Excuse Me Odisha

ଯାହା କହିବୁ ସତ କହିବୁ

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭୟଙ୍କର କଥା

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେ ଯଦି ଆପଣ ଖଟ ବା ସେଜ ଉପରେ ବସି ଖାଦ୍ୟ ଖାଉଛନ୍ତି ତାହେଲେ ଅଶୁଭ ହୋଇଥାଏ । ଆଧୁନିକ ଯୁଗରେ ରଙ୍ଗ ଢଙ୍ଗରେ ପଡି ଲୋକମାନେ ନିଜର ସଂସ୍କୃତି ଭୁଲି ସାରିଲେଣି ଯାହାର ପ୍ରଭାବ ସେମାନଙ୍କ ଜୀବନରେ ଉପରେ ପଡୁଅଛି। ସେତେବେଳର ପ୍ରାଚୀନ କାଳର ଲୋକମାନେ ସମୃଦ୍ଧି ଏବଂ ଅଧିକ ଆୟୁ ପର୍ଯ୍ୟନ୍ତ ବଞ୍ଚି ରହୁଥିଲେ। କିନ୍ତୁ ଏବେକାର ଲୋକମାନଙ୍କର ଆୟୁ କମ ଏବଂ ବହୁତ କମ ସମୟରେ ସେମାନେ ଦୁର୍ବଳ ହୋଇ ପଡୁଛନ୍ତି।

ସେତେବେଳର ଲୋକମାନେ ଚଟାଣ ବା ତଳେ ଖାଦ୍ୟ ଖାଇବା ସହିତ ସେହି ଚଟାଣରେ ଶୋଉଥିଲେ ଯାହା ଫଳରେ ସେମାନଙ୍କର ଶରୀରର ଏବଂ ପ୍ରଥିବୀର ଉର୍ଜାର ମିଳନ ହେଇପାରୁଥିଲା। ତେଣୁ ସେମାନେ ଶକ୍ତ ଏବଂ ବଳଶାଳୀ ହୋଇପାରୁଥିଲେ। ଏବଂ ବାସ୍ତୁଶାସ୍ତ୍ରରେ ଘର ମଧ୍ୟରେ ସକାରାତ୍ମକକ ବଜାୟ ରଖିବା ପାଇଁ ଏବଂ ସୁଖ ସମୃଦ୍ଧି ଆଣିବା ପାଇଁ ବିଶେଷ ମହତ୍ୱପୂର୍ଣ୍ଣ ବିଷୟ ଉଲ୍ଲେଖ କରାଯାଇଅଛି । ଆଉ ଯାହା ଏପରି କାର୍ଯ୍ୟ ଯାହାକୁ ମନୁଷ୍ୟ ମାନେ କରିବା ଅନୁଚିତ। ସେହିପରି ଶାସ୍ତ୍ର ଏବଂ ଗ୍ରନ୍ଥରେ ଖାଦ୍ୟ ଖାଇବାର କେତୋଟି ନିୟମ କୁହାଯାଇଅଛି। ଯାହାକୁ ଆପଣଙ୍କ ପାଇଁ ଧ୍ୟାନ ରଖିବା ନିହାତି ଆବଶ୍ୟକ। ଆଉ ଏହି ସବୁ ନିୟମ ବିଜ୍ଞାନ ଦୃଷ୍ଟିରେ ବି ମଧ୍ୟ ସଠିକ ସାବ୍ୟସ୍ତ ହେଉଅଛି। ଯାହାକି ପ୍ରାଚୀନ କାଳରେ ହଜାର ହଜାର ବର୍ଷ ପୂର୍ବ କାଳରେ ମୁନିଋଷିଙ୍କ ଦ୍ଵାରା କୁହାଯାଇଥିଲା। ଏବଂ ଖାଦ୍ୟ ଖାଇବା ଦ୍ୱାରା ଜନ୍ମକୁଣ୍ଡଳୀରେ ବି ମଧ୍ୟ ଅନେକ ପ୍ରଭାବ ପଡିଥାଏ। ଆଜିର ଏହି ପୋଷ୍ଟରେ ଆମେ ଜାଣିବା ବାସ୍ତୁ ଅନୁସାରେ ଖାଦ୍ୟ ଖାଇବା ସମୟରେ କେଉଁ କେଉଁ ଜିନିଷ ଉପରେ ଧ୍ୟାନ ରଖିବା ଉଚିତ ହୋଇଥାଏ।

Google

ଭଜନ କକ୍ଷ୍ୟ ବା ଖାଦ୍ୟ ଗ୍ରହଣ କରିବାର କକ୍ଷ୍ୟ ବାସ୍ତୁଶାସ୍ତ୍ର ଅନୁସାରେ ଗ୍ରହ ବୃହଷ୍ପତି ଗ୍ରହଙ୍କ ସହିତ ତୁଳନା କରାଯାଇଥାଏ। ପ୍ରାଚୀନ କାଳରେ ରାଜା ମହାରାଜା ମାନଙ୍କର ଭଜନ କକ୍ଷ୍ୟ ଏହି କଥାର ଧ୍ୟାନ ରଖି ନିର୍ମାଣ କରାଯାଉଥିଲା କି ଭଜନ କକ୍ଷକୁ କଦାପି ଘରର ଶୌଚାଳୟ ବା ସ୍ନାନ ଘର ଉପରେ କିମ୍ବା ସ୍ନାନ ଘର ତଳେ ନିର୍ମାଣ କରିବା ଅନୁଚିତ ହୋଇଥାଏ। ଏହା ସହିତ ଭଜନ କକ୍ଷ୍ୟ ଏବଂ ସ୍ନାନ କକ୍ଷ୍ୟ ସାମ୍ନା ସାମ୍ନି ରଖିବା ଏବଂ ଗୋଟିଏ ପାଚେରୀରେ ଭଜନ କକ୍ଷ୍ୟ ଏବଂ ସ୍ନାନ କକ୍ଷ୍ୟ ରହିବା ଅନୁଚିତ ହୋଇଥାଏ। ଏହା ସହିତ ଖାଦ୍ୟ ଗ୍ରହଣ କରିବା ସମୟରେ ଦିଗ ମାନଙ୍କ ପ୍ରତି ବିଶେଷ ଧ୍ୟାନ ରଖିବାକୁ ମଧ୍ୟ ପଡିଥାଏ। ପୂର୍ବ ଏବଂ ଉତ୍ତର ଦିଗକୁ ଖାଦ୍ୟ ଗ୍ରହଣ କରିବା ଶୁଭ ଲାଭ ହୋଇଥାଏ। ଏହି ଦୁଇଟି ଦୁଗକୁ ମୁହଁ କରି ଖାଇବା ଦ୍ୱାରା ମନୁଷ୍ୟର ସ୍ୱାସ୍ଥ୍ୟ ସଠିକ ରହିଥାଏ। ଏବଂ ଘର ମଧ୍ୟରେ ଦେବୀ ଦେବତାଙ୍କ କୃପା ସଦାସର୍ବଦା ରହିଥାଏ।

ଦକ୍ଷିଣ ଦିଗକୁ ମୁହଁ କରି ଖାଦ୍ୟ ଖାଇବା ଦ୍ୱାରା ମନୁଷ୍ୟକୁ ପୂର୍ବ ପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତି ହେବା ସହିତ ମନୁଷ୍ୟକୁ ମାନ ସମ୍ମାନ ଏବଂ ଉନ୍ନତି ପ୍ରାପ୍ତି ହୋଇଥାଏ। କିନ୍ତୁ ଯେଉଁମାନଙ୍କର ମାତା ପିତା ଜୀବିତ ରହିଛନ୍ତି ସେମାନେ ପଶ୍ଚିମକୁ ମୁହଁ କରି ଖାଇବା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ। ଧନ ପ୍ରତି ସ୍ଥଗିତ ରହିଥିବା କାର୍ଯ୍ୟର ପୁନର୍ବାର ଶୁଭାରମ୍ଭ ହେବାକୁ ଲାଗି ଥାଏ। ଏବଂ ପଶ୍ଚିମ-ଦକ୍ଷିଣ ଦିଗ ମଧ୍ୟରେ ରହିଥିବା ଗୁଣ ଦିଗକୁ କଦାପି ମୁହଁ କରି ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଶରୀରରେ ପାଚନ କ୍ରିୟାରେ ବାଧା ସୃଷ୍ଟି କରିବା ସହିତ ଶରୀରରେ ବାସ୍ତୁ ଜନିତ ସମସ୍ୟା ଉତ୍ପନ୍ନ କରିଥାଏ। ଖାଦ୍ୟ ଖାଇବା ପୂର୍ବରୁ ହାତ ଗୋଡ଼ ମୁହଁକୁ ଭଲ ଭାବରେ ଧୋଇ ଓଦା ଗୋଡ଼ରେ ଖାଦ୍ୟ ଗ୍ରହଣ କରିବା ରାଜଜତୋକ ପ୍ରାପ୍ତି ହୋଇଥାଏ। ଏବଂ ଏହା ଆପଣଙ୍କର ଆୟୁ ବୃଦ୍ଧି ବି ମଧ୍ୟ କରାଇଥାଏ।

Google

ଜଳ ପାଞ୍ଚଟି ତତ୍ୱ ମଧ୍ୟରୁ ଏପରି ଏକ ତତ୍ୱ ଯାହାର ସ୍ପର୍ଶ ପ୍ରତ୍ୟକ ବସ୍ତୁ, ଜୀବଙ୍କୁ ସ୍ୱଚ୍ଛ ଏବଂ ପବିତ୍ର କରିଥାଏ। ଏବଂ ତଳେ ବସି ଖାଇବା ଦ୍ୱାରା ଶରୀର ଏବଂ ପୃଥିବୀର ଉର୍ଜାର ସଠିକ ଭାବରେ ମିଳନ ହେବା ଫଳରେ ମନ ଶାନ୍ତ ଏବଂ କ୍ରୋଧନାଶ ହୋଇଥାଏ। ଶାସ୍ତ୍ରରେ ବି ଚଟାଣ ଉପରେ ବସି ଖାଦ୍ୟ ଗ୍ରହଣ କରିବା ସର୍ବତମ ହୋଇଥିବାର ବର୍ଣ୍ଣିତ ରହିଛି। ଯେଉଁ ମାନଙ୍କର ଧନର ଅଭାବ କ୍ଷତି ପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବ ସେମାନଙ୍କୁ ପଶ୍ଚିମ ଦିଗକୁ ମୁହଁ କରି ଖାଦ୍ୟ ଖାଇବା ଅତ୍ୟନ୍ତ ଶୁଭ ବୋଲି ମାନାଯାଏ। ଏହି ଦିଗକୁ ମୁହଁ କରି ଖାଦ୍ୟ ଖାଇବା ଦ୍ୱାରା ବ୍ୟକ୍ତିଙ୍କର ଆର୍ଥିକ ସମୃଦ୍ଧିର ପରିବର୍ତନ ଆସିଥାଏ। କେବେବି ଭଙ୍ଗା ଏବଂ ଚିପା ହୋଇଥିବା ଖାଦ୍ୟ ବାସନରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଏହା ଆପଣଙ୍କ ଦରିଦ୍ର ଏବଂ କାଙ୍ଗାଳ କରିଦେଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମା ଲକ୍ଷ୍ମୀଙ୍କ କୃପା ହେଲେ ଆପଣଙ୍କ ଜୀବନରେ କିଛି ଦୁଃଖ କଷ୍ଟ ରହିବ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *