Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀର ଏହି ୩ଟି ଅଭ୍ୟାସ ସ୍ୱାମୀକୁ କରିଥାଏ କୋଟିପତି।

ସେୟାର୍ କରନ୍ତୁ

ବନ୍ଧୁଗଣ ପ୍ରତ୍ୟେକ ଝିଅର କିଛି ନା କିଛି ଭଲ ଗୁଣ ରହିଥାଏ। କିନ୍ତୁ ଏହି ୩ଟି ଅଭ୍ୟାସ ଥିବା ସ୍ତ୍ରୀ ମାନେ ତାଙ୍କ ସ୍ୱାମୀଙ୍କୁ କରିଥାନ୍ତି କୋଟିପତି। ଯେତେବେଳେ ଗୋଟେ ଝିଅ ବାହା ହୋଇ ବାପ ଘର ଛାଡ଼ି ଅନ୍ୟ କାହା ଘରକୁ ଯାଇଥାଏ ତେବେ ସେ ସେହି ଘରକୁ ସ୍ୱର୍ଗ କରିଦେଇଥାଏ। ଭବିଷ୍ୟ ପୁରାଣ ଅନୁସାରେ ଯଦି ଆପଣ ସୁଖ ଗୃହସ୍ଥ ଜୀବନ ଚାହୁଁଛନ୍ତି ତେବେ ପୁରୁଷ ମାନେ କିଛି ବିଶେଷ ଗୁଣ ଥିବା ଝିଅ ମାନଙ୍କୁ ବିବାହ କରିବା ଉଚିତ। ଏହି ଭଳି ଝିଅମାନଙ୍କୁ ସ୍ୱୟଂ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନାଯାଇଥାଏ। ଏମାନେ ଯେଉଁ ଗୃହକୁ ଯାଆନ୍ତି ସେ ଘରେ ହସଖୁସି ଲାଗିରହିଥାଏ ଏବଂ କେବେବି ଟଙ୍କା ପଇସାର ଅଭାବ ହୋଇ ନଥାଏ। ଯେଉଁ ସ୍ତ୍ରୀ ମାନଙ୍କ ମଧ୍ୟରେ ଏହି ଗୁଣ ବା ଅଭ୍ୟାସ ରହିଥିବ ସେମାନେ ନିଜ ସ୍ବାମି ଏବଂ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାଆନ୍ତି। ଏହି ସ୍ତ୍ରୀ ମାନଙ୍କର ଏହି ସବୁ ଗୁଣ ଏବଂ ଅଭ୍ୟାସ ରହିବା ଦ୍ୱାରା ନିଜ ସ୍ବାମି ଏବଂ ପରିବାର ଲୋକମାନେ ବହୁତ ଧନଶାଳୀ ହୋଇଥାଆନ୍ତି। ତାହେଲେ ଆସନ୍ତୁ ଆଜି ଜାଣିବା କେଉଁ ୩ଟି ବିଶେଷ ଗୁଣ ରହିବା ଦ୍ୱାରା ସ୍ତ୍ରୀମାନେ ଭାଗ୍ୟଶାଳୀ ହୋଇଥାଆନ୍ତି।

Google

ଯେଉଁ ସ୍ତ୍ରୀ ଲୋକମାନେ ଧର୍ମର ମାର୍ଗରେ ଚାଲିଥାନ୍ତି ଏବଂ ନିଜର ଜୀବନକୁ ଆଗକୁ ବଢ଼ାଇବାରେ ଚେଷ୍ଟା କରିଥାନ୍ତି ଏବଂ ଇଶ୍ଵରଙ୍କ ଉପରେ ବିଶ୍ୱାସ ରଖିଥାନ୍ତି ସେହି ଭଳି ସ୍ତ୍ରୀ ଲୋକମାନେ ବହୁତ ଭଲ ଗୁଣରେ ହୋଇଥାନ୍ତି। ଏମାନଙ୍କର ଏହି ଗୁଣ ଯୋଗୁ ଘରେ ହସ ଖୁସି ଲାଗି ରହିଥାଏ। ଏବଂ ସ୍ବାମିଙ୍କ ସହିତ ଏମାନେ ଘରର ଅନ୍ୟ ସଦସ୍ୟ ମାନଙ୍କୁ ଖୁସିରେ ରଖିଥାନ୍ତି। ଏହି ଭଳି ସ୍ତ୍ରୀ ଲୋକମାନେ ମା ଲକ୍ଷ୍ମୀଙ୍କର ପ୍ରଥମ ପସନ୍ଦ ହୋଇଥାଆନ୍ତି।

ଯେଉଁ ସ୍ତ୍ରୀ ଲୋକମାନଙ୍କର ଇଛା ସୀମିତ ରହିଥାଏ ତେବେ ତାଙ୍କର ସ୍ବାମି ସବୁବେଳେ ଖୁସିରେ ରହିଥାନ୍ତି। ଏହା ବ୍ୟତୀତ ଯେଉଁ ସ୍ତ୍ରୀ ସବୁବେଳେ ସବୁ ପରିସ୍ଥିତରେ ସ୍ବାମିଙ୍କର ପାଖରେ ରହିଥାଏ ସେହି ଦମ୍ଫତ୍ତି ବି ସବୁବେଳେ ସୁଖମୟ ଜୀବନ ଅତିବାହିତ କରିଥାନ୍ତି। ଯଦି ଆପଣଙ୍କ ସ୍ତ୍ରୀଙ୍କ ମଧ୍ୟରେ କ୍ରୋଧର ଭାବନା ନ ରହିବ ତେବେ ଆପଣଙ୍କ ଜୀବନ ସୁଖମୟ ହେବ। ତେଣୁ ପ୍ରତ୍ୟେକ ସ୍ବାମି ଏହି ଭଳି ସ୍ତ୍ରୀ ପାଇବା ପାଇଁ ଇଛା ପ୍ରକାଶ କରିଥାନ୍ତି। ଯିଏକି ତାଙ୍କର କଥାକୁ ବୁଝୁଥିବ, ବିନା କାରଣରେ ରାଗିବ ନାହିଁ। ଏବଂ ସବୁବେଳେ ସନ୍ତୁଷ୍ଟ ରହୁଥିବ। ଏହି ଭଳି ସ୍ତ୍ରୀ ଘରେ ରହୁଥିଲେ କେବେବି ଧନର ଅଭାବ ହୋଇ ନଥାଏ।

Google

ସ୍ତ୍ରୀର କଥା ବା ଭାଷା ଯଦି ଭଲ ରହୁଥିବ ତେବେ ସ୍ବାମୀଙ୍କ ଘରେ ସବୁବେଳେ ଖୁସିର ପରିବେଶ ଲାଗିରହିଥାଏ। କିନ୍ତୁ କେତେକ ପତ୍ନୀ ମାନେ ଘରେ କଟୁ କଥା ବା ଶବ୍ଦ କହିନଥାନ୍ତି ଏବଂ ସବୁବେଳେ ବିବାଦ ମଧ୍ୟ କରିନଥାନ୍ତି ତେବେ ସେହି ଘରେ କେବେବି ଦୁଃଖ ଆସି ନଥାଏ ସେଥିପାଇଁ ଘରେ ସବୁବେଳେ ମଧୁର ବଚନ କହିବା ଉଚିତ। ଏମିତି ସ୍ତ୍ରୀମାନେ ସମସ୍ତଙ୍କର ପ୍ରିୟପାତ୍ର ହୋଇଥାଆନ୍ତି। ଏବଂ ଏମାନଙ୍କୁ ସମସ୍ତେ ଭଲ ମଧ୍ୟ ପାଇଥାନ୍ତି। ବନ୍ଧୁଗଣ ଯେଉଁ ଘରେ ସଦା ସର୍ବଦା ସୁଖ ଶାନ୍ତି ରହି ଥାଏ ତାହାର ମୂଲ୍ୟ ଅମୂଲ୍ୟ । ଯାହାକି କୋଟପତି ମଧ୍ୟ ପାଇ ନ ଥାଏ । ଏମିତି ଗୁଣ ଥିବା ସ୍ତ୍ରୀ ଭାଗ୍ୟବାନ ମାନଙ୍କୁ ମିଳି ଥାଏ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରିବା ସହିତ ଏହାକୁ ସେଆର କରନ୍ତୁ । ଖବରଟି ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *