Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୭ ଅକ୍ଟୋବର ୨୦୨୦,ବୁଧବାର,ମିଥୁନ ରାଶିର ଲୋକଙ୍କୁ ବ୍ୟବସାୟ ରେ ହୋଇପାରେ ବଡ଼ ଲାଭ। ଜାଣନ୍ତୁ ଅନ୍ୟ ରାଶିର ଲୋକଙ୍କ ଅବସ୍ଥା।

ସେୟାର୍ କରନ୍ତୁ

ଆଶ୍ୱିନ କୃଷ୍ଣ ପକ୍ଷ ଉଦୟା ତିଥି ପଞ୍ଚମୀ ଏବଂ ବୁଧବାର ଅଟେ। ପଞ୍ଚମୀ ତିଥି ଦ୍ବିପ୍ରହର ୨ ଟା ବାଜି ୪୮ ମିନିଟ ପର୍ଯ୍ୟନ୍ତ ରହିବ, ଯାହା ପରେ ଷଷ୍ଠୀ ତିଥି ଆସିଯିବ।ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ ଙ୍କ ପାଖରୁ କିପରି ରହିବ ରାଶି ଅନୁସାରେ ଆପଣଙ୍କ ଦିନ।

ଆଶ୍ୱିନ କୃଷ୍ଣ ପକ୍ଷ ଉଦୟା ତିଥି ପଞ୍ଚମୀ ଏବଂ ବୁଧବାର ଅଟେ। ପଞ୍ଚମୀ ତିଥି ସକାଳ ୨ ଟା ବାଜି ୪୮ ମିନିଟ ପର୍ଯ୍ୟନ୍ତ ରହିବ, ଏହାପରେ ଷଷ୍ଠୀ ତିଥି ଲାଗିଯିବ। ଏହାପରେ ସକାଳେ ସୂର୍ଯ୍ୟୋଦୟ ରୁ ରାତି ୮ ଟା ବାଜି ୩୬ ମିନିଟ ରୁ କାଲି ରାତି ପର୍ଯ୍ୟନ୍ତ କୁମାର ଯୋଗ ଏହାପରେ ରାତି ୮ ଟା ବାଜି ୩୬ ମିନିଟ ରୁ କାଲି ରାତି ୧୦ ଟା ବାଜି ୫୦ ମିନିଟ ପର୍ଯ୍ୟନ୍ତ ରବି ଯୋଗ ରହିବ। ଏହାଛଡା ରାତି ୮ ଟା ବାଜି ୩୬ ମିନିଟ ପର୍ଯ୍ୟନ୍ତ ରୋହିଣୀ ନକ୍ଷତ୍ର ରହିବ ।ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ ଙ୍କ ପାଖରୁ କିପରି ରହିବ ରାଶି ଅନୁସାରେ ଆପଣଙ୍କ ଦିନ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆଜି ଆପଣ ଅଧିକ ସମୟ ପରିବାର ଲୋକଙ୍କ ସହିତ ଅତିବାହିତ କରିବେ। ଏହି ରାଶିର ଲୋକଙ୍କୁ ନିଜର ପରିଶ୍ରମର ଫଳ ପ୍ରାପ୍ତ ହେବ । ଆପଣଙ୍କର ଦିନ ଅଫିସ କାର୍ଯ୍ୟ ପ୍ରତି ଅନୁକୂଳ ରହିବ। ବରିଷ୍ଠ ଲୋକ ଆପଣଙ୍କ କଥାକୁ ଗମ୍ଭୀରତା ରେ ନେବେ। ଆପଣଙ୍କ ଜୀବନ ରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ।ଧନ ପ୍ରାପ୍ତି ର ନୂତନ ମାର୍ଗ ମିଳିବ। ଘର ସୁଖଶାନ୍ତି ବଜାୟ ରହିବ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସକାରାତ୍ମକ ରେ ଭରି ରହିବ। ଆପଣଙ୍କର ଧନ ବ୍ୟୟ ହୋଇପାରେ।ଆପଣଙ୍କର ମନ ଅଶାନ୍ତ ରହି ପାରେ। ଧାର୍ମିକ କାର୍ଯ୍ୟ ପ୍ରତି ଆପଣଙ୍କର ରୁଚି ବଢିବ। ଆପଣ ନିଜର ମନ ଶାନ୍ତ ରଖନ୍ତୁ ଏବଂ ବିବାଦର ସମାଧାନ ବାହାର କରନ୍ତୁ। ବ୍ୟବସାୟ ରେ ଲାଭ ମିଳିବ। ଦୈନିକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ଜୀବନସାଥୀ ଙ୍କ ସହିତ ଉତ୍ତମ ସମ୍ବନ୍ଧ ବନିବ।

ମିଥୁନ ରାଶି –

ଆର୍ଥିକ ସ୍ଥିତି ସୁଦୃଢ ରହିବ। ଆପଣଙ୍କୁ ବ୍ୟବସାୟ ରେ ଲାଭ ମିଳିବ। ଆପଣ ନିଜ ସାମ୍ନା ରେ ଆସୁଥିବା ସମସ୍ୟା କୁ ସମାଧାନ କରିବେ। କୌଣସି କାର୍ଯ୍ୟରେ ଜୀବନସାଥୀ ଙ୍କ ସହଯୋଗ ପ୍ରାପ୍ତ ହେବ । ମାତାପିତାଙ୍କ ସନ୍ତାନ ଙ୍କ ସହିତ ଭ୍ରମଣ ରେ ଯାଇ ପାରନ୍ତି । ନୂଆଁ ଲୋକଙ୍କ ସହିତ ସହିତ ଦେଖା ସାକ୍ଷାତ ହୋଇପାରେ ଏବଂ ସେମାନଙ୍କ ଦ୍ୱାରା ଫାଇଦା ମିଳିପାରେ। ଅନ୍ୟ ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ଏହି ରାଶିର ବିଦ୍ୟାର୍ଥୀ ଙ୍କୁ ଅଧିକ ପରିଶ୍ରମ କରିବା ଆବଶ୍ୟକ।

Google

କର୍କଟ ରାଶି –

ଆପଣଙ୍କ ଦିନ ଠିକ ଠାକ୍ ରହିବ। କୌଣସି ପୁରୁଣା କଥାକୁ ନେଇ ଆପଣ ଚିନ୍ତିତ ରହିବେ। ଆପଣଙ୍କ କାର୍ଯ୍ୟରେ ବନ୍ଧୁ ମାନଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଅଫିସ କାର୍ଯ୍ୟରେ ଆପଣଙ୍କୁ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ଧର୍ଯ୍ୟ ର ସହିତ ଆପଣ ଉଚିତ ନିଷ୍ପତ୍ତି ନିଅନ୍ତୁ।ଜୀବନସାଥୀ ଙ୍କ ତରଫରୁ ମିଳିଥିବା ସହଯୋଗ ଆପଣଙ୍କ ପାଇଁ କାରିଗର ସାବ୍ୟସ୍ତ ହେବ।ଆପଣ ନିଜ ଲକ୍ଷ୍ୟ କୁ ନେଇ ଭ୍ରମିତ ହୋଇ ଯାଇପାରନ୍ତି, କିନ୍ତୁ ସମ୍ପର୍କୀୟଙ୍କ ସପକ୍ଷରେ ଆପଣଙ୍କୁ ଉଚିତ ମାର୍ଗ ମିଳିବ। ଘରକୁ ଅତିଥି ଆସି ପାରନ୍ତି। ଘରର ମାହୋଲ ସୁଖମୟ ରହିବ।

ସିଂହ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଖୁସିରେ ଭରି ରହିବ। ଆପଣଙ୍କୁ ବଡ଼ ଖୁସି ଖବର ମିଳିପାରେ । ପାରିବାରିକ ଜୀବନରେ ସୁଖଶାନ୍ତି ଭରି ରହିବ। କୌଣସି ପ୍ରିୟ ବ୍ୟକ୍ତିଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଯେଉଁ ମାନଙ୍କ ସହିତ ଆପଣଙ୍କର ବିବାଦ ହୋଇଥିବ, ତାହା ସମାଧାନ ହୋଇପାରେ। ନୂତନ ସ୍ରୋତରୁ ଆପଣଙ୍କୁ ଧନ ଲାଭ ହୋଇପାରେ। ଏହି ରାଶିର ଛାତ୍ରଛାତ୍ରୀ ପାଠପଢ଼ାରେ ମନ ଲଗାଇବେ ଏବଂ ପରିଶ୍ରମ କରିବେ। ଆପଣଙ୍କର ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ରହିବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଆର୍ଥିକ ସ୍ଥିତି ସୁଦୃଢ ରହିବ।

କନ୍ୟା ରାଶି –

ଦିନଟି ବ୍ୟସ୍ତତା ରେ ଭରି ରହିବ। ଆପଣ କୌଣସି ସମାରୋହ ରେ ଯାଇ ପାରନ୍ତି। ଜୀବନସାଥୀ ଏବଂ ସନ୍ତାନ ଙ୍କ ଠାରୁ ସ୍ନେହ ପ୍ରେମ ଭରି ରହିବ। ଆପଣ ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳିବ। ଜୀବନସାଥୀ ଙ୍କ କଥାକୁ ଗମ୍ଭୀରତା ରେ ନେବେ। କାର୍ଯ୍ୟ ବିଷୟକୁ ନେଇ ଆପଣ ଗମ୍ଭୀରତା ରେ ବିଚାର କରିବେ। ଆପଣଙ୍କ ମନ ପ୍ରସନ୍ନ ରହିବ।

ତୁଳା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଯେଉଁ କାର୍ଯ୍ୟ ପାଇଁ ବିଚାର କରିବେ ସବୁଥିରେ ସଫଳତା ହାସଲ କରିବେ। ସାମାଜିକ ପ୍ରତିଷ୍ଠା ବଢିବ। କୌଣସି ସମାରୋହ ରେ ଯୋଗଦାନ କରି ପାରନ୍ତି। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି ଏବଂ ପାଠପଢ଼ା ପ୍ରତି ଧ୍ୟାନ ଦେବେ। କାରବାର ରେ ଲାଭ ମିଳିବ।

ବିଛା ରାଶି –

ଆଜିର ଦିନଟି ଫାଇଦା ମିଳିବ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ ଏବଂ ବନ୍ଧୁ ମାନଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କୁ ଖୁସି ଖବର ମିଳିପାରେ। ଟଙ୍କା ମାମଲାରେ ଉଧାର ନେବାରୁ ବଞ୍ଚିତ ହୁଅନ୍ତୁ। ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରେ। ଆପଣଙ୍କ ପାଖକୁ ନୂଆ ଦାୟିତ୍ୱ ଆସିପାରେ। ଆପଣଙ୍କର ତୀବ୍ର ବୁଦ୍ଧି କାରଣରୁ ଆପଣଙ୍କୁ ପୁରସ୍କାର ମିଳିପାରେ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଆପଣଙ୍କ ଘରକୁ ଅତିଥି ଙ୍କ ଆଗମନ ହୋଇପାରେ।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ମହତ୍ୱପୂର୍ଣ୍ଣ ରହିବ। ଆପଣଙ୍କୁ କୌଣସି କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ରହିବ। ନୂତନ ବସ୍ତ୍ର ଉପରେ ଧନ ଖର୍ଚ୍ଚ କରି ପାରନ୍ତି। ଆପଣଙ୍କ ମୁଡ ଠିକ୍ ଠାକ୍ ରହିପାରେ, ଯାହାଦ୍ବାରା ଆପଣ ଉତ୍ତମ ଅନୁଭବ କରିବେ। ଜୀବନସାଥୀ ଙ୍କୁ ମନାଇବା ପାଇଁ ଆପଣ କୌଣସି ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି। ଆପଣଙ୍କୁ କାରବାରରେ ଆଶାନୁରୂପ ଫଳ ପ୍ରାପ୍ତ ହେବ। ଖାସ ବ୍ୟକ୍ତିଙ୍କ ସହିତ ଆପଣଙ୍କର ଦେଖାସାକ୍ଷାତ ହୋଇପାରେ।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଅଧିକ ବ୍ୟସ୍ତତା ରେ ରହିବେ।ପରିବାର ର କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ। ଏହି ରାଶିର ଲୋକଙ୍କୁ ଅଫିସ ରେ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ଜୀବନସାଥୀ ନୁ ଅଯଥା ଖର୍ଚ୍ଚ ରୁ ବଞ୍ଚିତ ହେବା ଉଚିତ । କୌଣସି ଅଭୁଲା ସ୍ମୃତି କୁ ବିଚାର କରି ଆପଣ ସୁଖଦ ଅନୁଭୂତ କରି ପାରନ୍ତି। ବ୍ୟାପାରରେ ଫାଇଦା ମିଳିପାରେ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସୁଖମୟ ରହିବ। ଆପଣ ଶାନ୍ତି ଅନୁଭବ କରିବେ। ଆପଣ କୌଣସି ମାମଲାରେ ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ବନ୍ଧୁ ମାନଙ୍କ ସହିତ ବାହାରକୁ ଯାଇ ପାରନ୍ତି। କିଛି ଜିନିଷ ଆପଣଙ୍କ କାମରେ ବାଧା ଉତ୍ପନ୍ନ କରିପାରେ, ଏହାକୁ ଅଣଦେଖା କରିବା ଉଚିତ ନୁହେଁ। କାରବାରରେ ବଡ଼ ଫାଇଦା ମିଳିପାରେ। ଆପଣ ନିଜର ସକାରାତ୍ମକ ଉର୍ଜା ଉଚିତ ଦିଗରେ ଲଗାନ୍ତୁ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆପଣ ଯାହା ବିଚାର କରିବେ, ତାହାକୁ ସମ୍ପନ୍ନ କରିବେ। ଚାକିରୀ ପେଶାରେ ଥିବା ଲୋକଙ୍କୁ ସଫଳତା ମିଳିବ। କୌଣସି ବଡ଼ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବୃଦ୍ଧ ଲୋକଙ୍କ ରାୟ ନିଅନ୍ତୁ। ଏହି ରାଶିର ଲୋକଙ୍କୁ ବିବାହ ପ୍ରସ୍ତାବ ମିଳିପାରେ। ସନ୍ତାନ ଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ପାରିବାରିକ ସମ୍ପର୍କ ସୁଦୃଢ ରହିବ। ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦିନଟି ଅନୁକୂଳ ରହିଛି ।

ବନ୍ଧୁଗଣ ଆଜି ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ଶ୍ରୀ ଗଣେଶ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *