Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୧ ଅକ୍ଟୋବର ୨୦୨୦,ରବିବାର,କୁମ୍ଭ ରାଶିର ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ମିଳିବ ଭାରୀ ସଫଳତା, କହିବାକୁ ଗଲେ ଏହି ରାଶିର ଲୋକଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି।

ସେୟାର୍ କରନ୍ତୁ

ଆଶ୍ୱିନ କୃଷ୍ଣ ପକ୍ଷ ନବମୀ ତିଥି ଏବଂ ରବିବାର ଦିନ ଅଟେ। ନବମୀ ତିଥି ସନ୍ଧ୍ୟା ୫ ଟା ବାଜି ୫୪ ମିନିଟ ପର୍ଯ୍ୟନ୍ତ ରହିବ। ଜାଣନ୍ତୁ ହିନ୍ଦୁ ପ୍ରକାଶ ଙ୍କ ଠାରୁ କିପରି ରହିବ

ଆଶ୍ୱିନ କୃଷ୍ଣ ପକ୍ଷ ନବମୀ ତିଥି ଏବଂ ରବିବାର ଦିନ ଅଟେ। ନବମୀ ତିଥି ସନ୍ଧ୍ୟା ୫ ଟା ବାଜି ୫୪ ମିନିଟ ପର୍ଯ୍ୟନ୍ତ ରହିବ। ଏହାସହିତ ରାତି ୧୦ ଟା ବାଜି ୫୩ ମିନିଟ ପର୍ଯ୍ୟନ୍ତ ସିଦ୍ଧ ଯୋଗ ରହିବ। ଏହାଛଡା ପୁରା ଦିନ ପାରି ହୋଇ ୧ ଟା ବାଜି ୧୯ ମିନିଟ ପର୍ଯ୍ୟନ୍ତ ପୁଷ୍ୟ ନକ୍ଷତ୍ର ରହିବ। ସନ୍ଧ୍ୟା ୫ ଟା ବାଜି ୫୭ ମିନିଟ ଚନ୍ଦ୍ରମା ଏବଂ ପୁଷ୍ୟ ନକ୍ଷତ୍ର ର ୟୁତି ହେବ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ ଙ୍କ ପାଖରୁ କିପରି ରହିବ ରାଶି ଅନୁସାରେ ଦିନ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଅଫିସ ରେ କୌଣସି ପ୍ରୋଜେକ୍ଟ ସମ୍ପନ୍ନ କରିବା ପାଇଁ ଜୀବନସାଥୀ ଙ୍କ ସହଯୋଗ ପ୍ରାପ୍ତ ହେବ। ଯାହାଦ୍ବାରା ଆପଣଙ୍କୁ ସଫଳତା ମିଳିବ। ଅଫିସ କାର୍ଯ୍ୟରେ ରାୟ ନେବାରୁ ବଞ୍ଚିତ ହୁଅନ୍ତୁ। ସହଯୋଗ ଦ୍ଵାରା ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ଆପଣଙ୍କ ପରିଶ୍ରମ ଆପଣଙ୍କ ସଫଳତା ର କାରଣ ହେବ। ପାରିବାରିକ ସମ୍ବନ୍ଧରେ ମଧୁରତା ଆସିବ। ଘରକୁ ଅତିଥି ଆସି ପାରନ୍ତି।

ବୃଷ ରାଶି –

କୌଣସି ବଡ଼ ମାମଲାରେ ଆପଣଙ୍କୁ ବୁଝାମଣା ଏବଂ ସହଯୋଗ କରିବା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ। ଏହି ରାଶିର ଲୋକେ ନିଜ ଜୀବନସାଥୀ ଙ୍କୁ ନେଇ ବାହାର କୁ ଭ୍ରମଣ ରେ ଯାଇ ପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ପରିବର୍ତ୍ତନ ହୋଇପାରେ। ଏହି ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ନିବେଶ କରିବା ପୂର୍ବରୁ ବଡ଼ ମାନଙ୍କ ରାୟ ନିଅନ୍ତୁ। ଜୀବନସାଥୀ ଙ୍କୁ କିଛି ଉପହାର ଦେଇ ପାରନ୍ତି।

ମିଥୁନ ରାଶି –

ଆଜି ଆପଣଙ୍କୁ ପୁରୁଣା ବସ୍ତୁ ମିଳିପାରେ। ନିବେଶ ରେ ଲାଭ ମିଳିବ। ଜୀବନସାଥୀ ଙ୍କ ତରଫରୁ ଉପହାର ମିଳିପାରେ। ଦୁଇଜଣଙ୍କ ସମ୍ପର୍କରେ ମଧୁରତା ଆସିବ। ଅନ୍ୟ ମାନଙ୍କ କଥାକୁ ବୁଝିବା ପାଇଁ ପ୍ରୟାସ କରନ୍ତୁ। ପରିବାର ସଦସ୍ୟ ଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଆସୁଥିବା ସମସ୍ୟାର ସମାଧାନ ବାହାର କରିବାରେ ଆପଣ ସଫଳ ରହିବେ। କାନୁନ ମାମଲାରେ ସଫଳତା ମିଳିବ।

Google

କର୍କଟ ରାଶି –

ଆପଣଙ୍କୁ ଧନ ପ୍ରାପ୍ତ ହେବ। ଟଙ୍କା ପଇସା ହିସାବ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। କାର୍ଯ୍ୟରେ ନିଜର ଧ୍ୟାନକୁ କେନ୍ଦ୍ରିତ କରନ୍ତୁ। ଯଦି କିଛି ଆପଣଙ୍କ ପାଇଁ ବାଧା ଉତ୍ପନ୍ନ ହେଉଛି ତାହେଲେ ଅଣଦେଖା କରନ୍ତୁ । ଏହି ରାଶିର ବିଦ୍ୟାର୍ଥୀ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ ରହିବ।

ସିଂହ ରାଶି –

ଆପଣ ରଚନାତ୍ମକ କାର୍ଯ୍ୟରେ ରୁଚି ରଖିବେ। କୌଣସି ନୂତନ ଯୋଜନା ଏବଂ ରଚନା କରି ପାରିବେ। ନୂଆ ବାହନ କିଣାକିଣି କରିବା ପାଇଁ ଅନୁକୂଳ ସମୟ ରହିଛି। ଘରର ଘରୋଇ ସାଜସଜ୍ଜା ପାଇଁ ଘରୋଇ ଉପକରଣ କିଣାକିଣି କରି ପାରନ୍ତି। ଜମିବାଡ଼ି କିଣାକିଣି ପାଇଁ ଉତ୍ତମ ସମୟ ରହିଛି। ବୁଝି ବିଚାରି ଅନ୍ୟ ମାନଙ୍କୁ ସହଯୋଗ କରନ୍ତୁ। ଆପଣଙ୍କ ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ସୁଧାର ଆସିବ।

କନ୍ୟା ରାଶି –

ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ଏହି ରାଶିର ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ଏବଂ ମହତ୍ୱପୂର୍ଣ୍ଣ ରହିଛି। ପାଠପଢ଼ାରେ ମନ ଲାଗିବ। ପାଠପଢ଼ା କୁ ନେଇ ଶିକ୍ଷକ ଆପଣଙ୍କୁ କ୍ଲାସ ରେ ସମ୍ମାନିତ କରିବେ। ଆପଣ ନୂଆ ବାହନ କିଣାକିଣି କରିବା ପାଇଁ ବିଚାର କରି ପାରନ୍ତି। ଏଥିରେ ଆପଣଙ୍କୁ ଲାଭ ମିଳିବ। କାର୍ଯ୍ୟକୁ ଯିବା ପୂର୍ବରୁ ବୃଦ୍ଧ ଲୋକଙ୍କ ଆଶୀର୍ବାଦ ନିଅନ୍ତୁ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

ତୁଳା ରାଶି –

ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ଦିନର ଆରମ୍ଭ ଆପଣ ସଂକଳ୍ପ ରୁ କରିବେ। ବ୍ୟବସାୟ ରେ ଫାଇଦା ମିଳିବ। ପରିଶ୍ରମ ଏବଂ ବ୍ୟବହାର ଦ୍ଵାରା ଆପଣଙ୍କୁ ଧନ ଲାଭ ହେବ। ଶତ୍ରୁ ଙ୍କ ଠାରୁ ବିଜୟ ହାସଲ କରିବେ।ଏହି ରାଶିର ଲୋକଙ୍କୁ ପାରିବାରିକ ସୁଖ ଶାନ୍ତି ପ୍ରାପ୍ତ ହେବ। ବ୍ୟକ୍ତିଗତ ସମ୍ବନ୍ଧରେ ମଧୁରତା ଆସିବ। ଫିଟନେସ ପାଇଁ ଆପଣ ବ୍ୟାୟାମ ଏବଂ ପ୍ରାଣାୟାମ କରିବେ। ଧନ ଲାଭର ଅବସର ମିଳିବ। ସଫଳତା ଦ୍ଵାରା ଆପଣ କାର୍ଯ୍ୟ କୁ ସମ୍ପନ୍ନ କରିବେ।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ସମ୍ପର୍କୀୟଙ୍କ ଠାରୁ ଆପଣଙ୍କୁ ଶୁଭ ସମାଚାର ମିଳିବ। ଆପଣଙ୍କ ଆତ୍ମସମ୍ନାନ ରେ ବୃଦ୍ଧି ହେବ। ପିତାମାତାଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହୋଇପାରେ। ବିଶେଷ ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ । ପ୍ରେମୀ ଙ୍କ ସହିତ ବାହାରକୁ ଯାଇ ପାରନ୍ତି। ସଫଳତା ର ଦ୍ୱାର ଖୋଲିବ। ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ।

ଧନୁ ରାଶି –

ଲାଭ ର ଅବସର ମିଳିବ। ବ୍ୟାପାର କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଧନ ଲାଭ ମିଳିବ । ଯଦି କୌଣସି ନୂଆ ବ୍ୟାପାର ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ରାହୁ କାଳ ଦେଖି ଆରମ୍ଭ କରନ୍ତୁ। ଜୀବନସାଥୀ ଙ୍କ ସହିତ କୌଣସି ଧାର୍ମିକ ସ୍ଥଳକୁ ଯାଇ ପାରନ୍ତି। ଜୀବନସାଥୀ ଙ୍କ ତରଫରୁ ଲାଭ ମିଳିବ। ଏହି ରାଶିର ଲୋକଙ୍କ ଜୀବନରେ ବିବାହ ସମ୍ବନ୍ଧିତ ବାଧା ଉତ୍ପନ୍ନ ହୋଇପାରେ। ପରିଶ୍ରମ ମୁତାବକ ସଫଳତା ମିଳିବ। ଆୟ ର ନୂତନ ସ୍ରୋତ ମିଳିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ।

Google

ମକର ରାଶି –

ଆପଣଙ୍କ ଦିନ ସାମାନ୍ୟ ରହିବ। ମନୋବଳ ର ସ୍ତର ସାମାନ୍ୟ ରହିବ। କାର୍ଯ୍ୟର ଗତି ତୀବ୍ର ରହିବ। ଅଫିସ ରେ ଆପଣଙ୍କ ପ୍ରଦର୍ଶନ ଉତ୍ତମ ରହିବ। ଏହି ରାଶିର ପ୍ରେମୀ ଯୁଗଳ ଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ଭାଇଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇପାରେ।ବିଦ୍ୟୁତ ଉପକରଣ କିଣାକିଣି କରିବା ପାଇଁ ଅନୁକୂଳ ଦିନ ରହିଛି। ଦାମୀ ବସ୍ତୁ ସମ୍ଭାଳି ରଖନ୍ତୁ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ବ୍ୟବସାୟ ରେ ପରିବର୍ତ୍ତନ କରି ପାରନ୍ତି।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ଭାରୀ ସଫଳତା ମିଳିବ । ବିଦେଶୀ କଂପାନୀ ରୁ ଚାକିରୀ ର ଅବସର ମିଳିପାରେ। ବାହନ ପାର୍କିଂ ସେଫ ଜାଗାରେ କରନ୍ତୁ, ନଚେତ ଫାଇନ ଦେବାକୁ ପଡିପାରେ।ଶତ୍ରୁ ଆପଣଙ୍କର ମିତ୍ର ହୋଇଯିବେ, ଏଥିପାଇଁ ସାବଧାନ ରୁହନ୍ତୁ। ସାମାଜିକ କାର୍ଯ୍ୟରେ ଆପଣ ରୁଚି ରଖିବେ। ସମୟ ଆପଣଙ୍କ ଜ୍ଞାନେନ୍ଦ୍ରିୟ ଖୋଲି ଦେଇପାରେ।

ମୀନ ରାଶି –

ଆପଣ ମନ ଆଧ୍ୟାତ୍ମ୍ୟ ଆଡ଼କୁ ଅଗ୍ରସର ହେବ। ପିତାମାତାଙ୍କ ସହିତ କୌଣସି ମନ୍ଦିର ଦର୍ଶନ ରେ ଯାଇ ପାରନ୍ତି। ଏଭଳି କରିବା ଦ୍ଵାରା ଆପଣଙ୍କୁ ଫାଇଦା ମିଳିବ। ନୂଆ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ବନ୍ଧୁ ମାନଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଆର୍ଥିକ ମାନ୍ଦାବସ୍ଥା ଦୂର ହେବ। ଏହି ରାଶିର ବିଦ୍ୟାର୍ଥୀ ମାନଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ବ୍ୟବସାୟ ରେ ଲାଭ ମିଳିବ।

ବନ୍ଧୁଗଣ ଆଜି ପ୍ରଭୁ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ସୂର୍ଯ୍ୟା ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *