Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୨ ଅକ୍ଟୋବର ୨୦୨୦,ସୋମବାର,ସାଧ୍ୟ ଯୋଗ ଚମକେଇ ଦେବ ଏହି ୪ ଟି ରାଶିର ଲୋକଙ୍କ ଭାଗ୍ୟ, ଜାଣନ୍ତୁ ଆଜ୍ୟ ରାଶି ଗୁଡିକର ଅବସ୍ଥା।

ସେୟାର୍ କରନ୍ତୁ

ଆଶ୍ୱିନ କୃଷ୍ଣ ପକ୍ଷ ଦଶମୀ ତିଥି ଏବଂ ସୋମବାର ର ଦିନ ଅଟେ। ଦଶମୀ ତିଥି ସନ୍ଧ୍ୟା ୪ ଟା ବାଜି ୩୯ ମିନିଟ ପର୍ଯ୍ୟନ୍ତ ରହିବ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ ଙ୍କ ଠାରୁ କିପରି ରହିବ ରାଶି ଅନୁସାରେ ଦିନ।

ଆଶ୍ୱିନ କୃଷ୍ଣ ପକ୍ଷ ଦଶମୀ ତିଥି ଏବଂ ସୋମବାର ର ଦିନ ଅଟେ। ଦଶମୀ ତିଥି ସନ୍ଧ୍ୟା ୪ ଟା ବାଜି ୩୯ ମିନିଟ ପର୍ଯ୍ୟନ୍ତ ରହିବ। ଏହାସହିତ ସାଧ୍ୟ ଯୋଗ ରହିଛି ଯାହା ରାତି ୮ ଟା ୩୭ ମିନିଟ ପର୍ଯ୍ୟନ୍ତ ରହିବ।ଏହାସହିତ ସାରାଦିନ ପାର କରି ଡେରି ରାତି ପର୍ଯ୍ୟନ୍ତ ୧୨ ଟା ବାଜି ୩୦ ପର୍ଯ୍ୟନ୍ତ ଅଶ୍ଲେଶା ନକ୍ଷତ୍ର ରହିବ। ଜାଣନ୍ତୁ ହିନ୍ଦୁ ପ୍ରକାଶ ଙ୍କ ଠାରୁ କିପରି ରହିବ ରାଶି ଅନୁସାରେ ଦିନ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ବ୍ୟବସାୟ ରେ ଉନ୍ନତି ହେବ। ଆପଣଙ୍କ ଉପାୟ କାରିଗର ସାବ୍ୟସ୍ତ ହେବ। କରିଥିବା କାର୍ଯ୍ୟରେ ଉଚିତ ପରିଣାମ ପାଇବେ। ବୁଝାମଣା କରିବା ପାଇଁ ଲାଭଦାୟକ ରହିବ। ଜମିବାଡ଼ି ସମ୍ବନ୍ଧିତ ମାମଲାରେ ସଫଳତା ମିଳିବ। ଅଫିସ ରେ ପ୍ରଥମ ଦିନ ସୁଖମୟ ରହିବ। ଲାଭ ମିଳିବାର ସମ୍ଭାବନା ରହିଛି। କ୍ୟାରିୟର ରେ ପରିବର୍ତ୍ତନ ଆସିପାରେ

ବୃଷ ରାଶି –

ସମ୍ପତ୍ତି ଡିଲର ମାନଙ୍କ ପାଇଁ ଅନୁକୂଳ ଦିନ ରହିଛି। ଅଚାନକ ଧନ ଲାଭ ହେବ। ଆର୍ଥିକ ସ୍ଥିତି ସୁଦୃଢ ରହିବ।ସ୍ବାସ୍ଥ୍ୟ ଫିଟ ରହିବ। ସକାଳୁ ସକାଳୁ ବ୍ୟାୟାମ କରିବା ଦ୍ଵାରା ଆପଣଙ୍କ ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ। ଏହି ରାଶିର ମହିଳା ମାନଙ୍କୁ ଜୀବନସାଥୀ ଙ୍କ ତରଫରୁ ଉପହାର ମିଳିପାରେ। ଯାହାକୁ ପାଇଁ ପ୍ରସନ୍ନ ରହିବେ। ଏହି ରାଶିର ପ୍ରେମୀ ଯୁଗଳ କୌଣସି ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି। ଆପଣ ଅନୁଭବ କରିବେ କି ଆପଣଙ୍କୁ ସନ୍ତୁଷ୍ଟି ପ୍ରାପ୍ତ ହୋଇ ଯାଇଛି। ପରିବାରରେ ସୁଖ ଶାନ୍ତି ବିରାଜମାନ ହେବ।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। କାର୍ଯ୍ୟରେ ଆପଣଙ୍କ ଆତ୍ମବିଶ୍ଵାସ ଭରି ରହିବ। ଆପଣ ନିଜର ବ୍ୟବହାର ଓ ବାଣୀ ରେ ଲୋକଙ୍କୁ ଆକର୍ଷିତ କରିବେ। ଏହି ରାଶି ର ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷାରେ ସଫଳତା ମିଳିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସୁଖମୟ ସମୟ ଅତିବାହିତ କରିବେ। ବିରୋଧୀ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ। କିଛି ଅନୁଭବୀ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ ଏବଂ ଆପଣଙ୍କୁ ଉପଯୁକ୍ତ ସୂଚନା ମିଳିପାରେ। ଯାହା ଆପଣଙ୍କ ପାଇଁ ସହଯୋଗକାରୀ ସାବ୍ୟସ୍ତ ହେବ।

Google

କର୍କଟ ରାଶି –

ଦିନଟି ଖୁସିରେ ଭରି ଯିବ। ପୂର୍ବରୁ କରିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଯାହାର ସକାରାତ୍ମକ ପରିଣାମ ଆପଣଙ୍କୁ ପ୍ରାପ୍ତ ହେବ। ନିଜର ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ, ଆପଣଙ୍କୁ ଲାଭ ମିଳିବ। ସଫଳତା ର ନୂଆ ରାସ୍ତା ମିଳିବ। କଠିନ ପରିସ୍ଥିତିର ସାମ୍ନା କରିବାର କ୍ଷମତା ଆପଣଙ୍କର ଉଚିତ ପରିଚୟ ସୃଷ୍ଟି କରିବ। ଏହି ରାଶିର ଲୋକଙ୍କୁ ଜୀବନସାଥୀ ଙ୍କ ତରଫରୁ ସହଯୋଗ ମିଳିପାରେ । ଯାହାଦ୍ବାରା କାର୍ଯ୍ୟ ସଫଳତାର ସହିତ ହୋଇଯିବ। ପାରିବାରିକ ସୁଖଶାନ୍ତି ବିରାଜମାନ ହେବ।

ସିଂହ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଠିକ୍ ଠାକ୍ ରହିବ। କାରବାର ପାଇଁ କରିଥିବା ଯୋଜନା କୁ ଗୁପ୍ତ ରଖିବାକୁ ପ୍ରୟାସ କରନ୍ତୁ, ସଫଳତା ନିଶ୍ଚିତ ରୂପରେ ମିଳିବ। ବିଚାର କରିଥିବା କାର୍ଯ୍ୟ ସମ୍ପନ୍ନ ହେବ। କୌଣସି କାର୍ଯ୍ୟରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ନିଜ ମନରୁ ନକାରାତ୍ମକ ବିଚାର କାଢି ଦିଅନ୍ତୁ। ନଚେତ ଆପଣଙ୍କ ମାନସିକ ଚିନ୍ତା ବଢିପାରେ। ସନ୍ଧ୍ୟା ସମୟରେ ସନ୍ତାନ ଙ୍କ ସହିତ ସମୟ ଅତିବାହିତ କରିବା ଦ୍ଵାରା ଆପଣଙ୍କର ମନ ହାଲକା ହୋଇପାରେ। ଆଜି ଖର୍ଚ୍ଚ ବଢିପାରେ। ଆପଣଙ୍କ ଆର୍ଥିକ ସ୍ଥିତି ପ୍ରଭାବିତ ହୋଇପାରେ। ଘର ଲୋକଙ୍କ ସହିତ କୌଣସି କଥାକୁ ନେଇ ଆଲୋଚନା କରି ପାରନ୍ତି। ବିବାହିତ ଲୋକେ ନିଜ ଭାଷା ପ୍ରତି ନିୟନ୍ତ୍ରଣ ରଖନ୍ତୁ। ନଚେତ ବିବାଦ ସୃଷ୍ଟି ହୋଇପାରେ।

କନ୍ୟା ରାଶି –

ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ପାର୍ଟନର କିଛି ଏଭଳି କାର୍ଯ୍ୟ କରି ପାରନ୍ତି, ଯାହାକୁ ଦେଖି ଆପଣଙ୍କ ମନ ପ୍ରସନ୍ନ ହୋଇ ଉଠିବ। କାରବାରରେ କିଛି ଏଭଳି କଥା ସାମ୍ନା କୁ ଆସିବ ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ରହିବ। ଅଚାନକ ଧନ ଲାଭ ହୋଇପାରେ। ଏହି ରାଶିର ଇଂଜିନିୟର ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। କୌଣସି କଲେଜ ରେ ଶିକ୍ଷକ ପଦବୀ ପାଇଁ ଅଫର ମିଳିପାରେ। ଆର୍ଥିକ ସ୍ଥିତି ସୁଦୃଢ ରହିବ।

ତୁଳା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କୌଣସି କାର୍ଯ୍ୟରେ ଆପଣଙ୍କୁ ବଡ଼ ଫାଇଦା ମିଳିପାରେ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। କାର୍ଯ୍ୟରେ ଭଉଣୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଖର୍ଚ୍ଚରେ ନିୟନ୍ତ୍ରଣ ରଖନ୍ତୁ, ନଚେତ ସମସ୍ୟା ସୃଷ୍ଟି ହୋଇପାରେ। ଜୀବନସାଥୀ ଆପଣଙ୍କୁ କିଛି ଉପହାର ଦେଇ ପାରନ୍ତି। ସମ୍ପର୍କରେ ପ୍ରେମ ବଢିବ। ଅଫିସ ରେ ଆପଣଙ୍କ ପ୍ରଦର୍ଶନ ଦେଖି ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। କାର୍ଯ୍ୟରେ ଆପଣଙ୍କୁ ଫାଇଦା ମିଳିବ। ଵ୍ୟାଙ୍କିଂ ସେକ୍ଟର ରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ଚାକିରୀରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। କଠିନ ପରିସ୍ଥିତିରେ ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। କାହା ଉପରେ ଖୁବ୍ ଶୀଘ୍ର ଭରସା କରନ୍ତୁ ନାହିଁ, ନଚେତ ଆପଣଙ୍କର କେହି ଫାଇଦା ଉଠାଇ ପାରନ୍ତି। ବୁଝି ବିଚାରି କୌଣସି ପଦକ୍ଷେପ ନିଅନ୍ତୁ।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ। ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। କୌଣସି ଜରୁରୀ ଯାତ୍ରାରେ ଯାଇ ପାରନ୍ତି। ଆପଣଙ୍କ ଆକର୍ଷକ ଏବଂ ଚୁମ୍ବକୀୟ ବ୍ୟକ୍ତିତ୍ଵ ସମସ୍ତଙ୍କୁ ଆକର୍ଷିତ କରିବ। ନୂଆ ଘର କିଣାକିଣି ପାଇଁ ସମୟ ଅନୁକୂଳ ରହିଛି। ଘରକୁ ଅତିଥି ଙ୍କ ଆଗମନ ହୋଇପାରେ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କାରବାର ରେ ବୃଦ୍ଧି ପାଇଁ ଦିନଟି ଅନୁକୂଳ ରହିଛି। ପୂର୍ବରୁ କରିଥିବା ଯୋଜନା ଉପରେ କାର୍ଯ୍ୟ କରିବା ଆବଶ୍ୟକ। ଆପଣ କାର୍ଯ୍ୟକୁ ନେଇ ସଚେତନ ରହିବେ। ବ୍ୟାପାରରେ ହାନୀ ହେବାର ସମ୍ଭାବନା ରହିଛି। ଘରୋଇ ଖର୍ଚ୍ଚ ବଢିପାରେ। ଘରର ସାଜସଜ୍ଜା ପାଇଁ କିଣାକିଣି କରି ପାରନ୍ତି। ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋଜେକ୍ଟ ପୂରଣ କରିବା ପାଇଁ ବଡ଼ ଭଉଣୀଙ୍କ ସହଯୋଗ ନେବେ।

କୁମ୍ଭ ରାଶି –

ଆପଣଙ୍କ ମନ ଆଧ୍ୟାତ୍ମ୍ୟ ଆଡ଼କୁ ଅଗ୍ରସର ହେବ। ଆପଣଙ୍କ କ୍ୟାରିୟର ପାଇଁ କୌଣସି ବ୍ୟକ୍ତି ପରାମର୍ଶ ଦେଇ ପାରନ୍ତି। ଆଜି ଆପଣ ନିଜର ପରିଶ୍ରମ ବଳରେ ସବୁ କାର୍ଯ୍ୟ ସମ୍ପନ୍ନ କରିବେ। ଚାକିରୀ କ୍ଷେତ୍ରରେ ଥିବା ଲୋକଙ୍କୁ ମାନସମ୍ମାନ ମିଳିବ। ଏହି ରାଶିର ଲୋକେ କୌଣସି ବିବାହ ସମାରୋହ ରେ ଯାଇ ପାରନ୍ତି। ଏଭଳି ବ୍ୟକ୍ତିଙ୍କ ସହିତ ଦେଖାସାକ୍ଷାତ ହୋଇପାରେ, ଯାହାଙ୍କୁ ଦେଖି ଆପଣଙ୍କ ମନ ପ୍ରସନ୍ନ ରହିବ। ନୂଆ ବ୍ୟାପାର ରେ ପିତାମାତାଙ୍କ ରାୟ କାରିଗର ସାବ୍ୟସ୍ତ ହେବ। ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ା ରେ ମନ ଲାଗିବ।

ମୀନ ରାଶି –

ଆପଣଙ୍କର ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ସୁଧାର ଆସିବ। ଦାମ୍ପତ୍ୟ ଜୀବନରେ ଜୀବନସାଥୀ ଙ୍କ ସହିତ ଫାଲତୁ କଥାରେ ବିବାଦ କରନ୍ତୁ ନାହିଁ। ଆପଣଙ୍କୁ କିଛି ଅପ୍ରତ୍ୟାଶିତ ଧନ ପ୍ରାପ୍ତ ହେବ। ଯାହାର ଅପେକ୍ଷା ଆପଣ ବହୁତ ଦିନରୁ କରୁଥିଲେ। କଲେଜ ରେ ହସ ମଜାକ ସହିତ ହେବା ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ନିଜକୁ ବ୍ୟର୍ଥ କାମରୁ ଦୂରେଇ ରଖନ୍ତୁ। ଆପଣଙ୍କୁ ମାନସିକ ସନ୍ତୁଷ୍ଟି ପ୍ରାପ୍ତ ହେବ।

ବନ୍ଧୁଗଣ ଆଜି ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ହର ହର ମହାଦେବ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *