Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୯ ଅକ୍ଟୋବର ୨୦୨୦,ଶୁକ୍ରବାର,କର୍କଟ ସହିତ ଏହି ରାଶିର ଟଙ୍କା ହେବ ଅଧିକ ଖର୍ଚ୍ଚ, ଏହି ଲୋକେ ରଖନ୍ତୁ ସ୍ୱାସ୍ଥ୍ୟର ଧ୍ୟାନ।

ସେୟାର୍ କରନ୍ତୁ

ଅଧିକ ଆଶ୍ୱିନ କୃଷ୍ଣ ପକ୍ଷ ସପ୍ତମୀ ତିଥି ଏବଂ ଶୁକ୍ରବାର ଦିନ ଅଟେ। ସପ୍ତମୀ ତିଥି ସନ୍ଧ୍ୟା ୫ ଟା ବାଜି ୫୦ ମିନିଟ ପର୍ଯ୍ୟନ୍ତ ରହିବ। ଜାଣନ୍ତୁ କିପରି ରହିବ ଆଜିର ଦିନ।

ଅଧିକ ଆଶ୍ୱିନ କୃଷ୍ଣ ପକ୍ଷ ର ସପ୍ତମୀ ତିଥି ଏବଂ ଶୁକ୍ରବାର ଦିନ ରହିଛି। ସପ୍ତମୀ ତିଥି ସନ୍ଧ୍ୟା ୫ ଟା ବାଜି ୫୦ ମିନିଟ ପର୍ଯ୍ୟନ୍ତ ରହିବ। ସାରାଦିନ ପାର କରି ୧ ବାଜି ୨୪ ମିନିଟ ପର୍ଯ୍ୟନ୍ତ ପରିଧ ଯୋଗ ରହିବ। ଏହାଛଡା ରାତି ୧୨ ଟା ବାଜି ୨୭ ମିନିଟ ପର୍ଯ୍ୟନ୍ତ ଆଦ୍ରା ନକ୍ଷତ୍ର ରହିବ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ ରୁ କିପରି ରହିବ ରାଶି ଅନୁସାରେ ଦିନ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ । ଅଚାନକ ଘରକୁ ଅତିଥି ଆସି ପାରନ୍ତି। ଏହି ରାଶିର ବିଲ୍ଡର୍ସ ଙ୍କୁ ଧନଲାଭ ହୋଇପାରେ। ନୂତନ ପ୍ରୋଜେକ୍ଟ ମିଳିପାରେ। ପୂର୍ବରୁ ବନେଇ ଥିବା ସବୁ ଯୋଜନା ସମ୍ପନ୍ନ ହେବ। ଆପଣଙ୍କୁ ପରିବାର ତରଫରୁ ଉପହାର ମିଳିପାରେ। ଛାତ୍ରଛାତ୍ରୀ ମାନଙ୍କୁ ଗୁରୁ ଙ୍କ ପାଖରୁ ପରାମର୍ଶ ନେବା ଉଚିତ। ଶିକ୍ଷକ ଙ୍କ ପଦୋନ୍ନତୀ ହୋଇପାରେ। ମାତାପିତାଙ୍କ ଆଶୀର୍ବାଦ ଦ୍ଵାରା ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ।

ବୃଷ ରାଶି –

ଆଜି ଆପଣଙ୍କର ସବୁ ଇଛା ପୂରଣ ହେବ। କୌଣସି ଜରୁରୀ କାର୍ଯ୍ୟ ସମ୍ପନ୍ନ ହେବାଦ୍ବାରା ଲୋକେ ଆପଣଙ୍କୁ ପ୍ରଶଂସା କରିବେ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ସମ୍ପର୍କୀୟଙ୍କ ସହିତ ହୋଇଥିବା ମତଭେଦ ରେ ଧୀରେ ଧୀରେ ସମ୍ପର୍କରେ ସୁଧାର ଆସିବ। ଘରୋଇ ଜିନିଷ ପତ୍ର କିଣାକିଣି କରି ପାରନ୍ତି। ଶତ୍ରୁ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ସୁଦୃଢ ରହିବ।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଅନେକ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଜୀବନସାଥୀ ଙ୍କୁ ନେଇ କୌଣସି ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି। ପିଲାମାନଙ୍କ ସଫଳତା ଆପଣଙ୍କୁ ଗୌରବାନ୍ଵିତ କରିବ। ଅଜଣା ଲୋକଙ୍କୁ ଭରସା କରନ୍ତୁ ନାହିଁ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ସାମାନ୍ୟ ରହିଛି। ଆର୍ଥିକ ପକ୍ଷ ସୁଦୃଢ ରହିବ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଅଫିସ ରେ ବଡ଼ କାର୍ଯ୍ୟ ର ଦାୟିତ୍ୱ ଆପଣଙ୍କୁ ମିଳିପାରେ। ଆଜି ଆପଣ ସବୁ ସମସ୍ୟାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବେ। ଜୀବନସାଥୀ ଙ୍କ ସହିତ କୌଣସି ସିନେମା ଦେଖିବାକୁ ଆପଣ ଯୋଜନା କରି ପାରନ୍ତି। ଧନଲାଭ ର ଅବସର ମିଳିପାରେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ।

ସିଂହ ରାଶି –

ଆପଣ ଯେଉଁ କାର୍ଯ୍ୟ ବିଚାର କରିବେ ତାହା ସୁବିଧାରେ ସମ୍ପନ୍ନ ହେବ। ଆପଣଙ୍କ ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ। କୌଣସି କାର୍ଯ୍ୟ କରିବା ସମୟରେ ସୀଘ୍ରତା କରନ୍ତୁ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ। ବ୍ୟବସାୟ ମାମଲାରେ ଲାଭ ମିଳିବ ଏବଂ କୌଣସି ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ।ସନ୍ତାନ ଙ୍କ ସହିତ ସୁଖମୟ ସମୟ ଅତିବାହିତ କରିବେ। ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି ଯାହାଦ୍ବାରା ଆପଣଙ୍କୁ ଦୁଇଗୁଣ ଲାଭ ମିଳିବ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଯେଉଁ କାର୍ଯ୍ୟ ଆରମ୍ଭ କରିବେ ସବୁଥିରେ ଆପଣଙ୍କୁ ଲୋକେ ସହଯୋଗ କରିବେ। ଆଜି ଆପଣ ଅନ୍ୟମାନଙ୍କ ରାୟ ନିଅନ୍ତୁ ନାହିଁ। ଅନ୍ୟମାନଙ୍କ ସହିତ ବାର୍ତ୍ତାଳାପ କରିବା ସମୟରେ ନିଜର ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ। ଜମିବାଡ଼ି ବିକ୍ରୀ ରୁ ଲାଭ ମିଳିପାରେ। କାରବାର ସମ୍ବନ୍ଧିତ ମାମଲାରେ ଯାତ୍ରା କରିବାକୁ ପଡିପାରେ।

ତୁଳା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ପାରିବାରିକ ଜୀବନ ସୁଖମୟ ରହିବ। ବାହାରକୁ ଭ୍ରମଣ ରେ ଯାଇ ପାରନ୍ତି। ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଜଡ଼ିତ ଲୋକଙ୍କର ମାନସମ୍ମାନ ବଢିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ମାତା ପିତା ପିଲାମାନଙ୍କ ସହିତ ସମୟ ଅତିବାହିତ କରିବେ। ବନ୍ଧୁ ମାନଙ୍କ ସହିତ ମନୋରଞ୍ଜନ ର ସମୟ ଅତିବାହିତ କରିବେ। ଆପଣଙ୍କ ମନ ପ୍ରସନ୍ନ ରହିବ।

ବିଛା ରାଶି –

ଆପଣଙ୍କର ପୂଜାପାଠ ରେ ମନ ଲାଗିବ। ପିତାମାତାଙ୍କ ସହିତ ମନ୍ଦିର ଯିବାର ଯୋଜନା କରି ପାରନ୍ତି। ଅନେକ ଦିନଟି ଚାଲି ଆସିଥିବା ସମସ୍ୟା ଦୂର ହେବ। ଯଦି ଆପଣ କୌଣସି ସମାରୋହ ରେ ଯାଉଛନ୍ତି ତାହେଲେ ଆପଣଙ୍କର ଯିବା ରେ ବିଳମ୍ବ ହୋଇପାରେ। ଚାକିରୀ ପେଶାରେ ଥିବା ଲୋକଙ୍କୁ ଅନେକ ଅବସର ମିଳିବ। ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ଧନୁ ରାଶି –

ଆଜିର ଦିନଟି ବିଦ୍ୟାର୍ଥୀ ମାନଙ୍କ ପାଇଁ ଲାଭଦାୟକ ରହିଛି। ସରକାରୀ ପରୀକ୍ଷା ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ ଙ୍କୁ ସଫଳତା ମିଳିବ। ପିତାମାତାଙ୍କ ସହିତ କିଣାକିଣି କରିବାକୁ ଯାଇ ପାରନ୍ତି। ବ୍ୟାପାର ରେ ବଡ଼ ଡିଲ କରି ପାରନ୍ତି। ଶାରୀରିକ ରୂପରେ ଫିଟ ରହିବା ପାଇଁ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ ଅଫିସ ରେ କିଛି କାମରେ ବାଧା ସୃଷ୍ଟି ହୋଇ ପାରେ। ସାମାଜିକ କାର୍ଯ୍ୟରେ ଆପଣଙ୍କୁ ସମ୍ମାନିତ କରା ଯାଇପାରେ।

Google

ମକର ରାଶି –

ଆଜିର ଦିନଟି ଠିକ୍ ଠାକ୍ ରହିବ। ଲ ସହିତ ଜଡିତ ବିଦ୍ୟାର୍ଥୀ ମାନଙ୍କୁ ସଫଳତା ମିଳିବ। କଲେଜ ରେ ମିଳିଥିବା ପ୍ରୋଜେକ୍ଟ ପାଇଁ ସିନୀୟର୍ଶ ମାନଙ୍କ ସହାୟତା ନେଇ ପାରନ୍ତି। ପିତାମାତା ଆଜି ପିଲାମାନଙ୍କ ଖାଦ୍ୟପେୟ ପ୍ରତି ଧ୍ୟାନ ରଖନ୍ତୁ। ଜୀବନସାଥୀ ଙ୍କୁ ଏଭଳି କିଛି କଥା ଦିଅନ୍ତୁ ନାହିଁ, ଯାହାକୁ ପୂରଣ କରି ପାରିବେ ନାହିଁ। ସନ୍ଧ୍ୟା ସମୟରେ ପରିବାର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରିବେ।

କୁମ୍ଭ ରାଶି –

ଚାକିରୀରେ ବଦଳି ହେବାର ସମ୍ଭାବନା ରହିଛି। ପାରିବାରିକ କାର୍ଯ୍ୟରେ ପରିବାର ସଦସ୍ୟଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ପରିବାର ଲୋକଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି, ଆପଣଙ୍କୁ ବହୁତ ଆନନ୍ଦ ଅନୁଭବ ହେବ। ପରିବାର ସହିତ ସୁଖମୟ ସମୟ ଅତିବାହିତ କରିବେ ଏବଂ ମାହୋଲ ସୁଖମୟ ରହିବ। ବନ୍ଧୁଙ୍କ ବ୍ୟକ୍ତିଗତ ସମସ୍ୟା ସେୟାର କରିବା ଦ୍ଵାରା ଆପଣଙ୍କ ମନର ବୋଝ ହାଲକା ହେବ। ଘରେ ସୁଖ ଶାନ୍ତି ବିରାଜମାନ କରିବ।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ରାସ୍ତାରେ ଚାଲୁଥିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଏହି ରାଶିର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ବ୍ୟକ୍ତିଗତ ଚିନ୍ତା ନକରି ଆପଣ ପରିଶ୍ରମ କରିବେ, ଯେଉଁଥିରେ ସଫଳତା ହାସଲ କରିବେ। ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିବ। ପ୍ରେମୀ ଯୁଗଳ ଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ।ସମାଜରେ ଆପଣଙ୍କୁ ସାମାଜିକ କାର୍ଯ୍ୟ ପାଇଁ ସମ୍ମାନିତ କରାଯିବ।

ବନ୍ଧୁଗଣ ଆଜି ମା ସନ୍ତୋଷୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ସନ୍ତୋଷୀ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *