Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୮ ଅକ୍ଟୋବର ୨୦୨୦,ଗୁରୁବାର,ମୃଗଶିରା ନକ୍ଷତ୍ର କାରଣରୁ ମେଷ ସହିତ ଏହି ରାଶିର ଲୋକଙ୍କୁ ମିଳିବ ବ୍ୟବସାୟ ରେ ଲାଭ, ଜାଣନ୍ତୁ ଅନ୍ୟ ରାଶିର ଅବସ୍ଥା।

ସେୟାର୍ କରନ୍ତୁ

ଆଶ୍ୱିନ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ଏବଂ ଗୁରୁବାର ଅଟେ। ଷଷ୍ଠୀ ତିଥି ସନ୍ଧ୍ୟା ୪ ଟା ବାଜି ୩୭ ମିନିଟ ପର୍ଯ୍ୟନ୍ତ ରହିବ।ଏହାସହିତ ସାରାଦିନ ଡେରି ରାତି ୧ ବାଜି ୪୨ ମିନିଟ ପର୍ଯ୍ୟନ୍ତ ବରୀୟାନ ଯୋଗ ରହିବ ।

ଅଧିକ ଆଶ୍ୱିନ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ଏବଂ ଗୁରୁବାର ଦିନ ଅଟେ। ଷଷ୍ଠୀ ତିଥି ସନ୍ଧ୍ୟା ୪ ଟା ବାଜି ୩୭ ମିନିଟ ପର୍ଯ୍ୟନ୍ତ ରହିବ। ଏହାସହିତ ସାରାଦିନ ଡେରି ରାତି ୧ ବାଜି ୪୨ ମିନିଟ ପର୍ଯ୍ୟନ୍ତ ବରୀୟାନ ଯୋଗ ରହିବ , ଏହାପରେ ରାତି ୧୦ ଟା ବାଜି ୫୦ ମିନିଟ ପର୍ଯ୍ୟନ୍ତ ମୃଗଶିରା ନକ୍ଷତ୍ର ରହିବ । ସନ୍ଧ୍ୟା ୪ ଟା ବାଜି ୩୭ ମିନିଟ ରୁ କାଲି ସକାଳ ୫ ଟା ବାଜି ୧୪ ମିନିଟ ପର୍ଯ୍ୟନ୍ତ ଭଦ୍ରା ରହିବ ।ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ ଙ୍କ ପାଖରୁ କିପରି ରହିବ ରାଶି ଅନୁସାରେ ଆପଣଙ୍କ ଦିନ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅଶାନ୍ତ ରହିବ। ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ଅଫିସ ରେ ଆପଣଙ୍କ କାର୍ଯ୍ୟ ପ୍ରଣାଳୀ ଦେଖି ପ୍ରସନ୍ନ ରହିବେ। ଏହି ରାଶିର ଲୋକେ ନିଜ ଦାମ୍ପତ୍ୟ ଜୀବନ କୁ ସମସ୍ୟାରୁ ଦୂରେଇ ରଖିବା ପାଇଁ ପ୍ରୟାସ କରନ୍ତୁ। ଭୁଲ ବୁଝାମଣା ଦୂର ହେବ। ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେବ। ଆଜି ଆପଣଙ୍କର କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଲୋକଙ୍କ ବନ୍ଧୁଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଅଫିସ ରେ କୌଣସି କିଛି ସମସ୍ୟାରେ ପଡି ପାରନ୍ତି। ଆବଶ୍ୟକତା ନହେଲେ ରାୟ ଦିଅନ୍ତୁ ନାହିଁ। ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ପାଠପଢ଼ା ପ୍ରତି ମନ ଲାଗିବ। ପ୍ରେମୀ ଯୁଗଳ ଆଜି କୌଣସି ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି। ସୁଖଦ ପରିଣାମ ହାସଲ କରିବେ ।

ମିଥୁନ ରାଶି –

ଆଜି ବିଚାର କରିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ ଏବଂ ଆଶାନୁରୂପ ଫଳ ପ୍ରାପ୍ତି ହେବ। ବ୍ୟବସାୟ କରୁଥିବା ଲୋକେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ଆର୍ଥିକ ସ୍ଥିତି ପୂର୍ଣ୍ଣ ଅପେକ୍ଷା ସୁଦୃଢ ରହିବ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନଚେତ ପରିସ୍ଥିତି ବିଗିଡି ପାରେ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆଜି ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଅଫିସ କାର୍ଯ୍ୟ ପାଇଁ ଆପଣଙ୍କୁ ବରିଷ୍ଠ ଅଧିକାରୀଙ୍କ କ୍ରୋଧର ସାମ୍ନା କରିବାକୁ ପଡିପାରେ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଋଣ ପରିଶୋଧ ହୋଇପାରେ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଏହି ରଧିର ମେକାନିକାଲ ଇଞ୍ଜିନିୟର ଙ୍କୁ କୌଣସି କମ୍ପାନୀ ରୁ ଚାକିରୀ ଅଫର ମିଳିପାରେ। ଆଜି ନେଇଥିବା ନିଷ୍ପତ୍ତି ଆପଣଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେବ । କୌଣସି ସ୍ଥାନରୁ ଶୁଭ ସମାଚାର ମିଳିପାରେ।

ସିଂହ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଅଫିସ କାର୍ଯ୍ୟ ସୁବିଧାରେ ତୁଲାଇବେ। ସିନିଅର ମାନେ ଆପଣଙ୍କ କାମକୁ ପ୍ରଶଂସା କରିବେ। ନୂତନ ବାହନ କିଣାକିଣି କରିବା ପାଇଁ ଅନୁକୂଳ ସମୟ ରହିଛି। ଅଚାନକ ଧନ ଲାଭ ହୋଇପାରେ। ଏହି ରାଶିର ମ୍ୟୁଜିକ ଡାଇରେକ୍ଟର ନିଜର ବିଶେଷ କୃତି ପାଇଁ ତାଙ୍କୁ ସମ୍ମାନିତ କରାଯିବ। ଆଜି ଘରକୁ ନୂଆ ଲୋକଙ୍କ ଆଗମନ ହୋଇପାରେ

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପାରିବାରିକ ଦାୟିତ୍ୱ ତୁଲାଇବେ। ନୂଆ ବ୍ୟାପାର ଆରମ୍ଭ କରି ପାରନ୍ତି। ନୂଆ ବ୍ୟାପାର ଆରମ୍ଭ କରି ପାରନ୍ତି। ଓକିଲ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। କୌଣସି ମହତ୍ୱପୂର୍ଣ୍ଣ କେସ ଆପଣଙ୍କ ସପକ୍ଷରେ ରହିବ। ଇଲେକ୍ଟ୍ରୋନିକ ଜିନିଷପତ୍ର କିଣାକିଣି ପାରନ୍ତି। ଆଜି ସ୍ୱାଦିଷ୍ଠ ଭୋଜନ କରି ପାରନ୍ତି। ପାର୍ଟନର ଙ୍କୁ କିଛି ଉପହାର ଦେଇ ପାରନ୍ତି।

ତୁଳା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ବନ୍ଧୁ ମାନଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଆପଣଙ୍କ ପାଇଁ ଲାଭଦାୟକ ହେବ ଯେ ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। କୌଣସି ନୂଆ କାର୍ଯ୍ୟର ଆରମ୍ଭ ପାଇଁ ଅନୁକୂଳ ରହିଛି। ଆଜି ମାତାପିତାଙ୍କ ଠାରୁ ଅନୁମତି ନନେଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ପ୍ରେମୀ ଯୁଗଳଙ୍କ ମଧ୍ୟରେ ପ୍ରେମ ଭରି ରହିବ। ଘରେ କୌଣସି ଛୋଟ ପାର୍ଟି ର ଆୟୋଜନ କରି ପାରନ୍ତି।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆଜିର ଦିନଟି ବ୍ୟବସାୟୀ ମାନଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଛାତ୍ରଛାତ୍ରୀ ମାନଙ୍କୁ ଶୁଭ ଫଳ ପ୍ରଦାନ ହେବ। ଏହି ରାଶିର ଲୋକେ ଜୀବନସାଥୀ ଙ୍କୁ କୌଣସି ସ୍ଥାନକୁ ଭ୍ରମଣ ରେ ନେଇ ପାରନ୍ତି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ରହିବ। ଏହି ରାଶିର ଲୋକେ ନିଜ ଜୀବନରେ କିଛି ପରିବର୍ତ୍ତନ କରି ପାରନ୍ତି। ପାରିବାରିକ ଆବଶ୍ୟକତା କୁ ପୂରଣ କରିବା ପାଇଁ କିଛି ଖର୍ଚ୍ଚ କରି ପାରନ୍ତି । ପ୍ରେମୀ ଯୁଗଳ ପରସ୍ପର କୁ ଉପହାର ଦେଇ ପାରନ୍ତି।

ଧନୁ ରାଶି –

ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ନୂଆ କାର୍ଯ୍ୟ ଆରମ୍ଭ କରି ଫାଇଦା ମିଳିବ। ବ୍ୟାପାରରେ ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ। ଆଜି ଜମିବାଡ଼ି କିଣାକିଣି ପାଇଁ ସମୟ ଅନୁକୂଳ ରହିଛି। କର୍ମଚାରୀ ମାନଙ୍କର ବେତନ ବୃଦ୍ଧି ହୋଇପାରେ। ଜୀବନରେ ଆଗକୁ ବଢିବା ପାଇଁ ବିଚାର କରି ପାରନ୍ତି । କୌଣସି ଜରୁରୀ କାମରେ ପିତାଙ୍କ ସହଯୋଗ ନେଇ ପାରନ୍ତି। ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ।

Google

ମକର ରାଶି –

ଆଜି ଆପଣ ନିଜକୁ ସକାରାତ୍ମକ ଅନୁଭବ କରିବେ। ଆପଣ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବେ ଏବଂ କଠିନ ପରିଶ୍ରମ କରିବେ। ଉପହାର ସ୍ବରୂପ ଆପଣଙ୍କୁ ଫୋନ ମିଳିପାରେ । ଅଫିସ ରେ ଆପଣଙ୍କୁ ସମ୍ମାନିତ କରାଯାଇ ପାରେ। ସମାଜ ରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ। କୌଣସି ନୂତନ କୋର୍ସ ର ଆରମ୍ଭ କରି ପାରନ୍ତି । ଏହି ରାଶିର ଲୋକଙ୍କୁ କୋର୍ଟ ମାମଲାରେ ସଫଳତା ମିଳିବ ।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆଜି ପରିବାର ସହିତ ମିଶି କୌଣସି ନିଷ୍ପତ୍ତି ନେଇ ପାରନ୍ତି। ଶତ୍ରୁ ଆଜି ବନ୍ଧୁତା ର ହାତ ବଢାଇବେ। କୌଣସି ପୁରୁଣା ବନ୍ଧୁଙ୍କ ଜନ୍ମଦିନରେ ଯାଇ ପାରନ୍ତି। ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ଆଜି ମାତାପିତାଙ୍କ ସହିତ ସମୟ ଅତିବାହିତ କରିବେ। ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବ୍ୟବସାୟ ରେ ଲାଭର ଅବସର ମିଳିବ।

ମୀନ ରାଶି –

ଆପଣଙ୍କ ମନ ଆଧ୍ୟାତ୍ମ୍ୟ ଆଡ଼କୁ ଅଗ୍ରସର ହେବ। ଆଜି ମାତାପିତାଙ୍କ ସହିତ କୌଣସି ଧାର୍ମିକ ଯାତ୍ରାରେ ଯାଇ ପାରନ୍ତି। ଅଫିସ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିବାକୁ ପଡିପାରେ। ପ୍ରତିଯୋଗୀ ମାନଙ୍କୁ ପରୀକ୍ଷାରେ ସଫଳତା ମିଳିବ। ଆଜି ଘରକୁ ଅତିଥି ଆସି ପାରନ୍ତି। ଏହି ରାଶିର ଅବିବାହିତ ମହିଳା ମାନଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ସ୍ବାସ୍ଥ୍ୟ ର ଧ୍ୟାନ ରଖନ୍ତୁ।

ବନ୍ଧୁଗଣ ଆଜି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *