷ୍ଟ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ୭ଟି ଲୋକଙ୍କ ଘରେ ଭୋଜନ କରିବା ଅନୁଚିତ।

ଚୋର ବା ଅପରାଧୀ:- ଗରୁଡ଼ପୁରାଣ ଅନୁସାରେ ଚୋରି କରିବା କର୍ମ ପାପ ଶ୍ରେଣୀର ଆସିଥାଏ। ସେମାନେ ଅନ୍ୟର ଅର୍ଥ ଉପରେ ହାତ ପକାନ୍ତି କିମ୍ବା ତାଙ୍କର ଆର୍ଥିକ ସ୍ଥିତିକୁ ଚୋରି କରିଥାନ୍ତି। ଏପରି ଲୋକମାନେ ମରିବା ପରେ ନିର୍କରେ ସ୍ଥାନ ପାଇଥାନ୍ତି। ଏପରି ଲୋକଙ୍କ ଘୋରେ ଭଜନ କରିବା ଦ୍ୱାରା ତାଙ୍କର ପାପ ଆମର ଜୀବନ ଉପରେ ପଡିଥାଏ। ତେଣୁ କୌଣସି ଚୋର କିମ୍ବା ଅପରାଧୀଙ୍କ ଘୋରେ ଭୋଜନ କରିବା ଉଚିତ ନୁହେଁ।

Google

ସୁଧ କରଜ:- ଯେଉଁ ବ୍ୟକ୍ତି ଅନ୍ୟର ମଜବୁରୀର ଫାଇଦା ଉଠାଇ ଥାଏ। ଏପରି ଲୋକ ପାପୀ ହୋଇଥାଏ। ଗରୁଡ଼ପୁରାଣ ଅନୁସାରେ କୌଣସିବି ପରିସ୍ଥିତିରେ ଅନ୍ୟର ଫାଇଦା ଉଠାଇବା ଠିକ ନୁହେଁ। ଯଦି ଆପଣ କୌଣସି ବେଇମାନ ବ୍ୟକ୍ତିଙ୍କ ଘରେ ଭୋଜନ କରନ୍ତି ତେବେ ଆପଣଙ୍କ ଉପରେ ତାର ପ୍ରଭାବ ପଡିପାରେ।

ନିଶା ଜାତୀୟ ଦ୍ରବ୍ୟ ବିକ୍ରି କରୁଥିବା ଲୋକ :- ଯେଉଁ ବ୍ୟକ୍ତି ନିଶା ଜାତୀୟ ଦ୍ରବ୍ୟ ବିକ୍ରି କରୁଛନ୍ତି କିମ୍ବା ଯେଉଁ ବ୍ୟକ୍ତି ସବୁବେଳେ ନିଶା ଦ୍ରବ୍ୟ ସେବନ କରନ୍ତି ଏପରି ଲୋକଙ୍କ ଘରେ ଭୋଜନ କରିବା ଠିକ ନୁହେଁ। କାରଣ ନିଶା ଦ୍ରବ୍ୟ ବିକ୍ରୟ କରିବା ପାପ ଶ୍ରେଣୀର ଆସିଥାଏ।

ଚରିତ୍ରହୀନା ସ୍ତ୍ରୀ:- ଚରିତ୍ରହୀନା ସ୍ତ୍ରୀଙ୍କ ଦ୍ଵାରା ବନା ଯାଇଥିବା ଖାଦ୍ୟ କିମ୍ବା ତାଙ୍କ ଘୋରେ ଭଜନ କରିବା ଉଚିତ ନୁହେଁ। ଚରିତ୍ରହୀନା ସ୍ତ୍ରୀ ଏହା କି ମାନେ ସେମାନେ ସବୁବେଳେ କୁକର୍ମରେ ଲିପ୍ତ ରହି ଥାଆନ୍ତି। ଗରୁଡ଼ପୁରାଣ ଅନୁସାରେ ଏପରି ଲୋକଙ୍କ ଘରେ ଯେଉଁ ବ୍ୟକ୍ତି ଭୋଜନ କରେ ସେ ସର୍ବଦା ପାପରେ ବୁଡି ରହିଥାଏ।

ନିର୍ଦୋୟ ବ୍ୟକ୍ତି:- ଯେଉଁ ବ୍ୟକ୍ତି ନିର୍ଦୋୟ ହୋଇଥାଏ ସମସ୍ତଙ୍କୁ କଷ୍ଟ ଦେଇଥାଏ ଏବଂ କାହାର ପ୍ରତି ଭଲ ଭାବନା ରଖି ନଥାଏ ଏପରି ବ୍ୟକ୍ତିଙ୍କ ଘରେ କେବେବି ଭୋଜନ କରିବା ଉଚିତ ନୁହେଁ। ଏପରି ଲୋକଙ୍କ ଘୋରେ ପ୍ରସ୍ତୁତ କରାଯାଇଥିବା ଖାଦ୍ୟରେ କେବେ ହେଲେ ପେଟ ପୁରି ନଥାଏ। ତେଣୁ ଏପରି ଲୋକଙ୍କ ଘୋରେ ଭୋଜନ କରିବା ଅନୁଚିତ।

Google

କିନ୍ନର:- ଏମାନଙ୍କୁ ଦାନ ଦେବାର ବିଶେଷ କର୍ମ ରହିଥାଏ ତାଙ୍କୁ ଦାନ କରିବା ପରେ ଆମକୁ ପୁଣ୍ୟର ପ୍ରାପ୍ତି ହୋଇଥାଏ। ଗରୁଡ଼ପୁରାଣ ଅନୁସାରେ ଏମାନଙ୍କୁ ଦାନ ଦେବା ଠିକ କିନ୍ତୁ ତାଙ୍କ ଘୋରେ ଭଜନ କରିବା ଭୁଲ କାରଣ କିନ୍ନରଙ୍କୁ ଦାନ ଦେବା ସମୟରେ ଅନେକ ପ୍ରକାରର ଲୋକ ସେମାନଙ୍କୁ ଦାନ ଦେଇଥାନ୍ତି। ତେଣୁ ତାଙ୍କ ଘରେ ଭଜନ କରିବା ଉଚିତ ନୁହେଁ।

ସ୍ତ୍ରୀର ଅସମ୍ମାନ କରୁଥିବା ବ୍ୟକ୍ତି:- ଯେଉଁ ବ୍ୟକ୍ତି ନିଜ ସ୍ତ୍ରୀର ସମ୍ମାନ କରେ ନାହିଁ ଏବଂ ଅନ୍ୟ ମହିଳାଙ୍କ ଉପରେ ଖରାପ ନଜର ପକାଇ ଥାଏ। ଏପରି ଲୋକଙ୍କ ଘୋରେ କେବେବି ଭୋଜନ କରିବା ଉଚିତ ନୁହେଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରି ଦିଅନ୍ତୁ ଆଉ ସେଆର କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *