Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ଟି ରାଶିର ବ୍ୟକ୍ତିମାନଙ୍କୁ ” ଲକ୍ଷ୍ମୀ ପ୍ରତିମା ” ଭଳି ସ୍ତ୍ରୀ ମିଳି ଥାଏ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଦୁନିଆରେ ଶାସ୍ତ୍ର ଅନୁସାରେ ବିବାହ ହେଉଛି ଏକ ସବୁଠୁ ପବିତ୍ର ବିଧି ଅଟେ ଏବଂ ବିବାହିତ ସମ୍ପର୍କକୁ ଦୁନିଆରେ ସବୁଠାରୁ ପବିତ୍ର ସମ୍ପର୍କରେ ପରିଗଣିତ କରାଯାଏ। ଏହି ପବିତ୍ର ସମ୍ପର୍କରେ କୌଣସି ବାଧା ସୃଷ୍ଟି ନହେବା ପାଇଁ ସବୁ ଦିଗ ପ୍ରତି ଧ୍ୟାନ ଦିଆଯାଏ। ସେଥିପାଇଁ ବିବାହ ପୂର୍ବରୁ ଉଭୟ ପୁଅ ଏବଂ ଝିଅ ମାନଙ୍କ କୁଣ୍ଡଳୀ ମେଳ କରାଯାଏ। ଏହି ଜାତକ ଦେଖି ସେମାନଙ୍କ ଆଗାମୀ ଦିନ କେମିତି କଟିବ ତାହା ବିଚାର କରାଯାଏ। କିନ୍ତୁ ଆଜିକାଲି ସମୟରେ ବହୁତ କମ ଲୋକ କୁଣ୍ଡଳୀ ମିଶାଇ ବିବାହ କରୁଛନ୍ତି ଏବଂ ଆଗାମୀ ଦିନରେ ବହୁତ ଦେବୀ ଦେବତାଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ କେମିତି ରହିବ ତାହା ମଧ୍ୟ ଜଣାଯାଏ। ପୁଅ ମାନଙ୍କ କୁଣ୍ଡଳୀ ଏବଂ ରାଶି ଅନୁସାରେ ସେମାନଙ୍କୁ କେତେ ସୁନ୍ଦର ସ୍ତ୍ରୀ ମିଳିବ ତାହା ମଧ୍ୟ ବିଚାର କରାଯାଇଥାଏ। କିନ୍ତୁ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ କେଉଁ ରାଶିର ଲୋକ ମାନଙ୍କ ଭାଗ୍ୟ ଦିନେ ନା ଦିନେ ବଦଳିବ। ଏବଂ ଧନୀ ହେବାକୁ କେହି ତାଙ୍କୁ ଅଟକାଇ ପାରିବେ ନାହିଁ।

Google

କଥାରେ ଅଛି ପରିଶ୍ରମ ହେଉଛି ସଫଳତାର ଚାବି କାଠି। ଭାଗ୍ୟ ଆପଣଙ୍କ ସାଥିରେ ଥାଉ କିମ୍ବା ନ ଥାଉ ଯଦି ଆପଣ କଠିନ ପରିଶ୍ରମ କରୁଛନ୍ତି ତେବେ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ। ସେଥିପାଇଁ କଥାରେ ଅଛି ପରିଶ୍ରମୀ ଲୋକ ଜୀବନରେ କେବେବି ମଧ୍ୟ ହାରନ୍ତି ନାହିଁ। ତେବେ ଆପଣ ମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ କେଉଁ ମାନେ ଜୀବନରେ ସଫଳତା ପାଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଜନ୍ମରୁ ଭାଗ୍ୟଶାଳୀ ହୋଇ ଆସିଛନ୍ତି।

ମିଥୁନ ରାଶିର ବ୍ୟକ୍ତିମାନେ : – ଏହି ରାଶିର ବ୍ୟକ୍ତିମାନଙ୍କୁ ସାଧାରଣତଃ ସୁନ୍ଦରୀ ସ୍ତ୍ରୀ ମିଳିଥାଏ ଏବଂ ଭାଗ୍ୟ ଉଜ୍ଵଳ ହୋଇଥାଏ।

ସିଂହ ରାଶିର ବ୍ୟକ୍ତି ମାନେ:- ଏହି ରାଶିର ବ୍ୟକ୍ତିମାନେ ନିଜର ସ୍ତ୍ରୀଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେମାନଙ୍କ ପ୍ରତି ବହୁତ ଗମ୍ଭୀର ମଧ୍ୟ ହୋଇଥାଆନ୍ତି।

କନ୍ୟା ରାଶିର ବ୍ୟକ୍ତି ମାନେ:- ଏହି ରାଶିର ପୁଅ ମାନେ ସାଧାରଣତଃ ବହୁତ ସୁନ୍ଦର ହୋଇଥାଆନ୍ତି। ସେଥିପାଇଁ ସେମାନଙ୍କୁ ସୁନ୍ଦର ସ୍ତ୍ରୀ ମିଳିଥାଏ।

Google

ମକର ରାଶିର ବ୍ୟକ୍ତି ମାନେ:- ଏହି ରାଶିର ପୁଅ ମାନେ ଝିଅ ମାନଙ୍କୁ ଅଧିକ ଆକର୍ଷିତ କରିଥାନ୍ତି ଏବଂ ପ୍ରେମ କରି ବିବାହ କରିଥାନ୍ତି।

ମୀନ ରାଶିର ବ୍ୟକ୍ତି ମାନେ:- ଏହି ରାଶିର ବ୍ୟକ୍ତି ମାନେ ସବୁଠୁ ଅଧିକ ଭାଗ୍ୟଶାଳୀ ହୋଇଥାଆନ୍ତି ଏବଂ ଏମାନଙ୍କ ସ୍ତ୍ରୀ ମଧ୍ୟ ବହୁତ ସୁନ୍ଦର ହୋଇଥାଆନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *