Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୩ ଅକ୍ଟୋବର ୨୦୨୦,ମଙ୍ଗଳବାର,ଏହି ୫ଟି ରାଶି ମାନଙ୍କୁ ସବୁ କ୍ଷେତ୍ରରେ ସପକ୍ଷରେ ରହିବ ଭାଗ୍ୟ, ଧନୁ ରାଶିର ଲୋକଙ୍କର ବଢିପାରେ ଖର୍ଚ୍ଚ।

ସେୟାର୍ କରନ୍ତୁ

ଆଶ୍ୱିନ କୃଷ୍ଣ ପକ୍ଷ ର ଉଦୟା ଏକାଦଶୀ ଏବଂ ମଙ୍ଗଳବାର ରହିବ। ଏକାଦଶୀ ତିଥି ଆଜି ଦ୍ବିପ୍ରହର ୨ ଟା ବାଜି ୩୬ ମିନିଟ ପର୍ଯ୍ୟନ୍ତ ରହିବ, ଏହାପରେ ଦ୍ଵାଦଶୀ ତିଥି ଲାଗିଯିବ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ କିପରି ରହିବ ରାଶି ଅନୁସାରେ ଆପଣଙ୍କ ଦିନ।

ଆଶ୍ୱିନ କୃଷ୍ଣ ପକ୍ଷ ର ଉଦୟା ଏକାଦଶୀ ଏବଂ ମଙ୍ଗଳବାର ରହିବ। ଏକାଦଶୀ ତିଥି ଆଜି ଦ୍ବିପ୍ରହର ୨ ଟା ବାଜି ୩୬ ମିନିଟ ପର୍ଯ୍ୟନ୍ତ ରହିବ, ଏହାପରେ ଦ୍ଵାଦଶୀ ତିଥି ଲାଗିଯିବ। ଦ୍ବିପ୍ରହର ୨ ଟା ବାଜି ୩୬ ମିନିଟ ପର୍ଯ୍ୟନ୍ତ କୁମାର ଯୋଗ ରହିବ। ଏହାସହିତ ସନ୍ଧ୍ୟା ୫ ଟା ବାଜି ୪୨ ମିନିଟ ପର୍ଯ୍ୟନ୍ତ ଶୁଭ ଯୋଗ ରହିବ। ଏହାଛଡା ରାତି ୧୦ ଟା ବାଜି ୫୪ ମିନିଟ ପର୍ଯ୍ୟନ୍ତ ମଘା ନକ୍ଷତ୍ର ରହିବ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶଙ୍କ ଠାରୁ କିପରି ରହିବ ରାଶି ଅନୁସାରେ ଆପଣଙ୍କ ଦିନ।

ମେଷ ରାଶି –

ଆପଣଙ୍କର ଅଦୃଶ୍ୟ ଶକ୍ତି ଆପଣଙ୍କୁ କାର୍ଯ୍ୟରେ ସଫଳତା ପାଇବାକୁ ସହାୟକ ହେବ। ସାବଧାନ ରୁହନ୍ତୁ, ନଚେତ ଭୁଲ ସଂଗତ ରେ ପଡି ପାରନ୍ତି। ଆପଣଙ୍କର ସବୁ କାର୍ଯ୍ୟ କମ୍ ସମୟ ମଧ୍ୟରେ ସମ୍ପନ୍ନ ହୋଇଯିବ। ଜୀବନସାଥୀ ଙ୍କ ଜୀବନରେ ପରିବର୍ତ୍ତନ ହେବାଦ୍ବାରା ଖୁସିର ଅନୁଭୂତି ହେବ।ବିବାହ ସମ୍ବନ୍ଧିତ ମାମଲାରେ ସମସ୍ୟାର ଅନ୍ତ ହେବ। ଫର୍ଣ୍ଣିଚର କିଣାକିଣି ପାଇଁ ଆଜିର ଦିନଟି ଶୁଭ ରହିଛି।ପୁରୁଣା ଜମିବାଡ଼ି କ୍ରୟ ବିକ୍ରୟ ସମ୍ବନ୍ଧିତ ମାମଲାରେ ସଫଳତା ମିଳିବ। ସନ୍ତାନ ପ୍ରତି ବିଶ୍ୱାସ ବଢିବ। ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି ।

ବୃଷ ରାଶି –

ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ସମ୍ପତ୍ତି ରେ ନିବେଶ କରିବା ପାଇଁ ଦିନଟି ଅନୁକୂଳ ରହିଛି। ଧାର୍ମିକ ସ୍ଥଳକୁ ଯାତ୍ରା କରିବା ଜୀବନସାଥୀ ଙ୍କ ଉପରେ ଶୁଭ ପ୍ରଭାବ ପଡ଼ିବ। ଅଫିସ ରେ କୌଣସି କଥାକୁ ନେଇ ବରିଷ୍ଠ ଅଧିକାରୀ ଙ୍କ କ୍ରୋଧର ସାମ୍ନା କରିବାକୁ ପଡିପାରେ। ଅଧିକ କ୍ରୋଧ କରିବା ଦ୍ୱାରା ଆପଣଙ୍କ କାର୍ଯ୍ୟ ବିଗିଡି ପାରେ। କୌଣସି କଥାରେ ଅଧିକ କ୍ରୋଧ କରନ୍ତୁ ନାହିଁ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଅନୁକୂଳ ରହିଛି।

ମିଥୁନ ରାଶି –

ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ବୈବାହିକ ଜୀବନ ପାଇଁ ସମୟ ଅନୁକୂଳ ରହିଛି। କାହା ଉପରେ ଭରସା କରନ୍ତୁ ନାହିଁ। ବ୍ୟବସାୟ ରେ ବୁଝି ବିଚାରି ଯୋଜନା ଲାଗୁ କରନ୍ତୁ। ପରିବାରରେ ସାନ ପିଲାଙ୍କୁ ନେଇ ମତଭେଦ ହୋଇପାରେ। ଛାତ୍ର ମାନଙ୍କୁ ପାଠପଢ଼ା ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ। ନୂତନ ପ୍ରୋଜେକ୍ଟ ଉପରେ କାମ କରିବା ପୂର୍ବରୁ ବନ୍ଧୁଙ୍କ ଠାରୁ ପରାମର୍ଶ ନିଅନ୍ତୁ , ଏହା ଆପଣଙ୍କ ପାଇଁ ଫାଇଦା ଆଣିଦେବ। ଘରେ ସୁଖଶାନ୍ତି ବଜାୟ ରହିବ।

କର୍କଟ ରାଶି –

କୌଣସି କଥାକୁ ନେଇ ଯାତ୍ରା କରିବାକୁ ପଡ଼ିବ। ଅଫିସ ରେ ଆପଣଙ୍କ ଦୃଢ଼ ମନୋବଳ ଦେଖି ବରିଷ୍ଠ ଅଧିକାରୀ ପ୍ରସନ୍ନ ରହିବ। ନୂଆ କାର୍ଯ୍ୟରୁ ଆପଣଙ୍କୁ ଉତ୍ତମ ଫାଇଦା ମିଳିବ। ବିବାହିତ ଲୋକେ ଗୃହସ୍ଥ ଜୀବନରେ କୌଣସି ମତଭେଦ କରନ୍ତୁ ନାହିଁ। ଶତ୍ରୁ ଆପଣଙ୍କ ସହିତ ମିତ୍ରତା କରିବା ପାଇଁ ଆପଣ ହାତ ଆଗକୁ ବଢାଇ ପାରନ୍ତି। ଆର୍ଥିକ ପକ୍ଷ ସୁଦୃଢ ରହିବ।

ସିଂହ ରାଶି –

ଦିନଟି ସାମାନ୍ୟ ରହିବ। ଏହି ରାଶିର ଟ୍ରାଭେଲ ଏଜେନ୍ସୀ ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ବନ୍ଧୁ ମାନଙ୍କ ସହିତ ନିଜର ବେଷ୍ଟ ଫ୍ରେଣ୍ଡ ଙ୍କ ଜନ୍ମଦିନ ପାର୍ଟି ରେ ଯାଇ ପାରନ୍ତି। କଳା କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ସଫଳତା ମିଳିବ। ଆପଣ ଦିନଟିକୁ ଉପଭୋଗ କରିବେ। ଆପଣ କରିଥିବା ଆର୍ଟ ସମସ୍ତଙ୍କୁ ପସନ୍ଦ ଆସିବ।

କନ୍ୟା ରାଶି –

ଆଗକୁ ବଢିବା ପାଇଁ ଦିନଟି ଅନୁକୂଳ ରହିଛି। ଅନେକ ଦିନରୁ ଆପଣଙ୍କ ସଫଳତା ରେ ଆସୁଥିବା ବାଧା ଦୂର ହେବ। ଏହି ରାଶିର ବିଲ୍ଡର୍ସ ଙ୍କୁ ଧନଲାଭ ହେବ। ପୂର୍ବରୁ ବନେଇଥିବା ଯୋଜନା ପୂରଣ ହେବ। ପରିବାରରେ ସୁଖଶାନ୍ତି ମାହୋଲ ରହିବ। ବାହାରକୁ ଭ୍ରମଣ ରେ ଯାଇ ପାରନ୍ତି। ସନ୍ତାନଙ୍କ ସଫଳତା ରେ ଆପଣ ଗର୍ବ ଅନୁଭବ କରିବେ। ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ।

ତୁଳା ରାଶି –

ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଅଫିସ ରେ ଆପଣଙ୍କ ଉପରେ ଦାୟିତ୍ୱ ଅଧିକ ରହିବ। ଆପଣ ସବୁ ପରିସ୍ଥିତି ସହିତ ସାମ୍ନା କରିବାରେ ସଫଳ ହେବେ। ଏହି ରାଶିର ଲୋକେ ଜୀବନସାଥୀ ଙ୍କୁ ନେଇ ଫିଲ୍ମ ଦେଖିବାକୁ ଯାଇ ପାରନ୍ତି। ଆପଣ ନିଜ ଉପରେ ଭରସା ରଖିବେ। ଆପଣଙ୍କ ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ। ପ୍ରେମ ଜୀବନ ସୁଖମୟ ରହିବ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ।

ବିଛା ରାଶି –

ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ବ୍ୟାପାର କୁ ବଢେଇବା ପାଇଁ ଆପଣଙ୍କୁ ଧନ ଲାଭ ହେବ। କୌଣସି କାର୍ଯ୍ୟକୁ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ। କୌଣସି ଜରୁରୀ କାର୍ଯ୍ୟ ସମ୍ପନ୍ନ ହେବା ପାଇଁ ଆପଣଙ୍କୁ ଶୁଭକାମନା ପ୍ରାପ୍ତ ହେବ। ନୂଆ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଆପଣଙ୍କ ଘରକୁ ପୁରୁଣା ବନ୍ଧୁ ଆସିପାରନ୍ତି। ଆପଣଙ୍କ ବ୍ୟକ୍ତିଗତ ସମସ୍ୟା ଦୂର ହୋଇପାରେ। ସମ୍ପର୍କୀୟ ସହିତ ମତଭେଦ ହୋଇପାରେ। ସମ୍ପର୍କକୁ ସୁଧାରିବା ପାଇଁ ଦିନଟି ଅନୁକୂଳ ରହିଛି। ଶତ୍ରୁ ଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦୂର ହେବ।

ଧନୁ ରାଶି –

ଯେଉଁ କାର୍ଯ୍ୟକୁ ଆପଣ ସମ୍ପନ୍ନ କରିବାକୁ ଚାହୁଁଥିଲେ, ତାହା ପୂରଣ ହେବ। ସନ୍ଧ୍ୟା ସୁଦ୍ଧା ଘରୋଇ ଜିନିଷପତ୍ର କିଣାକିଣି କରିବା ପାଇଁ ମାର୍କେଟ ଯାଇ ପାରନ୍ତି। ଖର୍ଚ୍ଚ ବଢିପାରେ। ବ୍ୟବସାୟ ମାମଲାରେ ଯାତ୍ରା କରିବାକୁ ପଡିପାରେ। ପରିବାର ସହିତ ରାତିରେ ଡିନର କରି ପାରନ୍ତି। ପ୍ରାଇଭେଟ ଚାକିରୀ କରୁଥିବା ଲୋକଙ୍କର ପଦୋନ୍ନତୀ ହେବ। ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ।ଆର୍ଥିକ ସ୍ଥିତି ସୁଦୃଢ ରହିବ। ପ୍ରେମୀ ଯୁଗଳ ଙ୍କ ପାଇଁ ସମୟ ଅନୁକୂଳ ରହିଛି।

ମକର ରାଶି –

ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଯେଉଁ କାର୍ଯ୍ୟକୁ ଆପଣ ଅନେକ ଦିନରୁ ସମ୍ପନ୍ନ କରିବା ପାଇଁ ଚାହୁଁଥିଲେ, ତାହା କୌଣସି ବ୍ୟକ୍ତିଙ୍କ ସହଯୋଗରେ ସମ୍ପନ୍ନ ହେବ। ଜମି ବିକ୍ରି କରି ଆପଣ ଲାଭବାନ ହୋଇ ପାରନ୍ତି। ଅନ୍ୟ ମାନଙ୍କ କାର୍ଯ୍ୟରେ ରାୟ ଦିଅନ୍ତୁ ନାହିଁ। ଏହି ରାଶିର ଲୋକେ ଯେଉଁମାନେ ସୋସିଆଲ ନେଟୱାର୍କ ସହିତ ଜଡିତ ସେମାନଙ୍କୁ ଲାଭ ମିଳିବ। କାର୍ଯ୍ୟ ମାମଲାରେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

କୁମ୍ଭ ରାଶି –

ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କୌଣସି ସମାରୋହ ରେ ଯାଇ ପାରନ୍ତି। ଆପଣଙ୍କୁ ପ୍ରସ୍ତୁତ ହେବାରେ ସମୟ ଲାଗିପାରେ। ଏହି ରାଶିର ଚାକିରୀ ପେଶାରେ ଥିବା ଲୋକଙ୍କୁ ଉତ୍ତମ ଅବସର ମିଳିପାରେ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ପାଠପଢ଼ା ରେ ମନ ଲାଗିବ। କୌଣସି ଇଣ୍ଟରଭ୍ୟୁ ରେ ଯିବା ପୂର୍ବରୁ ପପୟା ଖାଇ ଯାଆନ୍ତୁ, ସୁନିଶ୍ଚିତ ସଫଳତା ମିଳିବ। ସ୍ବାସ୍ଥ୍ୟ କୁ ଫିଟ ରଖିବା ପାଇଁ ପ୍ରୟାସ କରନ୍ତୁ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ।

ମୀନ ରାଶି –

ଏହି ରାଶିର ପ୍ରୋପର୍ଟି ଡୀଲର ଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେବ। ଜମି ବିକ୍ରି ରେ ଲାଭ ମିଳିବ। ମୌସୁମୀ ପରିବର୍ତ୍ତନ ପାଇଁ ଗରମ ବଢିପାରେ। ଏଥିପାଇଁ ସାବଧାନ ରୁହନ୍ତୁ। ରାସ୍ତାରେ ବାହନ ଚଳାଚଳ ସମୟରେ ସାବଧାନ ରହିବାକୁ ପ୍ରୟାସ କରନ୍ତୁ। ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ ଏବଂ ମନୋରଞ୍ଜନ ର ସମୟ ଅତିବାହିତ କରିବେ। ଆପଣଙ୍କର ସବୁ ସମସ୍ୟା ଦୂର ହେବ।

ବନ୍ଧୁଗଣ ଆଜି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ହନୁମାନ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *