Excuse Me Odisha

ଯାହା କହିବୁ ସତ କହିବୁ

ଧନୀ ବ୍ୟକ୍ତି ହେବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି ୩ଟି ସଂକେତ , ଆଜି ହିଁ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ବନ୍ଧୁଗଣ ମନୁଷ୍ୟର ଭାଗ୍ୟ ଚମକିବା ପୂର୍ବରୁ ଇଶ୍ଵର ନିଶ୍ଚୟ ଦେଇଥାନ୍ତି ଏହି ୩ଟି ସଂକେତ। ଏହା ମଧ୍ୟରୁ ଗୋଟିଏ ସଂକେତ କେବେବି କାହାକୁ ମଧ୍ୟ ମିଳିଥାଇ ପାରେ। କଣ ସେହି ଲୋକ ଆପଣ ଅଟନ୍ତି କି? ତେବେ ଆସନ୍ତୁ ଜାଣିବା ଯେ କଣ ସେହି ୩ଟି ସଂକେତ।

ବନ୍ଧୁଗଣ ପୁରୁଣା ଯୁଗରୁ ଗୋଟିଏ କଥା ରହିଛି ଯେ ଉପରବାଲା ଯେତେବେଳେ ଦେଇଥାଏ ଛପର ଫାଡ଼ି ଦେଇଥାଏ। ଭଗବାନଙ୍କର କୃପା ଏବଂ ମନୁଷ୍ୟର ଭାଗ୍ୟ ଯଦି ଦୁଇଟି ଯାକ ଜିନିଷ ମିଳିଯାଏ ତେବେ ସେହି ମନୁଷ୍ୟକୁ ଜୀବନରେ ସବୁ ସୁଖ ମିଳିବା ଠାରୁ କେହି ଅଟକାଇ ପାରିବେ ନାହିଁ। କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଭଗବାନ ମଧ୍ୟ ବ୍ୟକ୍ତିର ସଫଳ ହେବା ପୂର୍ବରୁ ଏହି ୩ଟି ସଂକେତ ନିଶ୍ଚୟ ଦେଇଥାନ୍ତି। ଆପଣଙ୍କୁ କହି ରଖୁଛୁ ଯେ ଏହି କଥା ଆମେ କହୁ ନାହୁଁ ବରଂ ଏହା ପୁରାଣରେ ମଧ୍ୟ ବର୍ଣ୍ଣିତ ଅଛି ଯେତେବେଳେ କୌଣସି ବ୍ୟକ୍ତିର ଭଲ ଦିନ ଆସେ ତେବେ ଇଶ୍ୱର ତାଙ୍କୁ ଏହି ସଂକେତ ଅବଶ୍ୟ ଦେଇଥାନ୍ତି। ତେଣୁ ଆପଣ ମଧ୍ୟ ଜାଣି ରଖନ୍ତୁ ଯେ କଣ ଆପଣଙ୍କୁ ମିଳିଛି ଏହି ସଂକେତ। ତେବେ ଆସନ୍ତୁ ଜାଣିବା କଣ ସବୁ ସେହି ୩ଟି ସଂକେତ |

Google

ଯେଉଁ ବ୍ୟକ୍ତିର ନିଦ ଅଚାନକ ଭାବରେ ବାରମ୍ବାର ରାତିରେ ୩ଟା ବାଜିଲା ପରେ ଭାଙ୍ଗି ଯାଏ। ଏହାକୁ ମାମୁଲି କଥା ଭାବନ୍ତୁ ନାହିଁ। ଏହି ସଂକେତ ବହୁତ ଶୁଭ ବୋଲି କୁହାଯାଏ। ଏହା କୁହାଯାଏ ଯେ ରାତିରେ ୩ଟା ବାଜିଲା ପରେ ଦେବୀ ଦେବତା ମାନଙ୍କର ଶକ୍ତି ଜାଗ୍ରତ ହୋଇଥାଏ। ଯାହାକି ଆପଣଙ୍କୁ ବହୁତ କିଛି କହିବାକୁ ଚାହିଁ ଥାଆନ୍ତି। ଏମିତିରେ ଆପଣଙ୍କର ରାତିରେ ବାରମ୍ବାର ୩ ଟା ବାଜିଲା ପରେ ଉଠିବା ସଫଳ ହେବାର ସଂକେତ ଅଟେ। ସେହିଠାରେ ରାତିରେ ୩ ଟା ବାଜିଲା ପରେ ଦେବୀ ଦେବତାଙ୍କୁ ମାଗିଥିବା ବରଦାନ କେବେବି ଖାଲିରେ ଯାଏ ନାହିଁ। ଇଶ୍ଵର ଆପଣଙ୍କର ପାର୍ଥନା ଅବଶ୍ୟ ଶୁଣି ଥାଆନ୍ତି।

ଯଦି ଆପଣଙ୍କୁ ଆପଣଙ୍କ ସ୍ୱପ୍ନରେ ଉଚ୍ଚ ଉଚ୍ଚ ପର୍ବତ ଦେଖାଦିଏ, ଏବଂ ସେହିଠାରୁ ବହୁଥିବା ଝରଣା ଆପଣଙ୍କୁ ଦେଖାଦିଏ ଏବଂ ଏହି ଜଳକୁ ଆପଣ ପିଉଥିବାର ଦେଖିବେ ତାହେଲେ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ମିଳିଥାଏ। ଯାହାକି ଇଶ୍ଵର ଦେଇଥାନ୍ତି ଏହି ସଂକେତ।

ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କର ସ୍ୱପ୍ନରେ ଦେବୀ ଦେବତା ଦେଖା ଦିଅନ୍ତି ତେବେ ଏହାକୁ ବହୁତ ଶୁଭ ବୋଲି କୁହାଯାଏ। ଏହା କୁହାଯାଏ ଯେ ସ୍ୱପ୍ନରେ ଦେବୀ ଦେବତା ମାନଙ୍କର ଦେଖା ଦେବା ଅତ୍ୟନ୍ତ ଲାଭକାରୀ ହୋଇଥାଏ। ସ୍ୱପ୍ନରେ ଦେବୀ ଦେବତାଙ୍କ ଦେଖା ଦେବା ଗୋଟେ ପବିତ୍ର ବ୍ୟକ୍ତି ହେବାର ସଂକେତ ଦେଇଥାଏ। ତେବେ ଜାଣି ନିଅନ୍ତୁ ଯେ ଆପଣ ଜଣେ ପବିତ୍ର ବ୍ୟକ୍ତି ଅଟନ୍ତି। ତେବେ ଏପରି ଲୋକମାନଙ୍କୁ ଖୁବଶୀଘ୍ର ସଫଳତା ମିଳିଥାଏ। କିନ୍ତୁ ଏଭଳି ସ୍ୱପ୍ନ କେବେ କାହାରିକୁ ନ କହିବା ଉଚିତ। କାହାର ଆଗରେ ପ୍ରକାଶ ନ କରିବା ଉଚିତ। ଏହା କଲେ ଅଶୁଭ ହୋଇଥାଏ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ବିଷୟରେ ଜାଣିବା ପାଇଁ ଆଜି ହିଁ ଆମ page କୁ ଲାଇଲ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନଇଁ ପ୍ରିୟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ଭଗବାନ କରନ୍ତୁ ଆପଣଙ୍କ ଘର ପରିବାର ସୁଖ ଶାନ୍ତିରେ ରୁହନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *