Excuse Me Odisha

ଯାହା କହିବୁ ସତ କହିବୁ

ଆପଣଙ୍କ ପାଖରେ ଏମିତି ଚରିତ୍ରହୀନା ମହିଳା ରହୁଛନ୍ତି କି ? ତାହେଲେ ଭୟଙ୍କର କଥା ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଜାଣିବା ଚରିତ୍ରହୀନା ନାରୀମାନଙ୍କ ବିଷୟରେ ମା’ର ମମତାର ମୂର୍ତି ହୋଇଥାଆନ୍ତି ମହିଳା ମାନେ। କିନ୍ତୁ ସବୁ ମହିଳା ସମାନ ହୋଇ ନଥାନ୍ତି। ମହିଳା ମାନଙ୍କ ମାନକୁ ଜାଣିବା ବହୁତ କଷ୍ଟକର ଅଟେ। କିନ୍ତୁ ଆପଣ ତାର ଲକ୍ଷଣ ଏବଂ ଚରିତ୍ରକୁ ଦେଖି ଜାଣିପାରିବେ କି ସେ କେମିତିକା ମହିଳା ଅଟନ୍ତି। ଯଦି ଆମେ ଆଚାର୍ଯ୍ୟ ଚାଣକ୍ୟଙ୍କ କଥା କହିବା ତ ସେ ଚରିତାହୀନା ମହିଳାଙ୍କ ବିଷୟରେ ବହୁତ କଥା କହିଛନ୍ତି। ଆଉ ଯଦି ଆପଣ ସେହି କଥାକୁ ଜାଣିନେବେ ତ ଆପଣଙ୍କୁ କେବେବି ଜୀବନରେ ଧୋକା ମିଳିବ ନାହିଁ। ଆଉ ଆପଣଙ୍କ ମନକୁ କେବେବି କଷ୍ଟ ପହଞ୍ଚିବ ନାହିଁ। ଆଉ ଏହି କଥାକୁ ଜାଣି ଆପଣ ଏମିତି ମହିଳାଙ୍କ ପ୍ରେମରେ କେବେବି ପଡିବେ ନାହିଁ। ସ୍ତ୍ରୀ ଜାତି ଗୋଟେ ସୁନ୍ଦର ଅନୁଭବ ଅଟେ। ଏମାନଙ୍କୁ ଦେଖି କେହିବି ଆକର୍ଷିତ ହୋଇଯାନ୍ତି। ସେମାନଙ୍କର ସୁନ୍ଦରତା ଏବଂ ବ୍ୟକ୍ତିତ୍ୱକୁ ଦେଖି ମୋହିତ ହୋଇଯାନ୍ତି। ଚାଣକ୍ୟଙ୍କ କଥା ଅନୁସାରେ ବେଦରେ ସ୍ତ୍ରୀଙ୍କୁ ଦେବୀ ବୋଲି କୁହାଯାଏ। କିନ୍ତୁ ଆଉ କିଛି ମହିଳା ଏମିତି ହୋଇଥାଆନ୍ତି ଯେଉଁମାନେ ଚରିତ୍ରହୀନା ହୋଇଥାଆନ୍ତି। ଯାହାର କାରଣରୁ ସେମାନଙ୍କର ସମ୍ପର୍କରେ ଯିଏବି ଆସିଥାଏ ତାଙ୍କ ଜୀବନ ପ୍ରତି ଖରାପ ପ୍ରଭାବ ପଡିଥାଏ। ତେଣୁ ଆସନ୍ତୁ ଜାଣିବା ସେସବୁ ଲକ୍ଷଣ ଗୁଡିକ କଣ କଣ।ଯେଉଁଥିରୁ ଆପଣ ଜାଣି ଚରିତ୍ରହୀନା ନାରୀମାନଙ୍କୁ ଚିହ୍ନି ପାରିବେ।

Google

କେତେକ ମହିଳାଙ୍କ ସ୍ଵଭାବ ରାଗି ହୋଇଥାଏ। ଆଉ ଚିଡି ଚିଡା ସ୍ଵଭାବରେ ମଧ୍ୟ ହୋଇଥାଏ। ଏଭଳି ମହିଳାଙ୍କ ଉପରେ ଆପଣ କେବେବି ବିଶ୍ୱାସ କରନ୍ତୁ ନାହିଁ। କାରଣ ସେମିତିକା ମହିଳାମାନେ ବିଶ୍ୱାସ ଏବଂ ଭରଷାର ଯୋଗ୍ୟ ହୋଇନଥାନ୍ତି।

ଆପଣମାନେ ଦେଖିଥିବେ କି ବହୁତ ମହିଳାଙ୍କର ପାଦର ପଛ ଅଂଶ ମୋଟା ହୋଇଥାଏ। ଏମିତି ମହିଳା ଘର ପାଇଁ ଏବଂ ଆପଣଙ୍କ ଜୀବନ ପାଇଁ ଶୁଭ ହୋଇନଥାନ୍ତି। ଯଦି କେଉଁ ମହିଳାର ପାଦ ବୁଢା ଆଙ୍ଗୁଠିର ପାଖ ଆଙ୍ଗୁଠି ବହୁତ ଲମ୍ବା ଥିବ କିମ୍ବା ସେମାନଙ୍କର ପାଦର ଛୋଟ ବା କାନି ଆଙ୍ଗୁଠି ତଳକୁ ଛୁଉଁ ନଥିବ ଏମିତି ମହିଳା ମାନେ ସମୟ ସହିତ ନିଜ ସ୍ୱଭାବବି ମଧ୍ୟ ବଦଳି ଦେଇଥାନ୍ତି।

ଯେଉଁ ସ୍ତ୍ରୀ ଲୋକଙ୍କର ପେଟର ଆକାର ଲମ୍ବା ହୋଇଥାଏ ସେମାନଙ୍କୁ ପୁରା ଜୀବନ ଦାରିଦ୍ରତାରେ ବିତେଇବାକୁ ପଡିଥାଏ। ଏଥିପାଇଁ ଏମାନଙ୍କୁ ଅଶୁଭ ମଧ୍ୟ ମାନି ନିଆଯାଇ ଥାଏ।

ଯେଉଁ ବି ମହିଳାଙ୍କ ଦାନ୍ତ ବହୁତ ବଡ଼ ଏବଂ ଓସାରିୟା ହୋଇଥାଏ ସେହି ମହିଳା ମାନଙ୍କୁ ଦୁର୍ଭାଗ୍ୟଶାଳୀ ବୋଲି ମାନିନିଆ ଯାଇଥାଏ।

Google

ଆପଣ ଦେଖିଥିବେ ବହୁତ ମହିଳା ମାନଙ୍କର ଓଠ ଉପରେ ହାଲକା ହାଲକା ଚୁଟି ଥାଏ ସେମାନେ ତାଙ୍କ ନିଜ ସ୍ୱାମୀଙ୍କ ପାଇଁ ଶୁଭ ହୋଇନଥାନ୍ତି।

ଏମିତି ମହିଳା ଯେଉଁମାନଙ୍କର ମଥା ଚଉଡା ହୋଇଥାଏ ସେମାନେ ନିଜ ଦିଅର ପାଇଁ ଅଶୁଭ ହୋଇଥାନ୍ତି।

ବନ୍ଧୁଗଣ ଏଠାରେ ଆମେ କୌଣସି ମହିଳା ମାନଙ୍କୁ ଶୁଭ କି ଅଶୁଭ ବୋଲି ବିଭାଜିତ କରୁ ନାହୁଁ। ଚାଣକ୍ୟ ନୀତି ଅନୁସାରେ ଏହି ସବୁ କୁହା ଯାଇଛି । ଆଜିର ଦିନରେ ଏହା କେତେ ସତ କେତେ ମିଛ ତାହା ଆପଣଙ୍କ ବିଶ୍ୱାସ ଉପରେ ନିର୍ଭର କରେ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଆଉ ଏମିତି ନୂଆ ନୂଆ update ପାଇଁ ଆମ page କୁ ଲାଇକ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *